Latest Odisha News

BREAKING NEWS

Browsing Category

ଓଡିଶା

Odisha

ମୁଖ୍ୟମନ୍ତ୍ରୀଙ୍କ ତିନି ଦିନିଆ ଗୁଜୁରାଟ ଗସ୍ତ;ଶିଳ୍ପପତି ଏବଂ ନିବେଶକଙ୍କୁ ଭେଟିବେ…

ଭୁବନେଶ୍ୱର: ଓଡିଶାରେ ନିବେଶ ପାଇଁ ହାଇଦ୍ରାବାଦ ଏବଂ କୋଲକତାରେ ସଫଳ ରୋଡ୍ ସୋ ପରେ, ଓଡ଼ିଶା ବର୍ତ୍ତମାନ ତାହାର ନିବେଶ ଆକର୍ଷଣ ଅଭିଯାନକୁ ଗୁଜରାଟକୁ ବିସ୍ତାର କରିବାକୁ ପ୍ରସ୍ତୁତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମେ ୫ ରୁ ୭ ତାରିଖ ପର୍ଯ୍ୟନ୍ତ ଗୁଜରାଟର ୪ଟି ସହରରେ ୩ ଦିନିଆ…

୧.୦୮ କୋଟି ଟଙ୍କା ଆତ୍ମସାତ ଅଭିଯୋଗ; ବ୍ୟାଙ୍କ ଶାଖା ପରିଚାଳକ ଗିରଫ

ଭୁବନେଶ୍ୱର: ମାଲକାନଗିରି ସ୍ଥିତ କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ (KCC)ର ଶାଖା ପରିଚାଳକଙ୍କୁ ସୋମବାର ଦିନ ଓଡ଼ିଶା ଭିଜିଲାନ୍ସ ୧.୦୮ କୋଟି ଟଙ୍କାର ସରକାରୀ ପାଣ୍ଠି ଆତ୍ମସାତ ଅଭିଯୋଗରେ ଗିରଫ କରିଛି। ଏକ ବିବୃତ୍ତିରେ କୁହାଯାଇଛି ଯେ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ୫ଟି LAMPCS…

pension money: ‘ଡୋର୍-ଷ୍ଟେପ୍’ସେବା ଦେବେ ସରକାର; ଘରେ ପହଞ୍ଚିବ ଭତ୍ତା

ଭୁବନେଶ୍ବର:ମଧୁ ବାବୁ ପେନ୍ସନ୍ ଯୋଜନା (MBPY) ଅଧୀନରେ ଭତ୍ତା ପାଉଥିବା ବୃଦ୍ଧ, ଅସହାୟ ଓ ଭିନ୍ନକ୍ଷମମାନଙ୍କୁ ଆଉ ଖରାରେ ବାହାରକୁ ଆସିବାକୁ ପଡ଼ିବ ନାହିଁ । ଏଣିକି ସେମାନଙ୍କୁ ସେମାନଙ୍କ ଘର ଦୁଆରମୁହଁରେ ଭତ୍ତା ଯୋଗାଇ ଦିଆଯିବ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର…

Jajpur Accident: ୫ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା; ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ

ଯାଜପୁର:ଯାଜପୁର ଦୁର୍ଘଟଣାରେ ୫ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଏଥିସହ ମୃତକଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ । ବିବାହ ସାରି ବରଯାତ୍ରୀ ଗାଡି ଫେରିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବୋଲେରୋ…

ବାଦ୍ ପଡ଼ିଥିବା ଆଉ ୧.୨୩ ଲକ୍ଷ ମହିଳାଙ୍କୁ ମିଳିଲା ସୁଭଦ୍ରା ଟଙ୍କା

ଭୁବନେଶ୍ୱର: ବଞ୍ଚିତ ସୁଭଦ୍ରା ହିତାଧିକାରୀଙ୍କ ଖାତାକୁ ଗଲା ବକେୟା ଟଙ୍କା । ୩ୟ କିସ୍ତିରୁ ବଞ୍ଚିତ ଥିବା ୧ ଲକ୍ଷ ୨୩ ହଜାର ୮୪୯ ହିତାଧିକାରୀଙ୍କୁ ଆଜି ଟଙ୍କା ମିଳିଛି । ୬୧ କୋଟିରୁ ଊର୍ଦ୍ଧ୍ବ ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଇଛି । ଏହି ମହିଳା ମାନେ ଗତ ମାର୍ଚ୍ଚ ୮…

IPL Betting:ଆଇପିଏଲ ବେଟିଂ ଗ୍ୟାଙ୍ଗର ପର୍ଦ୍ଦାଫାଶ; ୫ଗିରଫ,୬ ଲକ୍ଷ ଟଙ୍କା ଜବତ…

ସୁନ୍ଦରଗଡ଼:ସୁନ୍ଦରଗଡ଼ର ରାଜଗାଙ୍ଗପୁରରେ IPL ବେଟିଂ ବେଳେ ମାଡ଼ି ବସିଲା ପୋଲିସ । ୫ ଜଣଙ୍କୁ ଗିରଫ କରିଛି ପୋଲିସ । ଏଥିସହ  ପୋଲିସ ୧୭ ଲକ୍ଷ ୬୧ ହଜାର ଟଙ୍କାର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିଛି । ଗିରଫ ବ୍ୟକ୍ତି ମାନେ ହେଲେ ରାଉରକେଲା ବାସନ୍ତୀ କଲୋନିର ରଞ୍ଜନ କୁମାର ସା (୨୯),…

ବିଚାରଧୀନ କଏଦୀଙ୍କ ମୃତ୍ୟୁ; ୨୦୨୪ ମସିହାରୁ ଜେଲରେ…

ଖୋର୍ଦ୍ଧା:ବିଚାରଧୀନ କଏଦୀଙ୍କ ମୃତ୍ୟୁ । ମୃତକ ଜଣକ ବାଣପୁର ଥାନା ବାହାଡାଖୋଲା ଶାନ୍ତିନଗରର ଶଠ ରାଉତରାୟ(୮୫ ବର୍ଷ) । ବାଣପୁର ଉପକାରାଗାରରେ ଆଜି ସକାଳେ ଶୌଚ କରିବାକୁ ବାଥରୁମ ଯାଇଥିବା ସମୟରେ ସେଠାରେ ଅସୁସ୍ଥ ହୋଇ ପଡ଼ି ଯାଇଥିଲେ । ଜେଲ କର୍ତ୍ତୃପକ୍ଷ ତାଙ୍କୁ ଉଦ୍ଧାର କରି ବାଣପୁର…

ଶାଢ଼ୀ ଦୋଳି ହେଲା କାଳ …ଚାଲିଗଲା ନାବାଳକର ଜୀବନ

ମୟୂରଭଞ୍ଜ:ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ଜଗନ୍ନାଥୀ ଗ୍ରାମରରେ ଅଭାବନୀୟ ଘଟଣା ଘଟିଛି । ଦୋଳି ଶାଢୀରେ ଛନ୍ଦି ହୋଇ ଚାଲିଗଲା ନାବାଳକର ଜୀବନ । ମୃତ ନାବାଳକ ଜଣକ ହେଉଛନ୍ତି ଜଗନ୍ନାଥୀ ଗ୍ରାମର ଦୁର୍ଗା ମୁର୍ମୁଙ୍କ ସାନପୁଅ ସତ୍ୟ ମୁର୍ମୁ।ବୟସ ସାତ ବର୍ଷ । ଘର ବାଡ଼ିରେ ଆତ ଗଛରେ…

Women’s Artistic Gymnastics Championship 2026–27:ଅନଇଭେନ୍ ବାର୍ସରେ ଓଡ଼ିଶାକୁ ସ୍ବର୍ଣ୍ଣ ସହ ବ୍ୟାଲାନ୍ସିଂ…

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ ସ୍ଥିତ ଜିମ୍ନାଷ୍ଟିକ୍ସ ହାଇ ପରଫରମାନ୍ସ ସେଣ୍ଟରଠାରେ ଚାଲିଥିବା ଜୁନିୟର ଓ ସିନିୟର ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସ ଜାତୀୟ ଚାମ୍ପିୟନସିପ୍‌ର ମହିଳା ବିଭାଗୀୟ ପ୍ରତିଯୋଗିତା ଆଜି ଶେଷ ହୋଇଛି। ଅନ୍ତିମ ଦିନରେ ରୋମାଞ୍ଚକର ଖେଳ ପ୍ରଦର୍ଶନ ସହ ଏହି ଜାତୀୟ ସ୍ତରର…

କନ୍ଧମାଳରୁ ଭୁବନେଶ୍ୱକୁ ଚାଲାଣ ହେଉଥିଲା ଗଞ୍ଜେଇ, ମାଡି ବସିଲା ଅବକାରୀ ଟିମ୍

ଭୁବନେଶ୍ବର: ଜଟଣୀ ଏକ୍ସାଇଜ ଟିମକୁ ମିଳିଛି ବଡ଼ ସଫଳତା । କନ୍ଧମାଳରୁ ଭୁବନେଶ୍ୱରକୁ ଆସୁଥିଲା ଗଞ୍ଜେଇ,ମାଡି ବସିଲା ଅବକାରୀ ବିଭାଗ । ଆଜି ସକାଳ ପ୍ରାୟ ୭ଟାରେ ପିତାପଲ୍ଲୀ ଫ୍ଲାଏଓଭର ନିକଟରେ ଚଢ଼ଉ କରି ଏକ କ୍ବିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି । ଏହି ମାମଲାରେ ଆଶୋକ କୁମାର ଦିଗାଲଙ୍କୁ ଗିରଫ…