Latest Odisha News

BREAKING NEWS

Browsing Category

ଓଡିଶା

Odisha

ବାଲିଅନ୍ତା ସୋମ୍ୟ ହତ୍ୟାକାଣ୍ଡ ଘଟଣାରେ ମୁହଁ ଖୋଲିଲେ ପ୍ରଥମେ ଚିକିତ୍ସା କରିଥିବା ଡାକ୍ତର…

ଭୁବନେଶ୍ୱର: ବାଲିଅନ୍ତାର ବହୁଚର୍ଚ୍ଚିତ ସୋମ୍ୟ ହତ୍ୟାକାଣ୍ଡ ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ସୋମ୍ୟଙ୍କୁ ଚିକିତ୍ସା କରିଥିବା ଡାକ୍ତରଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ ପଚରାଉଚରା କରିବା ପରେ ମୁହଁ ଖୋଲିଛନ୍ତି ସୋମ୍ୟଙ୍କୁ ପ୍ରଥମେ ଚିକିତ୍ସା କରିଥିବା ଡାକ୍ତର । ସେ କହିଛନ୍ତି ଯେ, ଆକ୍ରମଣ…

ବ୍ରହ୍ମପୁରରେ ଯୁବକ ଓ ଯୁବତୀଙ୍କୁ ମରଣାତ୍ମକ ଆକ୍ରମଣ ଘଟଣା; ୫ ଅଭିଯୁକ୍ତ ନାଁରେ ମାମଲା ରୁଜୁ

ବ୍ରହ୍ମପୁର: ବ୍ରହ୍ମପୁର ସହରର ଗିରିରୋଡ୍‌ ମୁଖ୍ୟ ରାସ୍ତାରେ ସ୍ବାମୀ ସ୍ତ୍ରୀଙ୍କୁ ଅଟକାଇ ମରଣାନ୍ତକ ଆକ୍ରମଣ ଘଟଣା । ବର୍ତ୍ତମାନ ସୁଦ୍ଧା ଆକ୍ରମଣ ମାମଲାରେ ୫ ଜଣ ଅଭିଯୁକ୍ତଙ୍କ ନାଁରେ ମାମଲା ରୁଜୁ କରିଥିବା କହିଛି ପୋଲିସ । ଏହା ସହ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ…

ସାର କଳାବଜାରୀ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ: କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ

ଭୁବନେଶ୍ୱର: ପୂର୍ବ ଭାରତର କୃଷି ବିକାଶ ଓ କୃଷକଙ୍କ କଲ୍ୟାଣ ପାଇଁ ଭୁବନେଶ୍ୱରଠାରେ ଆଜି 'ପୂର୍ବାଞ୍ଚଳ କ୍ଷେତ୍ରୀୟ କୃଷି ସମ୍ମିଳନୀ -୨୦୨୬' ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା, ବିହାର, ଛତିଶଗଡ଼, ଝାରଖଣ୍ଡ ଓ ପଶ୍ଚିମବଙ୍ଗ ଆଦି ୫ଟି ରାଜ୍ୟର କୃଷି ବିକାଶ ପାଇଁ ପ୍ରସ୍ତୁତ ହେବ ରୋଡ…

ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ବକେୟା ଦରମା କରାଇଦେବାକୁ…

ମୟୂରଭଞ୍ଜ: ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ମଙ୍ଗଳବାର ଦିନ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବ୍ଲକ ଅନ୍ତର୍ଗତ ମିରିଗିନେଣ୍ଡି ଗ୍ରାମ ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ପର୍ଶୁରାମ ନାଏକଙ୍କୁ ୧୮,୦୦୦ ଟଙ୍କା ଲାଞ୍ଚ ଗ୍ରହଣ କରିବା ସମୟରେ ଗିରଫ କରିଛନ୍ତି। ଭିଜିଲାନ୍ସ…

ବନ୍ଦ ହୋଇଥିବା ମେଡିକାଲ କଲେଜ ଛାତ୍ରଛାତ୍ରୀଙ୍କୁ ମିଳିବନି ସରକାରୀ ଫି’ ଲାଭ: ସୁପ୍ରିମକୋର୍ଟ

ଭୁବନେଶ୍ୱର: ଓଡ଼ିଶାର ବନ୍ଦ ହୋଇଥିବା ସର୍ଦ୍ଦାର ରାଜାସ୍ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ (SRMCH)ରୁ ଅନ୍ୟ ଘରୋଇ ମେଡିକାଲ୍ କଲେଜକୁ ସ୍ଥାନାନ୍ତରିତ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ସୁପ୍ରିମକୋର୍ଟ ପକ୍ଷରୁ ବଡ଼ ଝଟକା। ଏହି ମାମଲାରେ ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ଯେ ସେମାନେ ସରକାରୀ…

ଯୁବକଙ୍କୁ ହତ୍ୟା ପରେ ପୋଡିଦେଲେ; ୨୩ ଜଣଙ୍କୁ ଉଠାଇନେଲା ପୋଲିସ

କଟକ: କଟକ ଜିଲ୍ଲା ମାଣିଆବନ୍ଧ ଅଞ୍ଚଳରେ ଚାଞ୍ଚଲ୍ୟ । ଯୁବକଙ୍କୁ ହତ୍ୟା କରି ପୋଡିଦେଲେ ଦୁର୍ବୁତ୍ତ । ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ତାଳମୁଣ୍ଡଳୀ ଶବରସାହି ଗାଁରେ । ମୃତକଙ୍କ ପରିଚୟ ଉକ୍ତ ଗାଁର ଟିକନ ବେହେରା ବୋଲି ଜଣାପଡିଛି । ଘଟଣା ପରେ ବଡମ୍ବା ଓ ମାଣିଆବନ୍ଧ ଥାନା ସମ୍ମୁଖରେ…

ଆସନ୍ତାକାଲି ୩୫ ହଜାର ମେଡିସିନ୍ ଷ୍ଟୋର୍‌ରେ ତାଲା ପଡ଼ିବ

ଭୁବନେଶ୍ୱର: ଯଦି ଆପଣଙ୍କର କୌଣସି ନିତ୍ୟ ବ୍ୟବହାର୍ଯ୍ୟ କିମ୍ବା ଗୁରୁତ୍ୱପୂର୍ଣ୍ଣ ଔଷଧ କିଣିବାର ଅଛି, ତେବେ ଆଜି ହିଁ ଆଣିକି ରଖନ୍ତୁ। କାରଣ ଆସନ୍ତାକାଲି ରାଜ୍ୟରେ ଔଷଧ ଦୋକାନଗୁଡ଼ିକ ବନ୍ଦ ରହିବାକୁ ଯାଉଛି। କ୍ରମାଗତ ଭାବେ ବଢ଼ି ଚାଲିଥିବା ଅନ୍‌ଲାଇନ୍ ଔଷଧ ବିକ୍ରୟକୁ କଡ଼ା ବିରୋଧ କରି…

ରାଜଧାନୀ ଛାତି ଉପରେ ହରିୟାଣା ବାଉନ୍ସରଙ୍କ ଦାଦାଗିରି, ନାଛିଦେଲା ସହିଦନଗର ପୋଲିସ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏବେ ବାହାର ରାଜ୍ୟର ବାହୁବଳୀଙ୍କ ରାଜୁତି। ସହରର ଛାତି ଉପରେ ଦିନଦ୍ୱିପହରରେ ଦେଖିବାକୁ ମିଳିଛି ଫିଲ୍ମ ଷ୍ଟାଇଲ୍ ଆତଙ୍କରାଜ। ସହିଦନଗର ଥାନା ଅନ୍ତର୍ଗତ ରୂପାଲି ଛକ ନିକଟରେ ଥିବା ଅଲ୍ ଟାଇମ୍ ଫିଟନେସ୍ ଜିମ୍ ଭିତରେ ପଶି କିଛି ହରିୟାଣା ବାଉନ୍ସର ଯେଭଳି…

ମହାପ୍ରଭୁଙ୍କୁ ମହା ଅପମାନ, ଜଗନ୍ନାଥଙ୍କୁ ଖୋଲା ଡାଲାରେ ନେଲା ଇସ୍କନ

ଭୁବନେଶ୍ୱର: ପୁଣି ଅମାନିଆ ଇସ୍କନ। ମହାପ୍ରଭୁଙ୍କ ପ୍ରତି ମହା ଅପମାନ। ଜଗନ୍ନାଥଙ୍କୁ ଖୋଲା ଡାଲାରେ ନେଲା ଆମେରିକା ଇସ୍କନ ହ୍ୟୁଷ୍ଟନ। କାର ଡାଲାରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ରଖି କଲା ରଥଯାତ୍ରା। ଦକ୍ଷିଣ ଆଫ୍ରିକା ଓ ଆମେରିକାରେ ଅଦିନିଆ ରଥଯାତ୍ରା। ପ୍ରବାସୀ ଓଡ଼ିଆ ଓ ଜଗନ୍ନାଥ…

ବ୍ରହ୍ମପୁର ମରଣାନ୍ତକ ଆକ୍ରମଣକୁ ନେଇ ଗର୍ଜିଲେ ନବୀନ, ‘ରାଜ୍ୟରେ ଚାଲିଛି ଗୁଣ୍ଡାରାଜ୍’

ଭୁବନେଶ୍ୱର: ବ୍ରହ୍ମପୁରରେ ବିଚ୍ ରାସ୍ତାରେ ଯୁବକ ଓ ମହିଳାଙ୍କୁ ନିର୍ମମ ଆକ୍ରମଣ ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ଘଟଣାକୁ ଅମାନୁଷିକ ବୋଲି କହିବା ସହ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସିଧାସଳଖ ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି। ତାଙ୍କ କଥାରେ,…