Latest Odisha News

BREAKING NEWS

Browsing Category

ଓଡିଶା

Odisha

 ‘ଶକ୍ତିଶ୍ରୀ’ ଆପ୍‌ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର: ଜାତୀୟ ଶିକ୍ଷା ନୀତି (NEP-2020)ର କାର୍ଯ୍ୟାନ୍ୱୟନ ନେଇ ସ୍ଥାନୀୟ କନଭେନସନ ସେଣ୍ଟରରେ ଆୟୋଜିତ ଦୁଇ ଦିନିଆ ଜାତୀୟ ସ୍ତରୀୟ କର୍ମଶାଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ଶୈକ୍ଷିକ ପରିବେଶରେ ଏକ ‘ବୈପ୍ଲବିକ ପରିବର୍ତ୍ତନ’ର ଆହ୍ୱାନ ଦେଇଛନ୍ତି। ଏହି ଅବସରରେ…

ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା: ମେ’ ମାସକୁ ନେଇ ବଢ଼ିଲା ଚିନ୍ତା, ଜାଣନ୍ତୁ କ’ଣ କହୁଛି ପୂର୍ବାନୁମାନ

ଭୁବନେଶ୍ୱର:  ଇତିହାସର ପୁନରାବୃତ୍ତି ହେବ କି? ମେ’ ମାସ ଆସିଲେ ଓଡ଼ିଶାବାସୀଙ୍କ ମନରେ ବାତ୍ୟା ଭୟ ସତେଜ ହୋଇଉଠେ। ୩ ବର୍ଷର ବିରତି ପରେ ପୁଣି ଥରେ ବଙ୍ଗୋପସାଗରରେ ଏକ ବଡ଼ ଧରଣର ସାମୁଦ୍ରିକ ହଲଚଲ ହେବାର ସଙ୍କେତ ମିଳିଛି। ଆନ୍ତର୍ଜାତୀୟ ପାଣିପାଗ ମଡେଲ୍ 'ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ'…

ପୋଲିସ SI ସ୍କାମ୍‌; ୮ ଦଲାଲଙ୍କ ବିରୋଧରେ NBW ଜାରି

ଭୁବନେଶ୍ୱର: ଓଡ଼ିଶା ପୋଲିସ ସବ-ଇନ୍ସପେକ୍ଟର (SI) ନିଯୁକ୍ତି ପରୀକ୍ଷା ଦୁର୍ନୀତିରେ ୮ ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ଜାମିନ ବିହୀନ ୱାରେଣ୍ଟ (NBW) ଜାରି କରାଯାଇଛି। ବାରମ୍ବାର ନୋଟିସ୍ ସତ୍ତ୍ୱେ ଏହି ହାଇ-ପ୍ରୋଫାଇଲ୍ ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI)…

୩୪ ବର୍ଷ ପରେ ବଦଳିବ ନିୟମ. ଜମିଜମା ରେକର୍ଡିଂ ପାଇଁ ଆସିବ ନୂଆ SOP

ଭୁବନେଶ୍ୱର: ରାଜ୍ୟରେ ସରକାରୀ ଏବଂ ବେସରକାରୀ ଜମିର ରେକର୍ଡିଂ ପ୍ରକ୍ରିୟାକୁ ଅଧିକ ସରଳ ଓ ପାରଦର୍ଶୀ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ବର୍ତ୍ତମାନ ପ୍ରଚଳିତ ଷ୍ଟାଣ୍ଡାର୍ଡ୍ ଅପରେଟିଙ୍ଗ ପ୍ରୋସିଜିଅର୍ (SOP) ର ପୁନର୍ବିଚାର ଓ ସଂଶୋଧନ ପାଇଁ ରାଜସ୍ୱ ଓ…

ଫାୟାରଷ୍ଟେସନ ଓଭରବ୍ରିଜ୍‌ ଉପରେ ଓଲଟିଲା ସିଲିଣ୍ଡର ବୋଝେଇ ଟ୍ରକ, ଯାତାୟାତ ଠପ୍‌

ଭୁବନେଶ୍ୱର: ରାଜଧାନୀର ବ୍ୟସ୍ତବହୁଳ ଜାତୀୟ ରାଜପଥରେ ଏକ ବଡ଼ ଧରଣର ଅଘଟଣ ଘଟିଛି। ଭୁବନେଶ୍ୱର ଫାୟାରଷ୍ଟେସନ ଓଭରବ୍ରିଜ୍‌ ଉପରେ ଏକ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଫଳରେ ଗାଡ଼ିରେ ଥିବା ଶହ ଶହ ସିଲିଣ୍ଡର ରାସ୍ତା ସାରା ବିଛାଡ଼ି ହୋଇ ପଡ଼ିଛି, ଯାହାକୁ ନେଇ…

ପୋଲିସ SI ପରୀକ୍ଷା ଦୁର୍ନୀତି: ୮ ମଧ୍ୟସ୍ଥିଙ୍କ ବିରୋଧରେ CBIର NBW

ଭୁବନେଶ୍ୱର: ଓଡ଼ିଶା ପୋଲିସ ସବ୍-ଇନ୍ସପେକ୍ଟର (SI) ନିଯୁକ୍ତି ପରୀକ୍ଷାରେ ହୋଇଥିବା ବଡ଼ଧରଣର ଜାଲିଆତି ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI) କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଶନିବାର ଦିନ CBI ପକ୍ଷରୁ ଏହି ଦୁର୍ନୀତିରେ ସମ୍ପୃକ୍ତ ୮ ଜଣ ମଧ୍ୟସ୍ଥିଙ୍କ ବିରୋଧରେ ଜାମିନ ବିହୀନ…

ମାଟ୍ରିକ ପରୀକ୍ଷା ଫଳ: ପାସ୍ ହାରରେ ଗଜପତି ଶ୍ରେଷ୍ଠ, କେନ୍ଦୁଝର ସବୁଠୁ ପଛରେ

କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ଚଳିତ ବର୍ଷର ମାଟ୍ରିକ (HSC) ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷର ମୋଟ ପାସ୍ ହାର ୯୫.୩୩% ରହିଥିବା ବେଳେ ଜିଲ୍ଲାୱାରୀ ପ୍ରଦର୍ଶନରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି । ​ଚଳିତ ବର୍ଷର ପରୀକ୍ଷା ଫଳରେ ଦକ୍ଷିଣ…

ବାଲି ମାଫିଆଙ୍କ ଉତ୍ପାତ! ଅତିରିକ୍ତ ତହସିଲଦାରଙ୍କ ଗାଡ଼ିକୁ ଧକ୍କା ଦେଲା

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ସୋରୋ ନିକଟ ଜାତୀୟ ରାଜପଥ-୧୬ରେ ଶନିବାର ଦିନ ଏକ ବାଲି ବୋଝେଇ ହାଇୱା ଟ୍ରକ୍ ଅତିରିକ୍ତ ତହସିଲଦାର କୃଷ୍ଣ ମୋହନ ସିଂହଙ୍କ ଗାଡ଼ିକୁ ଧକ୍କା ଦେଇଥିବା ଅଭିଯୋଗ ହୋଇଛି। ସୌଭାଗ୍ୟବଶତଃ ଅତିରିକ୍ତ ତହସିଲଦାର କିମ୍ବା ତାଙ୍କ ଡ୍ରାଇଭରଙ୍କ କୌଣସି କ୍ଷତି…

ବ୍ରହ୍ମପୁର ସୁଧୀର ପାତ୍ର ହତ୍ୟା ମାମଲା: ଆଉ ୨ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ ପୋଲିସ

ବ୍ରହ୍ମପୁର: ବ୍ରହ୍ମପୁରର ଜମି ବ୍ୟବସାୟୀ ସୁଧୀର ପାତ୍ର ହତ୍ୟାକାଣ୍ଡ ମାମଲାରେ ପୋଲିସ ତଦନ୍ତ ପ୍ରକ୍ରିୟାକୁ ଆହୁରି ଜୋରଦାର କରିଛି। ଏହି ଘଟଣାରେ ସଂପୃକ୍ତ ଥିବା ଆଉ ଦୁଇଜଣ ଅଭିଯୁକ୍ତ ଶୁଭମ ଗୌଡ଼ ଏବଂ ଶୁଭମ ନାୟକଙ୍କୁ ପୋଲିସ ଆଜି (ଶନିବାର) ଠାରୁ ରିମାଣ୍ଡରେ ନେଇ ଜେରା କରିବ। ଜେଏମଏଫସି…

ରାଜ୍ୟରେ ବଦଳିବ ପାଗ: ୪ ଦିନ କାଳବୈଶାଖୀ ବର୍ଷା ଆଲର୍ଟ, ୪-୫ ତାରିଖରେ ସର୍ବାଧିକ ପ୍ରଭାବ

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା କିଛି ଦିନ ଧରି ପାଗରେ ବଡ଼ ପରିବର୍ତ୍ତନ ଦେଖାଯିବ। ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା ୪ ଦିନ ଯାଏଁ କାଳବୈଶାଖୀ ବର୍ଷା ସମ୍ଭାବନା ନେଇ ଆଲର୍ଟ ଜାରି କରାଯାଇଛି। ବିଶେଷକରି ୪ ଓ ୫ ତାରିଖରେ ଏହାର ପ୍ରଭାବ ସର୍ବାଧିକ ରହିବ ବୋଲି ସତର୍କ କରାଯାଇଛି।…