Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜନ ସୁରକ୍ଷା ପଦକ୍ଷେପ ‘ଅପରେସନ୍ ନେତ୍ର’ ଆରମ୍ଭ; ବେଦାନ୍ତ ଆଲୁମିନିୟମର ରହିଛି ସମର୍ଥନ

ଝାରସୁଗୁଡ଼ା: ଭାରତର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ସମଗ୍ର ଜିଲ୍ଲାରେ ଯାତ୍ରୀଙ୍କ ସୁରକ୍ଷା, ସ୍ୱଚ୍ଛତା ଏବଂ ସାର୍ବଜନୀନ ପରିବହନ ଉପରେ ଆତ୍ମବିଶ୍ୱାସ ବୃଦ୍ଧି ଉଦ୍ଦେଶ୍ୟରେ ଏକ ସ୍ମାର୍ଟ ଅଟୋ ଟ୍ରାକିଂ ସିଷ୍ଟମ ଅପରେସନ୍ ନେତ୍ର ଆରମ୍ଭ କରିବାରେ ଝାରସୁଗୁଡ଼ା…

ଓଡ଼ିଶାରେ ଅସମ୍ଭାଳ ତାତି: ଆସନ୍ତା ୨୬ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରବାହ, କିଛି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଏବେ ତାତିର ପ୍ରକୋପ ଚରମ ସୀମାରେ। ପ୍ରଚଣ୍ଡ ଖରା ସାଙ୍ଗକୁ ଅତ୍ୟଧିକ ଗୁଳୁଗୁଳି ଯୋଗୁଁ ଜନଜୀବନ ଏକପ୍ରକାର ଅସ୍ତବ୍ୟସ୍ତ ହୋଇପଡ଼ିଛି। ଭାରତୀୟ ପାଣିପାଗ ବିଭାଗ (IMD) ର ସୂଚନା ଅନୁଯାୟୀ, ଏହି ଅସହ୍ୟ ଗରମ ଓ ଗ୍ରୀଷ୍ମ ପ୍ରବାହ ସ୍ଥିତି ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ…

କଟକରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଗାଡ଼ି ଉପରକୁ ବୋତଲ ମାଡ଼

କଟକ: ରାଜ୍ୟ ରାଜନୀତିରେ ପୁଣି ଥରେ ଅଶାନ୍ତିର ବାତାବରଣ ଦେଖିବାକୁ ମିଳିଛି। କଟକ ଜିଲ୍ଲାରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଗାଡ଼ିକୁ ଲକ୍ଷ୍ୟ କରି କିଛି ଦୁର୍ବୃତ୍ତ ବୋତଲ ମାଡ଼ କରିଥିବା ନେଇ ଖବର ସାମ୍ନାକୁ ଆସିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।…

ପ୍ରଚଣ୍ଡ ତାତିରେ ଫାଟିଲା ମୋବାଇଲ: ପ୍ୟାଣ୍ଟ ପକେଟରେ ବ୍ଲାଷ୍ଟ ହେବାରୁ ବ୍ୟକ୍ତି ଗୁରୁତର

ଭୁବନେଶ୍ୱର: ରାଜ୍ୟରେ ଏବେ ଗ୍ରୀଷ୍ମ ପ୍ରବାହ ଅସମ୍ଭାଳ ରୂପ ନେଇଛି। ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଏକ ଆଶ୍ଚର୍ଯ୍ୟଜନକ ତଥା ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ଅତ୍ୟଧିକ ତାପମାତ୍ରା କାରଣରୁ ଜଣେ ବ୍ୟକ୍ତିଙ୍କ ପକେଟରେ ଥିବା ମୋବାଇଲ ଫୋନ ହଠାତ…

ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ରାଗିଂ ଉପରେ ଲାଗିବ ଲଗାମ: କଡ଼ା ନିର୍ଦ୍ଦେଶ ଜାରି କଲା ଉଚ୍ଚ ଶିକ୍ଷା ବିଭାଗ

ଭୁବନେଶ୍ୱର: ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ନୂଆ କରି ପାଦ ଥାପୁଥିବା ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକଙ୍କ ପାଇଁ ଏକ ବଡ଼ ତଥା ଆଶ୍ୱସ୍ତିକର ଖବର। ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ କଲେଜ ତଥା ବିଶ୍ୱବିଦ୍ୟାଳୟରେ ରାଗିଂକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ରାଜ୍ୟ ଉଚ୍ଚ…

ଅଘୋଷିତ ବିଦ୍ୟୁତ କାଟକୁ ନେଇ ବଢୁଛି ଅସନ୍ତୋଷ, ପ୍ରତିକ୍ରିୟା ରଖିଲେ ଶକ୍ତିମନ୍ତ୍ରୀ

ଭୁବନେଶ୍ବର: ପ୍ରଚଣ୍ଡ ଖରା ଓ ଗୁଳୁଗୁଳି ସାଙ୍ଗକୁ ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ ଲୋକେ ନାହିଁ ନଥିବା କଷ୍ଟ ଭୋଗୁଛନ୍ତି । ଏହାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ବିଦ୍ୟୁତ କାଟକୁ ନେଇ ଅନେକ ସ୍ଥାନରେ ଉତ୍ତେଜନା ମଧ୍ୟ ଦେଖାଦେଇଛି । ଏହି ସମୟ ମଧ୍ୟରେ ମୁହଁ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ପୁଣି ସକ୍ରିୟ ହେବ ମୌସୁମୀ, ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଦୁର୍ବଳ ପଡ଼ିଯାଇଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପୁଣି ଥରେ ସକ୍ରିୟ ହେବାକୁ ଯାଉଛି। ବଙ୍ଗୋପସାଗରରେ ଏକ ନୂଆ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ଫଳରେ ମୌସୁମୀ ବାୟୁ ଶକ୍ତିଶାଳୀ ହେବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆଗାମୀ ଦିନରେ ଓଡ଼ିଶାର ବିଭିନ୍ନ…

ପ୍ରେମିକା ପାଇଁ ନକଲି ଏନଆଇଏ ଅଫିସର ସାଜି ଥାନାରେ ଗିରଫ: ଭୁବନେଶ୍ୱରରୁ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ଘଟଣା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଏକ ଆଶ୍ଚର୍ଯ୍ୟଜନକ ତଥା ଚାଞ୍ଚଲ୍ୟକର ମାମଲା ସାମ୍ନାକୁ ଆସିଛି। ନିଜ ପ୍ରେମିକାର ଏକ ମାମଲାକୁ ନେଇ ପୋଲିସ ଉପରେ ଚାପ ପକାଇବା ପାଇଁ ଜଣେ ଯୁବକ ନକଲି ‘ଏନଆଇଏ’ (ଜାତୀୟ ତଦନ୍ତକାରୀ ସଂସ୍ଥା) ଅଫିସର ସାଜି ଲକ୍ଷ୍ମୀସାଗର ଥାନାରେ ପହଞ୍ଚିଥିଲେ। ତେବେ ପୋଲିସର…

ବୃଦ୍ଧି ପାଇଛି ରତ୍ନଭଣ୍ଡାରରେ ଅଳଙ୍କାର ସଂଖ୍ୟା

ପୁରୀ: ଶେଷ ହେଲା ତ୍ରୟୋଦଶ ଦିନରେ ରତ୍ନ ଭଣ୍ଡାର ରତ୍ନ ଅଳଙ୍କାର ଗଣତି ମଣତି। ଗତକାଲି ୩ ଘଣ୍ଟା ୪୦ ମିନିଟ୍ ର ଗଣତି କାର୍ଯ୍ୟ ହୋଇଛି। ମୋଟ ଉପରେ ପାଖାପାଖି ୭୦ ଘଣ୍ଟାର ଗଣତି ସରିଛି। ଏନେଇ ସୂଚନା ଦେଲେ ଜଷ୍ଟିସ ରଥ। ଚଳନ୍ତି ଭଣ୍ଡାରରେ ୧୯୭୮ରେ ୩୧ ଅଳଙ୍କାର ଥିବାବେଳେ ଏବେ ଅଳଙ୍କାର ସଂଖ୍ୟା…

ମେ’ ୩୦ରୁ ଓଡ଼ିଶାରେ SIR ଅଭିଯାନ; ସବୁ ଜିଲ୍ଲାରେ ଖୋଲିବ ହେଲ୍ପଡେସ୍କ, ଉପକୃତ ହେବେ…

ଭୁବନେଶ୍ଵର: ଓଡିଶାରେ ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର୍‌) ଅଭିଯାନ ମେ' ୩୦ ତାରିଖରୁ ଆରମ୍ଭ ହେବ । ଏହି କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟରେ ହେଲ୍ପଡେସ୍କ ଖୋଲିବାକୁ ନିର୍ବାଚନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ଅତିରିକ୍ତ ମୁଖ୍ୟ…