Latest Odisha News

BREAKING NEWS

Browsing Category

ଓଡିଶା

Odisha

SI Exam Scam:ଏସଆଇ ପରୀକ୍ଷା କେଳେଙ୍କାରୀ; ନେପାଳ ବର୍ଡରରୁ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଗିରଫ

ଭୁବନେଶ୍ବର: ବହୁଚର୍ଚ୍ଚିତ ଏସଆଇ ପରୀକ୍ଷା କେଳେଙ୍କାରୀ ଘଟଣାର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଗିରଫ । ନେପାଳ ସୀମାନ୍ତ ଉତ୍ତରାଖଣ୍ଡଅଞ୍ଚଳରୁ ଗିରଫ କଲା କ୍ରାଇମବ୍ରାଞ୍ଚ । ତେବେ ଘଟଣା ପରଠାରୁ ସେ ନେପାଳ ବର୍ଡରରେ ଆତ୍ମଗୋପନ କରିଥିଲା । ତେବେ ପୁଲିସ ଶଙ୍କରକୁ ଖୋଜିଖୋଜି…

Subhadra Shakti Mela: ‘ସୁଭଦ୍ରା ଶକ୍ତିମେଳା’ ଉଦ୍‌ଘାଟିତ; ନଭେମ୍ୱର ୧ ରୁ ୧୨ ପର୍ଯ୍ୟନ୍ତ ଚାଲିବ

ଭୁବନେଶ୍ବର:ବ୍ୟକ୍ତିଗତ ସ୍ତରରେ ହେଉ ବା ଗ୍ରୁପ୍ ସ୍ତରରେ ହେଉ, ରାଜ୍ୟର ପ୍ରତ୍ୟେକ ମହିଳା ଯେପରି ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ୱୀ ଓ ସ୍ୱତନ୍ତ୍ରତା ହାସଲ କରି ଦକ୍ଷ ଉଦ୍ୟୋଗୀ ହେବେ, ସେଥିପାଇଁ ଆମେ ପ୍ରତିବଦ୍ଧତାର ସହ କାମ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଓଡ଼ିଶା…

Government holiday: ୩ ତାରିଖରେ ୪ ଜିଲ୍ଲାରେ ସରକାରୀ ଛୁଟି

ଭୁବନେଶ୍ବର:ଆସନ୍ତା ୩ ତାରିଖରେ ଦକ୍ଷିଣ ଓଡ଼ିଶାର ୪ ଜିଲ୍ଲାରେ ସରକାରୀ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । କାର୍ତ୍ତିକ ମାସ ଶେଷ ସୋମବାର ପାଇଁ ସ୍ଥାନୀୟ ଛୁଟି ଘୋଷଣା କଲେ RDC । ଏସବୁ ଜିଲ୍ଲା ହେଉଛି ଗଞ୍ଜାମ, ଗଜପତି, ନବରଙ୍ଗପୁର, ମାଲକାନଗିରି । ନ୍ଧମାଳ ଜିଲ୍ଲାର ବାଲିଗୁଡ଼ା…

Bali Yatra 2025: ରାତି ୧୧ଟା ଯାଏଁ ସାଂସ୍କୃତିକ କାର୍ଯ୍ୟକ୍ରମ…

ବାଲିଯାତ୍ରା:ପାଖେଇ ଆସିଲାଣି କଟକ ଐତିହାସିକ କଟକ ବାଲିଯାତ୍ରା । ୫ ତାରିଖରୁ ମହାନଦୀ ପଠା ଦୁଲୁକିବ । କଟକ ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟର ଅବଧିକୁ ବୃଦ୍ଧି କରାଯାଇଛି। ଚଳିତବର୍ଷ ରାତି ୧୧ଟା ଯାଏ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ । ଏ ନେଇ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି…

Puri Police: ଶ୍ରୀମନ୍ଦିରରେ ପଞ୍ଚୁକରେ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ପୁରୀ ପୋଲିସର ବ୍ୟାପକ ବ୍ୟବସ୍ଥା

ପୁରୀ: ରାତି ପାହିଲେ ଶ୍ରୀମନ୍ଦିରରେ ହେବ ପଞ୍ଚୁକ ନୀତି । ଏହି ସମୟରେ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । କେନ୍ଦ୍ରାଞ୍ଚଳ ଡିଆଇଜି ଏବଂ ପୁରୀ ଏସପିଙ୍କ ତତ୍ତ୍ଵାବଧାନରେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ କରାଯାଇଛି ।…

BJD: ବିଜେଡିକୁ ସମର୍ଥନ ଜଣାଇଲେ ଭୁଞ୍ଜିଆ ସମ୍ପ୍ରଦାୟ

ନୂଆପଡା: ବିଜେଡି ଶାସନରେ ଆଦିବାସୀମାନଙ୍କ ଉନ୍ନତି ବାସ୍ତବ ରୂପ ନେଇଥିଲା । ଯୁଗ ଯୁଗ ଧରି ଉପେକ୍ଷିତ ଥିବା ଜନଜାତିମାନଙ୍କୁ ସେମାନଙ୍କ ଅଧିକାର ମିଳିଥିଲା । ଏହାକୁ ଛୁକତିଆ ଭୁଞ୍ଜିଆ ଓ ଭୁଞ୍ଜିଆ ଜାତିର ଲୋକେ କେବେ ଭୁଲିବେ ନାହିଁ । ଶନିବାର ନୂଆପଡା ବ୍ଲକ୍ ର  ସେଠଜମ୍ପାନି…

ରିସା ମାଙ୍କଡିଆଙ୍କର ଅନାହାର ମୃତ୍ୟୁ ସମ୍ପର୍କରେ ରାଜ୍ୟପାଳଙ୍କୁ ଭେଟିଲେ କଂଗ୍ରେସର ପ୍ରତିନିଧି ଦଳ

ଭୁବନେଶ୍ୱର: ଆଜି କଂଗ୍ରେସର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟିଛନ୍ତି । ଖାଦ୍ୟ ନପାଇ ଭୋକ ଉପାସରେ ମୃତ୍ୟୁବରଣ କରିଥିବା ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ରାଂସୋଳ ଗ୍ରାମ ପଂଚାୟତର ମଲ୍ଲାହାର ସାହି ୧୦ ନମ୍ବର ୱାର୍ଡର ରିସା ମାଙ୍କଡ଼ିଆଙ୍କ ସମ୍ପର୍କରେ ଆଳୋଚନା କରିଛନ୍ତି କଂଗ୍ରେସର ଏହି…

ରାଜଧାନୀରେ ସେମି କଣ୍ଡକ୍ଟର ୟୁନିଟ୍ ପାଇଁ ଭୂମିପୂଜନ, ୨୦୬୭ କୋଟି ଟଙ୍କାର ପୁଞ୍ଜି ନିବେଶ ଯୋଜନା

ଭୁବନେଶ୍ୱର: ଶନିବାର ଦିନ ଭୁବନେଶ୍ୱରର ଇନଫୋଭ୍ୟାଲିରେ SiCSem ପ୍ରାଇଭେଟ୍ ଲିମିଟେଡର ୨୩ ଏକର ଜମିରେ କମ୍ପାଉଣ୍ଡ ସେମିକଣ୍ଡକ୍ଟର ୟୁନିଟର ଭୂମିପୂଜନ ସମାରୋହ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭିଡିଓ…

Javed Akhtar: ଜାଭେଦ ଅଖତରଙ୍କୁ ସୋଆ ସାହିତ୍ୟ ସମ୍ମାନ ୨୦୨୫ରେ ସମ୍ବର୍ଦ୍ଧିତ କରାଯିବ

ଭୁବନେଶ୍ୱର: ଭାରତୀୟ ଚଳଚ୍ଚିତ୍ର ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଓ ଜୀବନବ୍ୟାପୀ ଅବଦାନ ନିମନ୍ତେ ପ୍ରଖ୍ୟାତ କବି, ସଂଳାପ ଲେଖକ, ଗୀତିକାର ଓ ସମାଜ ଚିନ୍ତକ ପଦ୍ମ ଭୁଷଣ ଜାଭେଦ ଅଖତରଙ୍କୁ ସୋଆ ସାହିତ୍ୟ ସମ୍ମାନ ୨୦୨୫ ପ୍ରଦାନ କରାଯିବ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ…

ସିକ୍‌ସେମ୍‌ କମ୍ପାନୀ ପକ୍ଷରୁ ଆଇଆଇଟି ଭୁବନେଶ୍ୱରରେ ୬୪ କୋଟି ଟଙ୍କା ବିନିଯୋଗରେ ‘ରିସର୍ଚ୍ଚ ଓ ଇନୋଭେସନ୍ ସେଣ୍ଟର’…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡିଶା ସେମିକଣ୍ଡକ୍ଟର କ୍ଷେତ୍ରରେ ଆଉ ଏକ ପାଦ ଆଗକୁ ବଢିଛି । ଆଜି ଭୁବନେଶ୍ୱରର ଇନ୍‌ଫୋଭ୍ୟାଲି ଠାରେ SiCSem ପ୍ରାଇଭେଟ୍ ଲିମିଟେଡର ଭୂମି ପୂଜନ ସମାରୋହରେ ଯୋଗଦେଇଛନ୍ତି । ସୂଚନାଯୋଗ୍ୟ ଯେ ସମୁଦାୟ ୨୦୦୦ କୋଟି ଟଙ୍କାର…