Latest Odisha News

BREAKING NEWS

Browsing Category

ଓଡିଶା

Odisha

ଟ୍ରେଲରକୁ ଧକ୍କା ଦେଲା ବସ୍; ଜଣେ ମୃତ, ୧୩ ଆହତ

ସମ୍ବଲପୁର: କଟକ NH-୫୫ର ରେଢାଖୋଲ ଲୁହାପଙ୍କ ଛକ ନିକଟରେ ସଡକ ଦୁର୍ଘଟଣା । ବସ୍-ଟ୍ରେଲର୍‌ ଧକ୍କାରେ ଜଣେ ମୃତ ଓ ୧୩ ଆହତ ହୋଇଥିବା ସୂଚନା ରହିଛି । ତେବେ ଆହତମାନଙ୍କୁ ରେଢାଖୋଲ ମେଡିକାଲ୍‌ରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଖବରମୁତାବକ, ଲୁହାପଙ୍କ ଛକରେ ବିଳମ୍ବିତ…

Nuapada bypoll: ଜୟ…ଘାସିରାମ ନା ସ୍ନେହାଙ୍ଗିନୀ?, ଇଭିଏମ୍ ପ୍ରସ୍ତୁତ, ପ୍ରାର୍ଥୀଙ୍କ ଛାତି ଧଡଧଡ…ଶେଷ ଦୌଡ…

ନୂଆପଡା: ସରିଛି ପ୍ରଚାର ଅବଧି । ଆରମ୍ଭ ହୋଇଯାଇଛି ସାଇଲେଣ୍ଟ ପିରିୟଡ୍ । ଆସନ୍ତାକାଲି ନୂଆପଡ଼ା ଭୋଟ୍ । ଉପନିର୍ବାଚନରେ ନୂଆ ବିଧାୟକ ବାଛିବ ନୂଆପଡ଼ା। ସେଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ନୂଆପଡାରେ ହାଇ-ଷ୍ଟେକ୍ସ ଉପ-ନିର୍ବାଚନ ପୂର୍ବରୁ ନୀରବତା ଅବଧି ଆରମ୍ଭ ହୋଇଥିବା ବେଳେ ଏବେ…

Sardar Patel’s 150th Birth Anniversary: ଏହି ଦିନ ବାଲେଶ୍ୱରରେ ହେବ ‘ଏକତା ମାରାଥନ’, ଯୋଗଦେବେ ମୁଖ୍ୟମନ୍ତ୍ରୀ…

ବାଲେଶ୍ବର: ଭାରତର ଲୌହ ମାନବ ଭାବରେ ପରିଚିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ନଭେମ୍ବର ୧୩ରେ ବାଲେଶ୍ୱର ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା ମହାନ ‘ଏକତା ମାରାଥନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଂଶଗ୍ରହଣ କରିବେ। ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର…

ଡକାୟତି ଯୋଜନା ପଣ୍ଡ; ୫ ଡକାୟତ ଗିରଫ

ରାଉରକେଲା:ଡକାୟତି ଯୋଜନା ବିଫଳ କଲା ପ୍ଲାଣ୍ଟ୍‌ସାଇଟ୍‌ ପୋଲିସ । ଡକାୟତି ପାଇଁ ଯୋଜନା କରୁଥିଲେ ୫ ଡକାୟତ। ପୋଲିସ ସମସ୍ତ ୫ ଜଣ ଡକାୟତଙ୍କୁ ଗିରଫକରି କୋର୍ଟଚାଲାଣ କରିଛି। ସେମାନଙ୍କ ପାଖରୁ ଗୋଟିଏ ଭୁଜାଲି, ୨ଟି ଛୁରୀ ଓ ୨ଟି ଲୁହା ରଡ୍‌ ଜବତ ହୋଇଛି। ଗିରଫ ଅଭିଯୁକ୍ତମାନେ…

କାଲିଠୁ ସାଧାରଣ ଲୋକଙ୍କ ପାଇଁ ଇଣ୍ଡିଆନ୍ ରୋଡ୍‌ସ କଂଗ୍ରେସ ପ୍ରଦର୍ଶନୀ

ଭୁବନେଶ୍ବର: କାଲିଠୁ ସାଧାରଣ ଲୋକ ବୁଲିପାରିବେ ଇଣ୍ଡିଆନ୍ ରୋଡ୍‌ସ କଂଗ୍ରେସ ପ୍ରଦର୍ଶନୀ। ଏନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସୂଚନା ଅନୁଯାୟୀ, କାଲି ଦିନ ୨ଟାରୁ ୧୧ ତାରିଖ ପୂର୍ବାହ୍ନ ଯାଏଁ ସାଧାରଣ ଲୋକେ ଏହି ପ୍ରଦର୍ଶନୀ ଦେଖିପାରିବେ। ତେବେ ଆଇଆରସି…

ଓଡ଼ିଶାରେ ପ୍ରଥମ ଥର ପାଇଁ ହେବ ‘ବୋଟ୍ ରେସ୍’; ଭାଗ ନେବେ ୧୦ ରାଜ୍ୟ…

କଟକ: ରାଜ୍ୟ ସରକାର ନଭେମ୍ବର ୧୧ ଏବଂ ୧୨ ତାରିଖରେ ଓଡ଼ିଶାର ପ୍ରଥମ ବୋଟ୍ ରେସ୍ 'ମହାନଦୀ ବୋଇତ ପ୍ରତିଯୋଗିତା ୨୦୨୫' ଆୟୋଜନ କରିବେ। ଏହି ଦୁଇ ଦିନିଆ ଇଭେଣ୍ଟ କଟକରେ ଚାଲିଥିବା ବାଲି ଯାତ୍ରା ସ୍ଥାନ ନିକଟରେ ଅନୁଷ୍ଠିତ ହେବ। ଓଡ଼ିଶା ସମେତ ୧୦ଟି ରାଜ୍ୟର ପୁରୁଷ ଏବଂ ମହିଳା ଦଳ…

ସହରାଞ୍ଚଳ ପରିବହନ କ୍ଷେତ୍ରରେ ଓଡ଼ିଶାର ‘ଆମ ବସ’ ଓ ‘ଆମ ଇ-ରାଇଡ୍’ ସ୍ୱତନ୍ତ୍ର ପୁରସ୍କାର

ନୂଆଦିଲ୍ଲୀ: ରାଜଧାନୀ ଅଞ୍ଚଳ ସହରାଞ୍ଚଳ ପରିବହନ (ସି. ଆର. ୟୁ. ଟି), ଭୁବନେଶ୍ୱରକୁ ଏହାର ଫ୍ଲାଗସିପ୍ ପଦକ୍ଷେପ "ସର୍ବୋତ୍ତମ ସହରାଞ୍ଚଳ ପରିବହନ ପ୍ରକଳ୍ପ କାର୍ଯ୍ୟକାରୀ କରିଥିବା ରାଜ୍ୟ/ୟୁଟି ପାଇଁ ରନିଂ କଫି" ବର୍ଗରେ "ଆମ୍ ବସ ଏବଂ ଆମ୍ ଇ-ରାଇଡ୍" ପାଇଁ 'ସହରାଞ୍ଚଳ ପରିବହନରେ ସ୍ୱତନ୍ତ୍ର…

ଟ୍ରଲରରୁ ୩୦ କୁଇଣ୍ଟାଲ ମାଛ ଜବତ; ୯ ମତ୍ସ୍ୟଜୀବୀ ଗିରଫ

କେନ୍ଦ୍ରାପଡ଼ା: ସାମୁଦ୍ରିକ ଅଭୟାରଣ୍ୟ ଗହିରମଥାରୁ ମରା ହେଉଥିଲା ବେଆଇନ ମାଛ । ତେବେ ଅଭୟାରଣ୍ୟରେ ବନ ବିଭାଗର ପାଟ୍ରୋଲିଂ ଟିମ୍ ହାତରେ ଧରା ପଡ଼ିଲା ମାଛ ଟ୍ରଲର । ଉକ୍ତ ଟ୍ରଲର ଜବତ କରାଯିବା ସହ ୯ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି ବନ ବିଭାଗ । ଟ୍ରଲରର ନାଁ ଡେଜ୍ । ଅଭୟାରଣ୍ୟର ୧୦…

11th Technical Session: ସ୍ଥାୟୀ ସଡ଼କ ପରିଚାଳନା ବ୍ୟବସ୍ଥା ପାଇଁ ନୂତନ ସମାଧାନ ସୂତ୍ର…

ଭୁବନେଶ୍ବର: ଆଇଆରସି ବାର୍ଷିକ ଅଧିବେଶନର ଏକାଦଶତମ ବୈଷୟିକ ଅଧିବେଶନରେ ପ୍ରମୁଖ ଅବସ୍ଥାପନା ସଂସ୍ଥାଗୁଡ଼ିକର ଅଧିକାରୀ ଓ ଇଞ୍ଜିନିୟରମାନଙ୍କ ଦ୍ୱାରା ପେପର ଉପସ୍ଥାପନା ସହ ସଡ଼କ ବିକାଶ ଓ ପରିଚାଳନାର କାର୍ଯ୍ୟକୁଶଳତା ଆଦି ବିଭିନ୍ନ ପ୍ରାସଙ୍ଗିକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ଅଧିବେଶନରେ…

Cuttack Building Collapse: କୋଠା ଭୁଶୁଡ଼ି ୩ଜଣଙ୍କ ମୃତ୍ୟୁ ଘଟଣା:୨୪ ଘଣ୍ଟାରେ ରିପୋର୍ଟ ମାଗିଲେ ଜିଲ୍ଲାପାଳ

କଟକ:କଟକ ମଣିସାହୁ ଛକରେ ଘଟିଥିବା ଅଘଟଣ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଏକ ପୁରୁଣା କୋଠାର କିଛି ଅଂଶ ଭୁଶୁଡ଼ି ପଡ଼ି ଗୋଟିଏ ପରିବାରର ୩ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟଣାକୁ ଜିଲ୍ଲା ପ୍ରଶାସନ ଗୁରୁତ୍ବ ଦେଇଛି । କଟକ ମଣିସାହୁ ଛକରେ କୋଠାଭାଙ୍ଗି ୩ ମୃତ୍ୟୁ ଘଟଣାରେ ରିପୋର୍ଟ ମାଗିଲେ ଜିଲ୍ଲାପାଳ…