Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୁଅ ନହେବାରୁ ପତ୍ନୀ ସମେତ ୫ ଝିଅଙ୍କୁ ଘରୁ ତଡ଼ିଲେ ସ୍ବାମୀ… 

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟ ଘଟଣା ସାମ୍ନାକୁ ଆସିଛି। ଜିଲ୍ଲାର ମୁରୁଗା ଗାଁରେ ପୁତ୍ର ସନ୍ତାନ ଜନ୍ମ ନ କରିପାରିବାରୁ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଏବଂ ୧୫ ଦିନର ନବଜାତ ଶିଶୁ ସମେତ ପାଞ୍ଚ ଝିଅଙ୍କୁ ଘରୁ ବାହାର କରି ଦେଇଥିବା ଖବର ମିଳିଛି। ପୀଡ଼ିତା ସୁଲୋଚନା…

ଖଟଲାପଦର ବ୍ରିଜରେ ଟଙ୍କା ଲୁଟ ମାମଲା, ୭ ଅଭିଯୁକ୍ତ ଗିରଫ

ଜୟପୁର: କୋରାପୁଟ ଜିଲ୍ଲା କୁନ୍ଦୁରା ଥାନା ଖଟଲାପଦର ବ୍ରିଜ ନିକଟରେ ଲୁଟ ମାମଲାରେ ୭ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଏନେଇ ଆଜି ଜୟପୁର ଟାଉନ ଥାନାରେ ଏସଡିପିଓ ପାର୍ଥ କଶ୍ୟପ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ମାନେ ହେଲେ କୁନ୍ଦାରିଗୁଡାର ଅରୁଣ ମୁଦୁଲି (୨୬), ଗଡପଦର ଗ୍ରାମ ହରିଜନ…

Baladevjew temple complex: କେନ୍ଦ୍ରାପଡ଼ା ବଳଦେବଜୀଉ ପରିକ୍ରମା ପ୍ରକଳ୍ପକୁ ନେଇ ଆଇନ ମନ୍ତ୍ରୀଙ୍କ ବଡ ଘୋଷଣା

ଭୁବନେଶ୍ବର: ବଳଦେବଜୀଉ ପରିକ୍ରମା ପ୍ରକଳ୍ପ ପାଇଁ ପ୍ରାୟ ୧୦୦ କୋଟି ଅଟକଳ କରାଯାଇଛି। ପରିକ୍ରମା ପ୍ରକଳ୍ପ ପାଇଁ ସମୀକ୍ଷା ପରେ ଆଇନ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଖୁବ୍‌ଶୀଘ୍ର ଫାଇନାଲ ଡିପିଆର ପ୍ରସ୍ତୁତ କରାଯାଇ ଚଳିତ ଆର୍ଥିକ ବର୍ଷରୁ କାମ ଆରମ୍ଭ ହେବ।…

ଭୁବନେଶ୍ୱରକୁ ପୁଣି ଫେରିବ ପଥ ଉତ୍ସବ…

ଭୁବନେଶ୍ୱର: ଡିସେମ୍ବର ଶେଷ ସପ୍ତାହରେ ଭୁବନେଶ୍ୱରକୁ ଫେରିବାକୁ ଯାଉଛି ଲୋକପ୍ରିୟ କାର୍ଯ୍ୟକ୍ରମ ପଥ ଉତ୍ସବ। ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି) କମିଶନର ଚଞ୍ଚଲ ରାଣାଙ୍କ ଅନୁଯାୟୀ, ଡିସେମ୍ବର ଶେଷ ଭାଗରୁ ଜାନୁଆରୀ ମଧ୍ୟଭାଗ ପର୍ଯ୍ୟନ୍ତ ସହରର ତିନୋଟି ଭିନ୍ନ ଜୋନରେ ଏହା…

ଭକ୍ତ ଦାସଙ୍କୁ କଡ଼ା କାଉଣ୍ଟର କଲେ ପୃଥ୍ବୀରାଜ ହରିଚନ୍ଦନ…

ଭୁବନେଶ୍ବର: ନୂଆପଡ଼ା ଜନାଦେଶକୁ ନେଇ ପିସିସି ସଭାପତି ଭକ୍ତ ଦାସ କହିଛନ୍ତି ଯେ, ଆମ ଦଳର ବିଭୀଷଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆତ୍ମସମୀକ୍ଷା ପରେ ବିଭୀଷଣଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ । ସରକାରୀ କଳ, ଅର୍ଥବଳ ବ୍ୟବହାର ପରେ ବି ୪୦ ହଜାର ଭୋଟ୍‌ ପାଇ ଦ୍ଵିତୀୟରେ…

“ଶିକ୍ଷକ ରତ୍ନ ସମ୍ମାନ-୨୦୨୫”ରେ ସମ୍ମାନୀତ ହେଲେ ନିଉ ଷ୍ଟିୱାର୍ଟ ସ୍କୁଲର ଶିକ୍ଷୟିତ୍ରୀ ରୀନା ଦେବୀ

ଭୁବନେଶ୍ବର: "ଶିକ୍ଷକ ରତ୍ନ ସମ୍ମାନ-୨୦୨୫" ରେ ସମ୍ମାନୀତ ହେଲେ କଟକ ସ୍ଥିତ ନିଉ ଷ୍ଟିୱାର୍ଟ ସ୍କୁଲର ଶିକ୍ଷୟିତ୍ରୀ ରୀନା ଦେବୀ । ଶିକ୍ଷା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଏହି ସମ୍ମାନଜନକ ଉପାଧି ପ୍ରଦାନ କରାଯାଇଛି । ଓଡ଼ିଶା ପ୍ରତିଭା ସମ୍ମାନ ପକ୍ଷରୁ ଆୟୋଜିତ ବାର୍ଷିକ…

Tiger Census: କେନ୍ଦୁଝର ବନଖଣ୍ଡରେ ହେବ ବାଘ ଗଣନା

କେନ୍ଦୁଝର: ଆସନ୍ତା ୨୦ ତାରିଖରୁ କେନ୍ଦୁଝର ବନଖଣ୍ଡରେ ଆରମ୍ଭ ହେବ ବାଘ ଗଣନା। ବାଘ ସହିତ ଅନ୍ୟାନ୍ୟ ଜୀବଜନ୍ତୁ ଗଣନା ମଧ୍ୟ କରାଯିବ। କେନ୍ଦୁଝର ବନଖଣ୍ଡରେ ୧୦୫ ବିଟ୍‌ରେ ଏହି ଗଣନା ହେବାକୁ ଥିବା ବେଳେ ୩୦୦ କର୍ମଚାରୀ ବନଖଣ୍ଡ ଅଧିକାରୀ ଠାରୁ ଆରମ୍ଭ କରି ବନରକ୍ଷୀ ପର୍ଯ୍ୟନ୍ତ ସମସ୍ତେ…

Cold in Odisha: ରାଜ୍ୟରେ ହାଡଭଙ୍ଗା ଶୀତ: ରାଜ୍ୟର ୧୦ ସହରରେ ତାପମାତ୍ରା, ୩ ଜିଲ୍ଲାକୁ ଥଣ୍ଡା ନେଇ ଆଲର୍ଟ

ଭୁବନେଶ୍ୱର: ଜାଡରେ ଥରୁଛି ସାରା ଓଡ଼ିଶା। ରାଜ୍ୟର ୧୦ ସହରରେ ତାପମାତ୍ରା ୧୨ ଡିଗ୍ରୀ ତଳେ ରେକର୍ଡ ହୋଇଛି। ଫଳରେ ରାଜ୍ୟରେ ପ୍ରବଳ ଶୀତ ଅନୁଭୁତ ହେଉଛି। ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଅଧିକ ଶୀତ ଅନୁଭୂତ ହେବ। ରବିବାର ରାତିରେ ଫୁଲବାଣୀ ଓ ଝାରସୁଗୁଡ଼ାରେ ପାରଦ ୧୦ ଡିଗ୍ରୀ ରହିବ।…

Road accident: ବାଇକ୍ ଉପରେ ଚଢ଼ିଗଲା ଟ୍ରକ; ୩ ଯୁବକ ମୃତ

ଢେଙ୍କାନାଳ:ପରଜଙ୍ଗ ଥାନା ୧୪୯ ନମ୍ବର ଜାତୀୟ ରାଜପଥର କୁଲେଇ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ ଉପରେ ଚଢ଼ିଗଲା ଟ୍ରକ । ଘଟଣାସ୍ଥଳରେ ବାଇକ ରେ ଥିବା ୩ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ଘଟାଇ ଟ୍ରକ୍‌ଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ମୃତକମାନେ ହେଲେ…

ରାଉରକେଲାରେ ଖୋଲିବ EMRSର ଆଞ୍ଚଳିକ କାର୍ଯ୍ୟାଳୟ 

ରାଉରକେଲା: ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ନିମନ୍ତେ କ୍ରୀଡା ନିତାନ୍ତ ଆବଶ୍ୟକତା ରହିଛି। ଏହା କେବଳ ଶାରୀରିକ ଶକ୍ତି ବଢାଇବା ସହିତ ଅନୁଶାସନ ଶିଖାଏ, ମନୋବଳ ବ୍ରୁଦ୍ଧି କରାଏ, ଟୀମ ସ୍ପିରିଟ ବଢାଇ ଥାଏ। ସେଥିପାଇଁ ପ୍ରତ୍ୟେକ ବ୍ଳକରେ ଷ୍ଟାଡିୟମର ନିର୍ମାଣ କରାଯାଉଛି। ଖେଳର ବିଶ୍ବ ସ୍ତରୀୟ…