Latest Odisha News

BREAKING NEWS

Browsing Category

ଓଡିଶା

Odisha

Betting Racket: କ୍ରିକେଟ ବେଟିଂର ପର୍ଦ୍ଦାଫାସ ; ବିଡ଼ା ବିଡ଼ା ନୋଟ୍‌ ଜବତ, ୬ ଗିରଫ

ରାଉରକେଲା: ରାଉରକେଲାରେ ଟି୨୦ ବିଶ୍ୱକପ ମ୍ୟାଚ ବେଳେ ଚାଲିଥିବା ବେଟିଂ ଅଭିଯୋଗରେ ୬ଜଣଙ୍କୁ ଗିରଫ କରିଛି ପୋଲିସ । ୩୦ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଉରକେଲା ଏସପି । T-20 କ୍ରିକେଟ ବିଶ୍ୱକପ ମ୍ୟାଚ୍ କୁ ନେଇ ବନ୍ଧମୁଣ୍ଡା…

ଦୁର୍ନୀତି ଅଭିଯୋଗରେ ପଦ୍ମପୁର ତହସିଲଦାର ନିଲମ୍ବିତ 

ଭୁବନେଶ୍ବର: ବରଗଡ଼ ଜିଲ୍ଲା ପଦ୍ମପୁର ତହସିଲଦାର ବିପିନ କୁମାର ପ୍ରଧାନଙ୍କୁ ଦୁର୍ନୀତି ଅଭିଯୋଗରେ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର। ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ତାଙ୍କୁ ନିଲମ୍ବନ କରାଯାଇଛି। ରାଜସ୍ୱ ବିଭାଗରେ କୌଣସି ପ୍ରକାର ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ ବୋଲି ଏହି…

ସାବଧାନ! ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ୧୧୭୧ ବସର ନାହିଁ ଫିଟନେସ୍ ସାର୍ଟିଫିକେଟ୍

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ଦୈନିକ ଛାତ୍ରଛାତ୍ରୀମାନଙ୍କୁ ନବା ଆଣିବା କରୁଥିବା ବସକୁ ନେଇ ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟଜନକ ଖବର । ୧୧୭୧ଟି ସ୍କୁଲ ବସରେ ନାହିଁ ଫିଟନେସ୍‌ ସାର୍ଟିଫିକେଟ । ଅତ୍ୟନ୍ତ ବିପଜ୍ଜ କଲେଜ ଯାଉଛନ୍ତି ଛାତ୍ରଛାତ୍ରୀ । ସେଥିମଧ୍ୟରୁ…

Helipad:ଶିମିଳିପାଳରେ ହେବ ହେଲିପ୍ୟାଡ୍‌

ଭୁବନେଶ୍ବର: ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳରେ ହେବ ହେଲିପ୍ୟାଡ୍‌ । ଏନେଇ ବିଧାନସଭା ଗୃହରେ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି । ଆବଶ୍ୟକୀୟ ଜମି ନିରୂପଣ ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯାଇଛି ବୋଲି ସେ କହିଛନ୍ତି । ଭୁବନେଶ୍ୱର-ଗୋପାଳପୁର,…

ବାଲ୍ୟ ବିବାହ ମୁକ୍ତ ଦୌଡ଼ରେ ସାମିଲ ହେଲା ଦେବଗଡ଼..

ଭୁବନେଶ୍ୱର: ବାଲ୍ୟ ବିବାହ ମୁକ୍ତ ହେଲା ଦେବଗଡ଼ ଜିଲ୍ଲା । ପୂର୍ବରୁ ରାଜ୍ୟରେ ଗଞ୍ଜାମ ଓ ଗଜପତି ବାଲ୍ୟ ବିବାହ ମୁକ୍ତ ଘୋଷିତ ହୋଇଥିବାବେଳେ ଦେବଗଡ଼ ତୃତୀୟ ଜିଲ୍ଲା ଭାବେ ଏ ମାନ୍ୟତା ପାଇବାକୁ ଯାଉଛି । ୨୦୩୦ ସୁଦ୍ଧା ଓଡ଼ିଶା ହେବ ବାଲ୍ୟ ବିବାହ ମୁକ୍ତ ରାଜ୍ୟ । ଓଡ଼ିଶାକୁ ବାଲ୍ୟ ବିବାହ ମୁକ୍ତ…

Journalist Attacked: ସାମ୍ବାଦିକଙ୍କ ହାତ ଓ ଗୋଡ଼କୁ ଖଣ୍ଡାରେ ହାଣିଲେ ୬ ଦୁର୍ବୃତ୍ତ

ଅନୁଗୁଳ: ପୁଣି ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଖଣ୍ଡାରେ ହାତ ଓ ଗୋଡ଼କୁ ହାଣିପକାଇଲେ ୬ ଜଣ ଦୁର୍ବୃତ୍ତ । ଏହି ଆକ୍ରମଣ ଘଟିଛି ତାଳଚେର ସନ୍ଥପଡ଼ା ନଦୀ ଘାଟରେ । ଗୁରୁତର ଅବସ୍ଥାରେ ସାମ୍ବାଦିକ ଜଣଙ୍କୁ ସ୍ଥାନୀୟ ମଣ୍ଡାପାଳ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । କାର୍ଯ୍ୟରତ…

ମାଓବାଦୀଙ୍କୁ ଧରାନ୍ତୁ, ପୁରସ୍କାର ଜିତନ୍ତୁ…

ଭୁବନେଶ୍ୱର: ଓଡ଼ିଶା ପୋଲିସ ବଲାଙ୍ଗୀର ଜିଲ୍ଲାର ଗନ୍ଧମାର୍ଦ୍ଦନ ଅଞ୍ଚଳରେ ବାମପନ୍ଥୀ ଉଗ୍ରବାଦ (LWE) ବିରୁଦ୍ଧରେ ଏକ ପୋଷ୍ଟର ଅଭିଯାନ ଆରମ୍ଭ କରିଛି। ଯେଉଁଥିରେ ମାଓବାଦୀମାନଙ୍କୁ ଅସ୍ତ୍ର ଛାଡି ସମାଜର ମୁଖ୍ୟସ୍ରୋତକୁ ଫେରିବାକୁ ଆହ୍ୱାନ କରାଯାଇଥିବା ଖବର ମିଳିଛି। ତାଲିକାଭୁକ୍ତ…

ବିଧାନସଭାରେ ଉପସ୍ଥାପିତ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ: ରାଜ୍ୟରେ ବଢିଛି ମୁଣ୍ଡପିଛା ଆୟ

ଭୁବନେଶ୍ୱର: ଗୃହରେ ଉପସ୍ଥାପିତ ହୋଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ । ଜାତୀୟ ସ୍ତରଠୁ ବୃଦ୍ଧି ପାଇଛି ରାଜ୍ୟର ମୁଣ୍ଡ ପିଛା ଆୟ । ଜାତୀୟ ଅଭିବୃଦ୍ଧି ହାର ୩.୧ ଥିବାବେଳେ ଓଡ଼ିଶାର ଅଭିବୃଦ୍ଧି ହାର ୫.୩% ରହିଛି । ଜିଏସଡିପିରେ ମଧ୍ୟ ୯.୫%ର ଅଭିବୃଦ୍ଧି ଦେଖିବାକୁ ମିଳିଛି । ୯ ଲକ୍ଷ କୋଟିରୁ…

Weather Update: ଆସନ୍ତା ୫ଦିନ ମଧ୍ୟରେ ୩ଡିଗ୍ରୀ ବଢ଼ିବ ତାପମାତ୍ରା, ଆହୁରି କମିବ ଶୀତ

ଭୁବନେଶ୍ୱର: ରାଜ୍ୟରେ ଅନେକ ସ୍ଥାନରେ କମିଛି ଶୀତର ପ୍ରକୋପ । ବର୍ତ୍ତମାନ କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଆଦି ଜିଲ୍ଲା ଗୁଡିକରେ ଶୀତ ଅନୁଭୂତ ହେଉଛି । ଆସନ୍ତା ୫ଦିନ ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବା…

ଲୁଗା ବ୍ୟବସାୟୀଙ୍କ ଘରେ ଭୟଙ୍କର ଅଗ୍ନିକାଣ୍ଡ, ବର୍ତ୍ତିଗଲେ ପରିବାରର ୯ଜଣ

କେନ୍ଦୁଝର: ଲୁଗା ବ୍ୟବସାୟୀଙ୍କ ଘରେ ଭୟଙ୍କର ଅଗ୍ନିକାଣ୍ଡ। ଆଜି ଭୋର୍ ପ୍ରାୟ ୪ଟାରେ କେନ୍ଦୁଝର ଜିଲ୍ଲା ବଡ଼ବିଲର ସବୁଠୁ ବଡ ଲୁଗା ବ୍ୟବସାୟୀଙ୍କ ଘରେ ଓ ଗୋଦାମରେ ନିଆଁ ଲାଗି ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଏହି ଘଟଣାରେ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି…