Latest Odisha News
Browsing Category

ଓଡିଶା

Odisha

୨୭ରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି, ରାଜଭବନରେ ନୂଆ କଳିଙ୍ଗ ଅତିଥି ନିବାସକୁ କରିବେ ଉଦ୍‌ଘାଟନ

ଭୁବନେଶ୍ୱର: ନଭେମ୍ବର ୨୭ରୁ ଆରମ୍ଭ ହୋଇପାରେ ବିଧାନସଭାର ଶୀତ ଅଧିବେଶନ। ତେବେ ବିଧାନସଭାର ଶୀତ ଅଧିବେଶନରେ ମୋହନ ସରକାର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଥର ବିଧାନସଭାର ଶୀତ ଅଧିବେଶନକୁ ସମ୍ବୋଧିତ କରିପାରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।…

Odisha Cold Wave: ରାଜ୍ୟରେ ବଢୁଛି ଶୀତ ଲହରୀ: ସେମିଳିଗୁଡରେ ୭.୧ ଡିଗ୍ରୀ ତାପମାତ୍ରା ରେକର୍ଡ

ଭୁବନେଶ୍ୱର: ଓଡ଼ିଶାରେ ଶୀତ ଲହରୀ ବଢିବ ଯୋଗୁ ସାରା ରାଜ୍ୟରେ ପାରଦ ସ୍ତର ହଠାତ୍ ହ୍ରାସ ପାଇଛି। ରାଜ୍ୟର ୪ ସହରରେ ୧୦ ଡିଗ୍ରୀ ସେଲସିୟସରୁ କମ ରହିଛି ପାରଦ । ସେମିଳିଗୁଡ ରେ ୭.୧ ଡିଗ୍ରୀ ସେଲସିୟସ ସହ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । ସେହିଭଳି ଜି ଉଦୟଗିରି ରେ ୭.୪…

ନୂଆପଡା ଉପ-ନିର୍ବାଚନ: ଆଜି ଜଣାପଡ଼ିଯିବ ତିନି ଦଳର ଭାଗ୍ୟ ଓ ଭବିଷ୍ୟତ?

ଭୁବନେଶ୍ୱର: ଓଡ଼ିଶାର ରାଜନୈତିକ ଆକାଶରେ ଆଜି ନୂଆପଡା ଉପ-ନିର୍ବାଚନ ଏକ ମୁଖ୍ୟ ଘଟଣା ରୂପେ ଉଭା ହୋଇଛି। ଏହି ନିର୍ବାଚନ କେବଳ ଏକ ଆସନର ଭାଗ୍ୟ ନିର୍ଦ୍ଧାରଣ କରିବ ନାହିଁ, ବରଂ ରାଜ୍ୟର ତିନି ପ୍ରମୁଖ ଦଳ—ଭାରତୀୟ ଜନତା ପାର୍ଟି (ବିଜେପି), ବିଜୁ ଜନତା ଦଳ (ବିଜେଡି) ଏବଂ କଂଗ୍ରେସ—ର…

ବାଲିଯାତ୍ରାରେ ଦଳାଚକଟା ଭଳି ସ୍ଥିତି; ୨ ଆହତ

କଟକ: ଗାୟିକା ଶ୍ରେୟା ଘୋଷାଲ ଯେକୌଣସି ସ୍ଥାନରେ ସଙ୍ଗୀତ ପରିବେଷଣ କଲେ ମଧ୍ୟ ସେଠାରେ ବହୁ ସଂଖ୍ୟାରେ ଦର୍ଶକଙ୍କ ଭିଡ଼ ଜମିଥାଏ। ଗୁରୁବାର ସନ୍ଧ୍ୟାରେ କଟକରେ ବାଲିଯାତ୍ରା ରେ ଶ୍ରେୟାଙ୍କର ସଙ୍ଗୀତ ସମାରୋହରେ ଖୁବ୍ ଭିଡ଼ ହୋଇଥିଲା। ବାଲି ଯାତ୍ରାର ଶେଷ ଦିନରେ ଭିଡ଼ ଏତେ ବଢି ଯାଇଥିଲା ଯେ…

Iskcon Rathayatra:ପୁଣି ଇସ୍କନର ମନମାନି…ବିଦେଶରେ କରିବ ଅଦିନିଆ ରଥଯାତ୍ରା

ଭୁବନେଶ୍ବର:ପୁଣି ଇସ୍କନର ମନମାନି । ୨୩ରେ ବିଦେଶରେ ଆୟୋଜନ କରିବ ଅଦିନିଆ ରଥଯାତ୍ରା । ତାଇୱାନର ଡିମେଣ୍ଡିଙ୍ଗ ଏମଆରଟି ଏକ୍‌ଜିଟ୍-୬ରେ ଆସନ୍ତା ୨୩ ତାରିଖରେ ହେବ ଆୟୋଜନ। ରଥଯାତ୍ରାରେ ସାମିଲ ହେବାକୁ ଇସ୍କନ ଅନୁଗାମୀ, ଜଗନ୍ନାଥ ପ୍ରେମୀଙ୍କୁ ଯୋଗ ଦେବା ପାଇଁ ଅନ୍‌ଲାଇନରେ ଦେଲା ସୂଚନା ।…

ନିଖୋଜ ଥିଲେ ‘ସୂର୍ଯ୍ୟ’;ଶ୍ରୀସେତୁ ନିକଟରୁ ମୃତଦେହ ଉଦ୍ଧାର

ପୁରୀ:ଶ୍ରୀସେତୁ ନିକଟ ଜଳଭଣ୍ଡାରରୁ ନାବାଳକର କ୍ଷତାକ୍ତ ମୃତଦେହ ଉଦ୍ଧାର । ନାବାଳକକୁ ହତ୍ୟା କରି ଦୁର୍ବୃତ୍ତ ପାଣିରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ମୃତ ନାବାଳକ ଟାଉନ ଥାନା ଅଞ୍ଚଳର ସୂର୍ଯ୍ୟ ସାହୁ । ଖବରମୁତାବକ, ମଙ୍ଗଳବାର ଜଳଖିଆ ଆଣିବା ପାଇଁ ଯାଇ ନିଖୋଜ ହୋଇଯାଇଥିଲେ…

ଲାଞ୍ଚ ନେଇ ଫସିଲେ ପୋଲିସ ଏଏସଆଇ…

ଭୁବନେଶ୍ୱର: ଭୁବନେଶ୍ୱରର ବାଲିଅନ୍ତାରେ ନିୟୋଜିତ ଜଣେ ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର (ଏଏସଆଇ) ଗୁରୁବାର ଦିନ ଜଣେ ବ୍ୟକ୍ତିଙ୍କ ଠାରୁ ୪,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଦ୍ୱାରା ଗିରଫ ହୋଇଛନ୍ତି। ଅଭିଯୁକ୍ତ ଅଧିକାରୀ ଜଣକ ସୋମନାଥ ପଲେଇ ବୋଲି ଚିହ୍ନଟ ହୋଇଛନ୍ତି।…

Bhubaneswar: ଏଜି ଛକରୁ ହଟିବ ଟ୍ରାଫିକ୍ ପୋଷ୍ଟ ; ତିଆରି ହେବ ୨ ଥାକିଆ ରାସ୍ତା

ଭୁବନେଶ୍ଵର:ଭୁବନେଶ୍ଵର ଏଜି ଛକରୁ ହଟିବ ଟ୍ରାଫିକ୍ ପୋଷ୍ଟ । ଏନେଇ ଗୁରୁବାର ସୂଚନା ଦେଇଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମାଟି ତଳେ ଓ ଉପରେ ୨ ଥାକିଆ ରାସ୍ତା ନିର୍ମାଣ ହେବ। କଳ୍ପନା, ଖଣ୍ଡଗିରି ଓ ଜୟଦେବ ବିହାରରୁ ନାଲ୍‌କୋ ପର୍ଯ୍ୟନ୍ତ ଏଲିଭେଟେଡ୍‌ କରିଡର୍‌ ନିର୍ମାଣ…

ଟଙ୍କା ଆତ୍ମସାତ ଅଭିଯୋଗରେ କୃଷି ସମବାୟ ସମିତିର ପୂର୍ବତନ ସଂପାଦକ ଗିରଫ

ଭୁବନେଶ୍ୱର: ଆର୍ଥିକ ଠକେଇ ଏବଂ ସୋସାଇଟି ପାଣ୍ଠି ଆତ୍ମସାତ ଅଭିଯୋଗରେ ଗୁରୁବାର ଦିନ ଓଡ଼ିଶା ଭିଜିଲାନ୍ସ ବଲାଙ୍ଗୀର ଜିଲ୍ଲାର ଏକ ପ୍ରାଥମିକ କୃଷି ସମବାୟ ସମିତି (PACS)ର ପୂର୍ବତନ ସଂପାଦକ-ସହ-ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କୁ ଗିରଫ କରିଛି। ଅଭିଯୁକ୍ତ କୁଶଧ୍ୱଜା ସାହୁ ଜିଲ୍ଲାର ପାଟଣାଗଡ଼…

ନଭେମ୍ବର ୧୬ରୁ ସଡ଼କ ଦୁର୍ଘଟଣାଜନିତ ଶୂନ ମୃତାହତ ପକ୍ଷ ଆରମ୍ଭ

ଭୁବନେଶ୍ୱର: ସଡ଼କ ଦୁର୍ଘଟଣା ଓ ତଦଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଁ ସରକାରଙ୍କ ଦ୍ୱାରା ନିରନ୍ତର ପ୍ରୟାସ ଜାରି ରହିଛି।ନଭେମ୍ବର ୧୬ରୁ ୩୦ ଯାଏଁ ସାରା ରାଜ୍ୟରେ ସଡ଼କ ଦୁର୍ଘଟଣା ଜନିତ ଶୂନ ମୃତାହତ ପକ୍ଷ ଆରମ୍ଭ ହେବାକୁ ଯାଉଛି। ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ନିଷ୍ପତ୍ତି ଗ୍ରହଣ କରିଛି।…