Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡ଼ିଶା ଫେରୁଛି ପୋସ୍କୋ, ଜେଏସଡବ୍ଲୁ ସହ 6 MTPA ପ୍ଲାଣ୍ଟ ପାଇଁ ଚୁକ୍ତିନାମା

ଭୁବନେଶ୍ୱର: ଓଡ଼ିଶାର କେନ୍ଦୁଝର ଏବଂ ଢେଙ୍କାନାଳ ଜିଲ୍ଲାରେ ଦୁଇଟି ପ୍ରମୁଖ ଇସ୍ପାତ କାରଖାନା ପ୍ରତିଷ୍ଠା ହେବାକୁ ଯାଉଛି। ଏନେଇ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା ମଙ୍ଗଳବାର ସୂଚନା ଦେଇଛନ୍ତି। ସେ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି, ଆମ ହାତରେ ଦୁଇଟି ବଡ଼…

ଏଲପିଜି ଗ୍ୟାସ କଳାବଜାରୀ ରୋକିବା ଉପରେ କାର୍ଯ୍ୟାନୁଷ୍ଠାନ; ୫୩୦୮ ସିଲିଣ୍ଡର ଜବତ, ୩୯୭ ମାମଲା ରୁଜୁ

ଭୁବନେଶ୍ୱର: ରାଜ୍ୟରେ ଏଲପିଜି ଗ୍ୟାସ ଯୋଗାଣ ଅବ୍ୟାହତ ରହିଛି । ମାତ୍ର କଳାବଜାରୀ ଓ ବେଆଇନ ଭାବରେ ଗ୍ୟାସ ସିଲିଣ୍ଡର ମହଜୁଦ ରଖୁଥିବା ବ୍ୟକ୍ତିଙ୍କ ଉପରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ବିଭିନ୍ନ ଜିଲ୍ଲାରେ ଯୋଗାଣ ବିଭାଗ…

ରାଉରକେଲାକୁ ଭେଟି, ୧୫୮ କୋଟି ପ୍ରକଳ୍ପର ଉଦଘାଟନ କଲେ ରାଷ୍ଟ୍ରପତି

ରାଉରକେଲା: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଦିନ ଦିନିକିଆ ରାଉରକେଲା ଗସ୍ତ ସମୟରେ ୧୫୮ କୋଟି ଟଙ୍କା ମୂଲ୍ୟର ପ୍ଲାନେଟାରିୟମ୍ ଏବଂ ବିଜ୍ଞାନ କେନ୍ଦ୍ର, ନିର୍ମଳ ମୁଣ୍ଡା ପରିବେଶ ପଥ, ଏକ ଆଦିବାସୀ ସଂଗ୍ରହାଳୟ ଏବଂ ଏକ ସମନ୍ୱିତ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣ କେନ୍ଦ୍ର ସମେତ ଅନେକ…

ଛାତ୍ରଙ୍କ ପ୍ୟାଣ୍ଟରେ ବିଛୁଆତି ପୁରାଇବା ଘଟଣା; ପ୍ରଧାନ ଶିକ୍ଷକ ନିଲମ୍ବିତ

ଯାଜପୁର: ଛାତ୍ରଙ୍କ ପ୍ୟାଣ୍ଟରେ ବିଛୁଆତି ପୁରାଇବା ଘଟଣାରେ ଯାଜପୁର ଜିଲ୍ଲାର ଜଣେ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ମଙ୍ଗଳବାର ଦିନ ନିଲମ୍ବିତ କରାଯାଇଛି। ସୁକିନ୍ଦା ବ୍ଲକର କାଳିଆପାଣିରେ ସାରୁବିଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିଲେ ବାସୁଦେବ ଦେହୁରୀ…

ବେଙ୍ଗାଲୁରୁରେ ନିର୍ମାଣାଧୀନ କୋଠାରୁ ପଡ଼ି ଓଡ଼ିଆ ଶ୍ରମିକ ମୃତ

ରାୟଗଡ଼: ଦାଦନ ଦୁଃଖରୁ ମିଳୁନି ନିସ୍ତାର। ଗ୍ରାମାଞ୍ଚଳରୁ ଲୋକେ ପେଟେ ପୋଶିବାକୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ଆଉ ସେଠାରେ ମୃତ୍ୟୁ ବାଣ କରୁଛନ୍ତି। ଏପରି ଏକ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ଝିଗିଡି ଗ୍ରାମପଞ୍ଚାୟତର ପଣସପଦର ଗ୍ରାମରେ। ପଣସପଦର…

ମହିଳାଙ୍କୁ ଅଶ୍ଳୀଳ ମେସେଜ୍‌, ବଦଳିଲେ ଖଣ୍ଡପଡ଼ା ଏସ୍‌ଡିପିଓ

ନୟାଗଡ଼: ଜଣେ ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଖଣ୍ଡପଡ଼ା ଏସଡିପିଓ ମଦନ ମୋହନ ପ୍ରଧାନଙ୍କୁ ନୟାଗଡ଼ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ସୂଚନା ଅନୁଯାୟୀ, ଅଭିଯୋଗକାରୀ ୩ ଜୁଲାଇ, ୨୦୨୫ରେ ଦୁଇଟି ପରିବାର ମଧ୍ୟରେ ବିବାଦ ସମ୍ପର୍କରେ ଏସଡିପିଓଙ୍କ ନିକଟକୁ ଯାଇଥିଲେ। ପରେ…

କଲବଲ କରୁଛି ଖରା; ମାଲକାନଗିରି ଓ ଗଜପତିରେ ସ୍କୁଲ ଛୁଟି

ମାଲକାନଗିରି: ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ତାପମାତ୍ରା ଲାଗିଛି। ୪୦ ଡିଗ୍ରୀ ସେଲସିୟସ ଛୁଇଁଛି। ଯାହାକୁ ନଜରରେ ରଖି ମାଲକାନଗିରି ଏବଂ ଗଜପତିର ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ୨୨ ଏପ୍ରିଲରୁ ୨୫ ଏପ୍ରିଲ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି…

RPF ପୋଲିସର ବଡ଼ ସଫଳତା, ଶିଶୁ ଚାଲାଣ ବେଳେ ଉଦ୍ଧାର ହେଲେ ୧୩ ନାବାଳକ

ଭଦ୍ରକ: RPF ପୋଲିସର ବଡ଼ ସଫଳତା। ଟ୍ରେନରୁ ଉଦ୍ଧାର ହେଲେ ୧୩ ଶିଶୁ । ବିହାରରୁ ଜନଶତାଦ୍ଦି ଟ୍ରେନ ଯୋଗେ ଯାଜପୁର କୋରେଇକୁ ଚାଲାଣ ହେଉଥିଲେ ୧୩ ଜଣ ନାବାଳକ। ଭଦ୍ରକ ଶିଶୁ ମଙ୍ଗଳ ବିଭାଗ ଅଧିକାରୀ ସୂଚନା ପାଇ ଭଦ୍ରକ ରେଳ ଷ୍ଟେସନରେ ପହଞ୍ଚି RPF ପୋଲିସ ସହାୟତାରେ ଉକ୍ତ ୧୩ ଜଣ ନାବାଳକଙ୍କୁ…

କଲବଲ କରୁଛି ତାତି: ୧୪ ସହରରେ ୪୦ ଡିଗ୍ରୀ ଉପରେ ପାରଦ, ହିଟୱେଭ ଜାରି

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଖରାକୁ ଦେଖି ସ୍କୁଲ ଛୁଟି ଘୋଷଣା। ପ୍ରବଳ ତାତି ସାଙ୍ଗକୁ କଲବଲ କରୁଛି ଗୁଳଗୁଳି। ୪୦ ଡିଗ୍ରୀ ଉପରେ ରହିଛି ଅଧା ଓଡ଼ିଶା। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅସହ୍ୟ ତାତି। ଗତକାଲି ରାଜ୍ୟର ୧୪ଟି ସହରର ପାରଦ ୪୦ ଡିଗ୍ରି ଉପରେ ଥିଲା।…

ପୁଣି ବଡ଼ ସଫଳତା, ଦୁର୍ଦ୍ଦାନ୍ତ ନକ୍ସଲ ଦାସରୁର ଆତ୍ମସମର୍ପଣ

ମାଲକାନଗିରି: ନିକଟରେ ଛତିଶଗଡ଼ ଏବଂ ଓଡ଼ିଶା ସୀମାନ୍ତ ଅଞ୍ଚଳରେ ମାଓବାଦୀଙ୍କ ପକ୍ଷରୁ ସାମୂହିକ ଆତ୍ମସମର୍ପଣ ବୃଦ୍ଧି ପାଇଛି। ପୋଲିସର କଠୋର କାର୍ଯ୍ୟାନୁଷ୍ଠାନ ଓ ଥଇଥାନ ନୀତି ଯୋଗୁଁ ୧୮ରୁ ୬୩ ଜଣ ପର୍ଯ୍ୟନ୍ତ ହାର୍ଡକୋର ମାଓବାଦୀ, ପାପାରାଓ ଏବଂ କନ୍ଧମାଳରେ ଅନେକ ମହିଳା କ୍ୟାଡର…