Latest Odisha News

BREAKING NEWS

Browsing Category

ଓଡିଶା

Odisha

Jitu Munda: ଜିତୁ ମୁଣ୍ଡାଙ୍କୁ ମିଳିଲା ସବୁ ସରକାରୀ ସହାୟତା

କେନ୍ଦୁଝର:ଜିତୁ ମୁଣ୍ଡା ମୃତ ଭଉଣୀଙ୍କ ସଞ୍ଚୟ ଟଙ୍କା ଉଠାଇବା ପାଇଁ ଶ୍ମଶାନରୁ ମୃତଦେହ ବାହାର କରିବା ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ତଦନ୍ତ ଆରମ୍ଭ ହୋଇଯାଇଛି। ଏପଟେ ଜିତୁ ମୁଣ୍ଡାଙ୍କୁ ମିଳିବ ସବୁ…

ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ସହକାରୀ ଉଦ୍ୟାନ କୃଷି ଅଧିକାରୀ

ବାଲେଶ୍ୱର:ଏକ ଦୁର୍ନୀତି ମାମଲାରେ ବାଲେଶ୍ୱର ଜିଲ୍ଲାର ନୀଳଗିରିର ଜଣେ ପୂର୍ବତନ ସହକାରୀ ଉଦ୍ୟାନ କୃଷି ଅଧିକାରୀ ଦୋଷୀ ସାବ୍ୟସ୍ତ । ବାଲେଶ୍ୱରର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ପୂର୍ବତନ ସହକାରୀ ଉଦ୍ୟାନ କୃଷି ଅଧିକାରୀ ପ୍ରଶାନ୍ତ କୁମାର ମିଶ୍ରଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି ଏବଂ…

ରାଜ୍ୟରେ କାଳବୈଶାଖୀ ବର୍ଷା; ଏସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ଆଗାମୀ ୩ ଦିନ ମଧ୍ୟରେ ଦିନର ତାପମାତ୍ରା ୨-୩ ଡିଗ୍ରୀ ସେଲସିୟସ୍ ହ୍ରାସ ପାଇବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇ) ଗୁରୁବାର ପୂର୍ବାନୁମାନ କରିଛି। ପାଣିପାଗ ବିଭାଗ ଏପ୍ରିଲ ୩୦ ତାରିଖରେ ମୟୂରଭଞ୍ଜ, ବାଲେଶ୍ୱର, ଗଜପତି ଏବଂ ରାୟଗଡ଼ା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି…

ରାଜ୍ୟର ଶିକ୍ଷାନୁଷ୍ଠାନଗୁଡିକରେ ଶୈକ୍ଷିକ ବାତାବରଣ ବିପର୍ଯ୍ୟସ୍ତ:ବିଜେଡି

ଭୁବନେଶ୍ୱର: ଆଜି ବିଜେବି କଲେଜ ପି୍ରନ୍ସିପାଲଙ୍କ କାର୍ଯ୍ୟାଳୟରେ ଯୁବତୀଙ୍କୁ ଦୁର୍ବ୍ୟବହାରକୁ ନେଇ ଆଲୋଚନା ଚାଲୁଥିଲା ବେଳେ ହଠାତ ୩୦ରୁ ଅଧିକ ଦୁବୃର୍ତ୍ତ ଚାମ୍ବରରେ ପଶି ମରଣାତ୍ମକ ଆକ୍ରମଣ କରିଥିଲେ । ଯାହାକୁ ବିଜୁ ଛାତ୍ର ଜନତା ଦଳ କଡା ନିନ୍ଦା କରିଛି । ଏହା ମହାବିଦ୍ୟାଳୟର ଶୈକ୍ଷିକ…

ମେ’ ୨ରେ ମାଟ୍ରିକ ରେଜଲ୍ଟ

ଭୁବନେଶ୍ବର: ଓଡ଼ିଶାର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶ ପାଇଁ ତାରିଖ ଘୋଷଣା କରାଯାଇଛି ମାଧ୍ୟମିକ ଶିକ୍ଷା ପରିଷଦ (BSE)। ମେ‘ ୨ରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। ଏହାସହ ମଧ୍ୟମା, ଓପନ ସ୍କୁଲ୍ ପରୀକ୍ଷା ଫଳ ବି ପ୍ରକାଶ ହେବ। ମେ ୨…

ଭଉଣୀର କଙ୍କାଳ ବ୍ୟାଙ୍କ ଆଣିବା ଘଟଣା: ମୃତ୍ୟୁ ପ୍ରମାଣପତ୍ରକୁ ନେଇ RDC ଦେଲେ ସାଂଘାତିକ ତଥ୍ୟ

କେନ୍ଦୁଝର: ମାଟି ଖୋଳି ଭଉଣୀ କଙ୍କାଳ ଭାଇ ଜିତୁ ମୁଣ୍ଡା ବ୍ୟାଙ୍କ୍‌କୁ ନେବା ଘଟଣା। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆରଡିସି ଜିତୁ ମୁଣ୍ଡାଙ୍କ ଘରେ ପହଞ୍ଚି ତଦନ୍ତ କରୁଥିଲେ। କେଉଁ ପରିସ୍ଥିତିରେ ଭଉଣୀଙ୍କ ମୃତଦେହ ଖୋଳିବାକୁ ସେ ବାଧ୍ୟ ହେଲେ ଏବଂ ବ୍ୟାଙ୍କ କର୍ମଚାରୀ କ’ଣ…

ଅସୁରକ୍ଷିତ ହୋଇପଡୁଛି ରାଜଧାନୀ;ବାକି ଟଙ୍କା ମାଗିବାରୁ ଯୁବକଙ୍କ ହାତ ପାପୁଲିକୁ ଖଣ୍ଡାରେ ହାଣିଲେ

ଭୁବନେଶ୍ୱର: ଭୁବନେଶ୍ବର ଉପକଣ୍ଠ ଧଉଳି ଅଞ୍ଚଳରୁ ଆସିଛି ଅଭାବନୀୟ ଘଟଣା। ବାକି ଟଙ୍କା ମାଗିବାରୁ ଯୁବକଙ୍କ ହାତ ପାପୁଲିକୁ ଖଣ୍ଡାରେ ହାଣି ଦେଇଛନ୍ତି। ଛିଡି ପଡିଥିବା ପାପୁଲିକୁ ନେଇ କୁକୁର ଚମ୍ପଟ୍ ମାରିଛି। ଗୁରୁତର ଯୁବକଙ୍କୁ କ୍ୟାପିଟାଲରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖଣ୍ଡାରେ…

ପେନସନ ପାଇଁ ୨ କିମି. ଚାଲିଲେ ବୃଦ୍ଧା, ରାସ୍ତାରେ ଅଚେତ୍…

ପୁରୀ: ଜଣେ ୮୫ ବର୍ଷୀୟା ମହିଳା ବାର୍ଦ୍ଧକ୍ୟ ପେନସନ ଉଠାଇବା ପାଇଁ ଏକ ବ୍ୟାଙ୍କ ଶାଖାକୁ ଚାଲି ଚାଲି ଯାଉଥିବା ସମୟରେ ଚେତାଶୂନ୍ୟ ହୋଇ ପଡ଼ିଥିବା ଜଣାପଡ଼ିଛି। ତାଙ୍କୁ ଗତ ତିନି ମାସ ଧରି ଭତ୍ତା ମିଳିନଥିଲା। ସୂଚନା ଅନୁଯାୟୀ, ସୁକାନ୍ତି ଦେଇ ନାମକ ବୃଦ୍ଧା ପୁରୀ ସତ୍ୟବାଦୀ ବ୍ଲକର…

ସୁଧୀର ପାତ୍ର ହତ୍ୟା ମାମଲା: ସେହି ଦିନ କଣ ହୋଇଥିଲା ଡିଲ୍, DNA ଟେଷ୍ଟରୁ ବାହାରିବ ଅନେକ ତଥ୍ୟ

ବ୍ରହ୍ମପୁର/ଗୋପାଳପୁର: ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲାରେ ପୋଲିସ ତଦନ୍ତ ଚାଲିଥିବା ବେଳେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ନିଜ ରକ୍ତ ସମ୍ପର୍କୀୟ ଝିଆରୀ ଓ ପୁତୁରା ଏଭଳି ବିଶ୍ୱାସଘାତକତା ଓ ବର୍ବରତା ଆଜିର ସମାଜରେ ମଣିଷପଣିଆ ଉପରେ ଏକ ବଡ଼…

କେନ୍ଦୁଝର କଙ୍କାଳ ଘଟଣାରେ ବର୍ଷିଲେ ନବୀନ, କଡା ଜବାବ ଦେଲେ ପ୍ରଭାତୀ…

ଭୁବନେଶ୍ବର: କେନ୍ଦୁଝରରେ କଙ୍କାଳ ଘଟଣାକୁ ନେଇ ବିଧାନସଭାର ସ୍ବତନ୍ତ୍ର ଅଧିବେଶନରେ ମୁହାଁମୁହିଁ ହୋଇଛନ୍ତି ବିରୋଧୀ ଦଳ ନେତା ଓ ଉପମୁଖ୍ୟମନ୍ତ୍ରୀ । କଙ୍କାଳ ଘଟଣାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ ମାଟି ତଳୁ କଙ୍କାଳ କାଢି ପ୍ରମାଣ ଦେବା କିଭଳି…