Latest Odisha News

BREAKING NEWS

Browsing Category

ଓଡିଶା

Odisha

Nuapada Bypoll: ଭୋଟ୍‌ ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା, ନୂଆପଡ଼ା ନ୍ୟାସନାଲ୍‌ କଲେଜରେ ହେବେ କାଉଣ୍ଟିଂ

ନୂଆପଡ଼ା: ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଉପନିର୍ବାଚନରେ ୮୧.୯୪ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ୍‌, ଗୋପାଳନ୍। ଗତକାଲି ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଉପନିର୍ବାଚନରେ ଶାନ୍ତିପୂର୍ଣ୍ଣ ମତଦାନ ଶେଷ…

ସିବିଆଇ ପଞ୍ଝାରେ ଠକ ଅଜିତ ପାତ୍ର, ବଡ଼ ବଡ଼ ଅଫିସରଙ୍କୁ ଲଗାଉଥିଲା ଚୂନା

ଭୁବନେଶ୍ବର: ନିଜକୁ କେନ୍ଦ୍ର ସରକାରଙ୍କ ବଡ଼ ଅଧିକାରୀର ପରିଚୟ ଦେଇ ଅନେକ ଅଫିସର ଓ ଠିକା ସଂସ୍ଥାମାନଙ୍କୁ ଠକେଇ କରୁଥିବା ଅଜିତ ପାତ୍ରଙ୍କୁ ଗିରଫ କରିଛି ସିବିଆଇ । ଏହା ସହ ଅଜିତଙ୍କ ବିଭିନ୍ନ ଠିକଣାରେ ଚଢାଉ ମଧ୍ୟ କରିଛି ସିବିଆଇ ଟିମ୍ । ଏହି ଚଢାଉରେ ସିବିଆଇ ୭ ଗୋଟି ଦାମୀ ଗାଡ଼ି ସହ…

ଦିଲ୍ଲୀ ବିସ୍ଫୋରଣ ଘଟଣା: ପୁରୀ ଆସି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ ସହ ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଡିଆଇଜି

ପୁରୀ: ଦିଲ୍ଲୀ ବିସ୍ଫୋରଣ ଘଟଣା ପରେ ପୁରୀ ଆସି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ ସହିତ ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଡିଆଇଜି ସତ୍ୟଜିତ୍ ନାୟକ। ପୁରୀ ଏସପି ପ୍ରତୀକ ସିଂ, ଶ୍ରୀମନ୍ଦିର ସୁରକ୍ଷା ବାହିନୀର କମାଣ୍ଡାଣ୍ଟ, ସ୍ପେଶାଲ ବ୍ରାଞ୍ଚର ଅତିରିକ୍ତ ଏସପି, କୋଷ୍ଟ ଗାର୍ଡ ଅଧିକାରୀ, ଜିଆରପି…

ଭାରତ-ଦକ୍ଷିଣ ଆଫ୍ରିକା ଅନ୍ତର୍ଜାତୀୟ T-20 ମ୍ୟାଚର ପ୍ରସ୍ତୁତି ନେଇ ସମୀକ୍ଷା ବୈଠକ

ଭୁବନେଶ୍ବର: ଆସନ୍ତା ଡିସେମ୍ବର ୯ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନ୍ତର୍ଜାତୀୟ T-20 ମ୍ୟାଚ୍ ଖେଳାଯିବ। ଏହା କିଭଳି ସୁବ୍ୟବସ୍ଥିତ ଓ ସୁନିୟନ୍ତ୍ରିତ ଭାବେ ଆୟୋଜିତ ହେବ ସେଥିପାଇଁ ସମସ୍ତ ବ୍ୟବସ୍ଥାକୁ ତୃଟିଶୂନ୍ୟ ଭାବେ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

Operation Green Clean: ଅପରେସନ୍ ଗ୍ରୀନ କ୍ଲିନ୍: ୪ କୋଟିର ଗଞ୍ଜେଇ ଜବତ, ୬ ଗିରଫ

ଭୁବନେଶ୍ୱର: ଗଞ୍ଜେଇ ହବ୍ ପାଲଟିଛି ଓଡ଼ିଶା। ରାଜ୍ୟର ବିଭିନ୍ନ ସ୍ଥାନରୁ ଗଞ୍ଜେଇ ଚାଲାଣ ମାମଲା ସାମ୍ନାକୁ ଆସିଛି। ଆଜି ସୋନପୁରରୁ ୪କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ଏହି ମାମଲାରେ ୬ ଗିରଫ ହୋଇଥିବା ବେଳେ ୪ଟି କାର୍ ଜବତ କରାଯାଇଛି। ବେଆଇନ ଗଂଜେଇ ଚାଲାଣ ବେଳେ ମାଡିବସିଲା ପୋଲିସ। ଜବତ…

ଦିଲ୍ଲୀ ବିସ୍ଫୋରଣ ପରେ ସାମୁଦ୍ରିକ ଥାନାଞ୍ଚଳରେ ହାଇ ଆଲର୍ଟ, ମଝି ସମୁଦ୍ରରେ ପୋଲିସର ପଇଁତରା

କେନ୍ଦ୍ରାପଡ଼ା: ନୂଆଦିଲ୍ଲୀରେ ସୋମବାର ରାତିରେ ବିସ୍ଫୋରଣ ପରେ ସାରା ଭାରତୀୟଙ୍କ ମଧ୍ୟରେ ଛନକା ପଶିଛି। ୧୦/୧୧ ମୁମ୍ବାଇ ଆକ୍ରମଣ ଦିନରେ ଏହି ଆକ୍ରମଣ ହୋଇଥିବା ଯୋଗୁଁ ସମୁଦ୍ରପଥରେ କଡ଼ାକଡ଼ି ଯାଞ୍ଚ୍‌ ଆରମ୍ଭ ହୋଇଛି । ଉପକୂଳ କେନ୍ଦ୍ରାପଡ଼ା ଜିଲ୍ଲାରେ ତଟରକ୍ଷୀ ବାହିନୀ, ସାମୁଦ୍ରିକ ଥାନା…

ବିର୍ସା ମୁଣ୍ଡାଙ୍କ ଜନ୍ମବାର୍ଷିକୀରେ କୋଟିଆରେ ଆନ୍ଧ୍ର ଆୟୋଜନ କଲା ଆଦିବାସୀ ମେଳା

କୋଟିଆ: କଳେବଳେ କୌଶଳେ କୋଟିଆର ନିରିହ ଲୋକଙ୍କୁ ନିଜର କରିବାକୁ ଉଦ୍ୟମ ଜାରି ରଖିଛି ପଡୋଶୀ ରାଜ୍ୟ । ବିଭିନ୍ନ ସମୟରେ ଆନ୍ଧ୍ର ପ୍ରଶାସନ ଭିନ୍ନଭିନ୍ନ କାର୍ଯ୍ୟକ୍ରମ ଜରିଆରେ କୋଟିଆ ଗ୍ରାମରେ ପଶିବାକୁ ଉଦ୍ୟମ ଚଳାଇଛନ୍ତି । ପୁଣି କୋଟିଆରେ ଆନ୍ଧ୍ର ଅଧିକାରୀଙ୍କ ଉପସ୍ଥିତି ଦେଖିବାକୁ ମିଳିଛି…

ନୂଆପଡା ଉପନିର୍ବାଚନ; ମାଓ ପ୍ରବଣ ସୁନାବେଡାରେ ୭୦% ମତଦାନ…

ନୂଆପଡା/ଭୁବନେଶ୍ୱର: ନୂଆପଡା ଉପନିର୍ବାଚନରେ ୮୧.୬୩ ପ୍ରତିଶତ ଭୋଟର ମତଦାନ କରିଛନ୍ତି। ସବୁଠୁ ଖାସ କଥା ହେଉଛି ଚଳିତ ବର୍ଷ ସୁନାବେଡା ବନ୍ୟପ୍ରାଣୀ ଅଭୟାରଣ୍ୟ ଭିତରେ ଥିବା ବୁଥଗୁଡ଼ିକରେ ଯଥେଷ୍ଟ ଅଧିକ ମତଦାନ ହୋଇଥିବା ନେଇ ସୂଚନା ମିଳିଛି। ଗତ ମଙ୍ଗଳବାର ଦିନ ଶାନ୍ତିପୂର୍ଣ୍ଣ ଭାବରେ…

କଟକ ବାଲିଯାତ୍ରା ଅବଧି ଆଉ ଦିନକ ପାଇଁ ବୃଦ୍ଧି କଲେ ରାଜ୍ୟ ସରକାର 

ଭୁବନେଶ୍ବର: ବିଶ୍ବ ପ୍ରସିଦ୍ଧ କଟକ ବାଲିଯାତ୍ରାର ଅବଧି ଆଉ ଗୋଟିଏ ଦିନ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ଯାହା ଫଳରେ ବାଲିଯାତ୍ରା ଆଜି ୧୨ ତାରିଖ ପରିବର୍ତ୍ତେ ଆସନ୍ତାକାଲି ୧୩ ତାରିଖ ଦିନ ଉଦଯାପିତ ହେବ। ବାଲିଯାତ୍ରା ପ୍ରତି ସାଧାରଣ ଲୋକଙ୍କ…

ମହାନଦୀରେ ବୋଇତ ରେସ୍; ସାମୁଦ୍ରିକ ଐତିହ୍ୟ ପାଳୁଛି ଓଡ଼ିଶା

କଟକ: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମହାନଦୀ ବୋଇତା ଦୌଡ଼ ପ୍ରତିଯୋଗିତା ୨୦୨୫କୁ ଶୁଭାରମ୍ଭ କରିଥିଲେ। ଏହାସହିତ ମହାନଦୀର ଶାନ୍ତ ଜଳରାଶିରେ ରୋମାଞ୍ଚକର ଦୁଇ ଦିନିଆ ବୋଇତ ଦୌଡ଼ ପ୍ରତିଯୋଗିତା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଦ୍ୱାରା କଟକ…