Latest Odisha News

BREAKING NEWS

Browsing Category

ଓଡିଶା

Odisha

 Bharat Bandh: ଭଦ୍ରକରେ ବନ୍ଦର ପ୍ରଭାବ

ଭଦ୍ରକ: ସାରା ଭାରତ ବର୍ଷରେ ୧୦ଟି ଶ୍ରମିକ ସଂଗଠନ ପକ୍ଷରୁ ଆଜି ସକାଳ ୬ଟାରୁ ସଂଧ୍ୟା ୬ଟା ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। କେନ୍ଦ୍ର ସରକାରଙ୍କ ଶ୍ରମ ଆଇନ ଚାଷୀଙ୍କ ସମସ୍ୟାକୁ ବିରୋଧ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ସକାଳୁ ଧର୍ମଘଟକୁ ଓହ୍ଲାଇ ଭଦ୍ରକ ଦେଇ ଯାଇଥିବା ୧୬…

World-class Science City: ରାଜ୍ୟରେ ବିଶ୍ୱସ୍ତରୀୟ ସାଇନ୍ସ ସିଟି ପ୍ରତିଷ୍ଠା ପାଇଁ ଲୋଡ଼ିଲେ କେନ୍ଦ୍ରୀୟ ସହାୟତା

ଭୁବନେଶ୍ୱର: ରାଜ୍ୟରେ ବୈଜ୍ଞାନିକ ଭିତ୍ତିଭୂମି ଓ ନବସୃଜନର ସୁଦୃଢ଼ୀକରଣ ପାଇଁ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହଙ୍କୁ ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ନୂଆଦିଲ୍ଲୀରେ ସାକ୍ଷାତ କରିଛନ୍ତି । ଉଭୟ ମନ୍ତ୍ରୀଙ୍କ…

Toshali National Crafts Mela: ୧୪ରୁ ତୋଷାଳି ମେଳା ଆରମ୍ଭ; ପ୍ରଥମଥର ପାଇଁ ଡ୍ରୋନ ଶୋ…

ଭୁବନେଶ୍ଵର: ଆସନ୍ତା ୧୪ ରୁ ୨୬ ଫେବୃଆରୀ ପର୍ଯ୍ୟନ୍ତ ସ୍ଥାନୀୟ ଜନତା ମଇଦାନଠାରେ ତୋଷାଳୀ ମେଳା ଆୟୋଜନ ହେବ । ଚଳିତବର୍ଷର ଥିମ୍ ରହିଛି ସ୍ଵଦେଶୀ ଓ ଆତ୍ମନିର୍ଭର ଭାରତ । ୨୦ତମ ତୋଷାଳି ସ୍ଵଦେଶୀ ମେଳା ପାଇଁ ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।…

Nationwide Strike: ଆଜି ‘ଭାରତ ବନ୍ଦ’: ‘ଆମ ବସ୍‌’ ଡିପୋରେ ତାଲା…ସକାଳ ୯ଟା ୩୦ ସୁଦ୍ଧା ଅଫିସ…

ଭୁବନେଶ୍ବର: ୧୦ଟି ଶ୍ରମିକ ଓ ସ୍ବାଧୀନ ଫେଡେରେସନ୍‌ ପକ୍ଷରୁ ଆଜି ୧୨ ଘଣ୍ଟିଆ ସର୍ବଭାରତୀୟ ଧର୍ମଘଟ ଡାକରା ଦିଆଯାଇଛି । କେନ୍ଦ୍ରୀୟ ଶ୍ରମ ଆଇକୁ ବିରୋଧ କରି କେନ୍ଦ୍ର ସରକାରଙ୍କ ବିରୋଧରେ ଦେଶବ୍ୟାପୀ ହରତାଳ ଓ ଧର୍ମଘଟ କରୁଛନ୍ତି ବିଭିନ୍ନ ଶ୍ରମିକ ସଂଗଠନ। ସକାଳ ୬ଟାରୁ ସନ୍ଧ୍ୟା ୬ଟା…

ମାର୍ଚ୍ଚ ୨୨ରେ ଅନୁଷ୍ଠିତ ହେବ ପୁରାତନ ଛାତ୍ର ସଂସଦ ‘ବିଜେବି ଫ୍ରେଣ୍ଡସ୍’ର କର୍ମକର୍ତ୍ତା ନିର୍ବାଚନ

ଭୁବନେଶ୍ବର: ବିଜେବି କଲେଜର ପୁରାତନ ଛାତ୍ର ସଂସଦ ‘ବିଜେବି ଫ୍ରେଣ୍ଡସ୍’ର କର୍ମକର୍ତ୍ତା ନିର୍ବାଚନ ଆସନ୍ତା ୨୨ ମାର୍ଚ୍ଚ ୨୦୨୬ରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ନିର୍ବାଚନରେ ସଂସଦର ନୂତନ ପଦାଧିକାରୀ ଚୟନ କରାଯିବ। ବିଜେବି କଲେଜର ପୁରାତନ ଛାତ୍ର ସଂସଦର ବିଭିନ୍ନ ପଦବୀ ପାଇଁ…

ପିପିଲି କିନ୍ନର ମର୍ଡର ଘଟଣା: ଅଭିଯୁକ୍ତକୁ ଏନକାଉଣ୍ଟର କଲା ପୋଲିସ

ପୁରୀ: ପିପିଲି କିନ୍ନର ମର୍ଡର୍ କେଶ୍ ଘଟଣା । ଅଭିଯୁକ୍ତ କୃଷ୍ଣ କାଣ୍ଡିକୁ ଏନକାଉଣ୍ଟର କଲା ପୋଲିସ । ଅଭିଯୁକ୍ତ ଜଣକ ଗଡ ରୁପାସର । ପିପିଲି ତରାକାଜ ବ୍ରିଜ ନିକଟରେ ହୋଇଛି ଏହି ଏନକାଉଣ୍ଟର । ଆହତ ଅଭିଯୁକ୍ତକୁ କଟକ ସ୍ଥାନାନ୍ତର କରାଯାଇଛି । ପିପିଲି ଥାନା କେସ ନମ୍ୱର୍ 73/26 ରେ ମକଦ୍ଦମା…

ନାମାଙ୍କନ ପତ୍ରରେ ମିଥ୍ୟା ସତ୍ୟପାଠ ଦାଖଲ ମାମଲା; କନକ ବର୍ଦ୍ଧନ ସିଂଦେଓଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି

କଟକ: ସୁପ୍ରିମକୋର୍ଟରୁ କନକ ବର୍ଦ୍ଧନ ସିଂଦେଓଙ୍କୁ ମିଳିଲା ବଡ ଆଶ୍ବସ୍ତି । ତାଙ୍କ ବିରୋଧରେ ହାଇକୋର୍ଟରେ ଚାଲିଥିବା ନିର୍ବାଚନୀ ମାମଲା ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ । ୪ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଏହା ସହ ବିଜେଡିର ପରାଜିତ ପ୍ରାର୍ଥୀ ସରୋଜ ମେହେରଙ୍କୁ…

ଶିକ୍ଷକ ନାଁରେ କଳଙ୍କ; ଛାତ୍ରୀଙ୍କୁ ଦୁଷ୍କର୍ମ କରି ଗିରଫ ହେଲେ ସାହିତ୍ୟ ଶିକ୍ଷକ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ଲହୁଣୀପଡ଼ା ଅଞ୍ଚଳରେ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି । ଛାତ୍ରୀଙ୍କୁ ଦୁଷ୍କର୍ମ କରି ଗିରଫ ହୋଇଛନ୍ତି ସାହିତ୍ୟ ଶିକ୍ଷକ । ଲହୁଣୀପଡ଼ା ଥାନା ହଳଦିକୁଦର ସରକାରୀ ଉଚ୍ଚ ବିଦ୍ୟାଳୟର ସାହିତ୍ୟ ଶିକ୍ଷକ ତାପସ ବାଡାଇ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଏକାଧିକ ଥର…

ଫେବୃଆରୀ ୧୭ରୁ ବିଧାନସଭା ବଜେଟ୍ ଅଧିବେଶନ, ୧୬ରେ ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ବର: ଫେବୃଆରୀ ୧୭ରୁ ବିଧାନସଭା ବଜେଟ୍ ଅଧିବେଶନ । ତା ପୂର୍ବରୁ ୧୬ ତାରିଖରେ ବସିବ ସର୍ବଦଳୀୟ ବୈଠକ । ଆଗାମୀ ବଜେଟ୍ ଅଧିବେଶନ ପାଇଁ ବସିବ ବୈଠକ । ଦିନ ୧୧ଟା ୩୦ରେ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ । ଫେବୃଆରୀ ୧୭ରୁ ରାଜ୍ୟପାଳଙ୍କ…

ରାଜ୍ୟରେ ହାତୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ବଢୁଥିବା ନେଇ ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ..

ଭୁବନେଶ୍ବର: ରାଜ୍ୟରେ ହାତୀ ସଂଖ୍ୟା ବଢ଼ିବା ଚିନ୍ତାର କାରଣ କହିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ୧୮୦୦ ଜାଗାରେ ୨୩୦୦ରୁ ଅଧିକ ହାତୀ ଅଛନ୍ତି । ଅଧିକ ହାତୀଙ୍କୁ ମ୍ୟାନେଜ ପାଇଁ କେନ୍ଦ୍ରୀୟ ଅଧିକାରୀଙ୍କ ସହ ଆଲୋଚନା ହେବ ।…