Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭାରତ ବନ୍ଦ ପ୍ରଭାବ: ବାତିଲ ହେଲା ଏହି ସବୁ ପରୀକ୍ଷା

ଭୁବନେଶ୍ୱର: ଭାରତ ବନ୍ଦର ପ୍ରଭାବ ସାରା ଦେଶରେ ପଡିଛି। ଆଜି ହେବାକୁ ଥିବା ଜିଏନଏମ ବାର୍ଷିକ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏବଂ ବ୍ୟାଙ୍କ ସଂଘ ପକ୍ଷରୁ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ବିଜ୍ଞପ୍ତି ଅନୁଯାୟୀ, ଫେବୃଆରୀ…

ରତ୍ନଭଣ୍ଡାର ମାମଲାକୁ ନେଇ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ

ପୁରୀ: ରତ୍ନଭଣ୍ଡାର ମାମଲାକୁ ନେଇ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ଆସନ୍ତା ବିଧାନସଭାରେ ରଘୁବୀର ଦାସ କମିସନ ରିପୋର୍ଟ ଉପସ୍ଥାପନ କରିବା ସହ ରତ୍ନଭଣ୍ଡାରର ଗଣତିମଣତି ୩ ମାସ ଭିତରେ ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରତ୍ନଭଣ୍ଡାର ଚାବି ହଜିବା ଘଟଣାର ବିଚାର…

Student Consumed Liqour:ପୁଣି ବିଦ୍ୟାଳୟକୁ ମଦ ପିଇ ଆସିଲେ ଦୁଇ ଛାତ୍ର; ନିଶାସକ୍ତ ଛାତ୍ରଙ୍କ…

ନୟାଗଡ଼: ନୟାଗଡ ଜିଲ୍ଲା ଦଶପଲ୍ଲା ଏନସି ଅନ୍ତର୍ଗତ ଦଶପଲ୍ଲା ଉଚ୍ଚ ବିଦ୍ୟାଳୟର ସପ୍ତମ ଶ୍ରେଣୀର ଦୁଇ ଛାତ୍ର ମଦ୍ୟପାନ କରି ଆସିଥିଲେ ଓ ଚେତାଶୂନ୍ୟ ହୋଇପଡିଥିବା ସୂଚନା ରହିଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଭିଭାବକଙ୍କୁ ଡକାଇ ଦୁଇ ଛାତ୍ରଙ୍କୁ ଅଭିଭାବକଙ୍କ ଜିମା ଦେଇଛନ୍ତି । ସେପଟେ…

OTET Result: ପ୍ରକାଶ ପାଇଲା OTET-୨୦୨୫ ରେଜଲ୍ଟ;ମୋଟ୍‌ ୧ ଲକ୍ଷ ୬ ହଜାର ୪୧ ଉତ୍ତୀର୍ଣ୍ଣ

କଟକ: OTET-୨୦୨୫ ରେଜଲ୍ଟ ପ୍ରକାଶ ପାଇଛି । ୨୦୨୫ ଡିସେମ୍ବର ୨୫ ତାରିଖ ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଛି । ପେପର-୧ରେ ୪୫ ହଜାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୨ ହଜାର ଉତ୍ତୀର୍ଣ୍ଣ ହୋଇଥିବାବେଳେ ପେପର-୨ରେ ୧ ଲକ୍ଷ ୮ ହଜାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭୩, ୯୫୪ ଉତ୍ତୀର୍ଣ୍ଣ ହୋଇଛନ୍ତି ।…

ସୁନା ଦର କମିଲା; ରୂପାର ଦର…

ଭୁବନେଶ୍ବର:ଗ୍ରାହକଙ୍କ ପାଇଁ ସାମାନ୍ୟ ଆଶ୍ୱସ୍ତି । ଆଜି ସୁନା ଦର କମିଛି । ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୫୮,୪୦୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୪୫,୨୦୦ ଟଙ୍କାକୁ ପହଞ୍ଚିଛି । ଗତକାଲି ୨୨ କ୍ୟାରେଟ୍ ଏହାର ଦାମ୍‌ ୧ଲକ୍ଷ ୪୬ହଜାର…

Pitabas Panda Murder: ପୀତବାସ ପଣ୍ଡା ହତ୍ୟାକାଣ୍ଡର ବଡ଼ ଟ୍ୱିଷ୍ଟ; ପେନ୍ ଡ୍ରାଇଭ୍‌ରେ ଥିଲା ଆପତ୍ତିଜନକ ଫଟୋ

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡର ବଡ଼ ଟ୍ୱିଷ୍ଟ । ପୀତବାସଙ୍କ ସିକ୍ରେଟ୍‌ ଚାମ୍ବରରେ ଥିଲା ଆପତ୍ତିଜନକ ଜିନିଷ ଓ ପେନ୍ ଡ୍ରାଇଭ୍ । ପୋଲିସ୍‌ ଚାର୍ଜସିଟ୍‌ରେ ଉଲ୍ଲେଖ ଥିବା ବିକ୍ରମ ପଣ୍ଡା ଓକିଲଙ୍କ ସୂଚନା । ୪ଟି ରଙ୍ଗୀନ ଫଟୋ ଓ ଗୋଟିଏ ପେନ୍ ଡ୍ରାଇଭ୍ ମିଳିଥିବା ସୂଚନା ।…

ଟ୍ରାନ୍ସଜେଣ୍ଡରଙ୍କୁ ହତ୍ୟା ଘଟଣା; ଏନକାଉଣ୍ଟରରେ ମୁଖ୍ୟ ସନ୍ଦିଗ୍ଧ ଆହତ

ଭୁବନେଶ୍ୱର: ଫେବୃଆରୀ ୧ ତାରିଖରେ ପୁରୀର ପିପିଲିରେ ଜଣେ ଟ୍ରାନ୍ସଜେଣ୍ଡରଙ୍କୁ ହତ୍ୟା କରାଯାଇଥିଲା। ଯେଉଁ ଘଟଣାର ମୁଖ୍ୟ ସନ୍ଦିଗ୍ଧ ବୁଧବାର ରାତିରେ ଏକ ଏନକାଉଣ୍ଟରରେ ଆହତ ହୋଇଛି। ସୂଚନା ଅନୁଯାୟୀ, ଜିଲ୍ଲାର ଗଦାରୁପାସା ନିବାସୀ ୨୫ ବର୍ଷୀୟ କୃଷ୍ଣ କାଣ୍ଡି ନାମକ ଅଭିଯୁକ୍ତଙ୍କ ବାମ…

ଜମି ପଟ୍ଟାରେ ଲାଗିବ କ୍ୟୁଆର କୋର୍ଡ: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଜମି ସମ୍ପର୍କିତ ଠକେଇକୁ ରୋକିବା ପାଇଁ ଓଡ଼ିଶା ସରକାର ଜମି ପଟ୍ଟାରେ କ୍ୟୁଆର କୋଡ୍ ଲଗାଇବାକୁ ଯୋଜନା କରୁଛନ୍ତି। ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ସହଯୋଗରେ ଆରମ୍ଭ ହେବାକୁ ଥିବା ଏହି ପଦକ୍ଷେପ…

 Bharat Bandh: ଭଦ୍ରକରେ ବନ୍ଦର ପ୍ରଭାବ

ଭଦ୍ରକ: ସାରା ଭାରତ ବର୍ଷରେ ୧୦ଟି ଶ୍ରମିକ ସଂଗଠନ ପକ୍ଷରୁ ଆଜି ସକାଳ ୬ଟାରୁ ସଂଧ୍ୟା ୬ଟା ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। କେନ୍ଦ୍ର ସରକାରଙ୍କ ଶ୍ରମ ଆଇନ ଚାଷୀଙ୍କ ସମସ୍ୟାକୁ ବିରୋଧ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ସକାଳୁ ଧର୍ମଘଟକୁ ଓହ୍ଲାଇ ଭଦ୍ରକ ଦେଇ ଯାଇଥିବା ୧୬…

World-class Science City: ରାଜ୍ୟରେ ବିଶ୍ୱସ୍ତରୀୟ ସାଇନ୍ସ ସିଟି ପ୍ରତିଷ୍ଠା ପାଇଁ ଲୋଡ଼ିଲେ କେନ୍ଦ୍ରୀୟ ସହାୟତା

ଭୁବନେଶ୍ୱର: ରାଜ୍ୟରେ ବୈଜ୍ଞାନିକ ଭିତ୍ତିଭୂମି ଓ ନବସୃଜନର ସୁଦୃଢ଼ୀକରଣ ପାଇଁ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହଙ୍କୁ ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ନୂଆଦିଲ୍ଲୀରେ ସାକ୍ଷାତ କରିଛନ୍ତି । ଉଭୟ ମନ୍ତ୍ରୀଙ୍କ…