Latest Odisha News

BREAKING NEWS

Browsing Category

ଓଡିଶା

Odisha

ଗୁଜରାଟରେ ମୁଖ୍ୟମନ୍ତ୍ରୀ, ଓଡ଼ିଶାକୁ ଆସିବ ନିବେଶ

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଦିନ ଗୁଜରାଟର ତିନି ଦିନିଆ ବ୍ୟବସାୟିକ ଗସ୍ତରେ ଯାଇଛନ୍ତି। ଏହି ସମୟରେ ସେ ରାଜ୍ୟରେ ନିବେଶ ପାଇଁ ଅଧିକାରୀଙ୍କୁ ଆକର୍ଷିତ କରିବା ପାଇଁ ଶିଳ୍ପପତି ମାନଙ୍କ ସହ ଅନେକ ବୈଠକରେ ଯୋଗଦେବେ। ଅହମ୍ମଦାବାଦ ବିମାନବନ୍ଦରରେ…

ଗଛ ପଡ଼ି ୩ ମୃତ, ଜଣେ ଆହତ

କୋରାପୁଟ: କୋରାପୁଟରେ ବଜ୍ରପାତ ଯୋଗୁଁ ଏକ ବିରାଟ ଗଛ ଉପୁଡ଼ି ପଡ଼ିବାରୁ ତିନି ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ସୋମବାର ସନ୍ଧ୍ୟାରେ ଆନ୍ଧ୍ର-ଓଡିଶା ସୀମାନ୍ତ ନନ୍ଦପୁର ବ୍ଲକର ପେଡାବାୟାଲୁରେ ଏକ ବଜାରରେ ଏହି ଘଟଣା ଘଟିଥିଲା। ଜଣେ ପୋଲିସ…

ଭିଜିଲାନ୍ସ ଜାଲରେ ତହସିଲ ଅଫିସ ଅମିନ, ପାର୍ଟିସନ ସୁଟ୍ କେସ ବାବଦକୁ ନେଉଥିଲେ ଲାଞ୍ଚ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ତହସିଲଦାରର ଅମିନ ୧୫ ହଜାର ଟଙ୍କା ନେବା ବେଳେ ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି । ପାର୍ଟିସନ ସୁଟ୍ କେସ ବାବଦକୁ ୧୫ ହଜାର ଟଙ୍କାର ଲାଞ୍ଚ ନେଉଥିବା ବେଳେ ଅମିନ ନିର୍ମଳେନ୍ଦୁ କବିଙ୍କୁ କାହୁ କରିବାରେ ସଫଳ ହୋଇଛି ଭିଜିଲାନ୍ସ ଟିମ୍ । ତେବେ…

ପଶ୍ଚିମବଙ୍ଗରେ ବିଧାୟକ ଦଳ ନେତା ବାଛିବେ ଶାହ ଓ ମୋହନ

ଭୁବନେଶ୍ବର: ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିଜେପି ବଡ଼ ଦାୟିତ୍ବ ଦେଇଛି। ତାଙ୍କୁ ବିଜେପି ପକ୍ଷରୁ ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି। ସୂଚନା ଅନୁଯାୟୀ, ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସହ ପଶ୍ଚିମବଙ୍ଗ ବିଧାୟକ ଦଳ ନେତା ବାଛିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଅମିତ ଶାହଙ୍କୁ…

Odisha Vigilance: ୬ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫଶିଲେ ଏଡିଇଓ

କଳାହାଣ୍ଡି: ଭିଜିଲାନ୍ସ ହାତରେ ଧରାପଡିଲେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଆଟିଗାଁ ପଞ୍ଚାୟତରେ କାର୍ଯ୍ୟରତ ଏଡିଇଓ । ଆଜି ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଏଡିଇଓ ଦେବେନ୍ଦ୍ର ସାହୁ । ସୂଚନା ଅନୁଯାୟୀ, ହିତାଧିକାରୀ ଶ୍ରୀବତ୍ସ ଭୋଇଙ୍କ…

ଲାଗିଲା କଟକଣା: ଚିଲିକା ହ୍ରଦରେ ସମସ୍ତ ନୌକାରେ ଯାତ୍ରୀଙ୍କ ପାଇଁ ଲାଇଫ୍ ଜ୍ୟାକେଟ୍‌ ବାଧ୍ୟତାମୂଳ

ଖୋର୍ଦ୍ଧା: ନିକଟରେ ଜବଲପୁର ବୋଟ ବୁଡି ଘଟଣା ସମସ୍ତ ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଛି । ଏହି ଘଟଣା ପରେ ଏବେ ତତ୍ପରତା ଦେଖାଇଛି ଖୋର୍ଦ୍ଧା ପ୍ରଶାସନ । ଚିଲିକା ହ୍ରଦରେ ଯାତ୍ରୀବାହି ନୌକା ଚାଳନା ସମୟରେ ଯାତ୍ରୀମାନଙ୍କ ଜୀବନ ସୁରକ୍ଷା ପାଇଁ କଟକଣା ଲଗାଇଛନ୍ତି । ଚିଲିକାରେ ସମସ୍ତ…

ଅପରାଧର ସବୁ ସୀମା ପାର୍, ରୋଗୀ ଏମର୍ଜେନ୍ସି ଆଳରେ ଆମ୍ବୁଲାନ୍ସରେ ହେଉଛି ଗଞ୍ଜେଇ ଚାଲାଣ

ଭୁବନେଶ୍ୱର: ଅପରାଧର ସବୁ ସୀମା ଟପିଲା। ଏଥର କୌଣସି କାର କିମ୍ବା ବାଇକରେ ନୁହେଁ ବରଂ ଅତି ଚତୁରାତର ସହ ଆମ୍ବୁଲାନ୍ସରେ କରାଯାଉଛି ଗଞ୍ଜେଇ ଚାଲାଣ। ରୋଗୀ ଏମର୍ଜେନ୍ସି ଆଳ ଦେଖାଇ ପାରି ହେଉଥିଲେ ବେପାରୀ। ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଛକରେ ଚେକିଂ ବେଳେ ଧରାପଡିଲେ। କଟକରୁ ଭୁବନେଶ୍ବର…

ସ୍ପଞ୍ଜ କାରଖାନାରେ ଏକାସଙ୍ଗେ କେମିତି ଜୀବନ ହରାଇଲେ ୩ ଶ୍ରମିକ?

ଅନୁଗୁଳ: ସ୍ପଞ୍ଜ ଆଇରନ କାରଖାନାରେ ବଡ଼ ଦୁର୍ଘଟଣା। ଅନୁଗୁଳ ଶ୍ରୀମେଟାଲିକ କାରଖାନାରେ ଘଟିଛି ଅଘଟଣ। ମେଣ୍ଟେନାନ୍ସ ବେଳେ ଦୁର୍ଘଟଣା ଘଟି ୩ ଶ୍ରମିକଙ୍କ ମୃତ୍ୟୁ। ଢେଙ୍କାନାଳ ହିନ୍ଦୋଳ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକ ତିନିଜଣ ହେଲେ…

ତାତିରୁ ମିଳିବ ଆଶ୍ୱସ୍ତି, ଦେଶବ୍ୟାପୀ ବର୍ଷା ଓ କୁଆପଥର ମାଡ଼ ନେଇ IMDର ଆଲର୍ଟ

ଭୁବନେଶ୍ୱର/ନୂଆଦିଲ୍ଲୀ: ଏପ୍ରିଲ୍ ମାସର ପ୍ରଚଣ୍ଡ ଖରା ଏବଂ ଲଗାତାର ଝାଞ୍ଜି ପବନରୁ ଓଡ଼ିଶାବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିବାକୁ ଯାଉଥିବା ବେଳେ ଏବେ କାଳବୈଶାଖୀର ଭୟ ଘାରିଛି। ଭାରତୀୟ ପାଣିପାଗ ବିଭାଗ (IMD) ର ତାଜା ପୂର୍ବାନୁମାନ ଅନୁଯାୟୀ, ମେ' ମାସ ଆରମ୍ଭରୁ ଦେଶର ପାଣିପାଗ…

ମୁଖ୍ୟମନ୍ତ୍ରୀଙ୍କ ତିନି ଦିନିଆ ଗୁଜୁରାଟ ଗସ୍ତ;ଶିଳ୍ପପତି ଏବଂ ନିବେଶକଙ୍କୁ ଭେଟିବେ…

ଭୁବନେଶ୍ୱର: ଓଡିଶାରେ ନିବେଶ ପାଇଁ ହାଇଦ୍ରାବାଦ ଏବଂ କୋଲକତାରେ ସଫଳ ରୋଡ୍ ସୋ ପରେ, ଓଡ଼ିଶା ବର୍ତ୍ତମାନ ତାହାର ନିବେଶ ଆକର୍ଷଣ ଅଭିଯାନକୁ ଗୁଜରାଟକୁ ବିସ୍ତାର କରିବାକୁ ପ୍ରସ୍ତୁତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମେ ୫ ରୁ ୭ ତାରିଖ ପର୍ଯ୍ୟନ୍ତ ଗୁଜରାଟର ୪ଟି ସହରରେ ୩ ଦିନିଆ…