Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡ଼ିଶାରେ ୫ଟି ଗ୍ରୀନ୍ ଏନର୍ଜି ସ୍କିଲ ସେଣ୍ଟର ପ୍ରତିଷ୍ଠା କଲା ଟାଟା 

ଭୁବନେଶ୍ୱର: ଟାଟା ପାୱାର୍ କମ୍ପାନୀର ଦକ୍ଷତା ବିକାଶ ଶାଖା ଟାଟା ପାୱାର୍ ସ୍କିଲ୍ ଡେଭେଲପମେଣ୍ଟ ଇନଷ୍ଟିଚ୍ୟୁଟ୍ (ଟିପିଏସଡିଆଇ), ଆର୍ଥିକ ବର୍ଷ ୨୦୨୬ ମଧ୍ୟରେ ଓଡ଼ିଶାର କଟକ, ଢେଙ୍କାନାଳ, ବାଲେଶ୍ୱର, ସମ୍ବଲପୁର ଏବଂ ବ୍ରହ୍ମପୁରଠାରେ ୫ଟି ଗ୍ରୀନ୍ ଏନର୍ଜି ସ୍କିଲ୍ସ ସେଣ୍ଟର ପ୍ରତିଷ୍ଠା…

ପୋଲିସକୁ ବଡ଼ ସଫଳତା: ହତ୍ୟା ଅଭିଯୋଗରେ ଲାଲୁ ଯାଦବ ଗିରଫ

ଜଗତସିଂହପୁର: ପ୍ରେମ, ପ୍ରତାରଣା ଏବଂ ଶେଷରେ ରକ୍ତର ଖେଳ। ପ୍ରେମିକାର ଅନ୍ୟତ୍ର ନିର୍ବନ୍ଧ ହେବା କଥାକୁ ସହ୍ୟ କରିନପାରି ଜଣେ ପ୍ରେମିକ ସାଜିଛି ଜହ୍ଲାଦ। ପ୍ରେମିକାକୁ ରାସ୍ତାରୁ ହଟାଇବା ପାଇଁ ସେ ୨ ଲକ୍ଷ ଟଙ୍କାର ସୁପାରି ଦେଇ ଭଡ଼ାଟିଆ ହତ୍ୟାକାରୀ ଲଗାଇଥିଲା। ଜଗତସିଂହପୁର ଜିଲ୍ଲାର ବହୁ…

ଆଣ୍ଡାମାନ ଛୁଇଁବାକୁ ଯାଉଛି ଦକ୍ଷିଣ-ପଶ୍ଚିମ ମୌସୁମୀ: ଏଣେ ଓଡ଼ିଶାରେ କାଳବୈଶାଖୀର ତାଣ୍ଡବ, ସତର୍କ କଲା ପାଣିପାଗ…

ଭୁବନେଶ୍ୱର: ରାଜ୍ୟରେ ଏବେ ଖରା ଓ ଅସମ୍ଭାଳ ଗୁଳୁଗୁଳି ଲାଗି ରହିଥିବା ବେଳେ ଚାଷୀ ଏବଂ ସାଧାରଣ ଜନତାଙ୍କ ପାଇଁ ଏକ ବଡ଼ ତଥା ଆଶ୍ୱସ୍ତିକର ଖବର ଆସିଛି। ବହୁ ପ୍ରତୀକ୍ଷିତ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶେଷରେ କେରଳ ଛୁଇଁବାକୁ ଯାଉଛି। ଯାହା ଆଣ୍ଡାମାନ ସାଗର ଆଡକୁ ଦ୍ରୁତ ଗତିରେ ଅଗ୍ରସର…

Attack Mining Officer:ମୋରମ ମାଫିଆଙ୍କ ଆତଙ୍କରାଜ; ଖଣି ଅଧିକାରୀଙ୍କୁ କଲେ ସଂଘବନ୍ଧ ଆକ୍ରମଣ, ଭାଙ୍ଗିଲେ ଗାଡ଼ିର…

ବାଲେଶ୍ୱର:ପୁଣି ଦେଖାଦେଇଛି ମୋରମ ମାଫିଆଙ୍କ ଆତଙ୍କରାଜ । କନିଷ୍ଠ ଖଣି ଅଧିକାରୀଙ୍କୁ ମୋରମ ମାଫିଆ ସଂଘବନ୍ଧ ଆକ୍ରମଣ କରିଛନ୍ତି । ବାଲେଶ୍ୱର ଜିଲ୍ଲା ଖଇରା ଜୁନିୟର ମାଇନିଂ ଅଧିକାରୀଙ୍କୁ ବିଳମ୍ବିତ ରାତିରେ ଆକ୍ରମଣ କରିବା ସହ ଗାଡ଼ିକୁ ପଥର ଫିଙ୍ଗିବା ସହ ଗାଡ଼ିର କାଚ ଭାଙ୍ଗିଲେ ମୋରମ୍…

ସାବିତ୍ରୀ ବ୍ରତ ଦିନ ଅମାନବୀୟ କାଣ୍ଡ: ସ୍ତ୍ରୀକୁ ହତ୍ୟା କରି ରକ୍ତମୁଖା ସାଜିଲା ସ୍ୱାମୀ

ବଲାଙ୍ଗୀର: ଆଜି ହେଉଛି ପବିତ୍ର ସାବିତ୍ରୀ ବ୍ରତ। ଏହି ଦିନ ସ୍ୱାମୀଙ୍କ ଦୀର୍ଘାୟୁ ଏବଂ ନିରୋଗ ଜୀବନ କାମନା କରି ପ୍ରତ୍ୟେକ ଓଡ଼ିଆ ସଧବା ନାରୀ ନିଷ୍ଠାର ସହ ଉପବାସ ଏବଂ ପୂଜାର୍ଚ୍ଚନା କରିଥାନ୍ତି। କିନ୍ତୁ ବିଧିର ବିଡ଼ମ୍ବନା ଦେଖନ୍ତୁ, ଯେଉଁ ସ୍ୱାମୀର ମଙ୍ଗଳ ପାଇଁ ସ୍ତ୍ରୀ ବ୍ରତ ପାଳନ କରେ,…

ପେଟ୍ରୋଲ-ଡିଜେଲ ସଙ୍କଟ: ଡିଲର ସଂଘର ପ୍ରତିଶ୍ରୁତି; ସୋମବାର ସୁଦ୍ଧା ସ୍ଥିତି ପୂରା ସ୍ୱାଭାବିକ

ସଙ୍କଟ ସମୟରେ କଳାବଜାରୀ କଲେ ସିଧା ଆକ୍ସନ: ଡିଲରମାନଙ୍କୁ ଆଇଓସିଏଲ୍ ଓ ସଂଘର କଡ଼ା ତାଗିଦ୍, ମହଜୁଦ୍ ଅଛି ପର୍ଯ୍ୟାପ୍ତ ଷ୍ଟକ୍। ତେଲ ଅଭାବ ନାହିଁ, ଗୁଜବ ସୃଷ୍ଟିକାରୀ ସାବଧାନ! କାଲି ସନ୍ଧ୍ୟା ସୁଦ୍ଧା ସ୍ୱାଭାବିକ ହେବ ସପ୍ଲାଏ, ପ୍ରଶାସନର କଡ଼ା ନଜର। ଗୁଜବ ଆଗରେ…

ସରକାର କହୁଛନ୍ତି ‘ଷ୍ଟକ୍ ଅଛି’, କିନ୍ତୁ ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ୍ ସହ ‘ନୋ ଷ୍ଟକ୍’…

ଭୁବନେଶ୍ୱର: ପେଟ୍ରୋଲ ପମ୍ପ ଆଗରେ କିଲୋମିଟର ଲମ୍ବା ଧାଡ଼ି। ଖରାତରାରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା। ଗାଡ଼ିର ଟାଙ୍କି ଫୁଲ୍ କରିବା ପାଇଁ ଲୋକଙ୍କ ଭିତରେ ଏକ ଅଦ୍ଭୁତ ଛାନିଆ। ରାଜଧାନୀ ଭୁବନେଶ୍ୱରଠାରୁ ଆରମ୍ଭ କରି କଟକ, ପୁରୀ, ରାଉରକେଲା, ବାଲେଶ୍ୱର ଏବଂ ବଲାଙ୍ଗୀର ପର୍ଯ୍ୟନ୍ତ ଏବେ ସବୁଠି…

ରାୟଗଡ଼ା ହତ୍ୟାକାଣ୍ଡରେ ପୋଲିସକୁ ବଡ଼ ସଫଳତା: ବିହାରରୁ ଧରାପଡ଼ିଲେ ୩ ମୁଖ୍ୟ ଅଭିଯୁକ୍ତ, ଖୁଲାସା ହେବ ହତ୍ୟାର ରହସ୍ୟ

ରାୟଗଡ଼ା: ରାସ୍ତା ମଝିରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଗୁଳିମାଡ଼, ଆଉ ତା' ପରେ ଅପହରଣ କରି ବୀଭତ୍ସ ହତ୍ୟା। ରାୟଗଡ଼ା ସହରକୁ ଦୋହଲାଇ ଦେଇଥିବା ବହୁ ଚର୍ଚ୍ଚିତ ୧୯ ବର୍ଷୀୟ ନିଖିଳ ହଡିପା ହତ୍ୟା ମାମଲାରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଘଟଣା ଘଟାଇବା ପରେ ରାଜ୍ୟ ବାହାରକୁ ଫେରାର୍…

ବରଗଡ଼ରେ ଚର୍ଚ୍ଚିତ ଯୌନ ଉତ୍ପୀଡ଼ନ ମାମଲା: ସସପେଣ୍ଡ ହେଲେ ଡିଇଓ ଓ ବିଇଓ

ବରଗଡ଼: ବରଗଡ଼ ଶିକ୍ଷା ବିଭାଗକୁ ଦୋହଲାଇ ଦେଇଥିବା ଚର୍ଚ୍ଚିତ ଯୌନ ଉତ୍ପୀଡ଼ନ ମାମଲାରେ ଶେଷରେ ବଡ଼ ପଦକ୍ଷେପ ନେଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଜ୍ୟୋତିକାନ୍ତ ସାହୁ ଓ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ସୁରେନ୍ଦ୍ର ସାହୁଙ୍କୁ…

Brutal Murder:ମାଇଁଙ୍କ ଭଉଣୀକୁ ବୀଭତ୍ସ ହତ୍ୟା କଲା ନିଶାସକ୍ତ ଭଣଜା; କାରଣ ଅସ୍ପଷ୍ଟ

କାକଟପୁର:ସମ୍ପର୍କରେ ଲାଗିଲା ଦାଗ । ମାଉସୀକୁ ହତ୍ୟା କଲା ପୁତୁରା । ଦୀର୍ଘ ଦିନ ଧରି ମାମୁ ଘରେ ରହି ମାମୁଙ୍କ କଲ୍ୟାଣ ମଣ୍ଡପରେ କାମ କରୁଥିଲା ଭଣଜା । ଗତ କାଲି ବିଳମ୍ବିତ ରାତିରେ ଏକ ଧାରୁଆ ମାରଣାସ୍ତ୍ରରେ ମାଇଁଙ୍କ ଭଉଣୀଙ୍କୁ ତଣ୍ଟି କାଟି ହତ୍ୟା କରିଛି । କାକଟପୁର ଶଙ୍କରେଶ୍ବରରେ ଏହି…