Latest Odisha News
Browsing Category

ଓଡିଶା

Odisha

Clean Air Programme: ପ୍ରଦୂଷଣ ରୋକିବା ପାଇଁ ସରକାର ଆରମ୍ଭ କରିବେ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ: ପ୍ରଥମେ ସଫା ହେବ…

ଭୁବନେଶ୍ୱର: ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ (NCAP)ର ସଫଳତା ପରେ, ଓଡ଼ିଶା ସରକାର ରାଜ୍ୟର ୧୨ଟି ସହରକୁ ନେଇ ଏକ ରାଜ୍ୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ (SCAP) ଆରମ୍ଭ କରିବାକୁ ଯାଉଛନ୍ତି। ଏହି ସହରଗୁଡ଼ିକ ମଧ୍ୟରୁ ଅଧିକାଂଶ ଶିଳ୍ପ କେନ୍ଦ୍ର, ଯେଉଁଥିରେ ଝାରସୁଗୁଡ଼ା, ବ୍ରଜରାଜନଗର,…

୯୧୩ଟି ନବନିର୍ମିତ ଅଙ୍ଗନବାଡ଼ି କେନ୍ଦ୍ର ଉଦଘାଟିତ

ଭୁବନେଶ୍ବର: ରାଜ୍ୟରେ ଉଦଘାଟନ ହେଲା ନବନିର୍ମିତ ୯୧୩ଟି ଅଙ୍ଗନବାଡ଼ି କେନ୍ଦ୍ର । ସମସ୍ତ କେନ୍ଦ୍ରକୁ ଉଦ୍‌ଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆଜି ଡବ୍ଲୁସିଡିର ସମ୍ମିଳନୀ କକ୍ଷଠାରେ ଆଭାସୀ ମାଧ୍ୟମରେ ଏହାକୁ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ । ଏଥିମଧ୍ୟରେ ରହିଛି ଅନୁଗୁଳର…

ଶ୍ରୀମନ୍ଦିର ବାଇଶି ପାହାଚରେ ପଡ଼ି ମହିଳା ମୃତ

ପୁରୀ: ପିଣ୍ଡ ଦାନ କରିବାକୁ ଆସି ଶ୍ରୀମନ୍ଦିର ବାଇଶି ପାହାଚରେ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣଙ୍କ ହେଲେ ନୟାଗଡ଼ ଜିଲ୍ଲା ବାଇଗିଣିଆ ଅଞ୍ଚଳର ଚୈତନ୍ୟ ସାହୁଙ୍କ ପତ୍ନୀ ମଞ୍ଜୁଲତା ସାହୁ । ସେ ପିତୃପକ୍ଷ ପିଣ୍ଡଦାନ କରିବା ନିମନ୍ତେ ଶ୍ରୀମନ୍ଦିରକୁ ଆସି ବାଇଶି ପାହାଚରେ…

ବିଧାନସଭାର ମୌସୁମୀ ଅଧିବେଶନ ପାଇଁ ଟ୍ରାଫିକ୍ କଟକଣା ଲାଗୁ

ଭୁବନେଶ୍ୱର: ସପ୍ତଦଶ ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ସେପ୍ଟେମ୍ୱର ୧୮ରୁ ୨୫ ପର୍ଯ୍ୟନ୍ତ ହେବାକୁ ଯାଉଛି । ବିଧାନସଭା ଚାଲୁଥିବା ସମୟରେ ଯାନବାହନ ଚଳାଚଳ ଓ ଜନସାଧାରଣଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ବିଧାନସଭା ସଂଲଗ୍ନ ରାସ୍ତା ମାନଙ୍କରେ ଓଡିଶା ସହରାଞ୍ଚଳ ଆଇନ୍ ୨୦୦୩ ର ଧାରା ୨୮…

ଜମି ବିବାଦ ମାମଲାରେ କୁଚିଣ୍ଡା ତହସିଲଦାର ନିଲମ୍ବିତ

ଭୁବନେଶ୍ୱର: ଜମି ବିବାଦ ମାମଲାରେ ହେରଫେର ଅଭିଯୋଗରେ ସମ୍ବଲପୁର କୁଚିଣ୍ଡାର ତହସିଲଦାର ମିତାଲି ମଧୁସ୍ମିତା ଦଳେଇଙ୍କୁ ନିଲମ୍ବିତ କରାଯାଇଛି। ରାଜେଶ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ ଯେ ମିତାଲି ତାଙ୍କ ସମ୍ପର୍କୀୟ ଭାଇମାନଙ୍କୁ ପୈତୃକ ସମ୍ପତ୍ତି ବାଣ୍ଟିବାରେ ସମର୍ଥନ…

ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି

ଭୁବନେଶ୍ବର: ଅସୁସ୍ଥ ହୋଇ ହସ୍ପିଟାଲ୍‌ ରେ ଭର୍ତ୍ତି ହେଲେ ଓଲିଉଡ୍‌ ର ଲୋକପ୍ରିୟ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି । କିଛି ଦିନ ହେବ ଜ୍ବର ଏକ କଫ ଜନିତ ସମସ୍ୟାରେ ପୀଡିତ ଥିଲେ । ଫୁସଫୁସ୍‌ ସଂକ୍ରମଣଜନୀତ ସମସ୍ୟା ପାଇଁ ସେ ଅସୁସ୍ଥ ହୋଇ ପଡ଼ିଥିବା ଡାକ୍ତରମାନେ ପ୍ରାଥମିକ ଭାବେ ସୂଚନା…

CM Mohan Majhi: ଯୁବ OAS, IAS ଅଧିକାରୀଙ୍କ ଗିରଫଦାରୀ: ମୁଖ୍ୟମନ୍ତ୍ରୀ କହିଲେ, ‘ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ…

ଭୁବନେଶ୍ବର: ଏବେ ରାଜ୍ୟରେ ଅନେକ ଯୁବ ପ୍ରଶାସନିକ ଅଧିକାରୀ ଦୁର୍ନୀତିରେ ଲିପ୍ତ ଥିବା ଖବର ସାମ୍ନାକୁ ଆସିବା ପରେ ଏହାକୁ ନେଇ କଠୋର ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସରକାରୀ କର୍ମଚାରୀମାନଙ୍କୁ ଚେତାଇ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି,…

ସୋସିଆଲ ମିଡିଆରେ ବିଚାରପତିଙ୍କ ବିରୁଦ୍ଧରେ ଅରୁଚିକର ମନ୍ତବ୍ୟ, ସସପେଣ୍ଡ ହେଲେ ଭଦ୍ରକ ଆଇନଜୀବୀ ହେମନ୍ତ ନାୟକ

ଭଦ୍ରକ: ଭଦ୍ରକର କାର୍ଯ୍ୟରତ ଆଇନଜୀବୀ ହେମନ୍ତ କୁମାର ନାୟକଙ୍କୁ ୨ ବର୍ଷ ପାଇଁ ଓକିଲାତି ପେଶାରୁ ବରଖାସ୍ତ କରିଛନ୍ତି ଓଡିଶା ଆଇନଜୀବୀ ପରିଷଦ କଟକ। ସେ ଭାରତ ବର୍ଷର କୌଣସି ବିଚାରଳୟରେ ଓକିଲାତି କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ହୋଇଛି। କଟକସ୍ଥିତ ଓଡିଶା ଆଇନଜୀବୀ ପରିଷଦ ଜିଟିର ଗତ ୧୫…

Hirakud dam: ଖୋଲିଲା ହୀରାକୁଦ ଡ୍ୟାମର ଆଉ ୨ଟି ଗେଟ୍, ୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ

ସମ୍ବଲପୁର: ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା। ଫଳରେ ବଢୁଛି ହୀରାକୁଦ ଜଳସ୍ତର। ପୁଣି ହୀରାକୁଦ ଜଳଭଣ୍ଡାରରୁ ଖୋଲିଲା ଆଉ ଦୁଇଟି ଗେଟ। ପୂର୍ବରୁ ୪ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିଲା। ଏବେ ୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ବର୍ତ୍ତମାନ ହୀରାକୁଦ ଜଲଭଣ୍ଡାରର…

All-Party Meeting: ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ଶାସକ ଓ ବିରୋଧୀଙ୍କ ବୈଠକ

ଭୁବନେଶ୍ୱର: ଆସନ୍ତା ୧୮ରୁ ୨୫ତାରିଖ ପର୍ଯ୍ୟନ୍ତ ବିଧାନସଭାର ମୌସୁମୀ ଅଧିବେଶନ ବସିବ। ଏଥିରେ ମୋଟ୍‌ ୭ଟି କାର୍ଯ୍ୟଦିବସ ରହିଛି। ବିଧାନସଭା ଯେପରି ସୁରୁଖୁରରେ ଚାଲିବ ସେଥିପାଇଁ ବାଚସ୍ପତି ସୁରମା ପାଢ଼ୀ ମଙ୍ଗଳବାର ଦିନ ସର୍ବଦଳୀୟ ବୈଠକ ଡାକିଛନ୍ତି। ରାଜ୍ୟରେ ଏବେ ସରକାରଙ୍କ ବିରୋଧରେ…