Latest Odisha News
Browsing Category

ଓଡିଶା

Odisha

ରାଜ୍ୟର ସବୁଠୁ ଅଧିକ ବାୟୁ ପ୍ରଦୂଷିତ ସହର ଏହି ଜିଲ୍ଲା..

ଭୁବନେଶ୍ୱର: ଗୋଟେ ପଟେ ଦୀପାବଳି ପାଇଁ ଉତ୍ସବମୁଖର ଦେଶବାସୀ, ଅନ୍ୟପଟେ ବାୟୁ ପ୍ରଦୂଷଣ ପାଇଁ ଚିନ୍ତାରେ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ। ଦୀପାବଳି ପୂର୍ବରୁ ବିଗିଡ଼ିଲାଣି ଅନୁଗୁଳ ସହରର ବାୟୁର ଗୁଣବତ୍ତା। ଅନୁଗୁଳ ପାଲଟିଛି ରାଜ୍ୟର ସବୁଠୁ ଅଧିକ ବାୟୁ ପ୍ରଦୂଷିତ ସହର। କେନ୍ଦ୍ର…

ନୂଆପଡ଼ା ଉପନିର୍ବାଚନ: ନାମାଙ୍କନ ଭରିଲେ BJD ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ

ନୂଆପଡ଼ା: ନାମାଙ୍କନ ଭରିଲେ BJD ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ। ନୂଆପଡ଼ା ଉପନିର୍ବାଚନ ପାଇଁ ନାମାଙ୍କନ ଭରିଲେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ । ପ୍ରଥମେ ନୂଆପଡ଼ା ତେଲିପଡ଼ା ସ୍ଥିତ ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ନିଜର ସମର୍ଥକଙ୍କ ଗହଣରେ ନୂଆପଡ଼ା ଉପ…

ପବିତ୍ର ଦୀପାବଳି: ଆରଡ଼ି ଆଖଣ୍ଡଳମଣି ମନ୍ଦିରରରେ ଉଠିବ ମହାଦୀପ

ଭଦ୍ରକ: କାର୍ତ୍ତିକ ସୋମବାରରେ ଆଖଣ୍ଡଳମଣି ପୀଠରେ ଭକ୍ତଙ୍କ ଭିଡ଼। ଦୀପାବଳି ପାଇଁ ଆଜି ଆରଡ଼ି ଆଖଣ୍ଡଳମଣି ମନ୍ଦିରରରେ ଉଠିବ ମହାଦୀପ। ମାସ ତମାମ ପଞ୍ଚାନନ ବେଶରେ ଦର୍ଶନ ଦେବେ ବାବାମଣି। ଧର୍ମ ଓ ବ୍ରତର ମାସ କାର୍ତ୍ତିକ ମାସର ପ୍ରଥମ ସୋମବାର । ସୋମବାର ଓ ଦୀପାବଳି ଅମାବାସ୍ୟା ହୋଇଥିବାରୁ…

ଶ୍ରୀକ୍ଷେତ୍ରରେ ଦୀପାବଳି: ପୟାଶ୍ରାଦ୍ଧ ଦେବେ ଶ୍ରଦ୍ଧାଳୁ, ଶ୍ରୀମନ୍ଦିର ସମ୍ମୁଖରେ ବଡ଼ବଡ଼ୁଆ ଡାକିବେ

ପୁରୀ: ଆଜି ଆଲୋକର ପର୍ବ ଦୀପାବଳି। ଉତ୍ସବ ମୁଖର ସାରା ସହର। ଆଜି କାଉଁରିଆ ଜାଳି ବଡ଼ବଡ଼ୁଆ ଡାକିବା ସହ ପୂର୍ବପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ(ପୟା ଶ୍ରାଦ୍ଧ) ଦେବେ ଶ୍ରଦ୍ଧାଳୁ। ସେଥିପାଇଁ ଶ୍ରୀକ୍ଷେତ୍ରକୁ ଛୁଟିଛି ଶ୍ରଦ୍ଧାଳୁଙ୍କ ସୁଅ। ଅଧିକ ସଂଖ୍ୟକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି…

ବୋଳାଭୂମିରେ ମାଆ କାଳୀ, ବାଲୁକାକଳାରେ ଦୀପାବଳି ଶୁଭେଚ୍ଛା

ପୁରୀ: ମାଆ କାଳୀଙ୍କ ବିଶାଳ ବାଲୁକା କଳା। ବାଲୁକା କଳାରେ ଦୀପାବଳିର ଶୁଭେଛା ଜଣାଇଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ସୁଦର୍ଶନ ଆଙ୍କିଛନ୍ତି ସୁନ୍ଦର ବାଲୁକା ଚିତ୍ରକଳା। ପ୍ରାୟ ୧ହଜାର ମାଟି ଦୀପ ବ୍ୟବହାର କରିବା ସହ ମାଆ କାଳୀଙ୍କ ଏକ…

ଦୀପାବଳି ଅବସରରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ଆଜି ଆଲୋକର ପର୍ବ ପବିତ୍ର ଦୀପାବଳି। ଏହି ଅବସରରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଟ୍ଵିଟ୍ କରି ଲେଖିଛନ୍ତି ଯେ, ଦୀପାବଳିର ଶୁଭ ଅବସରରେ ମୁଁ, ଦେଶ…

ବାଣ ଭିଡ଼ିବା ବେଳେ ବିସ୍ଫାରଣ, ମେଡିକାଲ୍‌ ନେବା ବେଳେ ଗୁରୁତର ଯୁବକଙ୍କ ମୃତ୍ୟୁ

ବ୍ରହ୍ମପୁର: କଇଠଡ଼ା ଗାଁରେ ବାଣ ଭିଡ଼ିବା ବେଳେ ବିସ୍ଫୋରଣ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା କଇଠଡ଼ା ଗ୍ରାମରେ ଦୀପାବଳୀ ପାଇଁ ବାଣ ଭିଡୁ ଥିବା ବେଳେ ବିସ୍ଫୋରଣ ଘଟି ଛିଣ୍ଡିଗଲା ଯୁବକଙ୍କ ହାତ ଓ ଗୋଡ । ମେଡିକାଲ ଯିବାବେଳେ ଚାଲିଗଲା ଜୀବନ। ମୃତ ଯୁବକ ଜଣଙ୍କ କଇଠଡ଼ା ଗ୍ରାମର ପିଣ୍ଟୁ…

Air pollution: ରାଜଧାନୀର ବାୟୁ ପ୍ରଦୂଷଣ ଉପରମୁହାଁ, ସନ୍ଧ୍ୟାରେ ନେଇପାରେ ଭୟଙ୍କର ରୂପ

ଭୁବନେଶ୍ୱର: ଡରାଇଲାଣି ବାୟୁ ପ୍ରଦୂଷଣ। ଦୀପାବଳୀ ପୂର୍ବରୁ ହିଁ ରାଜଧାନୀର ବାୟୁ ପ୍ରଦୂଷଣ ଉପରମୁହାଁ। ଆଜି ସନ୍ଧ୍ୟାରେ ନେଇପାରେ ଭୟଙ୍କର ରୂପ। କାରଣ ଭୁବନେଶ୍ବରର ବାୟୁମଣ୍ଡଳ ସକାଳ ୧୦ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ମଧ୍ୟମଧରଣର ପ୍ରଦୂଷିତ ହୋଇଛି। ଲଗାତାର ଗୋଟିଏ ସପ୍ତାହ ହେଲା ଏଭଳି…

Weather Update: ବଙ୍ଗୋପସାଗରରେ ଲଘୁଚାପ: ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ନେଇ ଏହି ସବୁ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଅକ୍ଟୋବର ୨୧ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାର ବିଭିନ୍ନ ଜିଲ୍ଲା ପାଇଁ ଆଗାମୀ ତିନି ଦିନ ବର୍ଷା ଓ ବଜ୍ରପାତ ସତର୍କତା ଜାରି କରାଯାଇଛି। ବର୍ତ୍ତମାନ ଗୋଟିଏ ଘୂର୍ଣ୍ଣିବଳୟ…

ହଷ୍ଟେଲରେ ମିଳିଲା ମଦ ପାଉଚ୍; ୯ ହାଇସ୍କୁଲର ଛାତ୍ର ବହିଷ୍କୃତ

ନବରଙ୍ଗପୁର: ହଷ୍ଟେଲରେ ମଦ ପାଉଚ୍ ମିଳିବା ପରେ ୯ ଛାତ୍ର ବହିଷ୍କୃତ । ପାପଡ଼ାହାଣ୍ଡି ବ୍ଲକ ମାନିଗା ସରକାରୀ ହାଇସ୍କୁଲର ୯ ଛାତ୍ର ବହିଷ୍କୃତ ହୋଇଛନ୍ତି । ସୂଚନାଥାଉକି, ନବମ ଶ୍ରେଣୀର ୪ ଓ ଦଶମ ଶ୍ରେଣୀର ୫ ଛାତ୍ର ବହିଷ୍କୃତ ହୋଇଛନ୍ତି । ତେବେ ୭ ଦିନ ପାଇଁ ସ୍କୁଲ୍‌ରୁ ବହିଷ୍କାର…