Latest Odisha News

BREAKING NEWS

Browsing Category

ଓଡିଶା

Odisha

ଖୁବଶୀଘ୍ର ମୌସୁମୀ ଅପସାରଣ କରିବ…

ଭୁବନେଶ୍ୱର: ଉତ୍ତର ଉପକୂଳ ଆନ୍ଧ୍ର ପ୍ରଦେଶରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଫଳରେ ଓଡ଼ିଶାରେ ଆହୁରି ଦୁଇ ଦିନ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଶୁକ୍ରବାର ଦିନ ସୂଚନା ଦେଇଛି। ଏହାର ପ୍ରଭାବରେ ଅକ୍ଟୋବର ୧୦ ତାରିଖରେ କୋରାପୁଟ ଏବଂ…

ସବୁ କଳ୍ପନା ଜଳ୍ପନାର ଅନ୍ତ, ଉପର ପଡିଆରେ ହେବ ବାଲିଯାତ୍ରା

କଟକ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଲା । ସବୁ ବର୍ଷ ଭଳି ଏଥର ବି ଉପର ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ହେବ ଐତିହାସିକ ବାଲିଯାତ୍ରା କଟକ-୨୦୨୫ । ଅନ୍ଧକାରରେ ରଖିଥିବା କଟକ ଜିଲ୍ଲା ପ୍ରଶାସନ ଏବେ ଉପର ବାଲିଯାତ୍ରା ପଡ଼ିଆ ପାଇଁ ଅଣ୍ଟା ଭିଡ଼ିଲା । ଏଥର ମୁଖ୍ୟ ଐତିହାସିକ ବାଲିଯାତ୍ରାରେ…

ଚଳନ୍ତା ଟ୍ରେନରୁ ଖସି ପଡିଥାନ୍ତେ ବୃଦ୍ଧା, ଭିଡ଼ି ଆଣିଲେ ଆରପିଏଫ ଅଧିକାରୀ

ଭଦ୍ରକ: ଭଦ୍ରକ ରେଳ ଷ୍ଟେସନରେ ଜଣେ ବୃଦ୍ଧା ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିବା ସମୟରେ ଖସିପଡ଼ିଥିଲେ। ଏହି ସମୟରେ ରେଳ ସୁରକ୍ଷା ବଳ (ଆରପିଏଏଫ) ଅଧିକାରୀଙ୍କ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ତାଙ୍କ ଜୀବନ ବଞ୍ଚିଯାଇଛି। ରାତି ପ୍ରାୟ ୧ଟା ସମୟରେ ଘଟିଥିବା ଏହି ଘଟଣା ସିସିଟିଭି…

ଭିଜିଲାନ୍ସ ଜାଲରେ ଓଏଏସ ଅଧିକାରୀ, ଆୟ ଠାରୁ ୧୯୦% ଅଧିକ ସମ୍ପତ୍ତି ରଖିଥିଲେ

ଭୁବନେଶ୍ୱର: ୨୦,୦୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଥିବା ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀ ଶିବ ମଲ୍ଲିକଙ୍କୁ ତାଙ୍କ ଆୟ ଠାରୁ ୧୯୦% ଅଧିକ ସମ୍ପତ୍ତି ରଖିବା ଅଭିଯୋଗରେ ଗିରଫ କରାଯାଇଛି। ମହାକାଳପଡ଼ା ତହସିଲଦାର ଭାବରେ କାର୍ଯ୍ୟରତ ଏହି ଅଧିକାରୀଙ୍କ ଉପରେ ଚଢାଉ ସମୟରେ ୪ଟି କୋଠା,…

୧୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫଶିଲେ ଆକାଉଣ୍ଟାଣ୍ଟ

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଜଳେଶ୍ୱରରେ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଆକାଉଣ୍ଟାଣ୍ଟ । ମ୍ୟୁନିସିପାଲିଟିରେ ହୋଡିଂ ଓ ଲାଇଟ୍‌ ପୋଷ୍ଟ ବାବଦରେ ବିଲ୍ ପାସ କରିବାକୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଆକାଉଣ୍ଟାଣ୍ଟ ବ୍ରଜଗୋପାଳ ଘୋଷ ମହାପାତ୍ର । ୬ ଜଣିଆ ଟିମ୍‌ ଚଢ଼ାଉ…

ସାତଭାୟାରେ ଡଙ୍ଗା ବୁଡ଼ି ଘଟଣା; ଅଳ୍ପକେ ବର୍ତ୍ତିଲେ ୮ ମତ୍ସ୍ୟଜୀବୀ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ସାତଭାୟା ନିକଟ ସମୁଦ୍ରରେ ଗତକାଲି ବିଳମ୍ବିତ ରାତିରେ ଏକ ମାଛ ଧରା ଡଙ୍ଗା ବୁଡ଼ିଯିବାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ୮ ଜଣ ମତ୍ସ୍ୟଜୀବୀ। ସୂଚନା ଅନୁଯାୟୀ, ଗଭୀର ସମୁଦ୍ରରୁ ମାଛ ଧରି ଫେରିବା ସମୟରେ ଷ୍ଟିଅରମ୍ୟାନ୍ 'ତାରିଣୀ-୨' ନାମକ ଡଙ୍ଗାରେ…

ବରିଷ୍ଠ ଓକିଲ ପୀତବାସ ପଣ୍ଡାଙ୍କୁ ହତ୍ୟା ଘଟଣା; ସିଆଇଏସଏଫ ଯବାନଙ୍କ ସମେତ ୩ ଅଟକ

ବ୍ରହ୍ମପୁର: ବ୍ରହ୍ମପୁରରେ ବରିଷ୍ଠ ଓକିଲ ପୀତବାସ ପଣ୍ଡାଙ୍କୁ ହତ୍ୟା ମାମଲାର ତଦନ୍ତ କରି ପୋଲିସ ଜଣେ ସିଆଇଏସଏଫ ଯବାନଙ୍କ ସମେତ ତିନି ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। ତେବେ ପୋଲିସ ସେମାନଙ୍କୁ ପଚରାଉଚରା କରି କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇପାରେ ବୋଲି କୁହାଯାଉଛି। ପୂର୍ବରୁ…

Fake Police: ତଦନ୍ତ ପାଇଁ ନକଲି ପୋଲିସ ପଠାଇବା ପଡିଲା ମହଙ୍ଗା, ନିଲମ୍ବିତ ହେଲେ ତଦାନ୍ତକାରୀ ଅଧିକାରୀ

ଭଦ୍ରକ: ତଦନ୍ତ ପାଇଁ ମଧ୍ୟସ୍ଥି ପଠାଇବା ପଡିଲା ମହଙ୍ଗା ନିଲମ୍ବିତ ହେଲେ ତଦାନ୍ତକାରି ଅଧିକାରୀ । ଭଦ୍ରକ ଗ୍ରାମାଞ୍ଚଳ ଥାନା ଏସଆଇ କାର୍ତ୍ତିକ ଜେନା ନିଲମ୍ବିତଙ୍କୁ ନିଳମ୍ବିତ କଲେ ଭଦ୍ରକ ଏସପି ମନୋଜ୍ ରାଉତ। ଏକ ଘରୋଇ ମାମଲା ଥାନାରେ ରୁଜୁ ହେବା ପରେ ତଦନ୍ତ କରିବାକୁ ଯାଇଥାନ୍ତେ…

Police SI Recruitment Scam: ପୋଲିସ SI ନିଯୁକ୍ତି ଘୋଟାଲା ଲିଙ୍କ୍; ‘ବଣିକ’ର ୩ ଅଧିକାରୀଙ୍କୁ…

ଭୁବନେଶ୍ୱର: ପୋଲିସ ଏସ ଆଇ ଚାକିରି ଦୁର୍ନିତି କେଳେଙ୍କାରୀ । ବଣିକ କୋଚିଂ ସେଣ୍ଟର ସହ ଲିଙ୍କ୍ ଥିହା ସନ୍ଦେହରେ ଗତକାଲି ଉକ୍ତ କୋଚିଂ ସେଣ୍ଟରରେ କ୍ରାଇମବ୍ରାଞ୍ଚ ରେଡ କରିଥିଲା। ରେଡ ପରେ 'ବଣିକ'ର ୩ ଅଧିକାରୀଙ୍କୁ ନୋଟିସ୍ ଜାରି ହୋଇଛି। HR ମ୍ୟାନେଜର୍, ଆଡମିନ୍‌ ମ୍ୟାନେଜର ଓ ଆକାଉଣ୍ଟ…

Weather Update: ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷା ସହ ଵଜ୍ରପାତ ନେଇ ସତର୍କ କରାଇଲା ପାଣିପାଗ…

ଭୁବନେଶ୍ୱର: ଆଜିଠୁ ୧୨ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା। କାରଣ ଦାନା ବାନ୍ଧୁଛି ଆଉ ଏକ ଘୂର୍ଣ୍ଣିବଳୟ। ଆଜି ଉତ୍ତର-ବଙ୍ଗୋପସାଗର ଅଞ୍ଚଳରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା। ସୃଷ୍ଟ ଘୂର୍ଣ୍ଣିବଳୟ ବିଶେଷ ଘନୀଭୂତ ହେବାର ସମ୍ଭାବନା ନାହିଁ। ତଥାପି ଘୂର୍ଣ୍ଣିବଳୟ ପ୍ରଭାବରେ ୧୨…