Latest Odisha News

BREAKING NEWS

Browsing Category

ଓଡିଶା

Odisha

Srimandir News: ପୁଣି ଶ୍ରୀମନ୍ଦିର ଭିତରେ ମିଳିଲା ବାହାର ଘିଅ, ୨ ସୁଆରଙ୍କୁ ନୋଟିସ ଜାରି

ପୁରୀ: ଅନେକ ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିରରେ ଘିଅ ବ୍ୟବହାର ନେଇ ବିବାଦ ଉପୁଜିଛି । ଶ୍ରୀମନ୍ଦିର ପରିସରରେ ଓମଫେଡ ଘିଅ ବଦଳରେ ବାହାରୁ ଅନ୍ୟ ଖୋଲା ଘିଅ ମିଳିଥିବାବେଳେ ଏହାକୁ ଜବତ କରିଛି ଶ୍ରୀମନ୍ଦିର ପ୍ରଶାସନ । ଏ ସମ୍ପର୍କରେ ସୁଆର ମହାସୁଆର ନିଯୋଗକୁ ସୂଚିତ କରିଛି ଶ୍ରୀମନ୍ଦିର…

ଜଣ୍ଡିସ ବ୍ୟାପିବା ଘଟଣାରେ ସ୍ଥିତି ପରିଖିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଖୋର୍ଦ୍ଧା: ଜଣ୍ଡିସ ବ୍ୟାପିବା ଘଟଣାରେ ସ୍ଥିତି ପରିଖିଛି କହିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ। ସାମ୍ପୁଲ୍ ସଂଗ୍ରହ କରାଯାଇଛି ଏବଂ ଏହି ମାମଲାରେ ଖୋର୍ଦ୍ଧା ଜିଲ୍ଲା ଟିମ୍ ଆକ୍ଟିଭ ଅଛି। ପ୍ରାୟ ହେପାଟାଇଟିସ A ବୋଲି ଜଣାପଡ଼ିଛି। ଏହା ଇଣ୍ଡେକ୍ସ କେସ୍‌ ଅନୁମାନ କରାଯାଉଛି। ଏହା ଜଳବାହିତ…

ODISHA VIGILANCE: ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ ପଡିଗଲେ ଫରେଷ୍ଟର ବାବୁ

ବଲାଙ୍ଗୀର: ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ ପଡିଗଲେ ଫରେଷ୍ଟର ବାବୁ। ଲାଞ୍ଚୁଆ ଫରେଷ୍ଟରଙ୍କୁ ଧରିଲା ଭିଜିଲାନ୍ସ ଟିମ୍। ୧୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଫରେଷ୍ଟର ଅଶୋକ କୁମାର ନାୟକଙ୍କୁ ମାଡ଼ିବସିଲା ଭିଜିଲାନ୍ସ। ସୂଚନା ମୁତାବକ କୌଶିକ କୁମାର ଭୋଇ ନାମକ ଜଣେ ବ୍ୟକ୍ତିଠାରୁ…

ନାବାଳିକାଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ ଅଭିଯୋଗ, ଯୁବକ ଗିରଫ

କଟକ: ଭାଇରାଲ ହେଲା ନାବାଳିକାଙ୍କ ଅଶ୍ଲୀଳ ଭିଡିଓ। ଏନେଇ ସାଇବର ଥାନାରେ ଅଭିଯୋଗ ହେବା ପରେ ଯୁବକକୁ ବାନ୍ଧିଲା ପୋଲିସ। ଅଶ୍ଲୀଳ ଭିଡିଓ ବିଭିନ୍ନ ହ୍ୱାଟସ୍ଆପ୍ ଗ୍ରୁପ୍‌ରୁ ଓ ସୋସିଆଲ୍ ମିଡିଆରେ ବାରମ୍ବାର ଫରୱାଡ୍ କରିବା ଅଭିଯୋଗରେ କଟକ ସାଇବର୍ ଥାନା ପୋଲିସ ମୁକେଶ ବାରିକକୁ ଗିରଫ କରି…

ଏୟାରପୋର୍ଟରୁ ବିଦେଶୀ ସିଗାରେଟ୍ ଜବତ, ୮ ଅଟକ

ଭୁବନେଶ୍ୱର: ବିମାନବନ୍ଦରରୁ ବିଦେଶୀ ସିଗାରେଟ୍ ଜବତ। ୮ ଅଟକ। ବେଆଇନ ସିଗାର ଓ ସିଗାରେଟ୍‌ ଜବତ କଲା DRI ଓ କଷ୍ଟମ ବିଭାଗ। ୨୫ଟି ସିଗାରେଟ ପ୍ୟାକେଟ୍‌ ଓ ୪୦୦୦ ପିସ୍‌ ସିଗାର ଜବତ। ଜବତ ସିଗାର ଓ ସିଗାରେଟ୍‌ର ମୂଲ୍ୟ ୩୫ ଲକ୍ଷ ଟଙ୍କା। ସେମାନଙ୍କ ପାଖରୁ ୧୦ ଲକ୍ଷ ଟଙ୍କାର ବିଦେଶୀ…

ପ୍ରଦୂଷଣ ପାଇଁ ଟ୍ୱିନ୍‌ ସିଟିରେ ଲାଗିଲା କଟକଣା

ଭୁବନେଶ୍ୱର: ବିଏମସିକୁ ଘାରିଲା ବାୟୁ ପ୍ରଦୂଷଣ ଚିନ୍ତା। ପ୍ରଦୂଷଣ ପାଇଁ ଟ୍ୱିନ୍‌ ସିଟିରେ ଲାଗିଲା କଟକଣା। ସନ୍ଧ୍ୟା ୬ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ସମସ୍ତ ନିର୍ମାଣ ବନ୍ଦ। ବାହାରେ ଆଵର୍ଜନା କିମ୍ବା ଢ଼ାବାରେ କୋଇଲା ଜାଳିବା ମନା। ରାଜଧାନୀରେ ବାୟୁ ପ୍ରଦୂଷଣକୁ ହ୍ରାସ କରିବାକୁ ଏୟାର…

Junior Fencing Championship: ଇଣ୍ଡୋର ଷ୍ଟାଡିୟମ୍ ରେ ୩୩ ତମ ଜାତୀୟ ଜୁନିଅର ଫେନ୍ସିଙ୍ଗ ଚମ୍ପିୟାନସିପ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ ଠାରେ ଆରମ୍ଭ ହୋଇଛି  ୩୩ ତମ ଜାତୀୟ ଜୁନିଅର ଫେନ୍ସିଙ୍ଗ ଚମ୍ପିୟାନସିପ। ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ଓଡ଼ିଶା ସମେତ ୩୨ ଟି ରାଜ୍ୟରୁ ପାଖାପାଖି ୬୦୦ ରୁ ଉର୍ଦ୍ଧ୍ବ ବାଳକ ବାଳିକା ପ୍ରତିଯୋଗୀ ଅଂଶ…

Mohammed Mokim: ୧୨ ତାରିଖରେ ନୂଆ ଦଳ ପାଇଁ ମୂଳଦୁଆ ପଡିବ: ମୋକିମ

ଭୁବନେଶ୍ୱର: ନୂଆ ଦଳ ଗଠନ ନେଇ ବଡ ସୂଚନା ଦେଲେ ମହମ୍ମଦ ମୋକିମ । ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, ଆସନ୍ତା ୧୨ ତାରିଖ ଅର୍ଥାତ୍ ଜାତୀୟ ଯୁବ ଦିବସରେ ନୂଆ ଦଳ ପାଇଁ ମୂଳଦୁଆ ପଡ଼ିବ । ମାର୍ଚ୍ଚ ଶେଷ ସପ୍ତାହରେ ନୂଆ ଦଳ ଗଠିତ ହେବ । ମୋକିମ କହିଛନ୍ତି ଯେ, ଉପକୂଳ…

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ୫୪ତମ ଜନ୍ମଦିନ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ଵର: ୫୪ ବର୍ଷରେ ପାଦ ଥାପିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଅବସରରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି ମୋହନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ,…

Cold Wave: ୨ ଦିନର ବ୍ରେକ୍ ପରେ ଫେରିଲା ଶୀତ, ପୁଣି ଜାଡରେ ଥରିଲା ଓଡିଶା

ଭୁବନେଶ୍ୱର: ଖସିଲା ପାରଦ, ବଢିଲା ଶୀତ। ୨ ଦିନର ବ୍ରେକ ପରେ ଫେରିଲା ଶୀତ। ରାତି ତାପମାତ୍ରା ୨ ରୁ ୫ ଡିଗ୍ରୀ ଖସିବା ପରେ ପୁଣି ଜାଡରେ ଥରିଲା ଓଡିଶା। ରାଜ୍ୟରେ ଶୀତ ଆହୁରି ବଢ଼ିବ। ଅଭ୍ୟାନ୍ତରୀଣ ଓଡ଼ିଶା ସହିତ ଦକ୍ଷିଣ ଓଡ଼ିଶାରେ ରହିବ ଶୀତ ପରକୋପ। ଆସନ୍ତା ୪ ଦିନ ଯାଏଁ ଲାଗି ରହିବ ଶୀତ…