Latest Odisha News
Browsing Category

ଓଡିଶା

Odisha

Gold Silver Rate: ବଢିଲା ରୂପା, କମିଲା ସୁନା

ଭୁବନେଶ୍ବର: ଆପଣ ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ସୁନା ଦର । ଆଜି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୨୭,୦୪୦ ଟଙ୍କା ରହିଥିବା ବେଳେ ଗତକାଲି ୧,୨୮,୬୨୦ଟଙ୍କା ରହିଥିଲା । ଆଜି ୧,୫୮୦ଟଙ୍କା କମ୍ ହୋଇଛି ।…

ଆରମ୍ଭ ହେଲା ୨୫ତମ ରାଜଧାନୀ ପୁସ୍ତକ ମେଳା; ୩୦୦ ପ୍ରକାଶକ ଓ ପୁସ୍ତକ ବିକ୍ରେତାଙ୍କ ଯୋଗଦାନ

ଭୁବନେଶ୍ବର: ଶହୀଦ ନଗରଠାରେ ଥିବା ଦୁର୍ଗାପୂଜା ପଡ଼ିଆରେ ୨୫ତମ ରାଜଧାନୀ ପୁସ୍ତକ ମେଳା ଆଜି (ନଭେମ୍ବର ୧୪ ତାରିଖ ଦିନ) ଆରମ୍ଭ ହୋଇଛି। ଏହା ନଭେମ୍ବର ୨୩ ତାରିଖ ଯାଏଁ ଚାଲିବ । ରାଜ୍ୟ ତଥା ରାଜ୍ୟ ବାହାରର ପ୍ରାୟ ୩୦୦ ଜଣ ପ୍ରକାଶକ ଓ ପୁସ୍ତକ ବିକ୍ରେତା ଏଠାରେ ନିଜର ଷ୍ଟଲ୍ ଖୋଲିଛନ୍ତି । ୧୪…

ନୂଆପଡ଼ା ଉପନିର୍ବାଚନ ବିଜୟ ଏକ ଐତିହାସିକ ମୁହୂର୍ତ୍ତ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନରେ ବିଜେପିର ବିଜୟ ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନୂଆପଡ଼ା ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଜନସାଧାରଣଙ୍କୁ କୃତଜ୍ଞତା ଓ ନୂଆପଡ଼ାର ନବନିର୍ବାଚିତ ବିଧାୟକ ଜୟ ଢୋଲକିଆଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।…

Vigilance Raid: ୨ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ କିରାଣୀ ବାବୁ

ମୟୂରଭଞ୍ଜ: ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ କାର୍ଯ୍ୟାଳୟର କିରାଣୀ । ଅବସର କାଳୀନ କ୍ଲିୟରାନ୍ସ କରାଇଦେବାକୁ ଲାଞ୍ଚ ନେଉଥିବାବେଳେ, କିରାଣୀ ପ୍ରାର୍ଥ ଶଙ୍କର ଚେଲଙ୍କୁ ମାଡି ବସିଲା ଭିଜିଲାନ୍ସ ଟିମ୍ । ମାଣତ୍ରି ଚନ୍ଦନପୁର ଗ୍ରାମର ଗଦାଧର ସରେନଙ୍କ ଠାରୁ ଦୁଇ ହଜାର…

Nuapada by Election: ଆମେ ବହୁବାର ହାରିଛୁ,ଅନ୍ୟକୁ ଦୋଷ ନଦେଇ ଆତ୍ମସମୀକ୍ଷା କରନ୍ତୁ ବିରୋଧୀ: ମନମୋହନ

ଭୁବନେଶ୍ବର: ନୂଆପଡାରେ ବିଜେପିର ବମ୍ପର ବିଜୟ । ନୂଆପଡ଼ାବାସୀ ଜୟଙ୍କୁ ବମ୍ପର ଭୋଟ୍ ଦେଇ ଜୟଯୁକ୍ତ କରାଇଛନ୍ତି। ଏପଟେ ନୂଆପଡ଼ାବାସୀ ପରିବର୍ତ୍ତନ ଚାହୁଁଥିଲେ। ତାର ପ୍ରତିଫଳନ ଭୋଟରେ ଦେଖିବାକୁ ମିଳିଛି। ନୂଆପଡ଼ାର ବିଭିନ୍ନ ସମସ୍ୟାର ସମାଧାନ ଲାଗି ଲୋକେ ବିଜେପି ଉପରେ ଭରସା କରିଛନ୍ତି…

Jay Dholakia: ନୂଆପଡାରେ ବିଜେପିର ରେକର୍ଡ ବିଜୟ, ୮୩ ହଜାରରୁ ଅଧିକ ଭୋଟରେ ଜିତିଲେ ଜୟ ଢୋଲକିଆ

ନୂଆପଡା: ନୂଆପଡାରେ ବିଜେପିର ବମ୍ପର ବିଜୟ । ୮୩, ୭୪୮ ଭୋଟରେ କଂଗ୍ରେସ ପ୍ରାର୍ଥୀ ଘାସିରାମଙ୍କଠୁ ଜିତିଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ଏବେ ବିଜେପି ଖାତାକୁ ଗଲା ନୂଆପଡା ଗଡ । ବିଜେପି ଆଶା ଠାରୁ ପାଇଲା ତିନିଗୁଣ ଅଧିକ ଭୋଟ । ସବୁ ରେକର୍ଡକୁ ପଛରେ ପକାଇଲେ ଜୟ । ଏକତରଫା ଭାବେ…

Road Accident Awareness: ୧୬ରୁ ‘ଦୁର୍ଘଟଣାଜନିତ ଶୂନ ମୃତାହତ ପକ୍ଷ’ ଆରମ୍ଭ

ଭୁବନେଶ୍ୱର: ସଡ଼କ ଦୁର୍ଘଟଣା ଓ ତଦ୍ ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଁ ରାଜ୍ୟ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ଏହି କ୍ରମରେ ନଭେମ୍ବର ୧୬ ରୁ ୩୦ ସଡ଼କ ଦୁର୍ଘଟଣାଜନିତ ଶୂନ ମୃତାହତ ପକ୍ଷ ପାଳନ ନେଇ ନିଷ୍ପତ୍ତି ନିଆଯାଇଛି। ଏହି ସମୟରେ ଚାରିଟି ‘ଇ’ ଯଥା- ଏନଫୋର୍ସମେଣ୍ଟ,…

Nuapada Result: ରେକର୍ଡ ବିଜୟ ପଥରେ ଜୟ ଢୋଲକିଆ, ୨୧ ରାଉଣ୍ଡରେ ଲକ୍ଷେ ଟପିଲେ…

ନୂଆପଡା: ନୂଆପଡାରେ ବିଜେପିର ବମ୍ପର ବିଜୟ । ନୂଆପଡାରେ ସବୁ ରେକର୍ଡ ଭାଙ୍ଗିଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ୨୧ ରାଉଣ୍ଡ ସୁଦ୍ଧା ଲକ୍ଷେ ଟପିଲେ ଜୟ । ଦୁଇ ପ୍ରତିଦ୍ୱନ୍ଦ୍ୱୀ ଘାସିରାମ ଓ ସ୍ନେହାଙ୍ଗିନୀଙ୍କ ମୋଟ ଭୋଟ୍‌ଠୁ ବି ଜୟଙ୍କୁ ବହୁ ଅଧିକ ଭୋଟ୍‌ ମିଳିଛି । ଜୟ ଏବେ ୬୯ ହଜାର ୨୨୫…

ଗୋଦାବରୀଶ ଆଦର୍ଶ ବିଦ୍ୟାଳୟର ‘ଲୋଗୋ’ ଉନ୍ମୋଚନ; ପ୍ରଥମ ପର୍ଯ୍ୟାୟରେ ୨୨୦୦ ବିଦ୍ୟାଳୟ ପାଇଁ…

ଭୁବନେଶ୍ବର: ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ରାଜ୍ୟ ସରକାରଙ୍କ ମହତ୍ଵାକାଂକ୍ଷୀ ଯୋଜନା ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକାରିତାକୁ ଆଉ ଗୋଟିଏ ପାଦ ଆଗକୁ ନେଇ ଆଜି ଲୋକସେବା ଭବନ ଠାରେ ଏହି ଯୋଜନାର ଲୋଗୋ ଉନ୍ମୋଚନ…

Human Sagar: କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଅସୁସ୍ଥ: ଏମ୍ସକୁ ହେଲେ ସ୍ଥାନାନ୍ତର

ଭୁବନେଶ୍ବର: ବିଗିଡ଼ିଲା ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟ ଅବସ୍ଥା । ଓଲିଉଡ୍ ଇଣ୍ଡଷ୍ଟ୍ରିର ଖ୍ୟାତନାମା ସିଙ୍ଗର୍ ହ୍ୟୁମାନ ସାଗର କିଡନି ଓ ଲିଭର୍ ଜନିତ ସମସ୍ୟା ଯୋଗୁଁ ପ୍ରଥମେ ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ, ଏବେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ବର ଏମ୍ସ କୁ…