Latest Odisha News

BREAKING NEWS

Browsing Category

ଓଡିଶା

Odisha

Liquid ganja seized: ଓଡ଼ିଶାରେ ପ୍ରଥମ; ୮ କୋଟି ମୂଲ୍ୟର ତରଳ ଗଞ୍ଜେଇ ଜବତ

ମାଲକାନଗିରି:ମାଲକାନଗିରି ପୋଲିସ ୬୦ କିଲୋ ଓଜନର ତରଳ ଗଞ୍ଜେଇ ଜବତ କରିଛି, ଯାହାର ମୂଲ୍ୟ ୮ କୋଟି ଟଙ୍କା ହେବ । ଏପଟେ ଚଢ଼ାଉବେଳେ ଖସି ପଳାଇଲେ ବେପାରୀ। ତେବେ ସେମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି ପୋଲିସ। ରବିବାର ସାମ୍ବାଦିକ ସମ୍ମିଳନୀରେ ଏସପି ବିନୋ ପାଟିଲ ଏଚ୍‌ ପ୍ରକାଶ…

Nuapada bypoll: ସାମଗ୍ରିକ ଓ ସନ୍ତୁଳିତ ବିକାଶ ପାଇଁ ଜୟଙ୍କୁ ଜିତାଇବାକୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଜୁଏଲ

ନୂଆପଡ଼ା: ଆମେ ଆଦିବାସୀ ପ୍ରାର୍ଥୀ କରିଛୁ ବୋଲି ଆଜି ତଥାକଥିତ ଆଦିବାସୀ ବିରୋଧୀ କଂଗ୍ରେସ କହୁଛି । କିନ୍ତୁ ସେହି କଂଗ୍ରେସ ଦଳ ୫୦ ବର୍ଷ ଧରି ଶାସନରେ ଥିବା ସତ୍ୱେ ଆଦିବାସୀଙ୍କ କଲ୍ୟାଣ ପାଇଁ ମନ୍ତ୍ରାଳୟ ଖୋଲି ପାରିଲେ ନାହିଁ। ବିଜେପି ସରକାର ଆସିବା ପରେ ପ୍ରଥମ ଥର ଆଦିବାସୀ ମନ୍ତ୍ରାଳୟ…

Puri Jagannath Temple: ପୁରୀରେ ବ୍ୟାରିକେଡ୍ ଠେଲି ପଶିଲେ ଭକ୍ତ; ନିୟନ୍ତ୍ରଣ ପାଇଁ ସଂପ୍ରସାରଣ ହେଲା ବ୍ୟାରିକେଡ୍

ପୁରୀ: ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ବ୍ରତର ଅନ୍ତିମ ପର୍ବ ‘ପଞ୍ଚୁକ ବ୍ରତ’ । ଏନେଇ ପୁରୀରେ ଅସମ୍ଭାଳ ଭିଡ଼ । ଶ୍ରୀମନ୍ଦିରକୁ ପ୍ରବେଶ ବେଳେ ଠେଲାପେଲା । କେତେକ ଭକ୍ତ ସିଂହଦ୍ଵାର ବ୍ୟାରିକେଡ୍ ରେ ନଯାଇ ଉତ୍ତରଦ୍ୱାର ନିକଟରେ ଅତିଥିମାନଙ୍କୁ ନିଆଯାଉଥିବା…

କାର୍ତ୍ତିକ ମାସ ଶେଷ ହେବା ପରେ ଗଣତିମଣତି ଆରମ୍ଭ ହେବ: ମନ୍ତ୍ରୀ

ଭୁବନେଶ୍ୱର: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଥିବା ରତ୍ନ ଭଣ୍ଡାର ମୂଲ୍ୟବାନ ସାମଗ୍ରୀର ଗଣତିମଣତି ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିସାରିଥିବା ନେଇ ରବିବାର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଏଥିରେ ରତ୍ନ ଭଣ୍ଡାର ଭିତରେ ତାଲିକା ପ୍ରକ୍ରିୟା ପରିଚାଳନା କରାଯିବ ଓ ଏହି…

ଚଳଚଞ୍ଚଳ ଧବଳେଶ୍ୱର ପୀଠ; ପଞ୍ଚୁକ ଓ ବଡ ଓଷାରେ ୧୫ ପ୍ଲାଟୁନ ଫୋର୍ସ ନିୟୋଜିତ

କଟକ: ପବିତ୍ର ପଞ୍ଚୁକ ବ୍ରତ ସମୟରେ କଟକର ବାବା ଧବଳେଶ୍ୱର ମନ୍ଦିରରେ ବହୁ ସଂଖ୍ୟକ ଭକ୍ତଙ୍କ ସମାଗମ ହେଉଛି। ଯାହାକୁ ନଜରରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭକ୍ତମାନଙ୍କ ପାଇଁ ଏକ ସୁଗମ ଏବଂ ସୁରକ୍ଷିତ ଅନୁଭୂତି ସୁନିଶ୍ଚିତ କରିବା ପାଇଁ, ଜିଲ୍ଲା ପ୍ରଶାସନ ଏବଂ କଟକ ଗ୍ରାମୀଣ ପୋଲିସ…

ଟିପିସିଓଡିଏଲର ଭୁବନେଶ୍ୱର ଏବଂ କଟକ ମିଟର ଟେଷ୍ଟିଂ ଲ୍ୟାବକୁ ଏନଏବିଏଲ୍ ମାନ୍ୟତା

ଭୁବନେଶ୍ୱର: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ଭୁବନେଶ୍ୱର ଏବଂ କଟକରେ ଥିବା ଏହାର ମିଟର ଟେଷ୍ଟିଂ ଲାବୋରେଟୋରୀଗୁଡ଼ିକ ନ୍ୟାସନାଲ ଏକ୍ରେଡେସନ୍ ବୋର୍ଡ ଫର୍ ଟେଷ୍ଟିଂ ଆଣ୍ଡ କାଲିବ୍ରେସନ ଲାବୋରେଟୋରି…

ରୁଚି ଫୁଡଲାଇନ୍ ପ୍ରତିଷ୍ଠାତା ଶରତ କୁମାର ସାହୁଙ୍କ ଦେହାନ୍ତ

ଭୁବନେଶ୍ୱର: ରୁଚି ଫୁଡଲାଇନ୍ ପ୍ରତିଷ୍ଠା କରିଥିବା ଓଡ଼ିଶାର ପ୍ରସିଦ୍ଧ ଶିଳ୍ପପତି ଶରତ କୁମାର ସାହୁଙ୍କ ରବିବାର ଦିନ ମୁମ୍ବାଇର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। OASMEର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଥିବା ଶରତ…

ପିଡିଏସ୍‌ ହିତାଧିକାରୀଙ୍କ ପାଇଁ e-KYC ବୃଦ୍ଧି; ଡିସେମ୍ବର ୩୧ ଯାଏଁ ବଢିଲା

ଭୁବନେଶ୍ୱର: ପିଡିଏସ୍‌ ହିତାଧିକାରୀଙ୍କ ପାଇଁ e-KYC ବୃଦ୍ଧି କଲେ ରାଜ୍ୟ ସରକାର। ଏସମ୍ପର୍କରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ଥିବା ରାଜ୍ୟର ସମସ୍ତ ପି.ଡ଼ି.ଏସ…

ଭାରତରେ ଚେସ୍‌ର ପ୍ରସାର ନେଇ କିଟ୍ ଓ ଫିଡେ ମଧ୍ୟରେ ବୁଝାମଣା

ଭୁବନେଶ୍ୱର: ଭାରତରେ ଚେସ୍‌ର ପ୍ରସାର ନିମନ୍ତେ କିଟ୍‌, ଭାରତୀୟ ଚେସ୍ ସଂଘ (ଏଆଇସିଏଫ୍‌) ଓ ଅନ୍ତର୍ଜାତୀୟ ଚେସ୍ ସଂଘ (ଫିଡେ) ମଧ୍ୟରେ ଆଜି ଗୋଆଠାରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି। ଭାରତରେ ବିଦ୍ୟାଳୟସ୍ତରରୁ ଚେସ୍‌ର ପ୍ରସାର ଲକ୍ଷ୍ୟରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି।…

Nuapada bypoll: ନୂଆପଡ଼ା ଗସ୍ତରେ ଆସୁଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ; ଘାସିରାମ ମାଝୀଙ୍କ ପାଇଁ ଭୋଟ୍ ମାଗିବେ

ନୂଆପଡା:ନୂଆପଡ଼ା ଉପନିର୍ବାଚନ ପାଇଁ ଧିରେ ଧିରେ ଜମିଲାଣି ପ୍ରଚାର । ଆସନ୍ତା ୭ ତାରିଖ ଦିନ ନୂଆପଡ଼ା ଗସ୍ତରେ ଆସୁଛନ୍ତି ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ତଥା ନୂଆପଡା ଉପନିର୍ବାଚନର ଷ୍ଟାର ପ୍ରଚାରକ ରେଭନ୍ଥ ରେଡ୍ଡୀ । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ…