Latest Odisha News

BREAKING NEWS

Browsing Category

ଓଡିଶା

Odisha

IPL Betting:ଆଇପିଏଲ ବେଟିଂର ପର୍ଦ୍ଦାଫାସ; ୪ ଗିରଫ,୨୫ ଲକ୍ଷ ଜବତ

ପୁରୀ: ଆଇପିଏଲ ବେଟିଂ ରାକେଟର ପର୍ଦ୍ଦାଫାସ ହୋଇଛି । ମୁଖ୍ୟ ଅଭିଯୁକ୍ତ ସହ ୪ ଗିରଫ ହୋଇଛନ୍ତି । ୨୫ଲକ୍ଷ ୩୫ ହଜାର ଟଙ୍କା ସହ ୬ ଟି ମୋବାଇଲ ଜବତ ହୋଇଛି । ମୁଖ୍ୟ ଅଭିଯୁକ୍ତ ପ୍ରସନ୍ନ ପୃଷ୍ଟିଙ୍କ ସହ ଗିରଫ ଅନ୍ୟ ଅଭିଯୁକ୍ତ ହେଉଛନ୍ତି ବି. ନାଗେଶ୍ୱର ରାଓ, ବିଶ୍ଵନାଥ ଲେଙ୍କା ଏବଂ ରାମାକାନ୍ତ…

ଶିଳ୍ପ ଓ କୃଷି କ୍ଷେତ୍ରରେ ପୁନଃବ୍ୟବହାର ହେବ ଡ୍ରେନ୍‌ ପାଣି: ମନ୍ତ୍ରୀ

ଭୁବନେଶ୍ୱର: ଜଳ ସ୍ଥିରତା ନିଶ୍ଚିତ କରିବା ଏବଂ ସହରାଞ୍ଚଳ ବିକାଶ ପାଇଁ ସରକାର “ଓଡ଼ିଶା ସହରାଞ୍ଚଳ ଶୋଧିତ ବ୍ୟବହୃତ ଜଳର ପୁନଃ ବ୍ୟବହାର ନୀତି, ୨୦୨୬” ଅଧିସୂଚିତ କରିଛନ୍ତି। ଏହି ନୀତି ଅପରିଷ୍କାର ଜଳକୁ କେବଳ ଏକ ବର୍ଜ୍ୟ ବସ୍ତୁ ଭାବେ ନଦେଖି ଏହାକୁ ଏକ ମୂଲ୍ୟବାନ ଅର୍ଥନୈତିକ ସମ୍ବଳରେ…

Cyber ​​fraud:୫ କୋଟିର ସାଇବର ଠକେଇ ମାମଲା:ମିଳିଲା ଦାର୍ଜିଲିଂ ଲିଙ୍କ୍, ବନ୍ଧାହେଲେ ୨କୁଖ୍ୟାତ ଠକ

କଟକ:ଭୁବନେଶ୍ବରର ଜଣେ ବଡ଼ ନିବେଶକ ଅନଲାଇନରେ ସାଇବର ଅପରାଧୀଙ୍କ ସମ୍ପର୍କରେ ଆସିଥିଲେ । ଏହାପରେ ସାଇବର ଠକ ୫କୋଟି ଟଙ୍କା ଲୁଟି ନେଇଥିଲେ । ଏହି ଘଟଣାରେ କ୍ରାଇମବ୍ରାଞ୍ଚ ଦୁଇ କୁଖ୍ୟାତ ସାଇବର ଠକଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ପଶ୍ଚିମବଙ୍ଗ ଦାର୍ଜିଲିଂ ଜିଲ୍ଲା…

Chandan Yatra:ଚନ୍ଦନଯାତ୍ରାରେ ବିବାଦ: ଜିଲ୍ଲାପାଳ କହିଲେ-ରିପୋର୍ଟ ଆସିବା ପରେ ଆକ୍ସନ

ପୁରୀ:ଗତକାଲି ପ୍ରବଳ ପବନ ଯୋଗୁଁ ଦିନ ଚାପ ବନ୍ଦ ଥିଲା । ସେବାୟତଙ୍କ ମଧ୍ୟରେ ବିବାଦ ଲାଗି ରାତି ଚାପ ମଧ୍ୟ ହୋଇପାରିନଥିଲା । ଆଜି ଏହି ପ୍ରସଙ୍ଗ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଜିଲ୍ଲାପାଳ ଅଧ୍ୟକ୍ଷତାରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ଯେଉଁଥିରେ ମହାପ୍ରଭୁଙ୍କ ଚାପ ନୀତିକୁ…

ରାଜ୍ୟ ସରକାର ମହିଳା ବିରୋଧୀ; ସ୍ୱତନ୍ତ୍ର ଅଧିବେଶନରେ ଦାବି ଉଠାଇବ କଂଗ୍ରେସ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଥିବା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ। ରାଜ୍ୟ ସରକାରଙ୍କୁ 'ମହିଳା ବିରୋଧୀ' ବୋଲି ଦର୍ଶାଇବା ସହ ଏହି ଅଧିବେଶନରେ କଂଗ୍ରେସ ନିଜର…

କେନ୍ଦୁଝରରେ ଗଡିବ ଇ ବସ; ମାତ୍ର ୫ ଟଙ୍କାରୁ ଆରମ୍ଭ…

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲାର ସାମଗ୍ରିକ ବିକାଶ ଓ ଗମନାଗମନ ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝରରେ ଅନେକ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରାୟ ୧,୩୩୦ କୋଟି ୨୪ ଲକ୍ଷ ଟଙ୍କା ବ୍ୟୟ…

ସୁଧୀର ପାତ୍ର ହତ୍ୟା ମାମଲା: ପୋଷ୍ଟମର୍ଟମ ରିପୋର୍ଟରୁ ସାମ୍ନାକୁ ଆସିଲା ସାଂଘାତିକ ସତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବହୁ ଚର୍ଚ୍ଚିତ ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲାରେ ଏକ ବଡ଼ ଖୁଲାସା ହୋଇଛି। ସୁଧୀରଙ୍କ ମୃତ୍ୟୁ କିଭଳି ହେଲା, ସେ ନେଇ ଲାଗି ରହିଥିବା ସନ୍ଦେହ ଉପରୁ ପରଦା ହଟାଇଛି ପୋଷ୍ଟମର୍ଟମ ରିପୋର୍ଟ। ମୃତଦେହ ବ୍ୟବଚ୍ଛେଦ କରିଥିବା ବ୍ରହ୍ମପୁର ଏମକେସିଜି ମେଡିକାଲ…

ମାଲକାନଗିରି ମୁଖ୍ୟ ଡାକ୍ତରଖାନାରେ ନାଗ, ଛାନିଆ ଲୋକେ…

ମାଲକାନଗିରି: ମାଲକାନଗିରି ଜିଲ୍ଲା ମୁଖ୍ୟ ଡାକ୍ତରଖାନା (DHH) ପରିସରରେ ବୁଧବାର ସକାଳେ ଏକ ନାଗସାପ ଦେଖାଯିବା ପରେ ଆତଙ୍କ ଖେଳିଯାଇଛି। ସୂଚନା ଅନୁଯାୟୀ, ଡାକ୍ତରଖାନାରେ ଥିବା ଏକ ଗଣେଶ ମୂର୍ତ୍ତି ପାଖରେ ନନା ପୂଜାର୍ଚ୍ଚନା କରିବାକୁ ଆସିବା ବେଳେ ସେ ମୂର୍ତ୍ତି ପାଖରେ ସାପଟିକୁ…

Woman Police Harassment:ମହିଳା ହାବିଲଦାରଙ୍କୁ ନିର୍ଯାତନା ଘଟଣାରେ କାର୍ଯ୍ୟାନୁଷ୍ଠାନ;ରିଜର୍ଭ ଇନ୍ସପେକ୍ଟରଙ୍କ…

ଅନୁଗୁଳ:ଅନୁଗୁଳରେ ମହିଳା ହାବିଲଦାରଙ୍କୁ ନିର୍ଯାତନା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ରିଜର୍ଭ ଇନ୍ସପେକ୍ଟର ଗୋବିନ୍ଦ ମାହାରୀଙ୍କ ବଦଳି ହୋଇଥିବା ସୂଚନା ରହିଛି । ଅନୁଗୁଳ ଏସପିଙ୍କ ସୁପାରିଶ ଆଧାରରେ କଳାହାଣ୍ଡି 9th IRB କୁ ଗୋବିନ୍ଦ ମାହାରୀଙ୍କ ବଦଳି କରିଛନ୍ତି ପୋଲିସ…

ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ପାଇଁ ଟ୍ରାଫିକ କଟକଣା; ଜାଣନ୍ତୁ କେଉଁପଟେ ଯିବେ…

ଭୁବନେଶ୍ୱର: ଆସନ୍ତା ୩୦ ତାରିଖ ଦିନ ସପ୍ତଦଶ ବିଧାନସଭାର ଏକ ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବାକୁ ଯାଉଛି। ବିଧାନସଭା ଚାଲୁଥିବା ସମୟରେ ଯାନବାହନ ଚଳାଚଳ ଓ ଜନସାଧାରଣଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ବିଧାନସଭା ସଂଲଗ୍ନ ରାସ୍ତା ମାନଙ୍କରେ ଓଡିଶା ସହରାଞ୍ଚଳ ଆଇନ୍ ୨୦୦୩ ର ଧାରା ୨୮…