Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡ଼ିଶାରେ ପ୍ରଳୟଙ୍କରୀ କାଳବୈଶାଖୀ ଆଲର୍ଟ! ପ୍ରବଳ ପବନ ସହ ବର୍ଷା ଆଶଙ୍କା, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ

ଭୁବନେଶ୍ୱର: ଓଡ଼ିଶାରେ ଏବେ ଏକ ଅଭାବନୀୟ ଦ୍ଵିମୁଖୀ ପାଗ ଦେଖିବାକୁ ମିଳିଛି। ରାଜ୍ୟର ଗୋଟିଏ ପଟେ କାଳବୈଶାଖୀ ଜନିତ ବର୍ଷା ଓ ଝଡ଼ତୋଫାନର ସମ୍ଭାବନା ଥିବା ବେଳେ ଅନ୍ୟପଟେ ପଶ୍ଚିମାଞ୍ଚଳରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହି ଚରମ ସ୍ଥିତିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସ୍ଥିତ…

କେନାଲ ନିକଟରୁ ମିଳିଲା ବ୍ୟବସାୟୀଙ୍କ ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଭୁବନେଶ୍ୱର: ବୁଧବାର ସକାଳେ ଭୁବନେଶ୍ୱର ଉପକଣ୍ଠ ପାହାଳ ଅଞ୍ଚଳର ଏକ କେନାଲ ନିକଟରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଯାହା ପରେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ପରିବାର। ଅନନ୍ତପୁର ଗ୍ରାମର ପ୍ରଭାତ ବେହେରା ନିର୍ମାଣ ସାମଗ୍ରୀ ର ବ୍ୟବସାୟ କରୁଥିଲେ ବୋଲି…

୧୯ରେ ଆସିବ ମାଟ୍ରିକ୍ ରିଚେକିଂ ରେଜଲ୍ଟ;୩ ହଜାରରୁ ଅଧିକ ପରୀକ୍ଷାର୍ଥୀ କରିଥିଲେ ଆବେଦନ

ଭୁବନେଶ୍ୱର:୧୯ରେ ପ୍ରକାଶ ପାଇବ ମାଟ୍ରିକ୍ ରିଚେକିଂ ରେଜଲ୍ଟ । ୨୦୨୬ ମାଟ୍ରିକ୍ ପରୀକ୍ଷା ଫଳ ମୂଲ୍ୟାୟନର ରିଚେକିଂ ପାଇଁ ଆବେଦନ କରିଥିବା ପରୀକ୍ଷାର୍ଥୀଙ୍କ ଖାତା ଦେଖା ଶେଷ ହୋଇଛି । ଆସନ୍ତା ୧୯ ତାରିଖରେ ବୋର୍ଡ ୱେବସାଇଟରେ ଅପଲୋଡ କରାଯିବ । ରାଜ୍ୟରେ ୩ ହଜାର ୩ ଶହରୁ ଅଧିକ ପରୀକ୍ଷାର୍ଥୀ…

ଡାକ୍ତରଙ୍କ ଅବହେଳା ଯୋଗୁ ନବଜାତ ଶିଶୁର ମୃତ୍ୟୁ ଅଭିଯୋଗ

ବଲାଙ୍ଗିର: ନବଜାତ ଶିଶୁର ମୃତ୍ୟୁ ଅଭିଯୋଗ ହୋଇଛି । ଏନେଇ ଡାକ୍ତରଖାନାରେ ତୀବ୍ର ଉତ୍ତେଜନା ଦେଖାଦେଇଛି । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଡାକ୍ତରଖାନାରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଘଟଣାସ୍ଥଳରେ ପାଟଣାଗଡ଼ ପୋଲିସ ପହଞ୍ଚି ତନାଘନା କରିଛି । ସୂଚନାଥାଉକି, ମଙ୍ଗଳବାର…

ଗଞ୍ଜାମ ଓ ଢେଙ୍କାନାଳରେ ବଜ୍ରାଘାତରେ ୩ ମୃତ

ଭୁବନେଶ୍ୱର: ଗଞ୍ଜାମ ଏବଂ ଢେଙ୍କାନାଳ ଜିଲ୍ଲାରେ ମଙ୍ଗଳବାର ଦିନ ପୃଥକ ପୃଥକ ବଜ୍ରପାତ ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଯୋଗୁଁ ବଜ୍ରପାତ ହୋଇଥିଲା। ଗଞ୍ଜାମ ଜିଲ୍ଲାରେ ଶେରଗଡ଼ା ବ୍ଲକ ଅନ୍ତର୍ଗତ ଲାଞ୍ଜିପାଲି ଗ୍ରାମର ୩୧ ବର୍ଷୀୟ…

ବିଦ୍ୟୁତ ଆଘାତରେ ଦୁଇ ଯାଆ ମୃତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଅଞ୍ଚଳର ଏକ ଗାଁରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ମହିଳାଙ୍କର ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଛି। ପ୍ରାଥମିକ ସୂଚନା ଅନୁଯାୟୀ, ଏହି ଘଟଣା ଜିଲ୍ଲାର ହିନ୍ଦୋଳ ଥାନା ଅଧୀନସ୍ଥ ରଞ୍ଜାଗୋଲା ଗ୍ରାମରେ ଘଟିଛି। ମୃତକଙ୍କ ନାମ ମନୀଷା…

Puri Rath Construction:ବିବାଦ ପରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ବନ୍ଦ କଲେ ବିଶ୍ୱକର୍ମା ମହାରଣା

ପୁରୀ:ମହାପ୍ରଭୁଙ୍କ ରଥ ନିର୍ମାଣ ବନ୍ଦ କଲେ ରଥ ବିଶ୍ୱକର୍ମା ମହାରଣା । ଚିରଟ କାଠ, ଖେ଼ଇକୁ ନେଇ ବିବାଦ ଦେଖାଦେଇଛି। ଫଳରେ ରଥ ଖଳାରେ କାମ ବନ୍ଦ ରହିଛି। ପୂର୍ବରୁ ୪ ଫୁଟ୍‌ ତଳକୁ ଗୋଲେଇ କାଠ ଖେଇ ଭାବେ ନେଉଥିଲେ ମହାରଣା । ତେବେ ଏହା ନନେବାକୁ ବାରଣ କରି ଶ୍ରୀମନ୍ଦିର ପ୍ରଶାସନ ନୋଟିସ୍…

ବନ୍ଧାହେଲେ ୭ ଆନ୍ତଃଜିଲ୍ଲା ବାଇକଚୋର;୯ ବାଇକ ଉଦ୍ଧାର

କଳାହାଣ୍ଡି:ବାଇକଚୋରି କରୁଥିବା ଏକ ଗ୍ୟାଙ୍ଗର ୭ ଜଣ ଚୋରକୁ ଗିରଫ କଲା ମ.ରାମପୁର ପୋଲିସ । କଳାହାଣ୍ଡି ଏସପି ନାଗରାଜ ଦେବକରାକୋଣ୍ଡାଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା । ଏହି ଟିମ୍ କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ଉ କରି ୭ ଜଣଙ୍କୁ ଗିରଫ…

ଆଗାମୀ ୩ ଘଣ୍ଟା ମଧ୍ୟରେ ଭିଜିବ ଓଡ଼ିଶା, ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି କାଳବୈଶାଖୀ। ଏଣୁ ଗତ କିଛି ଦିନ ହେବ ତାପମାତ୍ରାରେ ସାମାନ୍ୟ ବ୍ରେକ୍ ଲାଗିଛି। କାଳବୈଶାଖୀ ପ୍ରଭାବରେ ରାଜ୍ୟର ବହୁ ସ୍ଥାନରେ ପାଗ ମେଘୁଆ ରହିଥିବା ବେଳେ କିଛି ସ୍ଥାନରେ କାଁ ଭାଁ ବର୍ଷା ମଧ୍ୟ ହେଉଛି। ଅନ୍ୟପଟେ ରାଜ୍ୟର ୧୧ ଜିଲ୍ଲାକୁ ଝଡ଼ବର୍ଷା ନେଇ ୟେଲୋ…

ଏସବିଆଇ ଏଟିଏମରୁ ଲୁଟ୍; କଟରରେ କାଟି ଲୁଟି ନେଲେ…

ଭୁବନେଶ୍ବର: ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଅଞ୍ଚଳରୁ ଏକ ଏଟିଏମ୍ ଲୁଟି ନେଇଛନ୍ତି ଦୁର୍ବୃତ୍ତ। ସୂଚନା ଅନୁଯାୟୀ, ଭୋର ପ୍ରାୟ ୩ଟା ସମୟରେ ସ୍ଥାନୀୟ ହାଟ ଛକରେ ଥିବା ଏକ ଏସବିଆଇ ଏଟିଏମରୁ ଦୁର୍ବୃତ୍ତମାନେ ଟଙ୍କା ଲୁଟିବାକୁ ଚେଷ୍ଟା କରିଥିଲେ। ଅପରାଧୀମାନେ ଏକ ଗାଡ଼ିରେ ଆସି ଲୁଟ୍ କାର୍ଯ୍ୟ…