Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦୁଷ୍କର୍ମର ମଣିପୁର ଓଡିଶା: କଂଗ୍ରେସ

ଭୁବନେଶ୍ୱର: ଓଡିଶାରେ କ୍ରମବର୍ଦ୍ଧିଷ୍ଣୁ ଲଜ୍ୟାଜନକ ଦୁଷ୍କର୍ମ ଘଟଣା ଗୁଡିକରେ ଯୋଡିହୋଇଛି ପୁଣି ଏକ ଚାଞ୍ଚଲ୍ୟକର ଗଣଦୁଷ୍କର୍ମ । ପୁରୀ ବାଲିହରଚଣ୍ଡୀ ପର୍ଯ୍ୟଟନ ସ୍ଥଳରେ ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ କଂଗ୍ରେସ ମୁଖପାତ୍ର ସୋନାଲି ସାହୁ ସିଧାସଳଖ ଉପମୁଖ୍ୟମନ୍ତ୍ରୀ ଏବଂ ପର୍ଯ୍ୟଟନ…

ବାଲିହରଚଣ୍ଡୀ ଗଣଦୁଷ୍କର୍ମ ଘଟଣା: କାଲି ସବୁ ଜିଲ୍ଲାର ଏସ୍ପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବ ମହିଳା ବିଜେଡି

ଭୁବନେଶ୍ୱର: ବ୍ରହ୍ମଗିରିର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ବାଲିହରଚଣ୍ଡୀ ପୀଠ ନିକଟ ଜଙ୍ଗଲରେ ପ୍ରେମିକକୁ ଗଛରେ ବାନ୍ଧି ତା ସମ୍ମୁଖରେ ପ୍ରେମିକାକୁ ଗଣଦୁଷ୍କର୍ମ ଘଟଣା । ଏନେଇ ବିଜୁ ଜନତା ଦଳ ଆଜି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ଦଳର…

କଳିଙ୍ଗା ଘାଟିରେ ଭୂସ୍ଖଳନ; ଯାତାୟତ ଠପ୍

ଫୁଲବାଣୀ: କନ୍ଧମାଳ ଜିଲ୍ଲାର କଳିଙ୍ଗା ଘାଟିରେ ମଙ୍ଗଳବାର ଦିନ ଏକ ବଡ଼ ଭୂସ୍ଖଳନ ଘଟି ବିଜୟୱାଡା-ରାଞ୍ଚି ଜାତୀୟ ରାଜପଥ (NH-167) ରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ସୂଚନା ଅନୁଯାୟୀ, ଏହି ଅଞ୍ଚଳରେ ଲଗାତାର ବର୍ଷା ଯୋଗୁଁ ଅନ୍ଧାରକୋଟ ନିକଟରେ ଅପରାହ୍ନରେ ଏହି ଘଟଣା…

ଦିଆସିଲି କାଠିରେ ନିର୍ମିତ ରାମ ମନ୍ଦିର ମଡେଲ୍‌ ନେଇ ରାଜ୍ୟପାଳଙ୍କୁ ଭେଟିଲେ ଯୁବ କଳାକାର ଶାଶ୍ୱତ ସାହୁ

ପୁରୀ: ପୁରୀ କୁମ୍ଭାରପଡାର ୨୨ ବର୍ଷୀୟ ଦିଆସିଲି କାଠି ହସ୍ତଶିଳ୍ପୀ କଳାକାର ଶାଶ୍ୱତ ରଞ୍ଜନ ସାହୁ ତାଙ୍କର ସୃଜନଶୀଳ କଳାକାରୀତାର ଅନନ୍ୟ ନିଦର୍ଶନ ଭାବେ ୧,୪୨୩ଟି ଦିଆସିଲି କାଠିରୁ ଏକ ସୁନ୍ଦର ରାମ ମନ୍ଦିର ମଡେଲ୍‌ ତିଆରି କରିଛନ୍ତି । ଏହି ସୁକୌଶଳ୍ୟମୟ ମଡେଲ୍‌ ନିର୍ମାଣ ପାଇଁ ତାଙ୍କୁ…

ପାର୍ବଣ ଋତୁରେ ଓଡ଼ିଶା ଦେଇ ଚାଲିବ ୨ ସ୍ଵତନ୍ତ୍ର ଟ୍ରେନ୍

ଭୁବନେଶ୍ୱର: ପାର୍ବଣ ଋତୁରେ ସୁଗମ ଯାତ୍ରା ପ୍ରଦାନ କରିବା ଏବଂ ବର୍ଦ୍ଧିତ ଯାତ୍ରୀ ଭିଡ଼କୁ ପରିଚାଳନା କରିବା ପାଇଁ ରେଳବାଇ ଓଡ଼ିଶା ଦେଇ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍ ଚଲାଇବ। ରେଳବାଇ ଅନୁଯାୟୀ ଦୁଇ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ନିମ୍ନଲିଖିତ ସମୟସୂଚୀ ଅନୁଯାୟୀ ଚାଲିବ: ୧.…

ଆସନ୍ତା ୨୦ରେ ଆଦୀଵାସୀ କୁଡୁମୀ ସମାଜ ପକ୍ଷରୁ ରେଳ ଅବରୋଧ ଡାକରା

ମୟୂରଭଞ୍ଜ: ସେପ୍ଟେମ୍ବର ୨୦ରେ ରେଳ ଅବରୋଧ ଡାକରା ଦେଇଛି ଆଦିବାସୀ କୁଡୁମୀ ସମାଜ । କୁଡୁମୀ ଜାତିକୁ ଅନୁସୂଚିତ ଜନଜାତି ତାଲିକା ଭୁକ୍ତ କରିବା ଦାବିରେ ଏହି ଡାକରା ଦିଆଯାଇଥିବା ଖବର ରହିଛି । କେନ୍ଦ୍ରୀୟ କମିଟି ଅଧ୍ୟକ୍ଷ ଅଜିତ ପ୍ରସାଦ ମହାନ୍ତଙ୍କ ନିର୍ଦ୍ଦେଶ କ୍ରମେ ସେପ୍ଟେମ୍ବର ୨୦ରେ…

ପ୍ରାୟ ୪୦ କେଜି ଓଜନର ବିରାଟକାୟ ଅଜଗର ଉଦ୍ଧାର

ନୂଆପଡା: ନୂଆପଡା ଜିଲ୍ଲା କୋମନା ରେଞ୍ଜ ଗନିଆରୀ ଗାଁ ନିକଟ ଚାଷ ଜମିରୁ ଏକ ବିରାଟକାୟ ଅଜଗର ସାପ ଉଦ୍ଧାର ହୋଇଛି । ସାପଟିର ଲମ୍ବ ୧୦ ରୁ ୧୨ ଫୁଟ ହୋଇଥିବା ବେଳେ, ଏହାର ଓଡନ ପ୍ରାୟ ୩୫ ରୁ ୪୦ କେଜି ହେବ ବୋଲି ବନ ବିଭାଗ ତରଫରୁ ସୂଚନା ମିଳିଛି । ସୂଚନା ଅନୁସାରେ, ଆଜି ଗନିଆରି ଗାଁ…

ଆଇଆରଟିଏସ ଅଧିକାରୀ କୌସ୍ତୁଭ ବାଣିଜ୍ୟ ଏବଂ ପରିବହନ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତ

ଭୁବନେଶ୍ୱର: ଓଡ଼ିଶା ସରକାର ଭାରତୀୟ ରେଳ ଟ୍ରାଫିକ୍ ସେବା (ଆଇଆରଟିଏସ) ଅଧିକାରୀ କୌସ୍ତୁଭ ଦୀପ୍ତ ପାଣିଙ୍କୁ ବାଣିଜ୍ୟ ଏବଂ ପରିବହନ ବିଭାଗର ଯୁଗ୍ମ ସଚିବ ଭାବରେ ନିଯୁକ୍ତି ଦେଇଛନ୍ତି। ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଦ୍ୱାରା ମଙ୍ଗଳବାର ଜାରି ଏକ ବିଜ୍ଞପ୍ତି ଅନୁଯାୟୀ,…

ସଚିବାଳୟ କ୍ୟାଡର୍‌ ସହ ସମାନ ହେବେ ଓପିଏସ୍‌ସି କର୍ମଚାରୀ, ତୁରନ୍ତ ପଦକ୍ଷେପ ନେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ସଚିବାଳୟ କ୍ୟାଡର୍‌ ସହ ସମାନ ହେବେ ଓପିଏସ୍‌ସି କର୍ମଚାରୀ। କାରଣ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି)ର କର୍ମଚାରୀଙ୍କ କାମ ରାଜ୍ୟ ସଚିବାଳୟ କର୍ମଚାରୀଙ୍କଠାରୁ କିଛି କମ୍‌ ନୁହେଁ। ଓପିଏସ୍‌ସି ଅନେକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ପରିଚାଳନା କରିଥାଏ। ଚାକିରି ତଥା ନିଯୁକ୍ତି କ୍ଷେତ୍ରରେ…

Clean Air Programme: ପ୍ରଦୂଷଣ ରୋକିବା ପାଇଁ ସରକାର ଆରମ୍ଭ କରିବେ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ: ପ୍ରଥମେ ସଫା ହେବ…

ଭୁବନେଶ୍ୱର: ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ (NCAP)ର ସଫଳତା ପରେ, ଓଡ଼ିଶା ସରକାର ରାଜ୍ୟର ୧୨ଟି ସହରକୁ ନେଇ ଏକ ରାଜ୍ୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ (SCAP) ଆରମ୍ଭ କରିବାକୁ ଯାଉଛନ୍ତି। ଏହି ସହରଗୁଡ଼ିକ ମଧ୍ୟରୁ ଅଧିକାଂଶ ଶିଳ୍ପ କେନ୍ଦ୍ର, ଯେଉଁଥିରେ ଝାରସୁଗୁଡ଼ା, ବ୍ରଜରାଜନଗର,…