Latest Odisha News

BREAKING NEWS

Browsing Category

ଓଡିଶା

Odisha

ଚଳିତବର୍ଷ ରେଳ ପଥ ମାଧ୍ୟମରେ ନିଶା ଦ୍ରବ୍ୟ ଚୋରା ଚାଲାଣ ରୋକିବାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ରେଳବାଇ ଥାନା…

ଭୁବନେଶ୍ବର: ବିଭିନ୍ନ ସମୟରେ ନିଶା ବ୍ୟବସାୟୀ ମାନେ ଗଞ୍ଜେଇ, ବ୍ରାଉନ ସୁଗାର, ଅଫିମ, କଫ ସିରପ ଓ ଅନ୍ୟାନ୍ୟ ବେଆଇନ ମାଦକ ଦ୍ରବ୍ୟ ରେଳ ପଥ ମାଧ୍ୟମରେ ଚାଲାଣ କରୁଛନ୍ତି । ରେଳ ପଥ ମାଧ୍ୟମରେ ବଢୁଥିବା ଏହି ନିଶା ଦ୍ରବ୍ୟ ଚୋରାଚାଲାଣ ପ୍ରକ୍ରିୟାକୁ ରୋକିବା ନେଇ ଅନେକ ସମୟରେ ରେଳବାଇ ଥାନା…

Capture Maoists: ମାଓବାଦୀଙ୍କୁ ଧରାଇଲେ ମିଳିବ ୮ କୋଟି ୪୦ ଲକ୍ଷର ପୁରସ୍କାର

ବୌଦ୍ଧ: ମାଓବାଦୀଙ୍କୁ ଧରାଇଲେ ମିଳିବ ଆକର୍ଷଣୀୟ ପୁରସ୍କାର । ମାଓବାଦୀଙ୍କ ଠିକଣା ଜଣାଇଲେ ୮ କୋଟି ୪୦ ଲକ୍ଷର ପୁରସ୍କାର ରାଶି ଘୋଷଣା କରାଯାଇଛି । ୧୮ ମାଓବାଦୀଙ୍କ ମୁଣ୍ଡ ଉପରେ ମୋଟ୍ ୮ କୋଟି ୪୦ ଲକ୍ଷର ପୁରସ୍କାର ମିଳିବ । ବୌଦ୍ଧ ପୋଲିସ ପକ୍ଷରୁ ବିଭିନ୍ନ ଉପାନ୍ତ ଅଞ୍ଚଳରେ ଏ ସମ୍ପର୍କରେ…

ଫରେଷ୍ଟ ଗାର୍ଡ ଚାକିରି କରାଇଦେବା ନାଁରେ ୩ ଲକ୍ଷରୁ ଅଧିକ ଟଙ୍କା ନେଇ ଯବାନ ଫେରାର

ଭଦ୍ରକ: ଫରେଷ୍ଟ ଗାର୍ଡ ଚାକିରି କରାଇ ଦେବାକୁ କହି ୩ ଲକ୍ଷରୁ ଅଧିକ ଟଙ୍କା ଠକେଇ ଅଭିଯୋଗ ହୋଇଛି । ପୋଲିସ ଏସଓଜିରେ କାର୍ଯ୍ୟ କରୁଥିବା ଜଣେ ଯବାନଙ୍କ ନାମରେ ଏଭଳି ଠକେଇ କରିଥିବା ଅଭିଯୋଗ ହୋଇଛି । ଦେଇଥିବା ଟଙ୍କା ଫେରସ୍ତ କରିବାକୁ ଗୁହାରି କରି ବିଫଳ ହେବା ପରେ ଅଭିଯୋଗକାରୀ ଜଣଙ୍କ ଭଦ୍ରକ…

୩୦,୦୦୦ ଲାଞ୍ଚ ନେଇ ଗିରଫ ଓଆରଏସ ଅଧିକାରୀ

ଭୁବନେଶ୍ବର: ଓଡ଼ିଶା ଭିଜିଲାନ୍ସ ଅଧିକାରୀ ଯାଜପୁର ବିଞ୍ଝାରପୁର ତହସିଲର ଅତିରିକ୍ତ ତହସିଲଦାର ତଥା ଓଆରଏସ ଅଧିକାରୀ ପ୍ରଦୀପ୍ତ କୁମାର ସେଠୀଙ୍କୁ ଶୁକ୍ରବାର ଦିନ ଗିରଫ କରିଛନ୍ତି। ସେ ଜଣେ ଜମି ମାଲିକଙ୍କଠାରୁ ୩୦,୦୦୦ ଟଙ୍କା ଲାଞ୍ଚ ଗ୍ରହଣ କରି ଫସିଛନ୍ତି। ସରକାରୀ ସୂତ୍ର ଅନୁଯାୟୀ,…

Barabati Fort: ଖୁବଶୀଘ୍ର ଐତିହାସିକ ବାରବାଟୀ ଦୁର୍ଗର ହେବ ସୌନ୍ଦର୍ଯ୍ୟକରଣ…

କଟକ: ବଦଳିବ ଐତିହାସିକ ବାରବାଟୀ ଦୁର୍ଗର ରୂପରେଖ । ଏହି ଆଶାରେ ବାରବାଟୀ ଦୁର୍ଗ ଚାରିପାର୍ଶ୍ବରେ ‘ପରିକ୍ରମା ମାର୍ଗ’ କରାଯିବାକୁ ଏକ ନୂଆ ଯୋଜନା ହୋଇଛି । ଯାହା ପର୍ଯ୍ୟଟକଙ୍କୁ ଭିନ୍ନ ଅନୁଭବ ଦେବ । ୨୦୨୬ ଡିସେମ୍ବର ବେଳକୁ ଐତିହାସିକ ବାରବାଟୀ ଦୁର୍ଗ ସୌନ୍ଦର୍ଯ୍ୟକରଣ ଶେଷ କରିବାକୁ…

Ganza Seized: ୨୬ କେଜି ଗଞ୍ଜେଇ ଜବତ, ୨ ମାଫିଆ ଗିରଫ

ଗଜପତି: ଗଞ୍ଜେଇ ଚୋରା ଚାଲାଣ ବେଳେ ୨ ଜଣ ଆନ୍ତରାଜ୍ୟ ମାଫିଆକୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୨୬ କିଲୋ ଗଞ୍ଜେଇ ଜବତ କରାଯାଇଛି । ଗଜପତିଜିଲ୍ଲା ଅଡବା ଥାନା ନଳାଘାଟ ଗାଁ ନିକଟରେ ଏକ କାରରେ ଏହି ଚୋରାଚାଲାଣ ହେଉଥିବାବେଳେ, ୨ ଜଣ ଆନ୍ତରାଜ୍ୟ ମାଫିଆକୁ ଧରିବାରେ ସଫଳ ହୋଇଛି ଗଜପତି…

ଦୁଷ୍କର୍ମ ପୀଡିତା ହେଲେ ଗର୍ଭବତୀ, ବନ୍ଧା ହେଲା ଅଭିଯୁକ୍ତ

ସୁନ୍ଦରଗଡ଼: ବୀରମିତ୍ରପୁର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା। ଏଠାରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ପାଞ୍ଚମାସର ଗର୍ଭବତୀ ହେବା ପରେ ଘଟଣା ପଦାକୁ ଆସିଲା। ଘଟଣା ସାମ୍ନାକୁ ଆସିବା ପରେ ଅଭିଯୁକ୍ତକୁ ବୀରମିତ୍ରପୁର ପୋଲିସ ଗିରଫ କରି ସୁନ୍ଦରଗଡ଼ ପୋକ୍ସୋ କୋର୍ଟଚାଲାଣ…

ସ୍କୁଲ ସାଇନ୍ ବୋର୍ଡ ପଡ଼ି ଜଣେ ଛାତ୍ର ମୃତ, ୨ ଆହତ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବଡ଼ଭୁଣ୍ଡୁରେ ଥିବା ଏକ ସରକାରୀ ସ୍କୁଲରେ ସାଇନବୋର୍ଡ ଭୁଶୁଡ଼ି ପଡ଼ିବା ଫଳରେ ଜଣେ ଛାତ୍ରଙ୍କର ମୃତ୍ୟୁ ହେବା ସହ ଅନ୍ୟ ଦୁଇଜଣ ଆହତ ହୋଇଥିବା ସୂଚନା ମିଳିଛି। ତେବେ ଶୁକ୍ରବାର ଅପରାହ୍ନରେ ସ୍କୁଲ କ୍ୟାମ୍ପସ ଭିତରେ କିଛି ଛାତ୍ର ଖେଳୁଥିବା ସମୟରେ…

Hit and run situation: ରାଜଧାନୀ ଭୁବନେଶ୍ୱରରେ ଦୁର୍ଘଟଣା, କାର୍‌କୁ ଘୋଷାଡ଼ି ନେଇଗଲା ହାଇୱା

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଦୁର୍ଘଟଣା । କାର୍‌କୁ ଘୋଷାଡ଼ି ନେଇଗଲା ହାଇୱା । ରାଜଧାନୀ ଭୁବନେଶ୍ୱରରେ ହିଟ୍ ଆଣ୍ଡ ରନ୍ ପରିସ୍ଥିତି। ପାୱାରହାଉସ ଛକ ଟ୍ରାଫିକ ପୋଷ୍ଟରେ ଛିଡ଼ା ହୋଇଥିବା କାରକୁ ଧକ୍କା ଦେଲା ହାଇୱା ।  ରେଡ୍ ସିଗନାଲ ଥିବାରୁ କାରଟି ଟ୍ରାଫିକ୍ ପୋଷ୍ଟରେ ଛିଡା…

ଏଣିକି ଜେଲ୍ ପାଚେରି ଡେଇଁଲେ ବାଜିବ ସାଇରନ୍, କଏଦୀଙ୍କୁ ଜଗିବ ଏଆଇ

ଭୁବନେଶ୍ଵର: ଏଣିକି ପାଚେରି ଡେଇଁ ଚମ୍ପଟ ମାରି ପାରିବେନି ଜେଲ୍ ଅନ୍ତେବାସୀ। ଏପରି କଲେ ବାଜି ଉଠିବ ସାଇରନ୍। ଫଟୋ ଉଠାଇ ପଠାଇଦେବ ଏଆଇ କ୍ୟାମେରା। କଡ଼ାକଡ଼ି ହେଲା ଜେଲ୍ ନିୟମ। କଏଦୀ ଚମ୍ପଟ ଘଟଣାରେ ଲାଗିବ ଅଙ୍କୁଶ। ପାଚେରି ପଟ ଦେଇ ଜେଲ ଭିତରକୁ ହୋଇପାରିବନି ଜିନିଷ ଦିଆନିଆ। ସେଲ୍ ଭିତରେ…