Latest Odisha News

BREAKING NEWS

Browsing Category

ଓଡିଶା

Odisha

Cyclone Montha:ବାତ୍ୟା ପ୍ରଭାବିତ ଅଞ୍ଚଳରେ ବନ୍ଦ ରହିବ ଅଙ୍ଗନବାଡ଼ି କେନ୍ଦ୍ର:ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:ଆସୁଛି ବାତ୍ୟା ‘ମୋନ୍ଥା’ (Cyclone Montha) । ପ୍ରଶାସନ ଆଗୁଆ ସଜାଗ ରହିଛି । ତେବେ ବାତ୍ୟା ପ୍ରଭାବିତ ଅଞ୍ଚଳରେ ବନ୍ଦ ରହିବ ଅଙ୍ଗନବାଡ଼ି କେନ୍ଦ୍ର (Anganwadi centers) । ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏଥିସହ ଗର୍ଭବତୀ ମହିଳାଙ୍କୁ ତୁରନ୍ତ…

କନଷ୍ଟେବଳ ଶୁଭମିତ୍ରା ହତ୍ୟାକାଣ୍ଡ ମାମଲା: ପୋଲିସ ହାତରେ ଲାଗିଲା ଅଭିଯୁକ୍ତ ଦୀପକର ବ୍ୟାଙ୍କ ଟ୍ରାଞ୍ଜାକସନ

ଭୁବନେଶ୍ବର: ମହିଳା ଟ୍ରାଫିକ୍ କନଷ୍ଟେବଳ ଶୁଭମିତ୍ରା ହତ୍ୟାକାଣ୍ଡ ମାମଲା । ପୋଲିସ ହାତରେ ଲାଗିଲା ଆଉ ଏକ ସୁରାଗ । ଅଭିଯୁକ୍ତ ଦୀପକ କୁମାର ରାଉତର ଦୁଇଟି ସରକାରୀ ବ୍ୟାଙ୍କ ଆକାଉଣ୍ଟର ଖୋଳତାଡ଼ ପାଇଁ ପୂର୍ବରୁ ପୋଲିସ ଚିଠି ଲେଖିଥିବାବେଳେ, ଏବେ ପୋଲିସ ହାତରେ ହଜାରେ ପୃଷ୍ଠାର ବ୍ୟାଙ୍କ…

ଡରାଉଛି ବାତ୍ୟା ମନ୍ଥା; ୨୮ ତାରିଖ ପର୍ଯ୍ୟନ୍ତ ଚିଲିକାରେ ଡଙ୍ଗା ସମ୍ପୂର୍ଣ୍ଣ ବାରଣ

ଖୋର୍ଦ୍ଧା: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ସୃଷ୍ଟି ସୁଦୃଶ ଲଘୁଚାପ ଶନିବାର ପୂର୍ବାହ୍‌ଣରେ ଅବପାତର ରୂପ ନେଇଛି। ଶନିବାର ସକାଳ ସାଢ଼େ ୫ଟା ସମୟରେ ଏହି ଅବପାତ ସୃଷ୍ଟି ହୋଇଛି। ଅକ୍ଟୋବର ୨୭ ତାରିଖରେ ଏହା ବାତ୍ୟାର ରୂପ ନେଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ପୂର୍ବାନୁମାନ…

Fake Currency Racket:ବିପୁଳ ପରିମାଣର ଜାଲ୍ ନୋଟ୍ ଜବତ; ୨ ଲକ୍ଷ ମାର୍କେଟରେ…

ସୁବର୍ଣ୍ଣପୁର: ଜିଲ୍ଲା ବିନିକାରୁ ବିପୁଳ ପରିମାଣର ଜାଲ୍ ନୋଟ୍ ଜବତ । ୪ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଜାଲ୍ ନୋଟ୍ ଜବତ କଲା ପୋଲିସ । ଜବତ ଜାଲ୍ ନୋଟ୍ ସବୁ ୫୦୦ ଟଙ୍କିଆ । ବିନିକା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣର ନକଲି ନୋଟ ଜବତ କରିଛି । ଯାହାର ମୂଲ୍ୟ ୪ ଲକ୍ଷ ୧୫…

ମୁମ୍ବାଇ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର: ଅକ୍ଟୋବର ୨୭ ରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଇଣ୍ଡିଆ ମେରିଟାଇମ୍ ସପ୍ତାହ ୨୦୨୫ ସମ୍ମିଳନୀ ମୁମ୍ୱାଇରେ ଅନୁଷ୍ଠିତ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆଜି ମୁମ୍ବାଇ ଗସ୍ତ କରୁଛନ୍ତି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଉଦଘାଟନୀ…

India Book of Recordରେ ନାମ ଲେଖିଲା ପୁରୀର କୁନି ଝିଅ ସମନ୍ୱିତା…

ପୁରୀ: ବୟସ ମାତ୍ର ୨ ବର୍ଷ ୫ମାସ, ହେଲେ ପ୍ରତିଭା ଅକାତ ସମୁଦ୍ର ଭଳି । ମାତ୍ର ୨ ବର୍ଷ ୭ ମାସର ଝିଅ ଅନେକ ଇଂରାଜୀ ବିପରୀତ ଶବ୍ଦ, ଦେଶ ବିଦେଶ, ଗ୍ରହ, ମହାସାଗର, ଜାତୀୟ ସଙ୍ଗୀତ ସବୁ କିଛି ଜିଭ ଅଗରେ । ତାଙ୍କର ଏହି ପ୍ରତିଭା ଆଜି ତାଙ୍କୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନିତ କରିଛି ।…

Koraput Coffee: Mann ki baatରେ କୋରାପୁଟ କଫିର ପ୍ରଶାଂସା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ରବିବାର ଦିନ "ମନ କି ବାତ"ର ୧୨୭ ତମ ଏପିସୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସମୃଦ୍ଧ କଫି ସଂସ୍କୃତି ଉପରେ ଆଲୋକପାତ କରିଥିଲେ । ସେ ବିଶ୍ୱ ସ୍ତରରେ ଓଡ଼ିଶାର କୋରାପୁଟ କଫିର ବର୍ଦ୍ଧିତ ସ୍ୱୀକୃତି ଉପରେ ମଧ୍ୟ ଆଲୋକପାତ କରିଥିଲେ। ପ୍ରଧାମନ୍ତ୍ରୀ କହିଛନ୍ତି,…

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: ହସ୍ପିଟାଲରେ ଭର୍ତ୍ତି ହେଲା ପୁଞ୍ଜିଲାଲ ମେହେର

ବଲାଙ୍ଗୀର: ଡାକ୍ତରଖାନାରେ ଭର୍ତ୍ତି ହେଲା ପାଟଣାଗଡ଼ ବୋମା ବିସ୍ଫୋରଣର ଅଭିଯୁକ୍ତ ପୁଞ୍ଜିଲାଲ ମେହେର । ଗତ ୨୧ତାରିଖରୁ ଅନଶନରେ ରହିଥିବା କାରଣରୁ ଗତ ଶୁକ୍ରବାର ରାତିରେ ଅସୁସ୍ଥ ହୋଇପଡିବାରୁ ତାକୁ ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲର ପୁରୁଷ ମେଡ଼ିସିନ ୱାର୍ଡରେ ଭର୍ତ୍ତି କରାଯାଇଛି ।…

ମୃତଦେହ ଗ୍ରହଣ କଲେନାହିଁ ପରିବାର, ଥାନାରେ ୮ ଘଣ୍ଟା ହେଲା ପଡିରହିଛି ଶବ

ସୁବର୍ଣ୍ଣପୁର: ମୃତଦେହ ଗ୍ରହଣ କଲେନାହିଁ ପରିବାର। ଥାନାରେ ୮ ଘଣ୍ଟା ହେଲା ପଡିରହିଛି ମୃତଦେହ। ଜଗି ରହିଛନ୍ତି ସ୍ତ୍ରୀ ଓ ପୁଅ। ପାରିବାରିକ କଳହ ପାଇଁ ଶବ ଗ୍ରହଣ କରିଲେନି ପରିବାର। ବିନିକା ଥାନାରେ ଦୀର୍ଘ ୮ ଘଣ୍ଟା ଧରି ପଡ଼ିରହିଛି ମୃତଦେହ। ଶବ ଜଗି ରହିଛନ୍ତି ମୃତକଙ୍କ ସ୍ତ୍ରୀ ଏବଂ ୭…

Nuapada Byboll:ନୂଆପଡ଼ା ଉପନିର୍ବାଚନ: ସିଇଓଙ୍କୁ କଂଗ୍ରେସ ଓ ବିଜେଡିର ଫେରାଦ୍

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ପାଇଁ ଜମୁଛି ପ୍ରଚାର ପ୍ରସାର। ଏହାରି ଭିତରେ ଉପନିର୍ବାଚନ ନେଇ ସମୀକ୍ଷା କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଆର୍‌.ଏସ୍‌. ଗୋପାଳନ୍‌ । ସିଇଓ ଅତିରିକ୍ତ ଡିଜିପି ସଞ୍ଜୟ କୁମାରଙ୍କ ସହ ଗସ୍ତ କରି ତିନିଟି ପର୍ଯ୍ୟାୟରେ ବୈଠକ କରିଥିଲେ। ଏହି…