Latest Odisha News

BREAKING NEWS

Browsing Category

ଓଡିଶା

Odisha

ପାର୍ଟ ପ୍ଲଟର ପଞ୍ଜୀକରଣ ପାଇଁ ନୂଆ ଏସଓପି…

ଭୁବନେଶ୍ୱର: ଜନସାଧାରଣଙ୍କ ସୁବିଧା ପାଇଁ ରାଜ୍ୟବ୍ୟାପୀ ପାର୍ଟ ପ୍ଲଟର ପଞ୍ଜୀକରଣକୁ ସୁବ୍ୟବସ୍ଥିତ କରିବା ପାଇଁ ଓଡ଼ିଶା ସରକାର ଏକ ନୂଆ ମାନକ କାର୍ଯ୍ୟ ପ୍ରଣାଳୀ (ଏସଓପି) ଜାରି କରିଛନ୍ତି। ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ୱାରା ଜାରି କରାଯାଇଥିବା ଏସଓପି ପଞ୍ଜୀକରଣ ଆଇନ,…

ଦୁର୍ଗାପୁର ଜଙ୍ଗଲରେ କ୍ରାଇମ୍ ସିନ୍ ରିକ୍ରିଏସନ୍, ଡାକ୍ତରୀ ଛାତ୍ରୀଙ୍କୁ ଏମିତି କରିଥିଲା ଦୁଷ୍କର୍ମ

ବାଲେଶ୍ୱର/କୋଲକାତା: ପଶ୍ଚିମବଙ୍ଗ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାର ସତ ପଦାକୁ ଆସୁଛି । କେମିତି ସେଦିନ ଘଟଣା ଘଟିଥିଲା ତାହାର ଡେମୋ ଦେଖାଇଛି ଜଣେ ଅଭିଯୁକ୍ତ। ଦୁର୍ଗାପୁର ଜଙ୍ଗଲରେ ସିନ ରିକ୍ରିଏଟ କରିଛି ପୁଲିସ । ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ…

ବ୍ରହ୍ମପୁର କଲେଜରେ ଏସସିବି ଓ ଭୀମସାର ଡାକ୍ତରୀ ଛାତ୍ରଛାତ୍ରୀ ମାଡ଼ ଅଭିଯୋଗ

କଟକ: ବ୍ରହ୍ମପୁର ମେଡିକାଲ କଲେଜରେ କଟକ ବଡ଼ ମେଡିକାଲର ଡାକ୍ତର ଛାତ୍ରଛାତ୍ରୀଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ ଏସସିବି ସମେତ ଭୀମସାର ଡାକ୍ତରୀ ଛାତ୍ରଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ସମସ୍ତ ଆହତ ଛାତ୍ରଛାତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।…

‘ବିଜେପିର ନୂଆପଡ଼ା ପ୍ରାର୍ଥୀ ପାଇଁ ୧୬ରେ ନାମାଙ୍କନ ଭରିବେ ଜୟ ଢୋଲକିଆ’

ଭୁବନେଶ୍ବର: ବିଜେପି ନୂଆପଡ଼ା ଉପ-ନିର୍ବାଚନ ପାଇଁ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିବ ବୋଲି ଆଜି ସୂଚନା ଦେଇଛନ୍ତି ରାଜ୍ୟସଭା ସାଂସଦ ସୁଜିତ୍ କୁମାର । ସେ କହିଛନ୍ତି ନିଷ୍ପତ୍ତି ସରିଛି କେବଳ ଘୋଷଣା ବାକି ଅଛି । ଆସନ୍ତା ୧୬ ତାରିଖରେ ସେ ନାମାଙ୍କନ କରିବେ । ନାମାଙ୍କନ ଦାଖଲ ସମୟରେ…

ଆସିଲା ଦୀପାବଳି ଗାଇଡଲାଇନ: ମାତ୍ର ୨ ଘଣ୍ଟା ଫୁଟିବ ବାଣ

ଭୁବନେଶ୍ୱର: ଆଉ ଦିନ କେଇଟା ପରେ ସଭିଏ ଆନନ୍ଦ ଉଲ୍ଲାସର ସହ ପାଳିବେ ଦୀପାବଳି। ପାଖେଇ ଆସିଲାଣି ଆଲୋକର ପର୍ବ ଦୀପାବଳି। ଚଳିତବର୍ଷ ଅକ୍ଟୋବର ୨୦ ତାରିଖରେ ସାରା ଦେଶ ପାଳନ କରିବ ଦୀପାବଳି। ତେବେ ପ୍ରତିଥର ବାଣକୁ ନେଇ ଗାଇଡଲାଇନ୍ ଆସୁଥିବା ବେଳେ ଚଳିତବର୍ଷ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ…

e-KYC କରିନଥିଲେ ଆସନ୍ତା ମାସରୁ ବନ୍ଦ ହେବ ଚାଉଳ

ଭୁବନେଶ୍ଵର : eKYC କରିନଥିଲେ ଆସନ୍ତା ମାସରୁ ବନ୍ଦ ହେବ ଚାଉଳ। ଏନେଇ ସୂଚନା ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ଯେଉଁମାନେ ଇ-କେୱାଇସି କରିବେନି ସେମାନଙ୍କୁ ଚାଉଳ ଦିଆଯିବନି । ଏବେ ଇ-କେୱାଇସି ପ୍ରକ୍ରିୟାକୁ କେନ୍ଦ୍ର ସରକାରବନ୍ଦ କରିଦେଇଛନ୍ତି ବୋଲି କହିଛନ୍ତି ଖାଦ୍ୟ ଯୋଗାଣ…

‘Mahila Su Vahak’: କାର୍ ବାଣ୍ଟିବେ ମୋହନ ସରକାର, ଆରମ୍ଭ ହେବାକୁ ଯାଉଛି ‘ଆମ…

ନୂଆଦିଲ୍ଲୀ: ନବୀନ ସରକାର ବାଣ୍ଟିଥିଲେ ସ୍କୁଟି...ଏବେ ମୋହନ ସରକାର ବାଣ୍ଟିବେ କାର୍...ଆରମ୍ଭ ହେବ ‘ଆମ ସୁବାହକ’ ଯୋଜନା । ଡ୍ରାଇଭିଂ ବୃତ୍ତିରେ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଓଡ଼ିଶା ସରକାର ଏକ ନୂତନ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଚାହୁଁଛନ୍ତି। ମହିଳାଙ୍କୁ ସଶକ୍ତ କରାଇବା…

ଚନ୍ଦକା ଥାନାରୁ ଚମ୍ପଟ ମାରିଲା ଚୋର, ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ..

ଭୁବନେଶ୍ବର: କଟକ ଚୌଦ୍ବାର ପରେ ଏବେ ଚନ୍ଦକା ଥାନାରୁ ଫେରାର ହେଇଗଲା ଚୋର । କନେଷ୍ଟବଳଙ୍କୁ ଧକ୍କା ଦେଇ କାଲି ଚନ୍ଦକା ଥାନାରୁ ଚମ୍ପଟ ମାରିଛି ଚୋର । ଅଭିଯୁକ୍ତ ଜଣକ ହେଉଛି ପଶ୍ଚିମବଙ୍ଗର ରାଜା । ଫୋନ ଚୋରି ଅଭିଯୋଗରେ ତାକୁ ଗିରଫ କରାଯାଇଥିଲା । ସୂଚନା ଅନୁସାରେ ଗତମାସ ୨୮ ତାରିଖ…

ଅକ୍ଟୋବର ୨୪ ଯାଏଁ ବଢିଲା ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ବୃତ୍ତି ଆବେଦନ ଅବଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ବୃତ୍ତି ଆବେଦନର ତାରିଖ ବୃଦ୍ଧି ହେଲା । ଅକ୍ଟୋବର ୨୪ ଯାଏଁ ଅର୍ଥାତ୍ ଆହୁରି ୧୪ ଦିନ ବଢ଼ିଲା ଆବେଦନ ଅବଧି । ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଅଧୀନରେ ବିଭିନ୍ନ ବୃତ୍ତି…

ଅନିଶ୍ଚିତତା ଭିତରେ ରାଉରକେଲା ବିମାନବନ୍ଦରର ଭାଗ୍ୟ, ଶୀତକାଳୀନ ବିମାନଉଡ଼ାଣ ସୂଚୀରୁ ପଡିଲା ବାଦ୍

ରାଉରକେଲା: ଶୀତକାଳୀନ ବିମାନଉଡ଼ାଣ ସୂଚୀରୁ ବାଦ୍‌ ପଡିଲା ରାଉରକେଲା ବିମାନବନ୍ଦର । ଆଗାମୀ ୨୦୨୬ ମାର୍ଚ୍ଚ ଯାଏ ରାଉରକେଲା ବିମାନସେବା ପୁନଃଆରମ୍ଭ ହେବନିବୋଲି ଏକପ୍ରକାର ସ୍ପଷ୍ଟ ହୋଇଛି। ସଦ୍ୟ ପ୍ରକାଶିତ ଶୀତକାଳୀନ ବିମାନ ଉଡ଼ାଣ ସୂଚିରୁ ଏହା ସ୍ପଷ୍ଟ ହୋଇଛି । ସୂଚୀ ଅନୁସାରେ ଆସନ୍ତା ୨୬…