Latest Odisha News

BREAKING NEWS

Browsing Category

ଓଡିଶା

Odisha

ବୈଷ୍ଣୋଦେବୀ ଦର୍ଶନ ପାଇଁ ଯାଇଥିଲେ…ବସ୍ ଧକ୍କାରେ ଚାଲିଗଲା ୩ ଓଡ଼ିଆଙ୍କ ଜୀବନ

ସୁବର୍ଣ୍ଣପୁର: ମା’ ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଯାଇଥିବାବେଳେ ଜମ୍ମୁର କଟରାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୩ ଓଡ଼ିଆଙ୍କ ଜୀବନ । ମୃତକମାନେ ସମସ୍ତେ ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରର ସୂଚନା ରହିଛି । ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକମାନେ ହେଲେ ସୁବର୍ଣ୍ଣପୁର…

ସାନଘାଗରାରେ ପ୍ରତିଷ୍ଠା ହେବ ରାଜ୍ୟର ୨ୟ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର;ଦେଖିବାକୁ ମିଳିବ ବିଭିନ୍ନ ପ୍ରଜାତିର…

କେନ୍ଦୁଝର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନ ଠାରେ କେନ୍ଦୁଝର ସାନଘାଗରାରେ ପ୍ରତିଷ୍ଠା ହେବାକୁ ଥିବା ନୂତନ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର (Regional Plant Resource Centre) ବିଷୟରେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଏବଂ କେନ୍ଦୁଝର…

ଏମ୍ସ ଭୁବନେଶ୍ୱର ଲ୍ୟାବ ଆସିଷ୍ଟାଣ୍ଟ ହତ୍ୟା ମାମଲାରେ ୪ ଗିରଫ

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରର କର୍ମଚାରୀ ସୁଧାଂଶୁ ଖୁଣ୍ଟିଆଙ୍କୁ ହତ୍ୟା ମାମଲାରେ ପୋଲିସ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଜୋନ ୩ ଆସିଷ୍ଟାଣ୍ଟ କମିଶନର (ଏସିପି) ତାପସ ଚନ୍ଦ୍ର ପ୍ରଧାନ ଏନେଇ ସୂଚନା ଦେଇ କହିଛନ୍ତି ଯେ ଖଣ୍ଡଗିରି ପୋଲିସ ଅଭିଯୁକ୍ତଙ୍କ ଠାରୁ ୭.୬୫ ମିଲିମିଟର…

ଦୁର୍ଗାପୁର ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ 

ଭୁବନେଶ୍ୱର: ବାଲେଶ୍ବର ବିଜେପି ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ମଙ୍ଗଳବାର ଦିନ ଦୁର୍ଗାପୁର ‘ଗଣଦୁଷ୍କର୍ମ’ ପୀଡିତାଙ୍କୁ ପଶ୍ଚିମବଙ୍ଗର ଏକ ଘରୋଇ ହସ୍ପିଟାଲରେ ଭେଟିଥିଲେ। ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଜେପି କର୍ମୀଙ୍କ ଏକ ଦଳ ସହିତ ଅପରାହ୍ନରେ…

MKCG ଇଣ୍ଟର ମେଡିକାଲ୍‌ କଲେଜ ମିଟ୍‌ ବନ୍ଦ, କାଉନସିଲ୍‌ ବୈଠକ ପରେ ଡିନ୍‌ଙ୍କ ଘୋଷଣା

ବ୍ରହ୍ମପୁର: ବ୍ରହ୍ମପୁର MKCGରେ ଇଣ୍ଟର ମେଡିକାଲ୍‌ ମିଟ୍‌ ଗଣ୍ଡଗୋଳ ପରେ ବୈଠକ । ଟେଲି ମେଡିସିନ୍ ସେଣ୍ଟରରେ MKCG କଲେଜ କାଉନସିଲ୍‌ ବୈଠକ ହୋଇଛି। ଏହି ବୈଠକରେ ଡିନ୍, ଅଧୀକ୍ଷକଙ୍କ ସମେତ ସମସ୍ତ ବିଭାଗର ଏଚ୍‌ଓଡି ପ୍ରମୁଖ ଉପସ୍ଥିତ ଥିଲେ । ଭିତରେ ବୈଠକ ଚାଲିଥିବା ବେଳେ ବାହାରେ…

ଭୁବନେଶ୍ୱରରେ ସରକାରୀ କ୍ୱାର୍ଟର୍ସରୁ ଜବରଦଖଲ ଉଚ୍ଛେଦ…

ଭୁବନେଶ୍ୱର: ଖାଲି ପଡ଼ିଥିବା ସରକାରୀ କ୍ୱାର୍ଟର୍ସକୁ ବେଆଇନ ଦଖଲ କରିଥିବା ଅଭିଯୋଗରେ କର୍ତ୍ତୃପକ୍ଷ ମଙ୍ଗଳବାର ଦିନ ଭୁବନେଶ୍ୱରର ୟୁନିଟ୍-୨ ଅଞ୍ଚଳରେ ଏକ ଉଚ୍ଛେଦ ଅଭିଯାନ ଆରମ୍ଭ କରିଛନ୍ତି। କିଛି ଲୋକ ସରକାରୀ କ୍ୱାର୍ଟର୍ସକୁ ଜୋରଜବରଦସ୍ତ ଦଖଲ କରିଥିବା ସୂଚନା ପାଇବା ପରେ ଭୁବନେଶ୍ୱର…

ବୁଧବାର ୪ ଘଣ୍ଟା ପାଇଁ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ, ଜାଣନ୍ତୁ କାହିଁକି…

ପୁରୀ: ଆସନ୍ତାକାଲି ଅର୍ଥାତ୍ ବୁଧବାର କାର୍ତ୍ତିକ କୃଷ୍ଣ ନବମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏହା ଏକ ଗୁପ୍ତ ସେବା ହୋଇଥିବାରୁ…

ପୋଲିସକୁ ବଡ଼ ସଫଳତା, ଧରାପଡିଲା ଲୋକଙ୍କୁ ଭୟଭୀତ କରୁଥିବା ଜଣେ ହାର୍ଡକୋର ମାଓବାଦୀ

ରାଉରକେଲା: ଖୁବଶୀଘ୍ର ମାଓ ମୁକ୍ତ ହେବାକୁ ଯାଉଛି ଭାରତ। ଗତ କିଛି ଦିନ ହେବ ଘନ ଘନ ମାଓବାଦୀ ଆତ୍ମସମର୍ପଣ କରୁଛନ୍ତି। ସମାଜର ମୁଖ୍ୟସ୍ରୋତ ମୁହାଁ ହେଉଛନ୍ତି। ଯାହା ଦେଶର ଭବିଷ୍ୟତ ପାଇଁ ଭଲ ପଦକ୍ଷେପ। ତେବେ ଏହାରି ଭିତରେ ପୋଲିସକୁ ଆଉ ଏକ ବଡ଼ ସଫଳତା ମିଳିଛି। ରାଜ୍ୟକୁ ଦୀର୍ଘ ଦିନ ଧରି…

ଆର୍ଥିକ ଶୃଙ୍ଖଳାକୁ ସୁଦୃଢ଼ ​​କରିବା ପାଇଁ ଓଡ଼ିଶାର ପଦକ୍ଷେପ: ଆଉ ୧୦ଟି ବିଭାଗରେ ଆଭ୍ୟନ୍ତରୀଣ ଅଡିଟ୍ ୱିଙ୍ଗ ସୃଷ୍ଟି

ଭୁବନେଶ୍ୱର: ଓଡିଶା ସରକାରଙ୍କ ଏକ ଅବିଚ୍ଛେଦ୍ୟ ଅଙ୍ଗ, ଆଭ୍ୟନ୍ତରୀଣ ଅଡିଟ୍, ଓଡ଼ିଶା ସଚିବାଳୟର ୨୮ଟି ପ୍ରଶାସନିକ ବିଭାଗରେ କାର୍ଯ୍ୟ କରୁଛି । ଏହା ପବ୍ଲିକ ମନିର ପ୍ରହରୀ ଭାବରେ କାର୍ଯ୍ୟ କରେ ଏବଂ ରାଜ୍ୟ ମଧ୍ୟରେ ଟଙ୍କାର ଅପବ୍ୟବହାର ଓ ଆତ୍ମସାତ ସମେତ ଆର୍ଥିକ ଅନିୟମିତତା ରିପୋର୍ଟ ପ୍ରଦାନ…

ଶବ ନାହିଁ ତଥାପି ଜଳୁଛି ଚିତା

ଗଜପତି: ଶ୍ମଶାନରେ ଶବକୁ ନେବା ପରେ ଶେଷ କୃତ୍ୟ ସମ୍ପନ୍ନ କରାଯାଏ । ହେଲେ ଶବ ନଥାଇ ବି ଶେଷକୃତ୍ୟ ହୋଇଛି । ଶ୍ମଶାନରେ ଶବ ନାହିଁ ତଥାପି କରାଯାଉଛି ଶବ ଦାହ । ଆଖିରେ ଆଖିଏ ଲୁହ, ଛାତି ଫଟାଇ କାନ୍ଦୁଛି ମା । ଭଗବାନଙ୍କ ଉପରେ ଆଶା ରଖିଥିବା ମା ଆଜି ନିରାଶ ହୋଇଛି । ସବୁଦିନ ପାଇଁ ତା ମଥାର…