Latest Odisha News

BREAKING NEWS

Browsing Category

ଓଡିଶା

Odisha

OPSC Exam: OCS ମେନ୍ ପରୀକ୍ଷାର ତାରିଖ ଘୋଷଣା;ଦୁଇଟି ସିଟିଂରେ ହେବ ପରୀକ୍ଷା

ଭୁବନେଶ୍ବର: ଓଡ଼ିଶା ଲୋକସେବା ଆୟୋଗ (OPSC)ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା । କ୍ଟୋବର ୨୯ରୁ ନଭେମ୍ବର ୧୧ ତାରିଖ ଯାଏଁ ଅନୁଷ୍ଠିତ ହେବ OCS ପରୀକ୍ଷା । OPSCର ସୂଚନାମୁତାବକ, ଦୁଇଟି ସିଟିଂରେ ଅନୁଷ୍ଠିତ ହେବ ପରୀକ୍ଷା । ପ୍ରଥମ ସିଟିଂ ପରୀକ୍ଷା…

ଅଡୁଆରେ ଗିରଫ ଯୁବନେତା: ପୋଲିସର ମାରାଥନ୍ ଜେରା, ଦୁର୍ଗାପୁର ପାହାଡ଼ ଉପରେ ଥିବା ବେଆଇନ ଅଫିସ ସିଲ୍ କଲା ବନବିଭାଗ

ରାଉରକେଲା: ଇସ୍ପାତ ନଗରୀ ରାଉରକେଲାରେ ଆତଙ୍କ ଖେଳାଇଥିବା ଯୁବନେତା ତଥା ମୋଷ୍ଟ ୱାଣ୍ଟେଡ୍ ଅପରାଧୀ ପ୍ରକାଶ ପାଶୱାନ ଏବେ ପୋଲିସ ହେପାଜତରେ। ପାନପୋଷ ସର୍କିଟ୍ ହାଉସ୍‌ରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଜବତ ମାମଲାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ପ୍ରକାଶଙ୍କୁ ଆଜି…

ଭିଜିଲାନ୍ସ ଜାଲରେ ପୋଲିସ ବାବୁ: ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଏଏସ୍‌ଆଇ

ଭୁବନେଶ୍ୱର: ରାଜ୍ୟରେ ଦୁର୍ନୀତିଗ୍ରସ୍ତ ସରକାରୀ ବାବୁଙ୍କ ବିରୋଧରେ ରାଜ୍ୟ ସରକାର ଓ ଭିଜିଲାନ୍ସ ବିଭାଗ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ ସୁଦ୍ଧା ଲାଞ୍ଚୁଆ ଅଧିକାରୀଙ୍କ ପ୍ରାଦୁର୍ଭାବ କମିବାର ନାଁ ନେଉନାହିଁ । ଏହି କ୍ରମରେ ଆଉ ଜଣେ ପୋଲିସ ଅଧିକାରୀ ଭିଜିଲାନ୍ସ ଜାଲରେ ଫସିଛନ୍ତି। ଓଡ଼ିଶା…

ଦେଓମାଳି ବୁଲିବାକୁ ଯାଇଥିବା ଛାତ୍ରଛାତ୍ରୀଙ୍କୁ ଦୁର୍ବୃତ୍ତଙ୍କ ଅତର୍କିତ ଆକ୍ରମଣ, ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି:ଶୁକ୍ରବାର ସନ୍ଧ୍ୟାରେ ପ୍ରସିଦ୍ଧ ଦେଓମାଳି ବୁଲିବାକୁ ଯାଇଥିବା ଛାତ୍ରଛାତ୍ରୀଙ୍କୁ ଅତର୍କିତ ଆକ୍ରମଣ । ସୁନାବେଡ଼ା ୟୁନିଭର୍ସିଟିର ୫ ଜଣ ଛାତ୍ରଛାତ୍ରୀଙ୍କୁ କିଛି ମୁଖାପିନ୍ଧା ଦୁର୍ବୃତ୍ତ ଅତର୍କିତ ଆକ୍ରମଣ କରି ଲହୁଲୁହାଣ କରିଥିବା ନେଇ କୋଟିଆ ଥାନାରେ ଲିଖିତ ଅଭିଯୋଗ ହୋଇଛି।…

MMDR Bill 2026: MMDR ସଂଶୋଧନ ବିଲ୍-୨୦୨୬କୁ ନେଇ ସାଂସଦଙ୍କ ପ୍ରତିକ୍ରିୟା;ନବୀନଙ୍କ ପତ୍ରର ଉତ୍ତର ରଖିଲେ…

ଭୁବନେଶ୍ବର:MMDR ସଂଶୋଧନ ବିଲ୍-୨୦୨୬(MMDR Amendment Act, 2026)କୁ ନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପତ୍ରର ଉତ୍ତର ରଖିଛନ୍ତି ସାଂସଦ ଧର୍ମେନ୍ଦ୍ର ପ୍ରଧାନ। ତଥ୍ୟକୁ ଗୋପନ ରଖି ମିଛରେ ଭୟ ସୃଷ୍ଟି କରି ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବା ଅନୁଚିତ୍ ବୋଲି ଧର୍ମେନ୍ଦ୍ର ପ୍ରଧାନ…

ଲଘୁଚାପର ରୂପ ନେଲା ଘୂର୍ଣ୍ଣିବଳୟ: ପ୍ରବଳ ବର୍ଷା ନେଇ ଓଡ଼ିଶାକୁ ଆଲର୍ଟ ଜାରି

ଭୁବନେଶ୍ୱର: ରାଜ୍ୟରେ ପୁଣି ଥରେ ବର୍ଷାର ପ୍ରକୋପ ବୃଦ୍ଧି ପାଇବାକୁ ଯାଉଛି । ବଙ୍ଗୋପସାଗର ଉପକୂଳରେ ସୃଷ୍ଟି ହୋଇଥିବା ଏକ ସକ୍ରିୟ ଘୂର୍ଣ୍ଣିବଳୟ ଏବେ କ୍ରମଶଃ ଘନୀଭୂତ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର…

ବଜ୍ରାଘାତ ନେଲା ମହିଳା ଚାଷୀଙ୍କ ଜୀବନ…୪ ଗୁରୁତର

ରାଇରଙ୍ଗପୁର: ବିଲରୁ ଫେରୁଥିବା ବେଳେ ବଜ୍ରାଘାତରେ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୪ ଜଣ ଚାଷୀ ଆହତ ହୋଇଥିବା ସୂଚନା ରହିଛି । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳରେ ଏହି ଅଘଟଣ ଘଟିଛି । ଖବରମୁତାବକ, ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ବଣକାଟି ଗ୍ରାମର ୫ ଜଣ ମହିଳା ବଣମୁଣ୍ଡା…

ସୁଭଦ୍ରା ଟଙ୍କା ଦେଲାନି ବୋଲି ସ୍ତ୍ରୀକୁ ମାରି ବାଡ଼ିପଟେ ପୋତିଦେଲା ସ୍ୱାମୀ !

ଇନ୍ଦିପୁର:ସୁଭଦ୍ରା ଟଙ୍କା ନ ଦେବାରୁ ସ୍ତ୍ରୀଙ୍କୁ ବୀଭତ୍ସ ଭାବେ ହତ୍ୟା କରିଥିବା ଅଭିଯୋଗ। ସ୍ତ୍ରୀକୁ ପିଟି ପିଟି ହତ୍ୟା ପରେ ପାଇଖାନା ଟାଙ୍କିରେ ପୋତି ଦେଇଛି ମଦ୍ୟପ ସ୍ବାମୀ । ଢେଙ୍କାନାଳ ଜିଲ୍ଲା ଇନ୍ଦିପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ମହିଳା ଜଣଙ୍କ ଇନ୍ଦିପୁର ଜୁଆଙ୍ଗ…

PG Dentists:ଦନ୍ତ ଚିକିତ୍ସକଙ୍କ ପାଇଁ ୨୦ ହଜାର ପ୍ରୋତ୍ସାହନ ରାଶି ଘୋଷଣା

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଓଡ଼ିଶା ମେଡିକାଲ ସର୍ଭିସେସ୍ (ଡେଣ୍ଟାଲ) କ୍ୟାଡରରେ କାର୍ଯ୍ୟରତ ଦନ୍ତ ଚିକିତ୍ସକମାନଙ୍କ ପାଇଁ ଏକ ବଡ଼ ପ୍ରୋତ୍ସାହନ ଘୋଷଣା କରାଯାଇଛି। ସରକାରଙ୍କ ନୂତନ ନିଷ୍ପତ୍ତି ଅନୁସାରେ, ଏନଏମସି ଦ୍ୱାରା ସ୍ୱୀକୃତ…

ମହିଳା ବିରୋଧୀ ହିଂସାରେ ଦଣ୍ଡବିଧାନ ହାର ୪୦ରୁ ଅତି କମ୍‌ରେ ୭୫%କୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର:ରାଜ୍ୟ ପୋଲିସ ଭବନଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ଡିଜିପି ଏବଂ ଆଇଜିପି ସମ୍ମିଳନୀରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ରାଜ୍ୟର ଆଇନ ଶୃଙ୍ଖଳା, ଆଭ୍ୟନ୍ତରୀଣ ସୁରକ୍ଷା, ସାଇବର ସୁରକ୍ଷା ଏବଂ ଭବିଷ୍ୟତର ପୋଲିସିଂ ବ୍ୟବସ୍ଥାର ବ୍ୟାପକ ସମୀକ୍ଷା କରିଛନ୍ତି। ପୋଲିସ ସଂସ୍କାର…