Latest Odisha News

BREAKING NEWS

Browsing Category

ଓଡିଶା

Odisha

ECoR New National Record: ପୂର୍ବତଟ ରେଳବାଇର ନୂଆ ରେକର୍ଡ, ୧୪୮ ଦିନରେ ହେଲା ୧୦୦ ନିୟୁତ ଟନ୍‌ ମାଲ୍‌ ପରିବହନ

ଭୁବନେଶ୍ୱର: ମାତ୍ର ୧୪୮ ଦିନରେ ୧୦୦.୫୫ ନିୟୁତ ଟନ୍‌ ମାଲ୍‌ ପରିବହନ କର ନୂଆ ରେକର୍ଡ ସୃଷ୍ଟି କରିଛି ପୂର୍ବତଟ ରେଳବାଇ। ଚଳିତ ଆର୍ଥିକ ବର୍ଷରେ ଅଗଷ୍ଟ ୨୬ ସୁଦ୍ଧା ପୂର୍ବତଟ ରେଲୱେ ଏହି ଐତିହାସିକ ମାଇଲ୍‌ଖୁଣ୍ଟ ହାସଲ କରିଛି। ଗତ ବର୍ଷର ସମାନ ଅବଧି ତୁଳନାରେ ଏଥର ୮ ପ୍ରତିଶତ ଅଧିକ…

Puri Srimandir: ପୁରୀର ନୋ ଫ୍ଲାଇଙ୍ଗ ଜୋନରେ ପୁଣି ଉଡ଼ିଲା ଡ୍ରୋନ୍: ଶ୍ରୀମନ୍ଦିର ସୁରକ୍ଷା ନେଇ ବଢୁଛି ଚିନ୍ତା…

ପୁରୀ: ବିଗତ କିଛି ଦିନ ହେବ ପୁରୀ ଶ୍ରୀମନ୍ଦିର ସୁରକ୍ଷା ଉଲ୍ଲଂଘନ ଏବେ ଏକ ବଡ ଚିନ୍ତା ପାଲଟିଛି । ବୁଧବାର ଦିନରେ କୋଲକାତାର ଜଣେ ଭକ୍ତଙ୍କୁ ଗୁପ୍ତ ସ୍ପାଏ କ୍ୟାମେରା ଲାଗିଥିବା ଚଷମା ବ୍ୟବହାର କରିବା ଅଭିଯୋଗରେ ପୁରୀ ଶ୍ରୀମନ୍ଦିର ଭିତରେ ଅଟକ ରଖିବାର ମାତ୍ର କିଛି ଘଣ୍ଟା ପରେ, ପୁଣି ଥରେ…

‘ସୁଚରିତା’ ପତ୍ରିକାର ବିନ୍ଧାଣି ହରିହର ପଣ୍ଡାଙ୍କ ପରଲୋକ

ଭୁବନେଶ୍ବର: ସୁସାହିତ୍ଯିକ, ପ୍ରଶାସକ, ଅଧ୍ୟାପକ ତଥା ଅତୀତର ସୁବିଖ୍ୟାତ ପତ୍ରିକା ‘ସୁଚରିତା’ର ମୁଖ୍ୟ ପ୍ରେରଣାସ୍ରୋତ ହରିହର ପଣ୍ଡାଙ୍କ ପରଲୋକ । ଗତକାଲି (ଅଗଷ୍ଟ ୨୭ ତାରିଖ ) ଭୁବନେଶ୍ବରରେ ଦେହାବସାନ ଘଟିଛି। ମୃତ୍ୟୁ ବେଳକୁ ତା’ଙ୍କୁ ୯୩ ବର୍ଷ ବୟସ ହୋଇଥିଲା। ନିଜର ଧର୍ମପତ୍ନୀ…

Weather update: ରାଜ୍ୟରେ ୟେଲୋ ୱାର୍ଣ୍ଣିଂ;୩୦ ଯାଏଁ ଛେଚିବ ବର୍ଷା

ଭୁବନେଶ୍ବର:ଓଡ଼ିଶା ଉପକୂଳର ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ରହିଛି । ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ତେବେ ଆଗାମୀ ୨୪ଘଣ୍ଟା ପାଇଁ ରାଜ୍ୟକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଆଗାମୀ ୨୪ଘଣ୍ଟାରେ…

No-fly zone: ଶ୍ରୀମନ୍ଦିର ନୋ ଫ୍ଲାଇଙ୍ଗ ଜୋନ୍‌ରେ ପୁଣି ଉଡ଼ିଲା ଡ୍ରୋନ୍

ପୁରୀ:ଶ୍ରୀମନ୍ଦିର ଉପରେ ବୁଧବାର ସନ୍ଧ୍ୟାରେ ନୋ ଫ୍ଲାଇଙ୍ଗ ଜୋନ୍‌ରେ ଡ୍ରୋନ୍‌ ଉଡ଼ିଥିବା ଦେଖିବାକୁ ମିଳିଛି। ମାର୍କେଟ ଛକରୁ ଶ୍ରୀମନ୍ଦିର ଓ ଶ୍ରୀମନ୍ଦିର ନିକଟରୁ ଡ୍ରୋନ୍‌ଟି ଦୋଳମଣ୍ଡପ ସାହି ପର୍ଯ୍ୟନ୍ତ ଉଡୁଥିବାର ଦେଖିବାକୁ ମିଳିଥିଲା। ମାର୍କେଟ ଛକଠାରୁ ଡ୍ରୋନ୍‌ଟି ଅପରେଟ୍‌…

Cuttack railway station: ପ୍ଲାଟଫର୍ମ ଛାତ ଭୁଶୁଡିବା ଘଟଣା; ଠିକା ସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କ ବିରୋଧରେ ଦୃଢ…

ଭୁବନେଶ୍ୱର: କଟକ ରେଲୱେ ଷ୍ଟେସନର ପ୍ଲାଟଫର୍ମ-୧ରେ ଥିବା ଛାତ ଭୁଶୁଡିପଡିବା ଦୁର୍ଭାଗ୍ୟଜନକ ବୋଲି ବିଜୁ ଜନତା ଦଳ କହିଛି । ରେଲୱେ ବିଭାଗ ଓ ଠିକା ସଂସ୍ଥାର ଦାୟିତ୍ଵହୀନତା ଓ ସୁରକ୍ଷା ପ୍ରତି ଧ୍ୟାନ ନଦେବା ଫଳରେ ଏଭଳି ଦୁର୍ଘଟଣା ଘଟିଛି । କଟକ ଭଳି ବ୍ୟସ୍ତବହୁଳ ରେଲୱେ ଷ୍ଟେସନର ମରାମତି…

ନୟାଗଡ଼ ଜିଲ୍ଲା ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ

ନୟାଗଡ଼: ଜିଲ୍ଲା ବିକାଶ ସମ୍ମିଳନୀ (ଟ୍ରଷ୍ଟ) ପକ୍ଷରୁ,  ନୟାଗଡ ଜିଲ୍ଲାର ବହୁମୁଖୀ ବିକାଶ ଉଦ୍ଦେଶ୍ୟରେ କିଛି ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନାକରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସମ୍ମିଳନୀର ସଦସ୍ୟଗଣ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ନୟାଗଡ଼…

ସ୍କୁଟି ଭିତରୁ ମିଳିଲା ବାଘ ଛାଲ, ଜଣେ ଗିରଫ

ନୂଆପଡା: ଚୋରାରେ ବାଘ ଛାଲ ବେପାର। ଏହି ଘଟଣାରେ ଜଣଙ୍କୁ ଗିରଫ କରିଛି ବନବିଭାଗ। ନୂଆପଡା ଜିଲ୍ଲା ସିନାପାଲି ରେଞ୍ଜ ଚଟିଆଗୁଡା ନିକଟରେ ବାଘ ଛାଲ ଜବତ କରିଛି ବନବିଭାଗ। ସୂଚନା ଅନୁସାରେ ଜଣେ ବ୍ୟକ୍ତି ବାଘ ଛାଲ ଚୋରାଚାଲାଣ କରୁଥିଲା ବୋଲି ବନ ବିଭାଗ ଖବର ପାଇଥିଲା। ଏହା ପରେ ଡିଏଫଓ ଅଜିଜ…

ସାଇବର କମାଣ୍ଡ ସେଣ୍ଟର ପାଇଁ ଡିପିଆର ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର: ରାଜ୍ୟରେ ସାଇବର ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ସାଇବର କମାଣ୍ଡ ସେଣ୍ଟର (O3C) ପ୍ରତିଷ୍ଠା ପାଇଁ ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତ କରିବା ନେଇ ଘୋଷଣା କରାଯାଇଛି। ତେବେ ଏଥିପାଇଁ ରାଜ୍ୟ ସାରା ୨୦ଟି ନୂତନ ସାଇବର ପୋଲିସ ଷ୍ଟେସନ ତିଆରି କରିବା…

ପୁଣି ଶ୍ରୀମନ୍ଦିରରେ ଗୁପ୍ତ କ୍ୟାମେରା, କୋଲକାତାର ଜଣେ ଭକ୍ତ ଅଟକ

ପୁରୀ: କୋଲକାତାର ଜଣେ ଭକ୍ତ ବୁଧବାର ଦିନ ତାଙ୍କ ଚଷମାରେ ଥିବା ଏକ ଗୁପ୍ତ କ୍ୟାମେରା ବ୍ୟବହାର କରି ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର ଭିତର ଦୃଶ୍ୟ ରେକର୍ଡ କରୁଥିବା ଅଭିଯୋଗରେ ଧରାପଡ଼ିଛନ୍ତି। ଅଭିଯୁକ୍ତ ଅରୂପ ରାୟ (୩୧)ଙ୍କୁ ମନ୍ଦିର ସୁରକ୍ଷା କର୍ମଚାରୀ ଭିତର କାଠ ନିକଟରେ ଗିରଫ…