Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭରା ସଭାରେ ଯୋଗାଣ ମନ୍ତ୍ରୀଙ୍କ କ୍ଷୋଭ: ଚାଉଳ ଉଠାଉନି ଏଫସିଆଇ, ଅନ୍ୟ ରାଜ୍ୟ ପ୍ରତି କେନ୍ଦ୍ରର ଦରଦ କାହିଁକି?

ଭୁବନେଶ୍ୱର: ରାଜ୍ୟରୁ ଠିକ୍ ସମୟରେ ଉଦ୍‌ବୃତ୍ତ ଚାଉଳ ଉଠାଣ କ୍ଷେତ୍ରରେ ଭାରତୀୟ ଖାଦ୍ୟ ନିଗମର ଟାଳଟୁଳ ନୀତି ଏବଂ ଅବହେଳାକୁ ନେଇ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ତୀବ୍ର କ୍ଷୋଭ ପ୍ରକାଶ କରିଛନ୍ତି । ଏକ ସାଧାରଣ ସଭାରେ ଉପସ୍ଥିତ ଥିବା ଏଫସିଆଇର ସାଧାରଣ…

ଖୁବଶୀଘ୍ର ପୂରଣ ହେବ ଓଡିଶା ପୋଲିସରେ ଖାଲି ପଦବୀ: ସୃଷ୍ଟି ହେଲା ୪,୧୯୫ ନୂଆ ପଦ

ଭୁବନେଶ୍ୱର: ଓଡ଼ିଶା ପୋଲିସରେ ବଡ଼ଧରଣର ନିଯୁକ୍ତି ପାଇଁ ମିଳିଛି ମଞ୍ଜୁରି। ପୋଲିସ ବିଭାଗରେ ମୋଟ ୪ ହଜାର ୧୯୫ଟି ନୂଆ ପଦବୀ ସୃଷ୍ଟି କରାଯାଇଛି। ଏହା ମଧ୍ୟରେ କନେଷ୍ଟବଳଠାରୁ ଆରମ୍ଭ କରି ଏଏସ୍‌ଆଇ, ଏସ୍‌ଆଇ ଓ ଅତିରିକ୍ତ ଏସ୍‌ପି ପର୍ଯ୍ୟନ୍ତ ବିଭିନ୍ନ ପଦ ସାମିଲ ରହିଛି । ନୂଆ ପଦବୀ…

IAS ପାହ୍ୟାକୁ ପଦନ୍ନୋତି ହେଲେ ୧୪ OAS ଅଫିସର

ଭୁବନେଶ୍ୱର: ରାଜ୍ୟର ୧୪ ବରିଷ୍ଠ OASଙ୍କ ପଦୋନ୍ନତି କଲେ ରାଷ୍ଟ୍ରପତି। କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ୨୦୨୫ ସିଲେକ୍ଟ ଲିଷ୍ଟ ଆଧାରରେ ପଦନ୍ନୋତି ହୋଇଛି। ଓଡ଼ିଶା ରାଜ୍ୟ ପ୍ରଶାସନିକ ସେବାରେ ୧୪…

MMDR ଆଇନ ସଂଶୋଧନରେ ରାଜ୍ୟର ଲାଭ କ୍ଷତି ଉପରେ ଓଡିଶା ନାଗରିକ ସମାଜର ବୈଠକ; ସରକାରଙ୍କୁ ଏକ ସବିଶେଷ ରିପୋର୍ଟ…

ଭୁବନେଶ୍ୱର:ଓଡିଶା ନାଗରିକ ସମାଜ ତରଫରୁ "ଖଣି ଓ ଖଣିଜ ଦ୍ରବ୍ୟ ବିକାଶ ଏବଂ ନିୟନ୍ତ୍ରଣ ସଂଶୋଧିତ ଆଇନ(MMDR Act) ୨୦୨୬ ସମ୍ପର୍କରେ ଏକ ଗୋଲ ଟେବୁଲ ବୈଠକ ଅନୁଷ୍ଠିତ ହୋଇଛି । ଏହି ସଂଶୋଧନ ଆଇନରେ ଓଡିଶାର ଲାଭ କେତେ ଓ କ୍ଷତି କେତେ ? ଏହି ସମ୍ବନ୍ଧ ଉପରେ ଆଜି ଗୀତଗୋବିନ୍ଦ ସଦନ ସମ୍ମିଳନୀ…

ସିଏମ୍-କିସାନ୍ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ: ୪୧ ଲକ୍ଷରୁ ଅଧିକ କୃଷକ ପରିବାରକୁ ମିଳିବ ଆର୍ଥିକ ସହାୟତା

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ 'ସିଏମ୍-କିସାନ୍' (ରବି ୨୦୨୬-୨୭) ଯୋଜନା ଅନ୍ତର୍ଗତ ଆର୍ଥିକ ସହାୟତା ରାଶି ହସ୍ତାନ୍ତର କାର୍ଯ୍ୟକ୍ରମ ଆସନ୍ତାକାଲି ପ୍ରଦାନ କରାଯିବ। ଭୁବନେଶ୍ୱରସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନଠାରେ ଆୟୋଜିତ ଏହି ବିଶେଷ ଉତ୍ସବରେ…

୧୦୫ କିଲୋ ଚନ୍ଦନ କାଠ ଜବତ,୩ ଗିରଫ

କାଶୀନଗର: ଚନ୍ଦନ କାଠ ଚୋରାଚାଲାଣବେଳେ କାବୁ କଲା ପୋଲିସ । ପାରଳାଖେମୁଣ୍ଡି-ଗୁଣୁପୁର ରାଜ୍ୟ ରାଜପଥର ଖାରଡ଼ା ଛକ ନିକଟରେ ଏକ ଅଟୋରେ ଚୋରାଚାଲାଣ ହେଉଥିବା ୧୦୫ କିଲୋ ଚନ୍ଦନ କାଠ କାଶୀନଗର ଥାନା ପୋଲିସ ଜବତ କରିଛି । ଜବତ ଚନ୍ଦନ କାଠର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ।…

ସେପ୍ଟେମ୍ବର ୨୨ରୁ ବିଧାନସଭାର ସପ୍ତମ ଅଧିବେଶନ;୯ ଦିନ ଚାଲିବ …

ଭୁବନେଶ୍ୱର: ରାଜ୍ୟର ୧୭ଶ ବିଧାନସଭାର ୭ମ ଅଧିବେଶନ ଚଳିତ ମାସ ୨୨ ତାରିଖରୁ ଆରମ୍ଭ ହେବ। ଆଜି ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ ଏବଂ ଏଥିରେ ୮ଟି ସରକାରୀ ଏବଂ ଗୋଟିଏ ବେସରକାରୀ କାର୍ଯ୍ୟଦିବସକୁ ମିଶାଇ ମୋଟ ୯ଟି…

ହାଇକୋର୍ଟରେ ଵ୍ୟକ୍ତିଗତ ହାଜର ହେଲେ କଟକ ଜିଲ୍ଲାପାଳ

କଟକ: ବିଜୁ ପଟ୍ଟନାୟକ ପାର୍କ ସୌନ୍ଦର୍ଯ୍ୟକରଣ ମାମଲାକୁ ନେଇ ଆଜି ହାଇକୋର୍ଟରେ ହାଜର ହେଲେ କଟକ ଜିଲ୍ଲାପାଳ। ପାର୍କର ବିଭିନ୍ନ କାମର ଅଗ୍ରଗତି ନେଇ ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲାପାଳଙ୍କୁ ହାଜର ହେବାକୁ ପଡ଼ିଛି। ହାଇକୋର୍ଟରେ ଵ୍ୟକ୍ତିଗତ ହାଜର ହୋଇ ସ୍ପଷ୍ଟୀକରଣ ଦେଲେ ଜିଲ୍ଲାପାଳ…

ଏମକେସିଜି ଡାକ୍ତରୀ ଛାତ୍ର ନିଖୋଜ ଘଟଣା: ଏବେ ବି ମିଳିନି ସାଗର ସାହୁଙ୍କ ପତ୍ତା

ବ୍ରହ୍ମପୁର: ବ୍ରହ୍ମପୁର ସ୍ଥିତ MKCG ମେଡିକାଲ୍ କଲେଜ ଓ ହସ୍ପିଟାଲର ଜଣେ ପ୍ରଥମ ବର୍ଷ MBBS ଛାତ୍ର ଗତ ୪ ଦିନ ଧରି ନିଖୋଜ ଥିବା ଘଟଣା କ୍ୟାମ୍ପସରେ ଚିନ୍ତାର କାରଣ ହୋଇଛି। ନିଖୋଜ ଛାତ୍ର ହେଲେ ସାଗର ସାହୁ, ଯିଏ ଯାଜପୁର ଜିଲ୍ଲାର ବାସିନ୍ଦା। ପୁଅର ନିଖୋଜ ଖବର ପାଇ ସାଗରଙ୍କ ବାପା, ମାମୁଁ…

ଆକ୍ସନ ମୋଡ୍‌ରେ ବିଇଓ: ନିଶାଶକ୍ତ ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ, ଦୁଇ ଶିକ୍ଷକଙ୍କ ଦରମା ବନ୍ଦ

ବାରିପଦା: ନିଶାରେ ସ୍କୁଲ ଆସିଲେ ଶିକ୍ଷକ! ଆକ୍ସନ ନେଲେ କପ୍ତିପଦା ବିଇଓ। କାର୍ଯ୍ୟରେ ଅବହେଳା ଏବଂ ନିୟମ ଉଲ୍ଲଂଘନ ପାଇଁ ଜଣେ ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ କରିବା ସହିତ ଦୁଇ ଜଣଙ୍କ ଦରମା ବନ୍ଦ କରିଛନ୍ତି ବିଇଓ। ଏହା ସହିତ ଜଣେ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।…