Latest Odisha News
Browsing Category

ଓଡିଶା

Odisha

ଆଇନଜୀବୀ ପୀତବାସ ପଣ୍ଡାଙ୍କ ମେରୁଦଣ୍ଡରୁ ବାହାରିଲା ୯ଏମଏମ୍‌ ଗୁଳି

ବ୍ରହ୍ମପୁର: ବ୍ରହ୍ମପୁରରେ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ହତ୍ୟା ଘଟଣା । ପୀତବାସଙ୍କ ମେରୁଦଣ୍ଡରୁ ବାହାରିଲା ୯ଏମଏମ୍‌ ଗୁଳି । ହତ୍ୟାକାଣ୍ଡକୁ ନେଇ ଖୋଳତାଡ ଜାରି ରଖିଛି ପୋଲିସ । ହତ୍ୟାକାଣ୍ଡ ପଛରେ ସାର୍ପ ସୁଟର ଥିବା ସନ୍ଦେହ କରାଯାଉଛି । ପୂର୍ବରୁ ଯୋଜନା ମୁତାବକ…

‘ମହାପ୍ରଭୁଙ୍କ ନିକଟରେ ମା’ମାନେ ରହି ବ୍ରତ ପାଳନ କରିବେ, ଏହାର ଫଳ ଓଡ଼ିଆ ଜାତି ଭୋଗ କରିବ’

ପୁରୀ: ପୁରୀରେ ହବିଷ୍ୟାଳି ଶିବିର ଉଦଘାଟନ କଲେ ଆଇନ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏହି ଅବସରରେ ସେ କହିଛନ୍ତି ଯେ, ମହାପ୍ରଭୁଙ୍କ ନିକଟରେ ମା’ମାନେ ରହି ବ୍ରତ ପାଳନ କରି ନିଜ ପରିବାରର ମଙ୍ଗଳ କାମନା କରିବେ ସତ, କିନ୍ତୁ ଏହି ପୁଣ୍ୟର ଫଳ ଓଡ଼ିଆ ଜାତି ଭୋଗ କରିବ । ଏହି ପର୍ବ…

ପୀତବାସଙ୍କୁ ଗୁଳିମାରି ହତ୍ୟା ଘଟଣା: ରାଜ୍ୟବ୍ୟାପୀ ଆଇନଜୀବୀଙ୍କ କଲମ ଛାଡ଼ ଡାକରା

କଟକ: ବରିଷ୍ଠ ଆଇନଜୀବୀ ତଥା ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା ପ୍ରତିବାଦରେ ରାଜ୍ୟବ୍ୟାପୀ ଆଇନଜୀବୀଙ୍କ କଲମ ଛାଡ଼ ଡାକରା। ଆଜି ସାରା ରାଜ୍ୟର ଆଇନଜୀବୀମାନଙ୍କ ସଂପୂର୍ଣ୍ଣ କଲମ ଛାଡ଼ ଆନ୍ଦୋଳନ। ରାଜ୍ୟ ଆଇନଜୀବୀ ପରିଷଦର ଜରୁରୀ ବୈଠକରେ କଲମ ଛାଡ଼…

Weather Update: ଆଉ ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ସମ୍ଭାବନା, ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର: ଆସୁଛି ଏକ ଲଘୁଚାପ। ୯ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି। ଅଧିକ ଘନୀଭୂତ ହୋଇ ଏହା ଲଘୁଚାରରେ ପରିଣତ ହେବା ସମ୍ଭାବନା ରହିଛି। ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର। ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ…

ଗ୍ରାନାଇଟ୍ ଖଣିରେ ବିସ୍ଫୋରଣ;୩ ମୃତ, ଗୁରୁତରଙ୍କ ମଧ୍ୟରେ ଓଡ଼ିଆ…

ପାରଳାଖେମୁଣ୍ଡି: ଗଜପତି ସୀମାନ୍ତ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ମିଳିଆପୁଟି ମଣ୍ଡଳମ ଅନ୍ତର୍ଗତ ଗଙ୍ଗାରାଜପୁରମ୍ ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଗଙ୍ଗାରାଜପୁରମସ୍ଥିତ ଏକ ଗ୍ରାନାଇଟ୍ ଖଣିରେ ବିସ୍ଫୋରଣ ଯୋଗୁଁ ତିନି ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ…

ଫୁଲବାଣୀ ଜେଲ୍‌ର ବିଚାରାଧୀନ କଏଦୀଙ୍କ ମୃତ୍ୟୁ,କାରଣ…

କନ୍ଧମାଳ:ଫୁଲବାଣୀ ଜେଲ୍‌ ର ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ । ବିଚାରାଧୀନ କଏଦୀ ଯଶୋବନ୍ତ ଅମାତଙ୍କ ମୃତ୍ୟୁ ହୋଇଛି। ଗତମାସ ଗଞ୍ଜେଇ ଚାଲାଣ ମାମଲାରେ ଫିରିଙ୍ଗିଆରୁ ଗିରଫ ହୋଇଥିଲେ । କଏଦୀଙ୍କ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ମୃତକ ଜଣକ…

ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ହତ୍ୟା ଘଟଣା: ୮ରେ ଓକିଲଙ୍କ ରାଜ୍ୟବ୍ୟାପୀ କଲମଛାଡ଼ ଡାକରା

ଭୁବନେଶ୍ବର: ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ଘଟଣାକୁ ରାଜ୍ୟ ବାର୍ କାଉନସିଲ୍‌ ପକ୍ଷରୁ କଡ଼ା ନିନ୍ଦା କରାଯାଇଛି। ଏହା ସହ ଘଟଣାର ପ୍ରତିବାଦରେ ୮ତାରିଖ( ବୁଧବାର) ରାଜ୍ୟ ବ୍ୟାପୀ ଓକିଲଙ୍କ କଲମଛାଡ଼ ଆନ୍ଦୋଳନ ଡାକରା ଦିଆଯାଇଛି । ଏହା ସହିତ ପୀତବାସଙ୍କ ପରିବାରକୁ ୧ କୋଟି ଟଙ୍କା…

ବସ୍‌ ଭିତରେ ପଶି ଯାତ୍ରୀଙ୍କୁ ହାଣିବା ଘଟଣା: ଅଭିଯୁକ୍ତକୁ କାବୁ କଲା ପୋଲିସ

ପୁରୀ: ପୁରୀ କଣାସରେ ଜଘନ୍ୟ କାଣ୍ଡ । ବସ୍‌ ଭିତରେ ପଶି ଯାତ୍ରୀଙ୍କୁ ହାଣି ପକାଇଲା ଯୁବକ । ଘଟଣାରେ ୭ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଲକ୍ଷ୍ମୀ ବସ୍‌ରେ ଯାତ୍ରା କରୁଥିବାବେଳେ ବସ୍ ଭିତରେ ପଶି ୭ଜଣଙ୍କୁ ଅମାନୁଷିକ ଭାବେ ହାଣି ପକାଇଛି ଯୁବକ । ଖବର ପାଇ…

Nuapada bye-election: ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ନୂଆପଡା: ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ନୂଆପଡ଼ା ଜିଲ୍ଲା କଂଗ୍ରେସ କମିଟିର ସଭାପତି ଘାସିରାମ ମାଝୀଙ୍କୁ ଦଳୀୟ ପ୍ରାର୍ଥୀ କରିବା ପାଇଁ ସୋମବାର ପିସିସି ସଭାପତି ଭକ୍ତ ଚରଣ ଦାସ ଓ ପିସିସିର ରାଜନୈତିକ ବ୍ୟାପାର କମିଟିର ସର୍ବସମ୍ମତ ପ୍ରସ୍ତାବରେ…

ହାଇୱେରେ ଡକାୟତି ଯୋଜନା ପଣ୍ଡ, ଦୁଇ ଅଭିଯୁକ୍ତକୁ କାବୁ କଲା ପୋଲିସ

ବରଗଡ଼: ହାଇୱେ ଡକାୟତି ଯୋଜନା ବେଳେ ବନ୍ଧୁକ ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ବରଗଡ଼ ପୋଲିସ । ଆଜି ବରଗଡ଼ ଜୀରା ନଦୀ ପୋଲ ନିକଟରେ ଡକାୟତି ଯୋଜନା କରୁଥିବା ବେଳେ ଦୁଇଜଣ ଅଭିଯୁକ୍ତଙ୍କୁ ବନ୍ଧୁକ ସହ ଗିରଫ କରିବାରେ ସଫଳ ହୋଇଛି ପୋଲିସ। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ କେନ୍ଦ୍ରାପଡ଼ା…