Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡ଼ିଶାକୁ ୧,୭୦୦ କୋଟିରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପ ଭେଟି ଦେବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ସଂଯୋଗୀକରଣ ବୃଦ୍ଧି କରିବା ଦିଗରେ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ରାଜ୍ୟବାସୀଙ୍କୁ ୧,୭୦୦ କୋଟିରୁ ଅଧିକ ମୂଲ୍ୟର ତିନୋଟି ପ୍ରମୁଖ ରେଳ ପ୍ରକଳ୍ପ ଉପହାର ଦେବେ। ଏହି ପଦକ୍ଷେପଗୁଡ଼ିକ ଯାତ୍ରୀ ସୁବିଧା…

BJD Pada Yatra: ଏଥର ମାସେ ହେବ ବିଜେଡି ଜନସମ୍ପର୍କ ପଦଯାତ୍ରା

ଭୁବନେଶ୍ବର: ବିଜେଡି ଜନସମ୍ପର୍କ ପଦଯାତ୍ରା ପ୍ରାରମ୍ଭିକ ବୈଠକରେ ନିଷ୍ପତ୍ତି। ଏଥର ମାସେ ହେବ ପଦଯାତ୍ରା। ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ନଭେମ୍ବର ୨ ଯାଏଁ ସାରା ରାଜ୍ୟରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହେବ। ସରକାରଙ୍କ ବିରୋଧରେ ଯେଉଁ ଅସନ୍ତୋଷ ଅଛି, ତାହାର ବାର୍ତ୍ତା ଗଣତନ୍ତ୍ରିକ…

BJP Poll In-Charge: ଓଡିଶାର ଦୁଇ ନେତାଙ୍କୁ ବଡ଼ ଦାୟିତ୍ୱ, ବିଜେପିର ରଣନୀତିକୁ କରିବ ସୁଦୃଢ଼

ଭୁବନେଶ୍ୱର: ବିହାର ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା ବଢ଼ିଥିବା ବେଳେ ଭାରତୀୟ ଜନତା ପାର୍ଟି (ବିଜେପି) ଏହାର ରଣନୀତିକୁ ଆହୁରି ଦୃଢ଼ କରିବା ପାଇଁ ବଡ଼ ପଦକ୍ଷେପ ଗ୍ରହଣ କରିଛି। ନିର୍ବାଚନ ମୁହାଁ ରାଜ୍ୟଗୁଡ଼ିକରେ ବିଜେପିର ରଣନୀତିକୁ ସୁଦୃଢ଼ କରିବା ପାଇଁ ଦୁଇ ଓଡ଼ିଆ ନେତାଙ୍କୁ…

Odisha Police Exam: ଅକ୍ଟୋବର ୫ ଓ ୬ରେ ଓଡିଶା ପୋଲିସ ଏସଆଇ ପରୀକ୍ଷା, ୱେବସାଇଟ୍‌ରେ ଉପଲବ୍ଧ ହେଲା ଆଡମିଟ୍ କାର୍ଡ

ଭୁବନେଶ୍ୱର: ଆଗାମୀ ଦୁର୍ଗା ପୂଜା ବିସର୍ଜନ ଉତ୍ସବ ସମୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ନେଇ ପ୍ରାର୍ଥୀଙ୍କ ଚିନ୍ତାକୁ ଦୃଷ୍ଟିରେ ରଖି ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ ମିଳିତ ପୋଲିସ ସେବା ପରୀକ୍ଷା (CPSE)-୨୦୨୪ ର ସମୟସୂଚୀକୁ ପୁନଃନିର୍ଦ୍ଧାରିତ କରିଛି। ଓଡିଶା ପୋଲିସ…

CBSE Board Exams: ଫେବ୍ରୁଆରୀ ୧୭ରୁ ଆରମ୍ଭ ହେବ ସିବିଏସ୍‌ଇ ଦଶମ ଓ ଯୁକ୍ତ-୨ ପରୀକ୍ଷା

ଭୁବନେଶ୍ୱର: ୨୦୨୬ ଫେବ୍ରୁଆରୀ ୧୭ରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ର ଦଶମ ଓ ଦ୍ୱାଦଶ (ଯୁକ୍ତଦୁଇ) ବୋର୍ଡ ପରୀକ୍ଷା ହେବ। ଆସନ୍ତା ବର୍ଷ ସିବିଏସଇର ଦଶମ ଓ ଦ୍ୱାଦଶ ପରୀକ୍ଷା ହେବା ନେଇ ଏବେଠାରୁ ସୂଚନା ଜାରି ହୋଇଛି। ଏନେଇ ବୁଧବାର ସିବିଏସ୍‌ଇ ପକ୍ଷରୁ ସୂଚନା ମିଳିଛି।…

Table Tennis: ଏବେଠାରୁ ସ୍କୁଲ ପିଲା ବି ଖେଳିବେ ଟେବୁଲ ଟେନିସ

ଭୁବନେଶ୍ବର: ଏଣିକି ସ୍କୁଲ ପିଲା ଖେଳିବେ ଟେବୁଲ ଟେନିସ। ସ୍କୁଲରେ ଟେବୁଲ ଟେନିସକୁ ପହଞ୍ଚାଇବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ସହ ଆଲୋଚନା ସରିଛି। ଏନେଇ ସୂଚନା ଦେଇଛନ୍ତି କ୍ରୀଡା ମନ୍ତ୍ରୀ। ଦୀର୍ଘ ୧୬ ବର୍ଷ ପରେ ଭାରତକୁ ଫେରିଛି ଏସିଆନ ଟେବୁଲ ଟେନିସ ଟିମ୍ ଚମ୍ପିଆନସିପ୍। ଏହାସହ ଓଡିଶାରେ…

ହୀରାକୁଦର ଆଉ ୪ ଗେଟ୍ ଖୋଲିଲା;ଆସନ୍ତାକାଲି ମୁଣ୍ଡଳିରେ ଏତିକି କ୍ୟୁସେକ୍ ଜଳ ହେବ ପ୍ରବାହିତ…

ସମ୍ବଲପୁର: ହୀରାକୁଦ ଡ୍ୟାମ୍‌ର ଆଉ ୪ ଗେଟ୍ ଖୋଲିଲା । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦରେ ଆଉ ୪ଟି ଗେଟ୍‌ ଖୋଲିଛି । ମୋଟ୍‌ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ୩ ଲକ୍ଷ ୬୦ ଜଳ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଜଳ ସଂପଦ ବିଭାଗ ମୁଖ୍ୟ ଯନ୍ତ୍ରୀ ଚନ୍ଦ୍ରଶେଖର…

Odisha Vigilance: ଭିଜିଲାନ୍ସ ଜାଲରେ ୨ ଅଧିକାରୀ, ୧୮ ଲକ୍ଷ ସରକାରୀ ପାଣ୍ଠି ବ୍ୟକ୍ତିଗତ ଆକାଉଣ୍ଟକୁ ସ୍ଥାନାନ୍ତର…

ଭୁବନେଶ୍ବର: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ। ନୂଆପଡାର ପୂର୍ବତନ ସିଡିଭିଓ ତ୍ରିଲୋଚନ ଧଳ ଏବଂ ନୂଆପଡାର ପରିସଂଖ୍ୟାନ ଗଣନାକାରୀ, ଓ/ଓ ସିଡିଭିଓ ଅଶୋକ କୁମାର ଦାଉ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଜାତୀୟ ଜଳବାୟୁ ପରିବର୍ତ୍ତନ ଅନୁକୂଳନ ପାଣ୍ଠି (ଏନଏଏଫସିସି) ଅଧୀନରେ…

Waste to Energy & coal: ଏଣିକି ଅଳିଆରୁ ପ୍ରସ୍ତୁତ ହେବ ଏନର୍ଜି ଓ କୋଇଲା, ନିର୍ମାଣ ହେବ ପ୍ଲାଣ୍ଟ

ଭୁବନେଶ୍ୱର: ଏଣିକି ଅଳିଆରୁ ପ୍ରସ୍ତୁତ ହେବ ଏନର୍ଜି, ନିର୍ମାଣ ହେବ ପ୍ଲାଣ୍ଟ। ବିଏମସି ପକ୍ଷରୁ ପୁରୁଣା ଭୁବନେଶ୍ୱରରେ ଆୟୋଜିତ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ଯୋଗଦେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ସ୍ୱଚ୍ଛ ସର୍ବେକ୍ଷଣରେ ଭୁବନେଶ୍ୱରକୁ କିଭଳି ଏକ ନମ୍ବର ମାନ୍ୟତା ମିଳିବ…

ବସ୍‌କୁ ଧକ୍କା ଦେଲା ଟ୍ରକ୍‌; ୫ ମୃତ,୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ଗୁରୁତର

ସୁନ୍ଦରଗଡ:କେ.ବଲାଙ୍ଗ ଏନ୍ଏଚ୍‌ ୫୨୦ରେ ମର୍ମନ୍ତୁଦ ଦୁର୍ଘଟଣା । ବସ୍‌କୁ ଧକ୍କା ଦେଲା ଟ୍ରକ୍‌ । ରାଉରକେଲାରୁ ଆସୁଥିବା ବେଳେ ଟ୍ରକ୍‌ ସହ  ଧକ୍କା ହୋଇଛି । ଫଳରେ ଘଟଣା ସ୍ଥଳରେ ୫ ରୁ ଉର୍ଦ୍ଧ୍ଵଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।…