Latest Odisha News

BREAKING NEWS

Browsing Category

ଓଡିଶା

Odisha

ବାହାର ରାଜ୍ୟକୁ ଚାଲାଣ ବେଳେ ୨ ଶିଶୁଙ୍କ ସମେତ ୭ଦାଦନ ଶ୍ରମିକ ଉଦ୍ଧାର, ଜଣେ ଗିରଫ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ତୁରେକେଲା ରୋଡ଼ ରେଳ ଷ୍ଟେସନରୁ ୨ଶିଶୁଙ୍କ ସମେତ ୭ ଦାଦନଙ୍କୁ ଉଦ୍ଧାର କରାଯାଇଛି । ଘଟଣାରେ ଜଣେ ଦଲାଲଙ୍କୁ ଗିରଫ କରିଛି ପୋଲିସ । ଗିରଫ ଦଲାଲ ଜଣକ ହେଲେ ହଳନଭଟା ଗାଁର ଭମ୍ରରବର ସୁନା (୫୫) । ମିଳିଥିବା ଖବର ଅନୁସାରେ, ଗତ ରାତି ସମୟରେ ତୁରେକେଲା ରୋଡ଼…

ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ‘ଡିପ୍ଲୋମା ଇନ୍ ହାପିନେସ୍’ ପାଠ୍ୟକ୍ରମ…

ଭୁବନେଶ୍ୱର: ସମ୍ବଲପୁରରେ ଥିବା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ (ଜିଏମୟୁ)ରେ ଆସନ୍ତା ଶିକ୍ଷା ବର୍ଷରୁ ଡିପ୍ଲୋମା ଇନ୍ ହାପିନେସ୍ ପାଠ୍ୟକ୍ରମ ଆରମ୍ଭ କରିବାକୁ ଯାଉଥିବା ନେଇ ରିପୋର୍ଟରୁ ଜଣାପଡ଼ିଛି। ଏହି ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ପୂର୍ବରୁ ଅନେକ ପ୍ରସ୍ତାବ ଚାଲିଥିଲା।…

ଭୁବନେଶ୍ୱରରେ କିଟ୍ ନହ୍ନିପରୀ ଆଞ୍ଚଳିକ ଅଡିସନ ଶେଷ, ଡିସେମ୍ବରରେ ଗ୍ରାଣ୍ଡ ଫିନାଲେ

ଭୁବନେଶ୍ୱର: କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆର ୨୫ତମ ସଂସ୍କରଣ ପାଇଁ ଆଞ୍ଚଳିକ ଅଡିସନ୍ ରବିବାର ଭୁବନେଶ୍ୱରରେ ଶେଷ ହୋଇଛି। କିଟ୍ ପରିସରରେ ଅନୁଷ୍ଠିତ ଏହି ଅଡ଼ିସନ୍‌ରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ୧୩ରୁ ୧୫ ବର୍ଷ ବୟସର ବହୁ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଡିସେମ୍ବର ୨୧ରୁ ୨୩…

‘ବନ୍ଦେ ମାତରମ୍‌’କୁ ପୁରୁଛି ୧୫୦ ବର୍ଷ; ଆସନ୍ତା ୭ରେ ସମସ୍ତ ଶିକ୍ଷାନୁଷ୍ଠାରେ ଛାତ୍ରଛାତ୍ରୀମାନେ ଗାଇବେ ଏହି ଗୀତ

ଭୁବନେଶ୍ୱର: ଆମର ଜାତୀୟ ଗୀତି ଭାବେ ପରିଚିତ ‘ବନ୍ଦେ ମାତରମ୍‌’କୁ ୧୫୦ ବର୍ଷ ପୁରୁଛି । ଏହି ଅବସରରେ ଆସନ୍ତା ୭ ତାରିଖରେ ରାଜ୍ୟର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ‘ବନ୍ଦେ ମାତରମ୍‌’ ଗାଇବେ । ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ…

Mock Census: ନଭେମ୍ବର ୧୫ରୁ ମକ୍ ଜନଗଣନା: ଏହି ୪ଟି ସ୍ଥାନରେ ହେବ ଆରମ୍ଭ

ଭୁବନେଶ୍ବର: ୨୦୨୬ ଏପ୍ରିଲରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଜନଗଣନା ହେବ। ଏଥିରେ ଘର ଗଣତି ହେବ। ଏହାପରେ ୨୦୨୭ ଫେବ୍ରୁଆରୀ ୧ରୁ ୨୮ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟରେ ଜନ ଗଣତି ହେବ। ଏହାକୁ ନଜରରେ ରଖି ଜନଗଣନା ନିର୍ଦ୍ଦେଶାଳୟ ପକ୍ଷରୁ ନଭେମ୍ବର ୧୫ରୁ ୩୦ ପର୍ଯ୍ୟନ୍ତ ମକ୍…

ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ବରମୁଣ୍ଡା ବସଷ୍ଟାଣ୍ଡରେ ମା’ ଓ ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ବସ୍‌ଷ୍ଟାଣ୍ଡରେ ଶୋଇଥିବା ଅବସ୍ଥାରେ ମା’ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ କରିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ାର ପବିତ୍ର କହଁର(୩୯) । ଖବର ପାଇ ଭରତପୁର ଥାନା ପୋଲିସ…

Selling Ganja: ଗଞ୍ଜେଇ ଚାଲାଣ କଲେ ବିଟେକ ଛାତ୍ର, ମାଡ଼ି ବସିଲା RPF ର ସ୍ବତନ୍ତ୍ର ଟିମ୍

ଭୁବନେଶ୍ୱର: ଗଞ୍ଜେଇ ଚାଲାଣ ବେଳେ ଧରାପଡିଲେ ବିଟେକ ଛାତ୍ର। ଗଞ୍ଜେଇ ଚାଲାଣ ବେଳେ ସମ୍ବଲପୁର ସିଟି ଷ୍ଟେସନରେ ମାଡ଼ି ବସିଲା RPF ର ସ୍ବତନ୍ତ୍ର ଟିମ୍। ଭୁବନେଶ୍ୱର ଧାନବାଦ ଏକ୍ସପ୍ରେସ ଟ୍ରେନରୁ ୩ଜଣ ବିଟେକ ଛାତ୍ରଙ୍କୁ ଗିରଫ କରାଯାଇଛି। ୪ଟି ଟ୍ରଲି ବ୍ୟାଗରେ ଗଞ୍ଜେଇ ଭର୍ତ୍ତି କରି ଚାଲାଣ…

ନବୀନଙ୍କୁ ପ୍ରଭାତୀ ପରିଡ଼ାଙ୍କ କଡା ଟାର୍ଗେଟ: କହିଲେ, ୨୪ ବର୍ଷର ବିଶ୍ୱାସଘାତର ଜବାବ…

ଭୁବନେଶ୍ୱର: ନବୀନଙ୍କ ପ୍ରାର୍ଥୀ ଚୋରୀ ମନ୍ତବ୍ୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କଡା ଜବାବ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ସେ ଲେଖିଛନ୍ତି ଯେ, ମିଛ ପ୍ରତିଶ୍ରୁତି ନୁହେଁ ୫୦୦ ଦିନର ସରକାର ଉପରେ ଭରସା ଓ ବିଶ୍ୱାସର ଭୋଟ…

Superstitions:ଅନ୍ଧବିଶ୍ୱାସ ଅନ୍ଧଗଳିରେ କୋରାପୁଟ ! ଗ୍ରାମ ଦେବୀଙ୍କ କୋପ ନାଁରେ ଗାଁକୁ ପ୍ରବେଶ ମନା

କୋରାପୁଟ:ଏ କି ପରମ୍ପରା ?  କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍‌ ଅନ୍ତର୍ଗତ ଗାଦବାଡୁଡ଼ା ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗ୍ରାମ ଦେବତୀଙ୍କ କୋପ ନାଁରେ ଗାଁକୁ ବାହର ଲୋକଙ୍କ ପ୍ରବେଶ ମନା ହୋଇଛି । ଏପରିକି ଗ୍ରାମବାସୀ ମଧ୍ୟ ବାହାରକୁ ନଯିବାକୁ ପରାମର୍ଶ ଦିଆଯାଇଛି ।…

Income Tax Raids Utkal Builders: ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ, ଆୟକର ଫାଙ୍କିବା ଅଭିଯୋଗ

ଭୁବନେଶ୍ୱର: ଉତ୍କଳ ବିଲ୍ଡର୍ସରେ IT ରେଡ୍ । ଆୟକର ଠକେଇ ଅଭିଯୋଗରେ ଭୁବନେଶ୍ବର ଉତ୍କଳ ବିଲ୍ଡର୍ସର ବିଭିନ୍ନ ସ୍ଥାନରେ ଚଢାଉ । ଶହେରୁ ଅଧିକ ଅଧିକାରୀ ୨୦ଟି ଟିମରେ ଚଢାଉ ଜାରି ରଖିଛନ୍ତି । ମହର୍ଷି କଲେଜ ରୋଡ ସ୍ଥିତ କାର୍ଯ୍ୟାଳୟରେ ଚାଲିଛି ରେଡ୍ । ସୂଚନା ଅନୁସାରେ ଆଜି ଭୋର୍ ୪ଟା…