Latest Odisha News

BREAKING NEWS

Browsing Category

ଓଡିଶା

Odisha

ମହିଳାଙ୍କୁ ଭଦ୍ରକରୁ ଟେକିନେଇ ଟ୍ରକ୍‌ରେ ଦୁଷ୍କର୍ମ…ଡ୍ରାଇଭର ଗିରଫ

ଭଦ୍ରକ: ଭଦ୍ରକ ଚରମ୍ପାରୁ ରିଜର୍ଭ ଲାଇନରୁ ଅପହୃତା ମହିଳା ଉଦ୍ଧାର । ଜଣେ ମହିଳାଙ୍କୁ ଅପହରଣ କରି ଦୁଷ୍କର୍ମ କରିଥିବା ଅଭିଯୁକ୍ତ ଟ୍ରକ ଡ୍ରାଇଭରକୁ କେନ୍ଦୁଝର ଜିଲ୍ଲା ଝୁମ୍ପୁରାରୁ ଭଦ୍ରକ ପୋଲିସ ଗିରଫ କରିଛି । କେନ୍ଦୁଝର ସଦର ପୋଲିସ ସହାୟତରେ ଅଭିଯୁକ୍ତ ଏମଡି ସୁଦାମ ହୁସେନକୁ ଗିରଫ…

ଜିନ୍ଦଲ ଷ୍ଟେନଲେସ୍ ଟ୍ରକ ଚାଳକଙ୍କ ପାଇଁ ଆରମ୍ଭ କଲା ‘କବଚ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ର’

କଳିଙ୍ଗନଗର: ଜିନ୍ଦଲ ଷ୍ଟେନଲେସ୍ ଲିମିଟେଡ୍ (ଜେଏସଏଲ), ଲାଷ୍ଟ ମାଇଲ୍ କେୟାର ସହିତ ମିଳିତ ଭାବରେ ଯାଜପୁର ସ୍ଥିତ ପ୍ଳାଣ୍ଟର ଗେଟ୍ ନମ୍ବର 3 ନିକଟସ୍ଥ ଲଜିଷ୍ଟିକ୍ ପାର୍କରେ କବଚ୍ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ର ଉଦଘାଟନ କରିଛି। ଏହି କାର୍ଯ୍ୟକ୍ରମ ପ୍ଲାଣ୍ଟ ସହିତ ଜଡିତ ଡ୍ରାଇଭର ଏବଂ…

ଦରଘା ବଜାର ଭସାଣ ବେଳେ ଗୋଷ୍ଠୀ ସଂଘର୍ଷରେ ୬ ଗିରଫ

କଟକ: ଭାଇଚାରା ସହର କଟକର ଦରଘା ବଜାର ଭସାଣ ସମୟରେ ଗୋଷ୍ଠୀ ସଂଘର୍ଷ ଘଟଣା । ୬ ଜଣଙ୍କୁ ଗିରଫ କରିଛି ପୋଲିସ । ଝାଞ୍ଜିରୀମଙ୍ଗଳା ଭାଗବତ ପୂଜା କମିଟି ମେଢ଼ ଦରଘା ବଜାର ସ୍ଥିତ ହାତୀପୋଖରୀ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ସାଢ଼େ ଗୋଟାଏ ସମୟରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା…

ବେଆଇନ ଚାଲାଣବେଳେ ୫୫ଦାଦନ ଉଦ୍ଧାର

ବଲାଙ୍ଗୀର:୫୫ଜଣ ଦାଦନ ଶ୍ରମିକୁଙ୍କ କଣ୍ଟାବାଞ୍ଜି ପୋଲିସ ଉଦ୍ଧାର କରିଛନ୍ତି । ରାତି ଅଧିଆ ଚଢାଉ କରି ବଲାଙ୍ଗିର ପୋଲିସ କଣ୍ଟାବାଞ୍ଜିରୁ ଉଦ୍ଧାର କରିଛି । ରାଜ୍ୟ ବାହାରକୁ ଚାଲାଣ ହେବା ପୂର୍ବରୁ ଜଣେ ଦାଦନ ସର୍ଦ୍ଦାରଙ୍କ ଘରୁ ଶ୍ରମିକ ମାନଙ୍କୁ ପୋଲିସ ଉଦ୍ଧାର କରିଛି । ସର୍ଦ୍ଦାର ଜଣକ…

ଆସୁଛି ଆଉ ଏକ ଲଘୁଚାପ ! ଆସନ୍ତା ୯ ତାରିଖ ବେଳକୁ…

ଭୁବନେଶ୍ବର: ଆସନ୍ତା ୯ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଆଉଏକ ଲଘୁଚାପ ସମ୍ଭାବନା ରହିଛି । ଆସନ୍ତା ୯ରୁ ୧୫ ତାରିଖ ଯାଏ ପୂର୍ବ ଭାରତରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ ବୋଲି ଏଥିରେ ଆକଳନ କରାଯାଇଛି। ଏପଟେ ଆଭ୍ୟନ୍ତରୀଣ ଓଡ଼ିଶାରେ ଥିବା ଅବପାତ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି ।…

ଭାଇଚାରା ସହରରେ ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ;ଭଙ୍ଗାରୁଜା, ଢେଲା ମାଡ଼, ଅଟକି ରହିଲା ମେଢ଼

କଟକ: କଟକରେ ଭସାଣ ବେଳେ ଗୋଷ୍ଠୀ ସଂଘର୍ଷ । ଦରଘା ବଜାର ସ୍ଥିତ ହାତୀପୋଖରୀ ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ କାରଣରୁ ୬ ଗୁରୁତର ହୋଇଛନ୍ତି । ଦଶହରା ଭସାଣି ଶୋଭାଯାତ୍ରା ଚାଲିଥିବା ବେଳେ ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ସାଢ଼େ ଗୋଟାଏ ସମୟରେ ହାତୀପୋଖରୀ ନିକଟରେ ତୀବ୍ର ଉତ୍ତେଜନା ସୃଷ୍ଟି…

ଅନାସ୍ଥା ଭୋଟ ପୂର୍ବରୁ ଇସ୍ତଫା ଦେଲେ କୁନ୍ଦୁରା ବ୍ଲକ ଅଧ୍ୟକ୍ଷା

ଜୟପୁର: ଅନାସ୍ଥା ଭୋଟ ପୂର୍ବରୁ କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ଅଧ୍ୟକ୍ଷାଙ୍କ ଇସ୍ତଫା । କୁନ୍ଦୁରା ପଞ୍ଚାୟତ ସମିତି ଅଧ୍ୟକ୍ଷା ରାଜେଶ୍ୱରୀ ପରଜା ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଅଧ୍ୟକ୍ଷା ଗୁରୁବାର ଜୟପୁର ଉପଜିଲ୍ଲାପାଳ ଅକା ବରମ ଶାଶ୍ୟ ରେଡ୍ଡୀଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ…

ଆଗାମୀ ସପ୍ତାହରେ ବ୍ରହ୍ମପୁରରୁ ଆରମ୍ଭ ହେବ ଅମୃତ ଭାରତ ଏକ୍ସପ୍ରେସ

ଭୁବନେଶ୍ୱର: ବ୍ରହ୍ମପୁର-ସୁରତ (ଉଧନା)-ବ୍ରହ୍ମପୁର ଅମୃତ ଭାରତ ଏକ୍ସପ୍ରେସର ନିୟମିତ ସେବାକୁ ଶୁକ୍ରବାର ଦିନ ରେଳ ମନ୍ତ୍ରଣାଳୟ ଅନୁମୋଦନ କରିଥିବା ନେଇ ପୂର୍ବତଟ ରେଳପଥ ସୂଚନା ଦେଇଛି। ପ୍ରତି ରବିବାର ଉଧନାରୁ ଏବଂ ପ୍ରତି ସୋମବାର ବ୍ରହ୍ମପୁରରୁ ଏହି ସେବା ଉପଲବ୍ଧ ହେବ। ୧୯୦୨୧ ସୁରତ…

ଅକ୍ଟୋବର ୯ରୁ ବିଜେଡିର ଜନସମ୍ପର୍କ ଅଭିଯାନ

ଭୁବନେଶ୍ୱର: ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ଜନସମ୍ପର୍କ ଅଭିଯାନ ସଂକଳ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜନତା ମଇଦାନ ଗାନ୍ଧୀ ପାର୍କରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ…

ରାସ୍ତାକଡ଼ରେ ଟ୍ରକ୍ ରଖିଲେ, ଦିବ୍ୟାଙ୍ଗ ମହିଳାଙ୍କୁ ଟେକିନେଲେ…

ଭଦ୍ରକ: ଭଦ୍ରକ ଟାଉନ୍ ଥାନା ଅନ୍ତର୍ଗତ ଜାତୀୟ ରାଜପଥ-୧୬ରେ ଚରମ୍ପାରୁ ଜଣେ ଟ୍ରକ୍ ଡ୍ରାଇଭର ମାନସିକ ବିକୃତ ମହିଳାଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାଟି ଗୁରୁବାର ରାତିରେ ଘଟିଥିବା ବେଳେ ସିସିଟିଭିରେ ସମ୍ପୂର୍ଣ୍ଣ ଘଟଣା କଏଦ ହୋଇଛି। ମହିଳା ଜଣକ ଚରମ୍ପା ସ୍କୋୟାର ନିକଟରେ…