Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜଙ୍ଗଲରେ ମାଓବାଦୀ ଖଞ୍ଜିଥିବା ୩ଟି ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କଲେ ସୁରକ୍ଷାକର୍ମୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ସୁରକ୍ଷାକର୍ମୀଙ୍କୁ ସଫଳତା । ମାଓବାଦୀମାନେ ଜଙ୍ଗଲରେ ଖଞ୍ଜିଥିବା ୩ଟି ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କରାଯାଇଥିଲା । ତୁରନ୍ତ ବୋମା ନିଷ୍କ୍ରିୟ ଦଳ ଘଟଣାସ୍ଥଳରେ ପହଞ୍ଚି ବୋମାଗୁଡିକକୁ ଅତି ସତର୍କତାର ସହ…

ଫିଟିଲା ଭାଗ୍ୟ!ଜାଲରେ ପଡିଲା କୋଟିଏ ଟଙ୍କାର ମାଛ, କିଣିଲା ଫାର୍ମା କମ୍ପାନୀ

ଜଳେଶ୍ୱର:ଜାଲରେ ପଡ଼ିଲା କୋଟିଏ ଟଙ୍କାର ମାଛ ,କୋଟିପତି ବନିଗଲେ ଜଣେ ଟ୍ରଲର ମାଲିକ । ଓଡିଶା ସୀମାନ୍ତବର୍ତ୍ତୀ ପଶ୍ଚିମବଙ୍ଗ ଦୀଘା ମୁହାଣରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ୯୦ଟି ତେଲିଆ ଭୋଲା ମାଛ । ଗଭୀର ସମୁଦ୍ରରେ ଏହି ମାଛ ମିଳିଥାଏ। ପ୍ରତି ମାଛର ଓଜନ ୩୦ରୁ ୩୫ କେଜି ହେବ । ପ୍ରାୟ…

ପଶ୍ଚିମବଙ୍ଗରେ ଆଇନଶୃଙ୍ଖଳା ପରିସ୍ଥିତି ବଡ଼ ଉଦବେଗଜନକ: ପ୍ରତାପ ଷଡ଼ଙ୍ଗୀ

ବାଲେଶ୍ବର: ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମମତା ସରକାରଙ୍କ ଉପରେ ବର୍ଷିଲେ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ । ଏହି ଘଟଣା ଅତ୍ୟନ୍ତ ଗମ୍ଭୀର ଏବଂ ଚିନ୍ତାଜନକ । ବାରମ୍ବାର ଏପରି ଘଟଣା ସାମ୍ନାକୁ ଆସୁଛି । ପଶ୍ଚିମବଙ୍ଗରେ ଆଇନଶୃଙ୍ଖଳା ପରିସ୍ଥିତି ବଡ଼ ଉଦବେଗଜନକ…

‘ଆର୍ଯ୍ୟ ସମାଜ କେବଳ ଏକ ଧାର୍ମିକ ସଂସ୍କାର ଆନ୍ଦୋଳନ ନୁହେଁ, ଏହା ଏକ ନୈତିକ, ଶିକ୍ଷାଗତ ଏବଂ ସାମାଜିକ…

ଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ରେଳ ଅଡିଟୋରିୟମ୍ ଠାରେ ଆର୍ଯ୍ୟ ସମାଜର ୧୫୦ ତମ ପ୍ରତିଷ୍ଠା ଦିବସ ସମାରୋହ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଯଦି ଆମେ ଗତ ୧୫୦ ବର୍ଷକୁ ଦେଖିବା ତେବେ ଭାରତର ଜାଗରଣରେ ଆର୍ଯ୍ୟ…

ମେଡିକାଲର ଶୌଚାଳୟରୁ କଙ୍କାଳ ଠାବ, କାହାର କଙ୍କାଳ ଅସ୍ପଷ୍ଟ…

ବଲାଙ୍ଗିର: ପାଟଣାଗଡ଼ ଥାନା ଭଇଁଶା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ପୁରୁଣା କ୍ୟାମ୍ପସରେ ଏକ ପରିତ୍ୟକ୍ତ ଶୌଚାଳୟରେ କଙ୍କାଳ ପଡିଥିବା ଦେଖିବାକୁ ମିଳିଛି । ୩ଟି କଙ୍କାଳ ଠାବ ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । କଙ୍କାଳଟି ମଣିଷ ଛୁଆ କିମ୍ବା ମାଙ୍କଡ଼ ଛୁଆର ବୋଲି…

Vyommitra: ମହାକାଶ ଯିବ ଓଡିଆଙ୍କ ହାତ ତିଆରି ମହିଳା ରୋବୋଟ୍ ‘ବ୍ୟୋମମିତ୍ର’

ଭୁବନେଶ୍ବର: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଗଗନୟାନ ମହାକାଶ ମିଶନର ଅଂଶ ଭାବରେ ଏକ ମାନବହୀନ ମହାକାଶଯାନ ଉତ୍ କ୍ଷେପଣ କରିବ। ଏଥିରେ ବ୍ୟୋମିତ୍ର ନାମକ ଏକ ମାନବରୂପୀ ରୋବୋଟ୍ ବହନ କରାଯିବ, ଯାହାକୁ ମହାକାଶକୁ ପଠାଯିବ। ଯାହା ମହାକାଶ ଅନୁସନ୍ଧାନରେ…

Odisha Medical Student Gang-Rape Case: ଦୁର୍ଗାପୁରରେ ବାଲେଶ୍ୱର ଟିମ୍, ଖୁବଶୀଘ୍ର ଯିବ ରାଜ୍ୟ ମହିଳା କମିଶନଙ୍କ…

ଭୁବନେଶ୍ବର: ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାର ପୀଡିତା ଡାକ୍ତରୀ ଛାତ୍ରୀଙ୍କୁ ଭେଟିବା ପାଇଁ ଓଡ଼ିଶାର ବାଲେଶ୍ୱର ଜିଲ୍ଲା ପ୍ରଶାସନର ଏକ ଚାରି ଜଣିଆ ଦଳ ଦୁର୍ଗାପୁରରେ ପହଞ୍ଚିଛି। ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ (DSWO) ଜ୍ୟୋତ୍ସ୍ନା ମହାନ୍ତି ଏବଂ ଜଣେ ଡେପୁଟି…

ସବୁଜ ହାଇଡ୍ରୋଜେନ୍ ହବ୍ ବିକାଶ ପାଇଁ ପାରାଦୀପ ବନ୍ଦରକୁ ଚିହ୍ନଟ

ଭୁବନେଶ୍ୱର: କେନ୍ଦ୍ର ସରକାର ଜାତୀୟ ସବୁଜ ହାଇଡ୍ରୋଜେନ୍ ମିଶନ (ଏନଜିଏଚଏମ) ଅଧୀନରେ ଦେଶର ୩ଟି ପ୍ରମୁଖ ବନ୍ଦରକୁ ସବୁଜ ହାଇଡ୍ରୋଜେନ୍ ହବ୍ (ଜିଏଚଏଚ) ଭାବରେ ଚିହ୍ନଟ କରିଛନ୍ତି । ସେଥି ମଧ୍ୟରେ ରହିଛି ଓଡିଶାର ପାରାଦୀପ ବନ୍ଦର । ଅନ୍ୟ ଦୁଇଟି ହେଉଛି ଗୁଜରାଟ ଏବଂ ତାମିଲନାଡୁରେ ଥିବା ବନ୍ଦର…

Withdrawal of SW Monsoon: ଓଡିଶାରୁ ଫେରିଯିବ ମୌସୁମୀ, ବାଟ ଫିଟିଲା…

ଭୁବନେଶ୍ବର: ଏବେ ରାଜ୍ୟରୁ ଫେରିଯିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ପାଗ ଅନୁକୂଳ ରହିଛି । ୪ ମାସ ୧୩ ଦିନର ରହଣି ପରେ ଏବେ ଓଡିଶାରୁ ବିଦାୟ ନେବ ମୌସୁମୀ ବାୟୁ । ଆସନ୍ତା ୨ ରୁ ୩ ଦିନ ଭିତରେ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବା ଆରମ୍ଭ କରିବ  । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ତା’ର…

ଚିଲିକା ମଝିରେ ଅଦ୍ଭୁତ ଦୃଶ୍ୟ, ଉପରକୁ ଉଠିଲା ଜଳ ରାଶି… ଛାନିଆ ପର୍ଯ୍ୟଟକ 

ଭୁବନେଶ୍ୱର: ଚିଲିକାରେ ଏକ ବିରଳ ପ୍ରାକୃତିକ ଦୃଶ୍ୟ ଦେଖିବାକୁ ମିଳିଛି। ପାଣି ଉପରେ ଏକ ବିରାଟ ଘୂର୍ଣ୍ଣିଝଡ ଦେଖିବା ପରେ ହ୍ରଦକୁ ଆସୁଥିବା ପର୍ଯ୍ୟଟକମାନେ ଆଶ୍ଚର୍ଯ୍ୟ ଏବଂ ଭୟଭୀତ ହୋଇଯାଇଥିଲେ। ଏହି ଋତୁରେ ରାଜ୍ୟରେ ଏହା ପ୍ରଥମ ରେକର୍ଡ ହୋଇଥିବା ଘୂର୍ଣ୍ଣିବାତ୍ୟା ବୋଲି ବିଶ୍ୱାସ…