Latest Odisha News

BREAKING NEWS

Browsing Category

ଓଡିଶା

Odisha

ଗଭୀର ସମୁଦ୍ରରେ ଦୁଇ ଦିନିଆ ସମରାଭ୍ୟାସ ସାଗର କବଚ

ଧାମରା: ଭଦ୍ରକ ଜିଲ୍ଲା ପୋଲିସ ପ୍ରଶାସନ ତରଫରୁ ଧାମରା ମେରାଇନ, ଧାମରା ଥାନା, କସିଆ ମେରାଇନ ଏବଂ ଚୁଡାମଣୀ ମେରାଇନ ଥାନା ପକ୍ଷରୁ ଏହି ସୁରକ୍ଷାଭ୍ୟାସ ଆଜି ଆରମ୍ଭ ହୋଇଛି । ଧାମରା ମାଛଧରା ଜେଟୀ, ଧାମରା ବନ୍ଦର, କାଳିନାଳୀ ଜେଟୀ, କସିଆ ମାଛଧର ଜେଟୀ ଚୁଡାମଣୀ ଜେଟୀ ଏବଂ ଚୁଡାମଣୀ ଘାଟ ଠାରେ…

ବୌଦ୍ଧ ଜିଲ୍ଲାରେ ମାନସିକ ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ କଠୋର ଦଣ୍ଡାଦେଶ

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଜଣେ ମାନସିକ ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଅତିରିକ୍ତ ଜିଲ୍ଲା ବିଚାରପତି ବୌଦ୍ଧ ଚୂଡାନ୍ତ ରାୟ ପ୍ରକାଶ କରି ଅଭିଯୁକ୍ତକୁ କଠୋର ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଏହି ମାମଲାରେ ଶିଶୁ ଯୌନ ନିର୍ଯାତନ ସୁରକ୍ଷା (POCSO) ଆଇନର ଦଫା ୧୦ ଏବଂ ଭାରତୀୟ…

ଓଡିଶାରେ ଜଳ ପରିଚାଳନାରେ ନୂତନ ଅଧ୍ୟାୟ: ଜଳ ଜୀବନ ମିଶନ ୨.୦ ପାଇଁ ଏମଓୟୁ ସ୍ବାକ୍ଷର

ଭୁବନେଶ୍ୱର: ଓଡିଶାରେ ଜଳ ଜୀବନ ମିଶନ ୨.୦ର କାର୍ଯ୍ୟକାରିତା ଉଦ୍ଦେଶ୍ୟରେ ଆଜି କେନ୍ଦ୍ର ଜଳ ଶକ୍ତି ମନ୍ତ୍ରାଳୟ ଏବଂ ଓଡିଶା ସରକାରଙ୍କ ମଧ୍ୟରେ ଏକ MoU ସ୍ଵାକ୍ଷର ହୋଇଛି । ଆଭାସୀ ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ…

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ନାଲକୋ)ର ଶ୍ରମିକ ଓ କର୍ମଚାରୀଙ୍କ ମନୋବଳ ବଢ଼ାଇବା ତଥା ସେମାନଙ୍କର କଠିନ ପରିଶ୍ରମକୁ ସମ୍ମାନ ଜଣାଇ ଚଳିତ ଆର୍ଥିକ ବର୍ଷ ପାଇଁ 'ପ୍ରଡକ୍ସନ ଗିଫ୍ଟ' ବା ଉତ୍ପାଦନ ପ୍ରୋତ୍ସାହନ ରାଶି ପ୍ରଦାନ କରିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ…

ଦୁଇ ବର୍ଷରେ ୧୪ ମୁଣ୍ଡ ନେଲାଣି ଆମ ବସ୍

ଭୁବନେଶ୍ୱର: ସ୍ମାର୍ଟସିଟିର ଲାଇଫ ଲାଇନ୍ କୁହାଯାଉଥିବା 'ଆମ ବସ' ଏବେ ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ରାଜଧାନୀବାସୀଙ୍କୁ ସୁବିଧାରେ ଗମନାଗମନ ପାଇଁ ସରକାର 'ଆମ ବସ' ପରିବହନ ସୁବିଧା ଉପଲବ୍ଧ କରାଇଥିଲେ ହେଲେ ଏବେ 'ଆମ ବସ' ଖାଲି ସରକାର ନୁହେଁ ଭୁବନେଶ୍ୱରବାସୀଙ୍କ ଚିନ୍ତା…

ଅନୁଗୁଳରେ ଜିନ୍ଦଲ ଷ୍ଟିଲର ୬ ଏମଟିପିଏ ସମ୍ପ୍ରସାରଣ କାର୍ଯ୍ୟ ଶେଷ; ବାର୍ଷିକ ଉତ୍ପାଦନ କ୍ଷମତା ୧୨ ଏମଟିପିଏକୁ ବୃଦ୍ଧି

ନୂଆଦିଲ୍ଲୀ/ ଅନୁଗୁଳ: ଜିନ୍ଦଲ ଷ୍ଟିଲ୍ ଓଡ଼ିଶାର ଅନୁଗୁଳ ସ୍ଥିତ ଇଣ୍ଟିଗ୍ରେଟେଡ୍ ଇସ୍ପାତ କମ୍ପ୍ଲେକ୍ସରେ ତୃତୀୟ ବେସିକ୍ ଅକ୍ସିଜେନ୍ ଫର୍ଣ୍ଣେସ୍ (BOF-3)କୁ କାର୍ଯ୍ୟକ୍ଷମ କରି ବାର୍ଷିକ ୬ ନିୟୁତ ଟନ କ୍ଷମତା ସମ୍ପ୍ରସାରଣ କାର୍ଯ୍ୟ ସମାପ୍ତ କରିଛି । ଏହା ଦ୍ବାରା ଅନୁଗୁଳ କାରଖାନାର ଅଶୋଧିତ…

ସମ୍ବଲପୁର ଜିଲ୍ଲା: ଗୋଟିଏ ବର୍ଷରେ ୮ ଏନକାଉଣ୍ଟର

ସମ୍ବଲପୁର: ୨୦୨୫ ମାର୍ଚ୍ଚରୁ ୨୦୨୬ ମାର୍ଚ୍ଚ। ଏହି ଗୋଟିଏ ବର୍ଷ ମଧ୍ୟରେ ହୋଇଛି ୮ ଏନକାଉଣ୍ଟର। ୮ ଦୁର୍ଦ୍ଦାନ୍ତ ଅପରାଧୀକୁ ସମ୍ବଲପୁର ପୋଲିସ କବ୍ଜା କରିବାରେ ସଫଳ ହୋଇଛି। ଢୁଙ୍କଛାଳି ଜଙ୍ଗଲରେ ଗତ ୧୮ ତାରିଖ ହୋଇଥିବା ଏନକାଉଣ୍ଟରରେ ଆହତ ହୋଇଥିବା ଧନେଶ୍ୱର ଝାଙ୍କର ସୁସ୍ଥ ହେବା ପରେ…

‘ହର୍ ଘର୍ ଜଲ୍’ ଲକ୍ଷ୍ୟ ପୂରଣ ପାଇଁ ଓଡିଶାରେ ସ୍ପଷ୍ଟ ରୋଡମ୍ୟାପ ପ୍ରସ୍ତୁତ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡିଶାରେ ଜଳ ଜୀବନ ମିଶନ 2.0ର କାର୍ଯ୍ୟକାରିତା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରାଳୟ ଏବଂ ଓଡିଶା ସରକାରଙ୍କ ମଧ୍ୟରେ ଏକ MoU ସ୍ଵାକ୍ଷର ହୋଇଛି | ଆଭାସୀ ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଅନୁଗୁଳରେ ଜିନ୍ଦଲ ଷ୍ଟିଲର ୬ ଏମଟିପିଏ ସମ୍ପ୍ରସାରଣ କାର୍ଯ୍ୟ ଶେଷ; ବାର୍ଷିକ ଉତ୍ପାଦନ କ୍ଷମତା ୧୨ ଏମଟିପିଏକୁ ବୃଦ୍ଧି

ଅନୁଗୁଳ: ଜିନ୍ଦଲ ଷ୍ଟିଲ୍ ଓଡ଼ିଶାର ଅନୁଗୁଳ ସ୍ଥିତ ଇଣ୍ଟିଗ୍ରେଟେଡ୍ ଇସ୍ପାତ କମ୍ପ୍ଲେକ୍ସରେ ତୃତୀୟ ବେସିକ୍ ଅକ୍ସିଜେନ୍ ଫର୍ଣ୍ଣେସ୍ (BOF-3)କୁ କାର୍ଯ୍ୟକ୍ଷମ କରି ବାର୍ଷିକ ୬ ନିୟୁତ ଟନ କ୍ଷମତା ସମ୍ପ୍ରସାରଣ କାର୍ଯ୍ୟ ଶେଷ କରିଛି । ଏହା ଦ୍ବାରା ଅନୁଗୁଳ କାରଖାନାର ଅଶୋଧିତ ଇସ୍ପାତ…