Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଶ୍ବ ବିଜେତା ଭାରତୀୟ ମହିଳା କ୍ରିକେଟ ଦଳକୁ ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ଟିମ୍ ଇଣ୍ଡିଆର ଓମେନ୍ସ ଟିମ୍ ଓମେନ୍ସ କ୍ରିକେଟ ବିଶ୍ଵକପ-୨୦୨୫ ଚାମ୍ପିଅନ ହେବା ପରେ ସବୁଆଡୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଏହି ଅବସରରେ ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ଭାରତୀୟ ମହିଳା କ୍ରିକେଟ ଦଳକୁ ବିଶ୍ଵକପ ବିଜୟକୁ ନେଇ ଶୁଭେଚ୍ଛା ଦେଇଛନ୍ତି…

Pitabas Panda Murder Case: ପୀତବାସ ପଣ୍ଡା ହତ୍ୟା ମାମଲା: ଆତ୍ମସମର୍ପଣ କଲେ ମୁଖ୍ୟ ଅଭିଯୁକ୍ତ ଉମା ଓ କୁରୁପତି

ବ୍ରହ୍ମପୁର: ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ଆତ୍ମସମର୍ପଣ କଲେ ୨ ଫେରାର୍ ଅଭିଯୁକ୍ତ। ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଉମା ବିଷୋୟୀ ଓ ସାର୍ପ ସୁଟର କୁରୂପତି ଭୂୟାଁ ଆଜି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଉଭୟଙ୍କୁ ପଚରାଉଚରା କରାଯାଉଛି। ଅନେକ ତଥ୍ୟ ପଦାକୁ…

ନବୀନଙ୍କ ନୂଆପଡ଼ା ଗସ୍ତ ପୂର୍ବରୁ ବିଜେଡିକୁ ପୁଣି ତେରଛା ବାଣ ମାରିଲେ ଶ୍ରୀମୟୀ…

ଭୁବନେଶ୍ୱର: ବିଜେଡିକୁ ପୁଣି ଟାର୍ଗେଟ କରି ଚର୍ଚ୍ଚାରେ ନେତ୍ରୀ ଶ୍ରୀମୟୀ ମିଶ୍ର । ଶ୍ରୀମୟୀ ବିଜେଡିକୁ ଟାଇଟନିକ୍‌ ପରି ସମ୍ପୂର୍ଣ୍ଣ ବୁଡ଼ାଇବା ପାଇଁ ବିଶ୍ୱସ୍ତରୀୟ ଯୋଜନା କରାଯାଉଥିବା କହି ଟାର୍ଗେଟ କରିଛନ୍ତି । ସେ ଏହି କମେଣ୍ଟ ସେତିକି ବେଳେ କରିଛନ୍ତି ଯେତବେଳେ କି ନବୀନ ନୂଆପଡ଼ା…

Amar Pattanaik: କଳ୍ପନା ଜଳ୍ପନାର ଅନ୍ତ… ଶଙ୍ଖ ଛାଡି ପଦ୍ମ ଧରିଲେ ଅମର ପଟ୍ଟନାୟକ

ଭୁବନେଶ୍ୱର: ପଦ୍ମ ଧରିଲେ ବରିଷ୍ଠ ରାଜନେତା ଅମର ପଟ୍ଟନାୟକ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଜେପିରେ ବିଧିବଧ ଭାବେ ହେଲେ ସାମିଲ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,…

ପଦ୍ମ ଧରିପାରନ୍ତି ବିଜେଡିର ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ!

ଭୁବନେଶ୍ୱର: ଆଜି ବିଜେପିରେ ମିଶି ପାରନ୍ତି ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ଆଇଟି ସେଲ୍ ଅଧ୍ୟକ୍ଷ ଓ ପୂର୍ବତନ ରାଜ୍ୟସଭା ସାଂସଦ ଓ ଦଳର ମୁଖପାତ୍ର ଅମର ପଟ୍ଟନାୟକ । ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ବଡ଼ ଧରଣର ମିଶ୍ରଣ ପର୍ବ ଅନୁଷ୍ଠିତ ହେଉଛି ଯେଉଁଥିରେ ଅମର ପଟ୍ଟନାୟକ ସାମିଲ…

Bomb Attack: ଦୁର୍ବୁତ୍ତଙ୍କ ବୋମାମାଡ଼ରେ ଯୁବକ ଗୁରୁତର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ଥାନାଞ୍ଚଳରେ ଯୁବକଙ୍କୁ ବୋମାମାଡ଼ ହୋଇଛି । ଆଙ୍କୁଲୀ ଶିଳ୍ପାଞ୍ଚଳ ଛକ ରାମ ମନ୍ଦିର ନିକଟରେ ହୋଇଥିବା ଏହି ବୋମାମାଡ଼ରେ ଶିବ ବାହାଦୁର ଗୁରୁତର ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା ପରେ…

Weather Update: ଆସନ୍ତା ଦୁଇ ଦିନ ମଧ୍ୟରେ ରାତିର ତାପମାତ୍ରା କମିବ, ଆସନ୍ତାକାଲିଠୁ ୮ ଯାଏଁ ରାଜ୍ୟରେ ପାଗ ଶୁଖିଲା…

ଭୁବନେଶ୍ୱର: ବାତ୍ୟା ମୋନ୍ଥା ପରେ ବଦଳୁଛି ଓଡିଶାର ପାଗ । ସୋମବାର ଦକ୍ଷିଣ ଉପକୂଳ ଓଡ଼ିଶା ଓ ରାୟଗଡ଼ାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବାବେଳେ, ମଙ୍ଗଳବାରଠାରୁ ୮ ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି…

କୁଆଡେ ଗଲା ମାନବିକତା! ୨୦ ଟଙ୍କିଆ ପାଉଁରୁଟି ପାଇଁ ଷଣ୍ଢକୁ ହତ୍ୟା

ସମ୍ବଲପୁର: ହୀରାକୁଦ ସହରରେ ଚାଞ୍ଚଲ୍ୟ । ଏକ ଦୋକାନରୁ ବୁଲା ଷଣ୍ଢ ବ୍ରେଡ୍‌ ଖାଇ ଦେବାରୁ ମାଲିକ ଉତ୍ତେଜିତ ହୋଇଛନ୍ତି। ଛୁରୀରେ ଷଣ୍ଢକୁ ଆକ୍ରମଣ କରିଛନ୍ତି, ଯେଉଁଥିରେ ତାର ମୃତ୍ୟୁ ଘଟିଛି। ଅଭିଯୁକ୍ତ ହେଲେ ଶିବ ମହାନ୍ତି । ଖବରମୁତାବକ, ହୀରାକୁଦ ଥାନା ଅଧୀନ ସ୍ଥାନୀୟ ଦୈନିକ…

ନୂଆପଡା ଡାକ୍ତରଖାନା ଛାତରୁ ଡେଇଁ ସିକ୍ୟୁରିଟି ଗାର୍ଡ ମୃତ

ନୂଆପଡା: ନୂଆପଡ଼ା ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ସିକ୍ୟୁରିଟି ଗାର୍ଡ୍ ହସ୍ପିଟାଲର ପଞ୍ଚମ ମହଲା ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ମୃତ ସିକ୍ୟୁରିଟି ଗାର୍ଡ୍ ପଲାସାଗୁଡ଼ା ଗାଁର ଲଘୁତମ ସାହୁ । ସୂଚନାଥାଉକି, ଲଘୁତମ ସାହୁ ଗତ ୫ ମାସ ଧରି ତାଙ୍କର…

Liquid ganja seized: ଓଡ଼ିଶାରେ ପ୍ରଥମ; ୮ କୋଟି ମୂଲ୍ୟର ତରଳ ଗଞ୍ଜେଇ ଜବତ

ମାଲକାନଗିରି:ମାଲକାନଗିରି ପୋଲିସ ୬୦ କିଲୋ ଓଜନର ତରଳ ଗଞ୍ଜେଇ ଜବତ କରିଛି, ଯାହାର ମୂଲ୍ୟ ୮ କୋଟି ଟଙ୍କା ହେବ । ଏପଟେ ଚଢ଼ାଉବେଳେ ଖସି ପଳାଇଲେ ବେପାରୀ। ତେବେ ସେମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି ପୋଲିସ। ରବିବାର ସାମ୍ବାଦିକ ସମ୍ମିଳନୀରେ ଏସପି ବିନୋ ପାଟିଲ ଏଚ୍‌ ପ୍ରକାଶ…