Latest Odisha News

BREAKING NEWS

Browsing Category

ଓଡିଶା

Odisha

ଘରେ ପଶି ଭାଉଜଙ୍କୁ ହାଣିଦେଲା ଦିଅର, ଅଭିଯୁକ୍ତ ଫେରାର

ଆସିକା: ଗଞ୍ଜାମ ଜିଲ୍ଲା ଶେରଗଡ ଥାନା ଅନ୍ତର୍ଗତ ରାମଗିରି ଗ୍ରାମରେ ବୀଭତ୍ସ ହତ୍ୟାକାଣ୍ଡ। ସମ୍ପତ୍ତି ପାଇଁ ଭାଉଜର ବେକ କାଟିଦେଲା ଦିଅର। ଘଟଣା ସ୍ଥଳରେ ଭାଉଜର ମୃତ୍ୟୁ। ମୃତ ଭାଉଜ ଜଣକ ହେଲେ ୩୫ ବର୍ଷୀୟ ମୀତା ସେଠୀ। ସୂଚନା ଅନୁସାରେ ସାତ ମାସତଳେ କିଡନୀ ରୋଗରେ ପଡି ସ୍ବାମୀ…

ସରକାରୀ ଯୋଜନାର ତଦାରଖ ପାଇଁ ଜିଲ୍ଲା ଗସ୍ତ କରିବେ ସଚିବ: ଅକ୍ଟୋବର ସୁଦ୍ଧା ରିପୋର୍ଟ ଦେବାକୁ ଉନ୍ନୟନ କମିଶନରଙ୍କ…

ଭୁବନେଶ୍ୱର: ରାଜ୍ୟରେ ସରକାରୀ ଓ କେନ୍ଦ୍ର ପ୍ରାୟୋଜିତ ବିଭିନ୍ନ ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ ଏବଂ ତୃଣମୂଳ ସ୍ତରରେ ଏହାର ବାସ୍ତବ ସ୍ଥିତି ଯାଞ୍ଚ କରିବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ବିକାଶମୂଳକ କାର୍ଯ୍ୟର ତଦାରଖ କରିବା…

ରାଜ୍ୟ ପୋଲିସ ବିଭାଗରେ ବଡ଼ ଧରଣର ପଦୋନ୍ନତି: ଏସ୍‌ପି ପାହ୍ୟାକୁ ଉନ୍ନୀତ ହେଲେ ୧୫ ଜଣ ଅତିରିକ୍ତ ଏସ୍‌ପି

ଭୁବନେଶ୍ୱର: ରାଜ୍ୟ ପୋଲିସ ବିଭାଗରେ କାର୍ଯ୍ୟରତ ୧୫ ଜଣ ବରିଷ୍ଠ ଓପିଏସ୍ ଅଧିକାରୀଙ୍କୁ ରାଜ୍ୟ ସରକାର ପଦୋନ୍ନତି ପ୍ରଦାନ କରିଛନ୍ତି। ଗୃହ ବିଭାଗ ଅଧୀନରେ କାର୍ଯ୍ୟରତ ଏହି ସମସ୍ତ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସ୍ତରର ଅଧିକାରୀମାନଙ୍କୁ ଓପିଏସ୍ (ଏସ୍‌ବି) ରାଙ୍କରୁ ଓପିଏସ୍ (ଏସ୍) ଅର୍ଥାତ…

ଦେବଗଡ଼ ଜିଲ୍ଲା କଲ୍ଲା ପ୍ୟାକ୍ସର ପୂର୍ବତନ ସଂପାଦକ ଶ୍ରୀପତି ପ୍ରଧାନ ଗିରଫ

ଦେବଗଡ଼: ସମବାୟ ସମିତି ମାଧ୍ୟମରେ ସାଧାରଣ ଲୋକ ଓ ଗରିବ ଚାଷୀଙ୍କୁ ମିଳୁଥିବା ସରକାରୀ ସହାୟତାକୁ କିପରି କିଛି ଅସାଧୁ ଅଧିକାରୀ ବାଟମାରଣା କରୁଛନ୍ତି, ତାର ଏକ ଜ୍ୱଳନ୍ତ ଉଦାହରଣ ଦେବଗଡ଼ ଜିଲ୍ଲାରୁ ସାମ୍ନାକୁ ଆସିଛି । ପ୍ରାୟ ୧୬ ଲକ୍ଷ ୭୨ ହଜାର ଟଙ୍କା ଆତ୍ମସାତ କରିବା ଅଭିଯୋଗରେ ଦେବଗଡ଼…

ଆସନ୍ତାକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି: ଦ୍ୱିତୀୟ ଭୋଗମଣ୍ଡପ ପରେ ଦର୍ଶନ ଉପରେ କଟକଣା

ପୁରୀ: ଆସନ୍ତାକାଲି ପୁରୀ ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଉଥିବା ରାଜ୍ୟ ତଥା ରାଜ୍ୟ ବାହାରର ଶ୍ରଦ୍ଧାଳୁଙ୍କ ପାଇଁ ଏକ ଅତ୍ୟନ୍ତ ଜରୁରୀ ସୂଚନା। ଆସନ୍ତାକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଏକ ସ୍ୱତନ୍ତ୍ର ତଥା ଗୁପ୍ତ ନୀତିକାନ୍ତି ଅନୁଷ୍ଠିତ ହେବାକୁ ଯାଉଛି। ଏହି କାରଣରୁ…

ମୟୂରଭଞ୍ଜ ସେଣ୍ଟ୍ରାଲ କୋଅପରେଟିଭ୍ ବ୍ୟାଙ୍କ ଠକେଇ: ୨ ପୂର୍ବତନ ଅଧିକାରୀଙ୍କ ନାଁରେ ଆଉ ଏକ ମାମଲା ରୁଜୁ

ବାରିପଦା: ମୟୂରଭଞ୍ଜ ସେଣ୍ଟ୍ରାଲ କୋଅପରେଟିଭ୍ ବ୍ୟାଙ୍କର ବାହଳଦା ଶାଖାରେ ହୋଇଥିବା ଲକ୍ଷାଧିକ ଟଙ୍କାର ଆର୍ଥିକ ଠକେଇ ମାମଲାରେ ଏବେ ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ପୂର୍ବରୁ ଗିରଫ ହୋଇ ଜେଲରେ ଥିବା ଦୁଇ ଜଣ ପୂର୍ବତନ ବ୍ୟାଙ୍କ ଅଧିକାରୀଙ୍କ ନାମରେ ଓଡ଼ିଶା…

‘ଆଜି ଧର୍ମ ଓ ନ୍ୟାୟର ଜୟ ହୋଇଛି, ସଂଘର୍ଷ ବେଳେ ସାଥୀରେ ଥିଲେ ନବୀନ ବାବୁ’: ଜେଲ୍‌ରୁ ବାହାରି କହିଲେ…

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଗିରଫ ହୋଇ ଦୀର୍ଘ ଦିନ ଧରି ବିଚାର ବିଭାଗୀୟ ହାଜତରେ ଥିବା ବ୍ରହ୍ମପୁରର ପୂର୍ବତନ ବିଜେଡି ବିଧାୟକ ବିକ୍ରମ କୁମାର ପଣ୍ଡା ଶେଷରେ ଜେଲ୍‌ରୁ ମୁକୁଳିଛନ୍ତି । ଓଡ଼ିଶା ହାଇକୋର୍ଟଙ୍କ ପକ୍ଷରୁ ତାଙ୍କୁ ସର୍ତ୍ତମୂଳକ…

ଉଚ୍ଚ ଶିକ୍ଷା ପାଇଁ ଗରିବ ମେଧାବୀ SC/ST ଶିକ୍ଷାର୍ଥୀଙ୍କୁ ବିଦେଶ ପଠାଇବେ ରାଜ୍ୟ ସରକାର

ଭୁବନେଶ୍ୱର: ଗରିବ ମେଧାବୀ SC/ST ଛାତ୍ରଛାତ୍ରୀଙ୍କୁ ବିଦେଶ ପଠାଇବେ ରାଜ୍ୟ ସରକାର। ସ୍ନାତକୋତ୍ତର ଓ Ph.D ପାଇଁ ମେଧାବୀ ଛାତ୍ରଛାତ୍ରୀଙ୍କୁ ବିଦେଶ ପଠାଯିବ କହିଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ। ବିଦେଶର ଶ୍ରେଷ୍ଠ ୨୦୦ ମାନ୍ୟତାପ୍ରାପ୍ତ ଶିକ୍ଷାନୁଷ୍ଠାନରେ ପଢ଼ିବେ ଛାତ୍ରଛାତ୍ରୀ। ବାର୍ଷିକ…

ପୋଲିସ ଏସଆଇ ପରୀକ୍ଷା ସ୍କାମ୍: ସିବିଆଇ ରାଡାରରେ ଜେଲ୍ ଡିଜି ସୁଶାନ୍ତ ନାଥ, ଜେରା ପାଇଁ ରାଜ୍ୟ ସରକାରଙ୍କୁ ମାଗିଲା…

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଓଡ଼ିଶା ପୋଲିସ ସବ୍-ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷା ଜାଲିଆତି ମାମଲାରେ ଏବେ ଏକ ବଡ଼ ଖବର ସାମ୍ନାକୁ ଆସିଛି । କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ବା ସିବିଆଇର ସ୍କାନରରେ ଏବେ ରାଜ୍ୟର ବରିଷ୍ଠ ଆଇପିଏସ୍ ଅଧିକାରୀ ତଥା ବର୍ତ୍ତମାନର ଜେଲ୍ ଡିଜି ସୁଶାନ୍ତ ନାଥ…

ଓଡ଼ିଶା ଲୋକଭବନକୁ ଗ୍ରୀନ୍ ବ୍ଲିଡିଂ ମାନ୍ୟତା

ଭୁବନେଶ୍ୱର: ଓଡ଼ିଶା ଲୋକଭବନ ହାସଲ କରିଛି ଭାରତୀୟ ଗ୍ରୀନ୍ ବିଲ୍ଡିଂ କାଉନ୍ସିଲ୍ (IGBC)ର ସମ୍ମାନଜନକ ପ୍ଲାଟିନମ୍ ଗ୍ରୀନ୍ କ୍ୟାମ୍ପସ୍ ସାର୍ଟିଫିକେସନ୍। ଭାରତର ପ୍ରଥମ ଲୋକଭବନ ଭାବେ ଏହି ମାନ୍ୟତା ହାସଲ କରିଛି ଓଡ଼ିଶା ଲୋକଭବନ। ଯାହା ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ। ଲୋକଭବନ ହେଉଛି…