Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭାରତ-ପାକିସ୍ତାନ ମ୍ୟାଚ୍ ସମୟରେ ଉତ୍ତେଜନା: ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଅଭିଯୋଗରେ ସ୍ଥାନୀୟ ଲୋକଙ୍କ ଥାନା ଘେରାଉ

ବାଲେଶ୍ବର:ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଶତାଧିକ ମହିଳା ଓ ପୁରୁଷ ସୋର ଥାନା ଘେରାଉ କରିଛନ୍ତି। ଗତକାଲି ରାତିରେ ସୋର ପୌରାଞ୍ଚଳ କୋର୍ଟ ଛକ ନିକଟରେ କିଛି ଯୁବକ ରାସ୍ତା ଉପରେ ଏଲଇଡି ଲଗାଇ ଭାରତ-ପାକିସ୍ତାନର ଫାଇନାଲ ମ୍ୟାଚ ଦେଖୁଥିଲେ। ଏନେଇ ଅଭିଯୋଗ ହେବା ପରେ…

ଶିରିଶ ଚନ୍ଦ୍ର ମୁର୍ମୁ ଆରବିଆଇର ଡେପୁଟି ଗଭର୍ଣ୍ଣର ନିଯୁକ୍ତ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର/ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶିରିଶ ଚନ୍ଦ୍ର ମୁର୍ମୁଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଡେପୁଟି ଗଭର୍ଣ୍ଣର ଭାବରେ ନିଯୁକ୍ତ କରିଛନ୍ତି। ସୂଚନା ଅନୁଯାୟୀ, କ୍ୟାବିନେଟର ନିଯୁକ୍ତି କମିଟି ଅକ୍ଟୋବର ୯ କିମ୍ବା ତା'ପରେ ଏହି ପଦବୀରେ ଯୋଗଦାନ ତାରିଖରୁ ତିନି ବର୍ଷ ପାଇଁ…

ପାର୍ବଣ ପାଇଁ ସୁରକ୍ଷା କଡ଼ାକଡ଼ି, ଏଥର ଟ୍ୱିନସିଟିରେ ୬୧ ପ୍ଲାଟୁନ୍ ଫୋର୍ସ ମୁତୟନ

ଭୁବନେଶ୍ୱର: ପାର୍ବଣ ପାଇଁ କଟକ-ଭୁବନେଶ୍ୱରରେ ସୁରକ୍ଷା କଡ଼ାକଡ଼ି। ସାମ୍ୱାଦିକ ସମ୍ମିଳନୀରେ ପୋଲିସ୍ କମିଶନର ଦେଇଛନ୍ତି ସୂଚନା। ଏଥର ଟ୍ୱିନସିଟିରେ ମୁତୟନ ହେବେ ୬୧ ପ୍ଲାଟୁନ୍ ଫୋର୍ସ। ପୋଲିସ ସହ ୨୦ ପ୍ଲାଟୁନ୍ ହୋମଗାର୍ଡ ମୁତୟନ ହେବେ। ମୋଟ ୧୯୩ ମଣ୍ଡପ ପାଇଁ ସୁରକ୍ଷା ବ୍ୟବସ୍ଥା ହୋଇଛି।…

Cuttack Bali Yatra: ଉପର ପଡ଼ିଆରେ ବି ହେବ ବାଲିଯାତ୍ରା

କଟକ: ଐତିହାସିକ ବାଲିଯାତ୍ରାକୁ ନେଇ ବିଚାର କରୁଛି ଜିଲ୍ଲା ପ୍ରଶାସନ। ଉପର ପଡ଼ିଆରେ ହୋଇପାରେ ବାଲିଯାତ୍ରା। ଏନେଇ କୋର୍ଟଙ୍କୁ ଦିଆଯିବ ସତ୍ୟପାଠ। ରୂପରେଖ କ’ଣ ହେବ କୋର୍ଟଙ୍କୁ ଅବଗତ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଜିଲ୍ଲାପାଳଙ୍କ ଆବାସିକ ବାସଭବନରେ ବସିଥିବା ବୈଠକରେ ନିଷ୍ପତ୍ତି…

ସିଗନାଲ ଭାଙ୍ଗି ଷ୍ଟେସନ୍‌କୁ ପଶିଗଲା ଟ୍ରେନ୍

ଭୁବନେଶ୍ୱର: ହାଓଡ଼ା-ପୁରୀ ଶତାବ୍ଦୀ ଏକ୍ସପ୍ରେସ୍ ଟ୍ରେନ ରବିବାର ସନ୍ଧ୍ୟାରେ ସିଗନାଲକୁ ଟପିଯାଇଥିଲା। ଷ୍ଟେସନ ମାଷ୍ଟରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ମାର୍କୋଣା ରେଳ ଷ୍ଟେସନରେ ଏକ ବଡ଼ ଦୁର୍ଘଟଣାକୁ ରୋକାଯାଇପରିଥିଲା। ଏହାର ତଦନ୍ତ ପାଇଁ ଲୋକୋମୋଟିଭ୍ ପାଇଲଟ୍, ସହାୟକ ପାଇଲଟ୍ ଏବଂ…

Odisha Cabinet: ୪ଟି ପ୍ରସ୍ତାବକୁ କ୍ୟାବିନେଟ୍ ମୋହର, ମହିଳା କର୍ମଚାରୀ ଚାହିଁଲେ କରିପାରିବେ ଓଭରଟାଇମ୍‌

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍ ବୈଠକରେ ୪ଟି ପ୍ରସ୍ତାବ ଉପରେ ମୋହର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିଥିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ। ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସମେତ ବିଭାଗୀୟ ମନ୍ତ୍ରୀ ଓ ସତିବ ଉପସ୍ଥିତ ଥିଲେ। ବୈଠକରେ ୪ଟି…

Illegal Cough Syrup: ବିସ୍କୁଟ ଦୋକାନରେ ବେଆଇନ କଫ୍ ସିରପ୍ ବେପାର, ମାଡ଼ି ବସିଲା ଅନୁଗୁଳ NTPC ପୋଲିସ

ଅନୁଗୁଳ: ବିସ୍କୁଟ ଦୋକାନରେ ଚାଲିଛିଲା ବେଆଇନ କଫ୍ ସିରପ୍ ବେପାର। ମାଡିବସିଲା ପୋଲିସ। ବିସ୍କୁଟ ଦୋକାନରେ ମାଆ-ପୁଅ ଆରମ୍ଭ କରିଥିଲେ ବେଆଇନ କଫ୍ ସିରପ୍ ବେପାର। ବିଶେଷ ସୂତ୍ରରୁ ଖବର ପାଇ ମାଡ଼ି ବସିଲା ଅନୁଗୁଳ NTPC ପୋଲିସ । ଦୋକାନରୁ ଜବତ କଲା ୬୯୭ ବୋତଲ କଫ୍ ସିରପ୍ । NDPS ଆକ୍ଟ…

Gitanjali Angmo: ସୋନମ ୱାଙ୍ଗଚୁକଙ୍କ ପତ୍ନୀ ଗୀତାଞ୍ଜଳି ଆଙ୍ଗମୋ କିଏ? ଓଡ଼ିଶା ସହ କଣ ରହିଛି ସମ୍ପର୍କ

ଭୁବନେଶ୍ୱର: ସୋନମ ୱାଙ୍ଗଚୁକଙ୍କର ରହିଛି କି ଓଡ଼ିଶା ଲିଙ୍କ? ସାମ୍ନାକୁ ଆସିଲା ସୋନମ ୱାଙ୍ଗଚୁକଙ୍କର ପତ୍ନୀ ଗୀତାଞ୍ଜଳିଙ୍କ ଓଡିଶା ଲିଙ୍କ୍। ସୋନମ ୱାଙ୍ଗଚୁକଙ୍କର ପତ୍ନୀ ପାକ୍ ଲିଙ୍କ୍ ଅଭିଯୋଗକୁ ଖଣ୍ଡନ କରିବା ପରେ ଏହି ପ୍ରତିକ୍ରିୟା ଏବେ ଚର୍ଚ୍ଚାକୁ ଆସିଛି। ଲଦାଖର ଲେହ ହିଂସାରେ ୪…

Cuttack Durga Puja: କଟକ ଦୁର୍ଗାପୂଜା ପାଇଁ ୧୨୨ ପ୍ଲାଟୁନ ଫୋର୍ସ ମୁତୟନ

କଟକ: ଧରାପୃଷ୍ଠକୁ ଅବତରଣ କରିଛନ୍ତି ମାଆ ଦୁର୍ଗା। ଚଳଚଞ୍ଚଳ ପୁରପଲ୍ଲୀ। ଐତିହାସିକ ସହର ‘କଟକ’ ସହରରେ ସାରଦୀୟ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ସରିଛି। କଟକ ଦୁର୍ଗାପୂଜା ପାଇଁ ମୁତୟନ ହେବେ୧୨୨ ପ୍ଲାଟୁନ ଫୋର୍ସ। ୨ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମଧ୍ୟ ସୁରକ୍ଷା ପାଇଁ ମୁତୟନ ରହିବେ। ପୂଜା…

Chandi Medhas in Cuttack: ରୌପ୍ୟ ନଗରୀର ଚାନ୍ଦି ମେଢ଼ କ୍ଲବ୍‌ରେ ସାମିଲ ହେଲା ମଠ ସାହିର ମେଢ଼, ବ୍ୟବହାର…

କଟକ: କଟକ ସହର ଯେତିକି ପୁରୁଣା, ଏହାର ଐତିହ୍ୟ ଓ ପରମ୍ପରା ମଧ୍ୟ ସେତିକି ସମୃଦ୍ଧ । ରୌପ୍ୟ ନଗରୀ ସହର କଟକର ରହିଛି ଅନେକ ପରମ୍ପରା । ବିଶେଷକରି ଦଶହରାକୁ ନେଇ ଅନେକ ଇତିହାସ ରହିଛି । ଚାନ୍ଦିମେଢ଼ ଏହାର ଏକ ଜ୍ବଳନ୍ତ ଉଦାହରଣ । ଏପଟେ ଦିନକୁ ଦିନ କଟକ ସହରରେ ଚାନ୍ଦିମେଢ଼ ସଂଖ୍ୟା ବୃଦ୍ଧି…