Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଦେଶରେ ଅଦିନିଆ ରଥଯାତ୍ରା: ଇସ୍କନକୁ ନିୟନ୍ତ୍ରଣ କରିବା ସମ୍ଭବ ନୁହେଁ ବୋଲି ସ୍ପଷ୍ଟ କଲେ ଆଇନ ମନ୍ତ୍ରୀ

ଭୁବନେଶ୍ୱର: ବିଦେଶରେ ଇସ୍କନ ପକ୍ଷରୁ ଆୟୋଜିତ ହେଉଥିବା ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ବିଦେଶରେ ଥିବା ଇସ୍କନ ସଂସ୍ଥାଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ପାଖରେ କୌଣସି ଆଇନଗତ ବ୍ୟବସ୍ଥା ନାହିଁ ବୋଲି ସେ…

ରାଜପଥରେ ଡିଜେଲ ସଙ୍କଟ: ଜାତୀୟ ରାଜପଥରେ ଅଟକି ରହିଛି ଶହ ଶହ ଟ୍ରକ

ବାଲେଶ୍ୱର: ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ବିଭିନ୍ନ ପେଟ୍ରୋଲ ପମ୍ପରେ ହଠାତ୍ ଡିଜେଲ ସଙ୍କଟ ଦେଖାଦେଇଛି। ଭଦ୍ରକ, ବାଲେଶ୍ୱର ଏବଂ ଯାଜପୁର ଜିଲ୍ଲା ଦେଇ ଯାଇଥିବା ଏହି ଜାତୀୟ ରାଜପଥରେ ଡିଜେଲ ନମିଳିବା ଯୋଗୁଁ ଗାଡ଼ି ଚାଳକ ଏବଂ ପରିବହନ ବ୍ୟବସାୟୀମାନେ ନାହିଁ ନଥିବା ଅସୁବିଧାର…

ବ୍ରହ୍ମପୁର କନଷ୍ଟେବଳ ପୋଡ଼ି ମାମଲା: ପୋଲିସ ହାତରେ ୬ ମିନିଟର ସିସିଟିଭି ଟାଇମଲାଇନ

ବ୍ରହ୍ମପୁର: ଏମଭି କନଷ୍ଟେବଳ ଆଶୁତୋଷ ମୃଦୁଙ୍ଗିଆଙ୍କ ପୋଡ଼ି ଘଟଣାର ତଦନ୍ତକୁ ପୋଲିସ ଅଧିକ ଜୋରଦାର କରିଛି। ଏହି ମାମଲାରେ ପୋଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହ ଭୁବନେଶ୍ୱର ଏମ୍ସ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଆଶୁତୋଷଙ୍କ ବୟାନ ଦ୍ୱିତୀୟ ଥର ପାଇଁ ରେକର୍ଡ କରିଛି। ବୁଧବାର…

ଗାଁରେ ବ୍ୟାପୁଛି ଜଣ୍ଡିସ;୪ ଦିନରେ ହେଲେଣି ୬ ଶିଶୁ ଆକ୍ରାନ୍ତ

ଗଞ୍ଜାମ: ଭଞ୍ଜନଗର ବ୍ଲକ ବଡ଼ କୋଦଣ୍ଡା ଗାଁରେ ବ୍ୟାପୁଛି ଜଣ୍ଡିସ। ମାତ୍ର ୪ଦିନରେ ୬ ଜଣ ଶିଶୁ ଜଣ୍ଡିସରେ ଆକ୍ରାନ୍ତ ହେଲେଣି । ପ୍ରଥମେ ଜ୍ୱର ହୋଇଥିଲା ଏହାପରେ ଆଖି ହଳଦିଆ ପଡି ଯାଇଥିଲା। ରକ୍ତ ନମୁନା ପରୀକ୍ଷା ହେବା ପରେ ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ବର୍ତ୍ତମାନ ଚାରି…

ଭୁବନେଶ୍ୱର ଶ୍ରେୟା ଛକ ନିକଟରେ ବାଇକକୁ ଧକ୍କା ଦେଲା ଆମ ବସ୍, ଯୁବକ ଗୁରୁତର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ଏକ ସଡ଼କ ଦୁର୍ଘଟଣା ଘଟିଛି। ବୁଧବାର ଦିନ ଶ୍ରେୟା ଛକ ନିକଟରେ ଏକ ଆମ ବସ୍ ଏବଂ ବାଇକ୍ ମଧ୍ୟରେ ଜୋରଦାର ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ବାଇକ୍ ଚଳାଉଥିବା ଯୁବକ ଜଣକ ଗୁରୁତର ଭାବେ ଆହତ ହୋଇଛନ୍ତି। ବର୍ତ୍ତମାନ ତାଙ୍କର ଅବସ୍ଥା ସଙ୍କଟାପନ୍ନ…

ଏଣିକି ୧୫ ମିନିଟରେ ସିଆରପି ଛକରୁ ବାହାରି ଇନଫୋସିଟିରେ ପହଞ୍ଚିଯିବେ

ଭୁବନେଶ୍ବର: ଟ୍ରାଫିକ ରୁ ମିଳିବ ମୁକ୍ତି । ମାତ୍ର ୧୫ ମିନିଟ୍ ରେ ସିଆରପି ଛକରୁ ବାହାରି ଇନଫୋସିଟିରେ ପହଞ୍ଚିଯିବେ ରାଜଧାନୀ ବାସିନ୍ଦା । ଏକାମ୍ରକାନନରୁ ଓଇଆରସି ଯାଏ ରାସ୍ତା ରାସ୍ତା ସମ୍ପୂର୍ଣ୍ଣ ହୋଇଛି । ଏକାମ୍ରକାନନ ପାର୍କ ସାମ୍ନାରୁ ହାତୀଆଶୁଣୀ ଯାଏଁ ଦୁଇ ପାଶ୍ୱର୍ ମୁଖ୍ୟ ରାସ୍ତାରେ…

ବନ୍ୟା ଓ ମୌସୁମୀ ବର୍ଷା ଋତୁରେ କଡ଼ା କଟକଣା, ଛୁଟି ଉପରେ ଜଳସମ୍ପଦ ବିଭାଗ ଲାଗିଲା ରୋକ୍

ଭୁବନେଶ୍ୱର: ରାଜ୍ୟରେ ପ୍ରାକ୍-ମୌସୁମୀ ବର୍ଷା ଜାରି ରହିଛି। ସମ୍ପୂର୍ଣ୍ଣ ମୌସୁମୀ ଓଡ଼ିଶା ଛୁଇଁବାକୁ ଆହୁରି ୪-୫ ଦିନ ସମୟ ଲାଗିପାରେ। ହେଲେ ମୌସୁମୀ ବର୍ଷା ପୂର୍ବକୁ ଜଳସମ୍ପଦ ବିଭାଗ ଆଗୁଆ ପ୍ରସ୍ତୁତ ହୋଇଛି। ବନ୍ୟା ଓ ମୌସୁମୀ ବର୍ଷା ଋତୁରେ କଡ଼ା କଟକଣା ଜାରି କରିଛି ବିଭାଗ। ବନ୍ୟା ଋତୁରେ…

ଏସସିବି ଅଗ୍ନିକାଣ୍ଡ ଘଟଣାରୁ ଚେତିଲା ବିଭାଗ: ୩୫ ଡାକ୍ତରଖାନାକୁ କାରଣ ଦର୍ଶାଅ ନୋଟିସ୍‌

କଟକ: କଟକ ଏସସିବି ଟ୍ରମା ଆଇସିୟୁ ଅଗ୍ନିକାଣ୍ଡ ଘଟଣାରେ ପରେ ଚେତିଲା ବିଭାଗ। ଭୁବନେଶ୍ବର ଏମ୍‌ସ ସମେତ ୩୫ ହସ୍ପିଟାଲକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ବିଭାଗ। ଏସସିବି ମେଡିକାଲ ଅଗ୍ନିକାଣ୍ଡ ଘଟଣା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହ ରାଜ୍ୟ ସରକାରଙ୍କ ମୁଣ୍ଡରେ ଏକ କଳଙ୍କ…

ଏଣିକି ମନଇଚ୍ଛା ଡ୍ରାଇଭିଂ ଲାଇସେନ୍ସ ବାତିଲ କରିପାରିବେନି ସରକାର

ଭୁବନେଶ୍ୱର: ଡିଏଲକୁ ନେଇ ଆସିଛି ବଡ଼ ଖବର। ବିନା ନୋଟିସରେ ଡିଏଲ କ୍ୟାନସଲରେ ଲାଗିବ ରୋକ୍। ଅର୍ଥାତ୍ ମନଇଚ୍ଛା ଡ୍ରାଇଭିଂ ଲାଇସେନ୍ସ ବାତିଲ କରିପାରିବେନି ସରକାର। ଯଦି ଆପଣ ସଡ଼କ ସୁରକ୍ଷା ନିୟମକୁ ଉଲ୍ଲଂଘନ କରିଛନ୍ତି ଏନେଇ ପ୍ରଥମେ କାରଣ ଦର୍ଶାଅ ନୋଟିସ୍‌ ଜାରି ହେବ। ସନ୍ତୋଷଜନକ ଉତ୍ତର…

୧୫ IPS ଅଫିସରଙ୍କୁ ଦିଆଗଲା ୧୭ ଜିଲ୍ଲା ନିରୀକ୍ଷଣ ଦାୟିତ୍ୱ

ଭୁବନେଶ୍ବର: ଆଇନଶୃଙ୍ଖଳା ସଜାଡ଼ିବା ପାଇଁ ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି।ମନୋନୀତ ଜିଲ୍ଲାଗୁଡ଼ିକରେ ପୋଲିସ ୟୁନିଟ୍‌ଗୁଡ଼ିକର କାର୍ଯ୍ୟ ତଦାରଖ କରିବା ପାଇଁ ବରିଷ୍ଠ ଆଇପିଏସ୍ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି। ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ…