Latest Odisha News

BREAKING NEWS

Browsing Category

ଓଡିଶା

Odisha

୩ କୋଟିରୁ ଊର୍ଦ୍ଧ୍ବ ସରକାରୀ ପାଣ୍ଠି ଆତ୍ମସାତ୍; ରାଜସ୍ୱ ସହାୟକଙ୍କୁ ବାନ୍ଧିଲା ଭିଜିଲାନ୍ସ 

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ବିଭାଗ ଗୁରୁବାର ଦିନ କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକର ବରିଷ୍ଠ ରାଜସ୍ୱ ସହାୟକ (SRA) ଶଶିକାନ୍ତ ରାଣାଙ୍କୁ ଗିରଫ କରିଛି। ସେ ୩.୦୩ କୋଟି ଟଙ୍କାର ସରକାରୀ ପାଣ୍ଠି ଆତ୍ମସାତ୍ କରିବା ଅଭିଯୋଗରେ ଫେରାର ଥିଲେ। ଏହି ଅର୍ଥ ହେରଫେର ଘଟଣା ସାମ୍ନାକୁ…

ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି, ୧୫ ବେଳକୁ…

ଭୁବନେଶ୍ବର: ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତାକାଲି ବଙ୍ଗୋପସାର ରେ ଲଘୁଚାପ ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି। ଏହା ୧୪ ତାରିଖରେ ଉତ୍ତରପଶ୍ଚିମ ଦିଗରେ ଗତି କରି ସ୍ପଷ୍ଟ-ଚିହ୍ନିତ ଲଘୁଚାପ ଏବଂ ୧୫ ତାରିଖ ବେଳକୁ ଆହୁରି ଘନୀଭୂତ…

ମହିଳା ହୋମଗାର୍ଡଙ୍କୁ ଅସଦାଚରଣ ଅଭିଯୋଗ; ନିଲମ୍ବିତ ହେଲେ ଏଏସଆଇ

ଅନୁଗୋଳ: ମହିଳା ହୋମଗାର୍ଡଙ୍କୁ ଅସଦାଚରଣ କରିବା ପଡିଲା ମହଙ୍ଗା । ଅନୁଗୋଳ ଜିଲ୍ଲାର କଣିହାଁ ଥାନାରୁ ଏଭଳି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳା ହୋମଗାର୍ଡଙ୍କୁ ଆସିଷ୍ଟାଣ୍ଟ୍ ସବ୍ଇନ୍ସପେକ୍ଟର ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଏହା ପରେ ଉକ୍ତ ଏଏସଆଇଙ୍କୁ ସସପେଣ୍ଡ…

ରାଜ୍ୟରେ ଖସୁଛି ପାରଦ, ବଢୁଛି ଶୀତ; ୧୫ ଡିଗ୍ରୀ ତଳେ ରାଜ୍ୟର ୨ଟି ସହର

ଭୁବନେଶ୍ୱର: ଶୀତ ଋତୁ ଆଗମନ ସହ ରାଜ୍ୟରେ ଏବେ ଶୀତର ପ୍ରକୋପ ଧିରେ ଧିରେ ବଢ଼ିବାରେ ଲାଗିଛି । ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲାରେ ରାତିର ତାପମାତ୍ରା କ୍ରମାଗତ ଭାବେ ହ୍ରାସ ପାଉଥିବାରୁ ଥଣ୍ଡା ଅନୁଭୂତ ହେଉଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଭ୍ୟନ୍ତରୀଣ…

ପୁରୀର ମଲ୍ଟିଲେଭେଲ୍ କାର୍ ପାର୍କିଂରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ପୁରୀ: କାର୍ ପାର୍କିଂରେ ମୃତଦେହ । ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀରେ । ଜଗନ୍ନାଥ ବଲ୍ଲଭ ପାର୍କିଂ ସ୍ଥିତ ମଲ୍ଟିଲେଭେଲ୍ କାର୍ ପାର୍କିଂରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ଜଣେ ପୂଜାରୀ ବୋଲି ଜଣାପଡିଛି । ସେ ପ୍ରତ୍ୟେକ ଦିନ ପାର୍କିଂକୁ ଆସି ଗାଡ଼ି ଗୁଡିକର ପୂଜା…

ବରଗଡରୁ ୩୨୦ ଲିଟର ଦେଶୀ ମଦ ଜବତ, ୨ ଗିରଫ

ବରଗଡ: ବରଗଡରେ ଅପରାଧ ଓ ଅପରାଧୀଙ୍କ ଉପରେ ପୋଲିସର ତୀକ୍ଷ୍‌ନ ନଜର । ପ୍ରଥମେ ବ୍ରାଉନସୁଗାର ଏବେ ବେଆଇନ ଭାବେ ମଦ ରନ୍ଧା, ବିକ୍ରି ଉପରେ ରୋକ୍ ଲଗାଇଛି ପୋଲିସ । ବରଗଡରେ ଲୁଚାଛପାରେ ଜୋରଦାର ଚାଲିଛି ମଦ କାରବାର । ଖବର ପାଇ ବଡ ଧରଣର ଚଢାଉ କରିଛି ପୋଲିସ । ଆମ୍ବାଭୋନା ଥାନା ଇଚ୍ଛାପୁର…

ମାଲିକାଣୀଙ୍କୁ ହତ୍ୟା ପରେ ଲୁଟ୍ ଘଟଣା; କେୟାରଟେକର ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବୁଦ୍ଧନଗର ଅଞ୍ଚଳରେ ଜଣେ କେୟାରଟେକର ମାଲିକାଣୀଙ୍କୁ ହତ୍ୟା କରି ସୁନାଗହଣା ଧରି ଫେରାର ହେବା ଘଟଣାରେ କେୟାରଟେକରକୁ ଗିରଫ କରିଛି ପୁଲିସ । ତାକୁ ସୁରଟରୁ ଗିରଫ କରାଯାଇଛି। ମାଲିକାଣୀ କୁଞ୍ଜଲତା ନନ୍ଦ (୭୬)ଙ୍କୁ ହତ୍ୟା କରିଥିଲା…

କିଟ୍ ଓ କିସରେ ଜାପାନର ୩୫ ଜଣିଆ ପ୍ରତିନିଧିମଣ୍ଡଳୀ, ୪ ଗୁରୁତ୍ୱପୂର୍ଣ୍ଣ MoU ସ୍ୱାକ୍ଷର

ଭୁବନେଶ୍ୱର: ଜାପାନ ଟୋଟୋରିରୁ ୩୫ ଜଣିଆ ପ୍ରତିନିଧିମଣ୍ଡଳୀ କିଟ୍‍ ଓ କିସ୍‍ ପରିଦର୍ଶନ କରି ଫେରିଯାଇଛନ୍ତି। ଏହି ପ୍ରତିନିଧିମଣ୍ଡଳୀ କିଟ୍‍ର ବିଭିନ୍ନ କ୍ୟାମ୍ପସ୍‍ ଓ କିସ୍‍ ପରିଦର୍ଶନ କରିବା ସହ ଏଠାକାର କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କ ସହ ଶିକ୍ଷା ଓ ଗବେଷଣା ଉପରେ ଆଲୋଚନା କରିଥିଲେ।…

କଲରାପତରିଆ ବାଘ ଶିକାର ଯୋଜନା ପଣ୍ଡ, ୨ ଜଣଙ୍କୁ ବାନ୍ଧିଲା ବନ ବିଭାଗ

ଭୁବନେଶ୍ୱର: ବନ୍ୟପ୍ରାଣୀ ଅପରାଧ ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନଭେମ୍ବର ୧୦ ଏବଂ ୧୧ ତାରିଖରେ ଦେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ କର୍ତ୍ତୃପକ୍ଷ ଏବଂ ବରଗଡ଼ ଜିଲ୍ଲା ପୋଲିସର ଏକ ମିଳିତ ଅଭିଯାନରେ ଦୁଇ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି। ନିର୍ଦ୍ଦିଷ୍ଟ ଗୁଇନ୍ଦା…

ସରଳ ହେବ ବନ୍ଦୀ ଜୀବନରୁ ମୁକ୍ତି ବ୍ୟବସ୍ଥା, ଆଗୁଆ ମୁକୁଳିବେ ବୟସ୍କ ଓ ରୋଗାଗ୍ରସ୍ତ କଏଦୀ: ସୁପ୍ରିମକୋର୍ଟଙ୍କ…

ଭୁବନେଶ୍ୱର: ଏଣିକି ସରଳ ହେବ ବନ୍ଦୀ ଜୀବନରୁ ମୁକ୍ତି ବ୍ୟବସ୍ଥା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଓଡ଼ିଶା ସରକାର ଜେଲରେ ଥିବା ବୟସ୍କ ଏବଂ ଗୁରୁତର ରୋଗାଗ୍ରସ୍ତ କଏଦୀଙ୍କ ଆଗୁଆ ମୁକ୍ତି ପ୍ରକ୍ରିୟାକୁ ସରଳ କରିବା ପାଇଁ ଏକ ୮ ଜଣିଆ ରାଜ୍ୟସ୍ତରୀୟ କମିଟି ଗଠନ କରିଛନ୍ତି। ଏହି କମିଟି…