Latest Odisha News

BREAKING NEWS

Browsing Category

ଓଡିଶା

Odisha

‘ଫ୍ୟୁଚର ସ୍କିଲ୍ସ ଏବଂ ହ୍ୟୁମ୍ୟାନ୍ କ୍ୟାପିଟାଲ୍ ଲିଡରସିପ୍ ଡାଏଲଗ୍’ ଅନୁଷ୍ଠିତ; କର୍ମନିଯୁକ୍ତି କ୍ଷେତ୍ରରେ…

ଭୁବନେଶ୍ୱର: ‘ବିକଶିତ ଭାରତ’ ସଂକଳ୍ପକୁ ସାକାର କରିବା ପାଇଁ ଦକ୍ଷ ଯୁବଶକ୍ତିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସ୍ଥିତ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ଫ୍ୟୁଚର ସ୍କିଲ୍ସ ଏବଂ ହ୍ୟୁମ୍ୟାନ୍ କ୍ୟାପିଟାଲ୍ ଲିଡରସିପ୍ ଡାଏଲଗ୍’ ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି…

ଜଙ୍ଗଲରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ;ଚମ୍ପଟ ମାରିଲେ ମାଫିଆ

ଗଜପତି: ଘଞ୍ଚ ଜଙ୍ଗଲରେ ମାଫିଆମାନେ ଲୁଚାଇ ରଖିଥିଲେ କୋଟିଏ ଟଙ୍କାର ଗଞ୍ଜେଇ। ଜବତ କଲା ଅଡ଼ବା ପୋଲିସ। ଏହି ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ ପାଇଁ ରଖାଯାଇଥିବା ସୂଚନା ରହିଛି। ଗୁଡ୍ରିପଙ୍କା ଗ୍ରାମ ନିକଟ ଘଞ୍ଚ ଜଙ୍ଗଲରୁ ଜବତ ଗଞ୍ଜେଇର ଓଜନ ୧୦୫୪ କିଲୋ ରହିଛି ଓ ଏହାର ଆନୁମାନିକ ବଜାର ମୂଲ୍ୟ…

Femina Miss India 2026:କିଟ୍‍ ରେ ଆୟୋଜନ ହେବ ଫେମିନା ମିସ୍ ଇଣ୍ଡିଆ ଇଭେଣ୍ଟ ୨୦୨୬:ବିଭିନ୍ନ ରାଜ୍ୟରୁ ପହଞ୍ଚିଲେ…

ଭୁବନେଶ୍ୱର: ଏପ୍ରିଲ ୧୮ତାରିଖରେ କିଟ୍‍ ରେ ଅନୁଷ୍ଠିତ ହେବାକୁ ଥିବା ୬୧ତମ ଫେମିନା ମିସ୍ ଇଣ୍ଡିଆ ଇଭେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଦେଶବ୍ୟାପୀ ୩୦ ଜଣ ରାଜ୍ୟ ବିଜେତା ଆଜି କ୍ୟାମ୍ପସରେ ପହଞ୍ଚିବା ପରେ ସେମାନଙ୍କୁ କିଟ୍‍ ଓ କିସ୍‍ ପକ୍ଷରୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଥିଲା।…

ସାଗୁଆନ ଗଣ୍ଡି ଥିବା ପିକଅପ୍ ଭ୍ୟାନକୁ ଜବତ କଲା ବନ ବିଭାଗ; ୨ ଗିରଫ

ବରଗଡ:ସାଗୁଆନ ଗଣ୍ଡି ବୋଝେଇ ପିକଅପ୍ ଭ୍ୟାନ (OR _17k 6167)କୁ ଜବତ କରିଛି ପଦ୍ମପୁର ବନ ବିଭାଗ । ଶନିବାର ଜଗଦଳପୁର ଥାନାର ଲୋହରା କୋଟ ଗ୍ରାମ ପାଖରୁ ଏକ ସାଗୁଆନ ଗଣ୍ଡି ବୋଝେଇ ମେକ୍ସ ପିକଅପ୍ ଭ୍ୟାନକୁ ଜବତ କରାଯାଇଛି । ଗାଡି ରେ ୧୭ଗଣ୍ଡି ସାଗୁଆନ ଓ ୫ଗଣ୍ଡି ଗମ୍ଭାରୀ ଗଛ ଥିଲା ।…

Vigilance Raid: ଭିଜିଲାନ୍ସ ଜାଲରେ ରେଞ୍ଜର; ୨ ଲକ୍ଷ ୩୪ ହଜାର ଟଙ୍କା ଜବତ

ନରବଙ୍ଗପୁର: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବନ ରେଞ୍ଜ୍‌ର ଅଧିକାରୀ ସୁକୁମାର ଦୁଖୁ । ତାଙ୍କ ନିକଟରୁ ୨.୩୩ ଲକ୍ଷ ଟଙ୍କା ଜବତ ହୋଇଛି । ଏହା ସହ ଏକ ବୋଲେରୋ (ଓଡ଼ି୧୮କେ ୭୦୪୧)କୁ ମଧ୍ୟ ଜବତ କରାଯାଇଛି । ଏହା ସହ ବର୍ତ୍ତମାନ କାର୍ଯ୍ୟାଳୟ, ବାସଭବନ ଆଦି…

୨୧ରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଉରକେଲାରେ ୪ଟି ପ୍ରକଳ୍ପର କରିବେ ଲୋକାର୍ପଣ

ରାଉରକେଲା: ପୁଣି ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା ୨୧ ତାରିଖରେ ଓଡିଶା ଗସ୍ତରେ ଆସି ରାଉରକେଲାରେ ୪ଟି ପ୍ରକଳ୍ପର କରିବେ ଲୋକାର୍ପଣ କରିବେ ମହାମହିମ । ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ପ୍ରଥମ ରାଉରକେଲା ଗସ୍ତ । ମହାମହିମ ରାଷ୍ଟ୍ରପତିଙ୍କୁ…

ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ; ସବୁ କଲେଜରେ ଆଇସିସି ଗଠନ ବାଧ୍ୟତାମୂଳକ

ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ଅନୁଦାନପ୍ରାପ୍ତ କଲେଜରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି) ଗଠନକୁ ଗୁରୁତ୍ୱ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ସରକାରୀ, ବେସରକାରୀ ଅନୁଦାନପ୍ରାପ୍ତ ଓ ଅଣଅନୁଦାନପ୍ରାପ୍ତ ପ୍ରଫେସନାଲ କଲେଜର ଅଧ୍ୟକ୍ଷଙ୍କୁ ଚିଠି କରାଯାଇଛି ।…

ଅଦିନିଆ ରଥଯାତ୍ରା ପାଇଁ ପୁଣି ଇସ୍କନକୁ ସମାଲୋଚନା କଲେ ଗଜପତି ମହାରାଜ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଭୁବନେଶ୍ୱର: ଦେଶ ବାହାରେ ଇସ୍କନ୍ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅଦିନରେ କରୁଥିବା ବେଳେ ଏହାକୁ ନେଇ ଅସନ୍ତୋଷ ଜାରିରହିଛି। ଏହାକୁ ନେଇ ପୁଣି ଇସ୍କନକୁ ସମାଲୋଚନା କରିଛନ୍ତି ଗଜପତି ମହାରାଜ। ଏଥିସହିତ ବିଦେଶରେ ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା ବନ୍ଦ ନେଇ କେନ୍ଦ୍ର ସରକାର ସହଯୋଗ…

Tribute to bravery:ନାଲକୋ ଦାମନଯୋଡ଼ି ଆଣ୍ଟି-ନକ୍ସଲ ଅପରେସନରେ ବଳିଦାନୀ ବୀରମାନଙ୍କୁ CISFଙ୍କ ଶ୍ରଦ୍ଧା ସ୍ମରଣ

ଭୁବନେଶ୍ବର: CISF ୟୁନିଟ୍ NALCO, ଦାମନଯୋଡ଼ି ଆଜି ଗଭୀର ଶ୍ରଦ୍ଧା ସହିତ ସେହି ସାହସୀ କର୍ମଚାରୀମାନଙ୍କର ସର୍ବୋଚ୍ଚ ବଳିଦାନକୁ ସ୍ମରଣ କରିଛନ୍ତି, ଯେଉଁମାନେ ୧୨ ଏପ୍ରିଲ ୨୦୦୯ ତାରିଖରେ NALCOର ବିସ୍ଫୋରକ ଗୋଦାମ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କୌଶଳୀୟ ସମ୍ପଦ ଉପରେ ହୋଇଥିବା ଭୟାବହ…

GanJa Seized: ରେଲୱେ ‌ଷ୍ଟେସନ୍‌ରୁ ୨୬ କେଜି ଗଞ୍ଜେଇ ଜବତ, ୩ ଆନ୍ତଃରାଜ୍ୟ ଗଞ୍ଜେଇ ବେପାରୀ ଗିରଫ

ରାଉରକେଲା: ରାଉରକେଲା ରେଲୱେ ‌ଷ୍ଟେସନ୍‌ରୁ ବଡ ଧରଣର ଗଞ୍ଜେଇ ଚାଲାଣ ଧରାପଡିଛି । ସେମାନଙ୍କ ଠାରୁ ପ୍ରାୟ ୨୬ କେଜି ଗଞ୍ଜେଇ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି । ଏହି ଘଟଣାରେ ୩ ଜଣ ଆନ୍ତଃରାଜ୍ୟ ଗଞ୍ଜେଇ ବେପାରୀଙ୍କୁ ଗିରଫ…