Latest Odisha News

BREAKING NEWS

Browsing Category

ଓଡିଶା

Odisha

Superstitions:ଅନ୍ଧବିଶ୍ୱାସ ଅନ୍ଧଗଳିରେ କୋରାପୁଟ ! ଗ୍ରାମ ଦେବୀଙ୍କ କୋପ ନାଁରେ ଗାଁକୁ ପ୍ରବେଶ ମନା

କୋରାପୁଟ:ଏ କି ପରମ୍ପରା ?  କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍‌ ଅନ୍ତର୍ଗତ ଗାଦବାଡୁଡ଼ା ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗ୍ରାମ ଦେବତୀଙ୍କ କୋପ ନାଁରେ ଗାଁକୁ ବାହର ଲୋକଙ୍କ ପ୍ରବେଶ ମନା ହୋଇଛି । ଏପରିକି ଗ୍ରାମବାସୀ ମଧ୍ୟ ବାହାରକୁ ନଯିବାକୁ ପରାମର୍ଶ ଦିଆଯାଇଛି ।…

Income Tax Raids Utkal Builders: ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ, ଆୟକର ଫାଙ୍କିବା ଅଭିଯୋଗ

ଭୁବନେଶ୍ୱର: ଉତ୍କଳ ବିଲ୍ଡର୍ସରେ IT ରେଡ୍ । ଆୟକର ଠକେଇ ଅଭିଯୋଗରେ ଭୁବନେଶ୍ବର ଉତ୍କଳ ବିଲ୍ଡର୍ସର ବିଭିନ୍ନ ସ୍ଥାନରେ ଚଢାଉ । ଶହେରୁ ଅଧିକ ଅଧିକାରୀ ୨୦ଟି ଟିମରେ ଚଢାଉ ଜାରି ରଖିଛନ୍ତି । ମହର୍ଷି କଲେଜ ରୋଡ ସ୍ଥିତ କାର୍ଯ୍ୟାଳୟରେ ଚାଲିଛି ରେଡ୍ । ସୂଚନା ଅନୁସାରେ ଆଜି ଭୋର୍ ୪ଟା…

Grandfather Harassment: ନାତୁଣୀକୁ ଗର୍ଭବତୀ କଲା ସମ୍ପର୍କୀୟ ଅଜା

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ବୈଶିଙ୍ଗା ଥାନା ଇଲାକାରେ ଘଟିଛି ଏକ ଲଜ୍ଜାଜନକ ଘଟଣା ଘଟିଛି। ସମ୍ପର୍କୀୟ ଅଜା ୧୧ବର୍ଷୀୟା ନାବାଳିକାଙ୍କୁ ମୋବାଇଲ ଦେଖାଇବା ବାହାନାରେ ବାରମ୍ବାର ଦୁଷ୍କର୍ମ କରି ଗର୍ଭବତୀ କରିଛି। ଏହି ଘଟଣା ଜଣାପଡ଼ିବା ପରେ ଅଭିଯୁକ୍ତକୁ ବୈଶିଙ୍ଗା ପୋଲିସ ଗିରଫ…

Nuapada Bypoll: ରାଜେନ୍ଦ୍ର ଢୋଲକିଆ ମେଡିକାଲରେ ଥିଲା ବେଳେ ଆସିନଥିଲେ ନବୀନ, ଏବେ ଭୋଟ୍ ପାଇଁ ଆସିଛନ୍ତି ନୂଆପଡ଼ା:…

ନୂଆପଡ଼ା: ରାଜେନ୍ଦ୍ର ଢୋଲକିଆ ମେଡିକାଲରେ ଥିଲା ବେଳେ ଆସିନଥିଲେ ନବୀନ। ଏବେ ଭୋଟ୍ ପାଇଁ ଆସିଛନ୍ତି ନୂଆପଡ଼ା। ଆଜି କିଛି ଏଭଳି ଭାବେ ସିଧା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଛନ୍ତି ଜୟ ଢୋଲକିଆ। ଜୟ କହିଛନ୍ତି, ବିଜେଡି ସଭାପତି ନବୀନ ପଟ୍ଟନାୟକ ମୋ ବାପା…

Weather update: ଖସୁଛି ପାରଦ;ରାତ୍ରି ତାପମାତ୍ର ୩ରୁ ୪ ଡିଗ୍ରୀ କମିବ

ଭୁବନେଶ୍ବର:ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉତ୍ତର ଆଭ୍ୟନ୍ତରୀଣ ବିଭିନ୍ନ ସ୍ଥାନରେ ଅନୁଭୂତ ହେବ ପ୍ରବଳ ଥଣ୍ଡା । ରାଜ୍ୟର ୨୮ସ୍ଥାନରେ ରାତି ତାପମାତ୍ରା ଖସିଛି ଓ ଆଗକୁ ଆହୁରି ଖସିବ। ୨ରୁ ୩ ଦିନ ମଧ୍ୟରେ ୩ରୁ ୪ ଡିଗ୍ରୀ କମିବ ରାତ୍ରି ତାପମାତ୍ର  ବୋଲି ଆଞ୍ଚଳିକ…

Odia youth Kidnapped: ସୁଦାନରେ ଓଡ଼ିଆ ଯୁବକ ଅପହୃତ; ସହଯୋଗ ଲୋଡ଼ିଲେ ପରିବାର ଲୋକ

ଜଗତସିଂହପୁର:ସୁଦାନରେ ଓଡ଼ିଆ ଯୁବକଙ୍କୁ ଅପହରଣ। ।ଉଦ୍ଧାର ନିମନ୍ତେ ପରିବାର ଲୋକଙ୍କ ଆକୁଳ ନିବେଦନ । ଗୃହ ଯୁଦ୍ଧରେ ସାମିଲ ବିଦ୍ରୋହୀଙ୍କ ଦ୍ୱାରା ଅପହରଣ କରାଯାଇଥିବା ଅଭିଯୋଗ କରିଛନ୍ତି ଅପହୃତ ଯୁବକଙ୍କ ପରିବାର ଲୋକେ। ସୂଚନାଥାଉକି, ଯୁବକ ଜଣକ ହେଲେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ…

Nuapada Bypoll: ନୂଆପଡ଼ାରେ ନବୀନଙ୍କ ଗର୍ଜନ, ଛାନିଆଁ ହେଲେ ବିରୋଧୀ

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ହେବା ଆଗରୁ ରାଜନୈତିକ ମାହୋଲ ବେସ ସରଗରମ ରହିଛି । ତିନି ପ୍ରମୁଖ ଦଳ ନିଜ ନିଜ ରଣନୀତିରେ ପ୍ରଚାର ଚଳାଇଛନ୍ତି । ଶାସକ ଦଳ ୧୬ ମାସର ସଫଳତା କଥା କହି ଭୋଟ ମାଗୁଥିବା ବେଳେ ବିରୋଧୀ ବିଜେଡି ଓ କଂଗ୍ରେସ ବିଜେପି ସରକାରକୁ କଟାକ୍ଷ କରିଛନ୍ତି । ଏହାରି ମଧ୍ୟରେ…

Chadakhai Celebration: ଏଥର ଅଡୁଆ ଛାଡ଼ଖାଇ ବାର, ମାନ୍ଦା ହେବ କି ବେପାର?

ଭୁବନେଶ୍ବର: ସରିବ କାର୍ତ୍ତିକ ମାସ । ଏହାସହ ପଞ୍ଚୁକ ମଧ୍ୟ ଚାଲିଛି । ଏଥରକ ପଞ୍ଚୁକ ଚାରିଦିନ ପାଳନ ହେବାକୁ ଥିବା ବେଳେ ଛାଡ଼ଖାଇକୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ଆମିଷପ୍ରେମୀ । ହେଲେ ଏବର୍ଷ ଛାଡ଼ଖାଇ ପଡ଼ୁଛି ଗୁରୁବାର। ତେଣୁ ପରଦିନ ଅର୍ଥାତ୍‌ ଶୁକ୍ରବାର ଛାଡ଼ଖାଇ ପାଳନ ହେବ। ଛାଡ଼ଖାଇ…

Shreemandir: ଶ୍ରୀମନ୍ଦିର ଭିତରୁ ଡାଲଡା ଘିଅ ଜବତ, କୈଫିୟତ ତଲବ

ପୁରୀ:ଆଜି ପଞ୍ଚୁକର ଦ୍ବିତୀୟ ଦିନରେ ମହାପ୍ରଭୁଙ୍କୁ ଆଡ଼କିଆ ବା ତ୍ରିବ୍ରିକ୍ରମ ବେଶ । ଏପଟେ ଶ୍ରୀମନ୍ଦିର ଭିତରେ ଡାଲଡା ଘିଅ ଜବତ ହୋଇଛି । ଶ୍ରୀମନ୍ଦିର ଭିତରେ କେବଳ ଓମ୍‌ଫେଡ୍‌ ଘିଅ ବ୍ୟବହାର ପାଇଁ ନିର୍ଦ୍ଦେଶ ରହିଛି । କିନ୍ତୁ ଜନୈକ ମହାସୁଆର ସେବକ ଏହାର ଉଲ୍ଲଂଘନ କରିଥିବାରୁ, ସମ୍ପୃକ୍ତ…

ପୋଲିସ SI ପରୀକ୍ଷା ଘୋଟାଲା: ଜେଲ୍‌ ଗଲେ ଶଙ୍କର ପୃଷ୍ଟି ଓ ସୁରେଶ ନାୟକ

ବ୍ରହ୍ମପୁର: ପୋଲିସ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ମାମଲା। ଜେଲ୍‌ ଗଲେ ଶଙ୍କର ପୃଷ୍ଟି ଓ ସୁରେଶ ନାୟକ। ଜେଏମ୍‌ଏଫ୍‌ସି କୋର୍ଟରେ ହାଜର ପରେ ଗଲେ ଜେଲ୍‌। ପୋଲିସ SI ପରୀକ୍ଷା ଘୋଟାଲାରେ ଦୁହେଁ ମାଷ୍ଟରମାଇଣ୍ଡ ଥିଲେ। ପଞ୍ଚସଫ୍ଟ ମୁଖ୍ୟ ଶଙ୍କର ପୃଷ୍ଟି, ସିଲିକନ ମୁଖ୍ୟ ସୁରେଶ ନାୟକ।…