Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଜିଠୁ ଆରମ୍ଭ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଉଛି ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା। ପ୍ରଥମ ବୋର୍ଡ ପରୀକ୍ଷା ଦେଇଥିଲେ ଦ୍ବିତୀୟ ପାଇଁ ମିଳିବ ଅନୁମତି। ଏନେଇ ସ୍ପଷ୍ଟୀକରଣ ରଖିଛି ସିବିଏସଇ।  ସକାଳ ସାଢ଼େ ୧୦ରୁ ସାଢ଼େ ୧ଟା ଯାଏ ପରୀକ୍ଷା ରହିଛି । ଦେଶରେ ମୋଟ ୪୬ ଲକ୍ଷରୁ ଅଧିକ ଶିକ୍ଷାର୍ଥୀ ପରୀକ୍ଷା ଦେବେ…

ପାହାଡରେ ମାଓକ୍ୟାମ୍ପ ଠାବ,ମିଳିଲା ବନ୍ଧୁକ ସହ ଅନେକ ବିସ୍ଫୋରକ ସାମଗ୍ରୀ

ନୂଆପଡ଼ା:ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା ମେନପୁର ଥାନା ସାତମାରି ପାହାଡରେ ଏକ ମାଓକ୍ୟାମ୍ପ ଠାବ ହୋଇଛି । ମାଓକ୍ୟାମ୍ପରୁ ବନ୍ଧୁକ,ମାଗାଜିନ୍ ସହ ଅନେକ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷା ବାହିନୀ। ସାତମାରି ପାହାଡ଼ରେ ମାଓକ୍ୟାମ୍ପ ନେଇ ଗୁଇନ୍ଦା ସୂଚନା ମିଳିଥିଲା । ଖବରମୁତାବକ,…

Kendrapara Anganwadi: ତିନିମାସ ପରେ ଅଙ୍ଗନବାଡ଼ି ଆସିଲେ ପିଲା; ପଢିବା ସହ କଲେ ଭୋଜନ

କେନ୍ଦ୍ରାପଡା: ଦୀର୍ଘ ୩ ମାସ ପରେ ସ୍ବଭାବିକ ହେଲା ଅଙ୍ଗନବାଡ଼ି କେନ୍ଦ୍ର । ନୂଆଗାଁରେ ଜାତିପ୍ରଥା ପରମ୍ପରାର ପଡିଲା ପୂର୍ଣ୍ଣଛେଦ । ୩ ମାସ ପରେ ଅଙ୍ଗନବାଡି କେନ୍ଦ୍ରକୁ ଆସିଲେ ଛାତ୍ରଛାତ୍ରୀ । ଅଙ୍ଗନବାଡି କେନ୍ଦ୍ରରେ ସିଡିପିଓ ଓ ରାଜନଗର ବିଧାୟକ ଉପସ୍ଥିତ ଥିଲେ। ଜାତିପ୍ରଥାକୁ ନେଇ…

Rosan Kujur makes India Debut:ରୋଶନଙ୍କ ପଦାର୍ପଣ;କହିଲେ-ନିଜ ରାଜ୍ୟରେ ସିନିୟର ଜର୍ସି ହାସଲ କରିବା ଏକ ଗର୍ବର…

ରାଉରକେଲା: ସୁନ୍ଦରଗଡର ପୁଅ ରୋଶନ କୁଜୁର ଭାରତୀୟ ହକି ଦଳର ସିନିୟର ଟିମ୍ ରେ ପଦାର୍ପଣ କରିଛନ୍ତି । ମିଡଫିଲ୍ଡର ରୋଶନ କୁଜୁର ଜୁନିଅର ରାଙ୍କରେ ପ୍ରଭାବଶାଳୀ ପ୍ରଦର୍ଶନ ପରେ ଗତ ରବିବାର ଦିନ ଆର୍ଜେଣ୍ଟିନା ବିପକ୍ଷରେ ନିଜର ଘରୋଇ ଗ୍ରାଉଣ୍ଡରେ ସିନିୟର ଟିମ୍ ରେ ଡେବ୍ୟୁ କରିଛନ୍ତି । ପାନପୋଷ…

Subhadra Money: ଏହି ଦିନ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରାର ୪ର୍ଥ କିସ୍ତି

ଭୁବନେଶ୍ବର:ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରାର ୪ର୍ଥ କିସ୍ତି। ସୁଭଦ୍ରା ଟଙ୍କା ମାର୍ଚ୍ଚ ୮ରେ ମିଳିବ । ଆନ୍ତର୍ଜାତିକ ମହିଳା ଦିବସରେ ମହିଳା ପାଇବେ ୫ ହଜାର ଟଙ୍କା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ଯେ, ୧କୋଟିରୁ ଅଧିକ ମହିଳାଙ୍କ ଆକାଉଣ୍ଟକୁ ଯିବ ମୋଟ ୫…

Dr Raseshwari Panigrahi: ପୂର୍ବତନ ବିଧାୟକା ରାସେଶ୍ବରୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତିଙ୍କ…

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଜଣାଶୁଣା ଡାକ୍ତର, ସମାଜସେବୀ ଓ ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀଙ୍କ ଆଜି ସନ୍ଧ୍ୟାରେ ପରଲୋକ ହୋଇଯାଇଛି। ସମ୍ବଲପୁରର ପୂର୍ବତନ ବିଧାୟକା ରାସେଶ୍ବରୀ ପାଣିଗ୍ରାହୀଙ୍କ ଆଜି ରାତି ୮ଟା ୫୦ମିନିଟରେ ସମ୍ବଲପୁର ଶାନ୍ତିନଗରସ୍ଥିତ ନିଜ ଘରେ ୭୯…

ଖୁବଶୀଘ୍ର ଆରମ୍ଭ ହେବ ରତ୍ନଭଣ୍ଡାର ଗଣତିମଣତି…

ଭୁବନେଶ୍ୱର: ଭୁବନେଶ୍ୱରର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନ ଭଣ୍ଡାରରେ ଗଚ୍ଛିତ ସୁନା ଅଳଙ୍କାର, ମୂଲ୍ୟବାନ ଅଳଙ୍କାର ଏବଂ ଅନ୍ୟାନ୍ୟ ମୂଲ୍ୟବାନ…

ମଶାଣିରୁ ୫ ଶବ ଚୋରି; ଆର୍ନ୍ତଜାତୀୟ ରାକେଟଙ୍କ ହାତଥିବା ସନ୍ଦେହ

ଭଦ୍ରକ: ଭଦ୍ରକ ଜିଲ୍ଲା ଭଣ୍ତାରିପୋଖରୀ ଥାନା ଅଧୀନ ମଣିନାଥପୁର ମଶାଣିରୁ ପୁଣି ୫ ଶବ ଗାଏବ ହୋଇଛି । କିଛି ମାସର ବ୍ୟବଧାନ ପରେ ଏହି ଘଟଣା ଏବେ ଚର୍ଚ୍ଚା ଜୋର ଧରିଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ବୈତରଣୀ ନଦୀ କୂଳରେ ଥିବା ମଶାଣିରୁ ଏକାଥରରେ ପାଞ୍ଚଟି ମୃତଦେହ ଉଭାନ…

ପ୍ରେମିକା ପାଇଁ ୪ କି.ମି. ଗଡି ଗଡି ଗଲା ପ୍ରେମିକ

ପ୍ରେମିକାକୁ ପାଇବା ପାଇଁ ୪ କିଲୋମିଟର ଗଡିଲା ପ୍ରେମିକ ଠାକୁରଙ୍କୁ ସାକ୍ଷୀ ରଖି ୪ କିଲୋମିଟର ଗଡିଲେ ପରିବାର ଲୋକେ ମଧ୍ୟ ଏହାକୁ ସମର୍ଥନ କଲେ ରାୟଗଡା ଜିଲ୍ଲା ମୁନିଗୁଡା ଅଞ୍ଚଳରେ ଘଟିଛି ଘଟଣା ରାୟଗଡ଼ା: ସତରେ ପ୍ରେମ ଅନ୍ଧ । ଆଉ ଏହି ପ୍ରେମକୁ ପାଇବା ପାଇଁ ମଣିଷ କିଛି…

Sixth World Title: ଚମକିଲେ ଓଡ଼ିଆ ପୁଅ ପ୍ରମୋଦ;ଷଷ୍ଠଥର ପାଇଁ ନିଜ ନାଁରେ କଲେ ବିଶ୍ୱ ଟାଇଟଲ

ଭୁବନେଶ୍ବର: ପାରା ବ୍ୟାଡ୍‌ମିଣ୍ଟନ୍‌ ତାରକା ତଥା ଓଡ଼ିଆ ପୁଅ ପ୍ରମୋଦ ଭଗତ ବାହାରିନର ମାନାମାଠାରେ ଚାଲିଥିବା ବିଡବ୍‌ଲ୍ୟୁଏଫ୍‌ ବିଶ୍ବ ପାରା ବ୍ୟାଡମିଣ୍ଟନ୍‌ ଚାମ୍ପିଅନସିପ୍‌ର ଏସ୍‌୩ ବର୍ଗର ପୁରୁଷ ଏକକରେ ପୁଣି ଥରେ ବିଜେତା ହୋଇଛନ୍ତି । ଫାଇନାଲ୍‌ରେ ପ୍ରମୋଦ ୨୧-୧୨, ୨୧-୧୮ ସେଟ୍‌ରେ…