Latest Odisha News

BREAKING NEWS

Browsing Category

ଓଡିଶା

Odisha

HLCA meeting: ଖୋର୍ଦ୍ଧାରେ ସେମିକଣ୍ଡକ୍ଟର ମେମୋରି ଚିପ୍ ପ୍ଲାଣ୍ଟ, ଢ଼େଙ୍କାନାଳରେ ଡିଫେନ୍ସ ଉପକରଣ ନିର୍ମାଣ…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ୪୪ ତମ ହାଇ ଲେଭେଲ କ୍ଲିଅରାନ୍ସ ଅଥରିଟି ବୈଠକରେ ଆଜି ୪୪, ୨୦୦ କୋଟି ଟଙ୍କାର ୧୦ଟି ପ୍ରକଳ୍ପକୁ ମଞ୍ଜୁର କରାଯାଇଛି । ରାଜ୍ୟର ୮ଟି ଜିଲ୍ଲାରେ ଏହି ୧୦ଟି ପ୍ରକଳ୍ପ ସ୍ଥାପନ କରାଯିବ, ଯାହାଦ୍ୱାରା…

OKCLର ବାର୍ଷିକ ଉତ୍ସବ-୨୦୨୬:“ଘରେ ଘରେ ଓଏସ-ସିଆଇଟି – ସମସ୍ତଙ୍କ ପାଇଁ କୃତ୍ରିମ ବୁଦ୍ଧିମତା”ଶପଥ ଆହ୍ୱାନ

ଭୁବନେଶ୍ବର: ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ, ଓଡ଼ିଶା ସରକାରଙ୍କ ଅଧୀନରେ କାର୍ଯ୍ୟରତ ଓଡ଼ିଶା ନଲେଜ କର୍ପୋରେସନ ଲିମିଟେଡ୍‌ (OKCL)ର ବାର୍ଷିକ ମିଟ୍–୨୦୨୬, ତା-୨୧ ଫେବୃଆରୀ ୨୦୨୬ (ଶନିବାର) ଦିନ ଭୁବନେଶ୍ୱରର ରେଳ ଅଡିଟୋରିଅମ୍‌ରେ ଆୟୋଜିତ ହୋଇଥିଲା। ଏହି ଅବସରରେ ମନ୍ତ୍ରୀ…

ଏ କି ବ୍ୟବସ୍ଥା ? ଟ୍ରାକ୍ଟରରେ ବୁହାହୋଇ ପରୀକ୍ଷା କେନ୍ଦ୍ରକୁ ଗଲେ ଦଶମ ଶ୍ରେଣୀ ଛାତ୍ର

କନ୍ଧମାଳ: କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକରୁ ଆସିଛି ଏକ ଅଭାବନୀୟ ଦୃଶ୍ୟ । ଟ୍ରାକ୍ଟରରେ ବୁହାହୋଇ ପରୀକ୍ଷା କେନ୍ଦ୍ରକୁ ଯାଇଛନ୍ତି ଦଶମ ଶ୍ରେଣୀ ଛାତ୍ର । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ପରୀକ୍ଷା କେନ୍ଦ୍ରକୁ ଟ୍ରାକ୍ଟରରେ ବିପଦ ସଂକୂଳ ଅବସ୍ଥାରେ ବସି କ.ନୂଆଗାଁ ପି.ଏମ୍…

ଓଡ଼ିଶାକୁ ଚିନ୍ତା ବାଲ୍ୟ ବିବାହ, ୧୨ ଜିଲ୍ଲାରେ ଅଧିକ…

ଭୁବନେଶ୍ୱର: ଓଡ଼ିଶାର ୩୦ଟି ଜିଲ୍ଲା ମଧ୍ୟରୁ ୧୨ଟି ଜିଲ୍ଲାରେ ବାଲ୍ୟବିବାହ ହାର ଜାତୀୟ ହାରଠାରୁ ଅଧିକ ବୋଲି ଶନିବାର ରାଜ୍ୟ ବିଧାନସଭାକୁ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଗୃହରେ ଏକ ପ୍ରଶ୍ନର ଉତ୍ତର ଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ଯେ ନବରଙ୍ଗପୁର…

ଅନୁଗୁଳ ଜଙ୍ଗଲରେ ପିକନିକ, ସାମାଜିକ ସମାବେଶ ମନା

ଅନୁଗୁଳ: ମାର୍ଚ୍ଚ ୧ରୁ ଆରମ୍ଭ କରି ରାଜ୍ୟରେ ମୌସୁମୀ ବର୍ଷା ଆସିବା ପର୍ଯ୍ୟନ୍ତ ଅନୁଗୁଳ ଜିଲ୍ଲାର ସମସ୍ତ ବନାଞ୍ଚଳରେ ପିକନିକ୍, ସାମାଜିକ ସମାବେଶ ଏବଂ ତତ୍ ଜନିତ କାର୍ଯ୍ୟକଳାପ ଉପରେ କଟକଣା ଲାଗୁ କରାଯିବ। ଅନୁଗୁଳ ଜିଲ୍ଲା ପ୍ରଶାସନ ଶନିବାର ଦିନ ଏହି ନିଷେଧାଦେଶ ଘୋଷଣା କରିଛି।…

Opium Cultivation: ୨୨ କୋଟିର ଅଫିମ ଗଛ ନଷ୍ଟ,୩ ମହିଳାଙ୍କ ସମେତ ୬ ଗିରଫ

ଆଠଗଡ଼: ନରସିଂହପୁର ବ୍ଲକରେ ଅଫିମ ଚାଷ ଠାବ କରିଛି ଅବକାରୀ ବିଭାଗ । ନରସିଂହପୁର ବ୍ଲକର ଦେବଭୂଇଁ ପଞ୍ଚାୟତ ଜୟ ଦାମୋଦରପୁର ଗ୍ରାମ ମୁଣ୍ଡା ସାହିରେ ପ୍ରାୟ ୧ ଏକର ଜମିରେ ଅଫିମ ଚାଷ ହୋଇଥିଲା । ସୂଚନାଥାଉକି, ୪୩ ହଜାର ୭୫୦ଟି ଅଫିମ ଗଛ ନଷ୍ଟ କରିଛନ୍ତି ଅବକାରୀ କର୍ମଚାରୀ । ନଷ୍ଟ ଅଫିମ ଗଛର…

ଥାଇଲ୍ୟାଣ୍ଡରୁ ଉଦ୍ଧାର ହେଲେ ୪ ଓଡ଼ିଆ…

ଭୁବନେଶ୍ୱର: ଥାଇଲ୍ୟାଣ୍ଡରେ ଫସି ରହିଥିବା ଛଅ ଯୁବକଙ୍କ ମଧ୍ୟରୁ ଚାରି ଜଣଙ୍କୁ ସରକାର ସୁରକ୍ଷିତ ଭାବରେ ଓଡ଼ିଶା ଫେରାଇ ଆଣିଛନ୍ତି। ଯାହାପରେ ସେମାନଙ୍କ ପରିବାର ସଦସ୍ୟ ମାନେ ଖୁସି ଥିବା ସହ ସେମାନଙ୍କ ପାଇଁ ଏହା ଏକ ବଡ଼ ଆଶ୍ୱସ୍ତି ବୋଲି କହିଛନ୍ତି। ଓଡ଼ିଶା ଫେରିଥିବା ଯୁବକ ମାନେ…

Puri Jagannath Temple: କାଳିଆ ହୁଣ୍ଡିରୁ ମିଳିଲା ୫୮ କେଜି ସୁନା; ୨୦୨୫ରେ ଏତିକି ଟଙ୍କା ସଂଗ୍ରହ…

ଭୁବନେଶ୍ବର: ଶ୍ରୀମନ୍ଦିର ଦାନ ହୁଣ୍ଡିରୁ ୧୯୮୧ ରୁ ୨୦୨୪-୨୫ ସୁଦ୍ଧା ୫୮ କେଜି ୩୧୭ ଗ୍ରାମ ସୁନା ମିଳିଛି। ସେହିପରି ୧୫୮ କେଜି ୮୩୬ ଗ୍ରାମ ରୁପା ସଂଗ୍ରହ ହୋଇଛି । ଗତବର୍ଷ ଶ୍ରୀଜଗନ୍ନାଥ ମନ୍ଦିର ହୁଣ୍ଡିରୁ ୧୮ କୋଟି ୫୯ ଲକ୍ଷ ୨୩ ହଜାର ଟଙ୍କା ସଂଗ୍ରହ ହୋଇଥିଲା। ଏନେଇ ବିଧାନସଭାରେ ଆଇନ…

କୋଟିପତି ଫରେଷ୍ଟର ଗିରଫ; ୪୭୦ ଗ୍ରାମ ସୁନା ସହ ୯ ପ୍ଲଟ…

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ଶନିବାର ଦିନ କଳାହାଣ୍ଡି ଜିଲ୍ଲାର ଜଣେ ଫରେଷ୍ଟରଙ୍କୁ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଗିରଫ କରିଛି। ଭବାନୀପାଟଣା ଫରେଷ୍ଟ ରେଞ୍ଜରେ ଫରେଷ୍ଟର ଭାବରେ କାର୍ଯ୍ୟ କରୁଥିବା ଭାଗବତ ଭୂଷଣ ବେହେରାଙ୍କୁ ତଦନ୍ତ ପରେ ହେପାଜତକୁ ନିଆଯାଇଛି। ତାଙ୍କୁ ଆଜି…

୨୦୨୪ ଜୁନରୁ ଏବେ ଯାଏଁ ଶ୍ରୀମନ୍ଦିର ଉପରେ ଉଡ଼ିଛି ୧୦ ଥର ଡ୍ରୋନ୍

ପୁରୀ: ବିଧାନସଭାରେ ଉଠିଲା ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗ । ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ଯେ, ପୁରୀ ଶ୍ରୀମନ୍ଦିର ଉପରେ ୨୦୨୪ ମସିହା ଜୁନରୁ ବର୍ତ୍ତମାନ ସୁଦ୍ଧା ବେଆଇନ ଭାବେ ୧୦ଥର ଉଡିଛି ଡ୍ରୋନ୍‌ । ୧୦ଟି ମାମଲାରୁ ୨ଟି ମାମଲାରେ…