Latest Odisha News

BREAKING NEWS

Browsing Category

ଓଡିଶା

Odisha

ନାବାଳିକାଙ୍କ ସହ ବର୍ବରତା, ଅପହରଣ ପରେ ପୋଷାକ ଚିରି ଭିଡିଓ ଉତ୍ତଳୋନ କଲେ ଦୁର୍ବୁତ୍ତ

କନ୍ଧମାଳ: କନ୍ଧମାଳ ଜିଲ୍ଲା ବେଲଘର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ୧୪ ବର୍ଷର ନାବାଳିକାଙ୍କ ପୋଷାକ ଚିରି ଭିଡ଼ିଓ ଉତ୍ତଳୋନ କରିଛନ୍ତି କିଛି ଦୁର୍ବୁତ୍ତ । ପୁଣି ପ୍ରବଳ ମାଡ଼ ମାରି ପାଟିକୁ କପଡାରେ ବାନ୍ଧି ଜଙ୍ଗଲ ମଧ୍ୟରେ ଛାଡି ଦେଇ ଚାଲିଯାଇଥିଲେ । ଖବର…

ବିଦ୍ୟୁତ ସଂଯୋଗ ପାଇଁ ଲାଞ୍ଚ ନେଇ ଧରାପଡ଼ିଲେ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ

ମାଲକାନଗିରି: ଲାଞ୍ଚ ନେଉଥିବାବେଳେ ଜୁନିଅର ଇଞ୍ଜିନିୟର (ଜେଇ)ଙ୍କୁ ମାଡି ବସିଲା ଭିଜିଲାନ୍ସ ଟିମ୍ । ବିଦ୍ୟୁତ ସଂଯୋଗ ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେଉଥିବାବେଳେ, ସଦର ମହକୁମା ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ପରବେଶ ନାୟକଙ୍କୁ ଧରିଛି ଭିଜିଲାନ୍ସ । ତାଙ୍କ ନିକଟରୁ ୨୦ ହଜାର…

Gold Rate: ସୁନା ଦରରେ ଲାଗିଲା ବ୍ରେକ୍, ଜାଣନ୍ତୁ ଆଜି କେତେ ରହିଛି..

ଭୁବନେଶ୍ୱର: ସୁନା ଦରରେ ଲାଗିଲା ବ୍ରେକ୍ । ହୁ ହୁ ହୋଇ ବଢୁଥିବା ସୁନା ଦାମ ଆଜି ହଠାତ୍ କମିଛି । ଆଜି ୨୪କ୍ୟାରେଟ୍‌ ସୁନା ୧୪୨୦ଟଙ୍କା ହ୍ରାସ ପାଇ ୧୦ଗ୍ରାମ ପିଛା ୧ ଲକ୍ଷ ୫୧ ହଜାର ୯୦୦ରେ ପହଞ୍ଚିଛି । ୨୨କ୍ୟାରେଟ ସୁନା ୧୦ ଗ୍ରାମ୍‌ ୧,୩୯,୨୫୦ ଟଙ୍କାରେ ପହଞ୍ଚିଛି । ଗତକାଲି ୨୪…

ଆମ ସର୍ତ୍ତ ପୂରଣ କଲେ ପୋଲିସ ଆଗରେ ଆତ୍ମସମର୍ପଣ କରିବୁ, ଓଡ଼ିଶା ସରକାର ଓ ଗୃହ ବିଭାଗକୁ ଚିଠି ଲେଖିଲେ..

ରାୟଗଡା: ଆତ୍ମସମର୍ପଣ କରିବା ନେଇ ଓଡିଶା ସରକାର ଓ ଗୃହ ବିଭାଗକୁ ଚିଠି ଲେଖି ୪ଟି ସର୍ତ୍ତ ରଖିଲେ ଟପ ମାଓ ନେତା ନିଖିଲ ଓରଫ୍ ନିରଞ୍ଜନ ରାଉତ ଓ ଇନ୍ଦୁ ଓରଫ୍ ଅଙ୍କିତା, ରଶ୍ମିତା ଲେଙ୍କା । ସର୍ତ୍ତ ପୂରଣ କଲେ ଓଡ଼ିଶା ପୋଲିସ ପାଖରେ ଆମେ ଆତ୍ମସମର୍ପଣ କରିବୁ ବୋଲି ଲିଖିତ ମାଓପତ୍ର ହସ୍ତଗତ…

୨୮ ଏନ୍‌ଏସି, ୭ ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଓଡ଼ିଶାରେ ନୂତନ ଭାବେ ଗଠିତ ପୌର ପରିଷଦ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ନୂଆ ୨୮ ଏନଏସି ଓ ୭ ପୌରପାଳିକାରେ ସୀମା ପୁନଃ ନିର୍ଦ୍ଧାରଣ, ସଂରକ୍ଷଣ ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ଚିଠି । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି…

Loknath Pankodhar Ekadashi: ପଙ୍କୋଦ୍ଧାର ଏକାଦଶୀରେ ମଧ୍ୟାହ୍ନ ୧୨ରୁ ସାଧାରଣ ଦର୍ଶନ

ପୁରୀ:ଫେବୃଆରୀ ୧୩ ତାରିଖରେ ପଙ୍କୋଦ୍ଧାର ଏକାଦଶୀ ଓ ୧୫ ତାରିଖରେ ଶିବରାତ୍ରି । ଭକ୍ତଙ୍କ ଭିଡରେ କମ୍ପିବ ପ୍ରଭୁ ଶ୍ରୀ ଲୋକନାଥଙ୍କ ପୀଠ । ରବିବାର ଶ୍ରୀଲୋକନାଥଙ୍କ ମହାଶିବରାତ୍ରି ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୁରୀ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା । ବିଗତ ବର୍ଷ ତୁଳନାରେ ଚଳିତ…

ସରକାରୀ ନିଯୁକ୍ତିରେ କମ୍ପ୍ୟୁଟର ଯୋଗ୍ୟତା ବାଧ୍ୟତାମୂଳକ

ଭୁବନେଶ୍ୱର: ରାଜ୍ୟରେ ସରକାରୀ, ଅର୍ଦ୍ଧ-ସରକାରୀ ଓ ପିଏସୟୁ ନିଯୁକ୍ତିରେ କମ୍ପ୍ୟୁଟର ଯୋଗ୍ୟତା ସମ୍ପର୍କିତ ନିୟମକୁ ସଠିକ୍ ଭାବେ ପାଳନ କରିବା ପାଇଁ ରାଜ୍ୟ ସରକାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ବିଭାଗ, ବିଭାଗୀୟ ମୁଖ୍ୟ, ରେଭେନ୍ୟୁ ଡିଭିଜନାଲ୍ କମିଶନର ଓ ଜିଲ୍ଲାପାଳମାନଙ୍କୁ ଏହି…

ପୁରୀ ରାଜଭବନ ସମ୍ପର୍କିତ ଘଟଣାରେ ନିରପେକ୍ଷ ତଦନ୍ତ ପାଇଁ ଅନୁରୋଧ

ଭୁବନେଶ୍ୱର: ପୁରୀ ରାଜଭବନ ସମ୍ପର୍କିତ ଘଟଣାରେ ନିରପେକ୍ଷ ତଦନ୍ତ ପାଇଁ ଅନୁରୋଧ କରିଛି ଅଲ ଓଡ଼ିଶା ଭେଟେରାନ୍ ସୋଲଜର୍ସ ଆସୋସିଏସନ। ଆସୋସିଏସନ ପକ୍ଷରୁ କୁହାଯାଇଛି ଯେ ୭ ଜୁଲାଇ ୨୦୨୪ରେ ପୁରୀ ରାଜଭବନ ସମ୍ପର୍କିତ ଯେଉଁ ଘଟଣା ବିଷୟରେ ASO ବୈକୁଣ୍ଠ ପ୍ରଧାନଙ୍କ ଦ୍ବାରା ଅଭିଯୋଗ…

Minor Minerals: ଲଘୁ ଖଣିଜ ଉପରେ ଅତିରିକ୍ତ ଶୁଳ୍କ ବୃଦ୍ଧି କଲେ ସରକାର;କୋଷାଗାରକୁ ଅଧିକ ଅର୍ଥ…

ଭୁବନେଶ୍ବର:ରାଜ୍ୟରେ ଲଘୁ ଖଣିଜ ଉପରେ ଅତିରିକ୍ତ ଶୁଳ୍କ ବଢାଇଲେ ସରକାର । ବେଆଇନ ଖଣି ଖନନ ଉପରେ ରୋକ ଏବଂ ରାଜସ୍ୱ ବୃଦ୍ଧି ପାଇଁ ପଦକ୍ଷେପ ନେଇଛନ୍ତି । ଓଡିଶା ଲଘୁ ଖଣିଜ ରିହାତି ନିୟମ, ୨୦୧୬ ଅନୁଯାୟୀ ୨ ଗୁଣ କରିବାକୁ ସରକାର ପକ୍ଷରୁ ନିଷ୍ପତି ନିଆଯାଇଛି। ନୂଆ ଶୁଳ୍କ ଲାଗୁ ହେବା ପରେ…

ସାହିତ୍ୟ ଓ ସଙ୍ଗୀତର ଯୁଗଳବନ୍ଦୀ: ଅରୁଣ କୁମାର ସାହୁଙ୍କ ପୁସ୍ତକ ‘ପୀଡ଼ା’ ଓ ସଙ୍ଗୀତ ‘ଶୀତୁଆ…

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଉତ୍କଳ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି ସାହିତ୍ୟ ଓ ସଙ୍ଗୀତର ଯୁଗଳବନ୍ଦୀ କାର୍ଯ୍ୟକ୍ରମ। ବରିଷ୍ଠ ରାଜନେତା ତଥା ବିଧାୟକ ଡଃ ଅରୁଣ କୁମାର ସାହୁଙ୍କ ରଚିତ ଜୀବନଧର୍ମୀ ପୁସ୍ତକ ପୀଡ଼ା ଓ ସୁଗମ ସଙ୍ଗୀତ ଶୀତୁଆ ସନ୍ଧ୍ୟାର ଲୋକାର୍ପଣ ହୋଇଛି। ଏହି ଉତ୍ସବରେ…