Latest Odisha News

BREAKING NEWS

Browsing Category

ଓଡିଶା

Odisha

ଏସସି ଓ ଏସଟି କଲ୍ୟାଣ ସମିତିର ଜାତୀୟ ସମ୍ମିଳନୀକୁ ଉଦଘାଟନ କରିବେ ଲୋକସଭା ବାଚସ୍ପତି

ଭୁବନେଶ୍ବର: ଲୋକସଭା ବାଚସ୍ପତି ଓମ୍ ବିର୍ଲା ୨୯ ଅଗଷ୍ଟ ୨୦୨୫ରେ ଭୁବନେଶ୍ୱରଠାରେ ସଂସଦ ଏବଂ ରାଜ୍ୟ ବିଧାନସଭାର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ଉପରେ ଗଠିତ ସମିତିର ଅଧ୍ୟକ୍ଷମାନଙ୍କ ଜାତୀୟ ସମ୍ମିଳନୀକୁ ଉଦଘାଟନ କରିବେ। ଏହି ଅବସରରେ ଏକ ସ୍ମରଣୀକାକୁ ମଧ୍ୟ ଉନ୍ମୋଚନ କରିବେ।…

ଘଟଗାଁ ମା ତାରିଣୀ ପୀଠ ବିକାଶ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଗାଁ ମା ତାରିଣୀଙ୍କ ପୀଠର ସମନ୍ୱିତ ବିକାଶ କାର୍ଯ୍ୟ ସମ୍ପର୍କରେ ଆଜି ସମୀକ୍ଷା କରିଛନ୍ତି। ସୂଚନାଯୋଗ୍ୟ ଯେ, ଘଟଗାଁ ମା ତାରିଣୀ ମନ୍ଦିର ବିକାଶ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ୫୯ ଏକର ପରିମିତ ଅଞ୍ଚଳରେ କାର୍ଯ୍ୟକାରୀ…

ଇପ୍ସିତା ସାହୁ ଓ ଚିନ୍ମୟ ସାହୁଙ୍କୁ ବିଜେଡିର ନୂଆ ଦାୟିତ୍ଵ

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ମଙ୍ଗଳବାର ଦିନ ଦଳର ଯୁବ ଏବଂ ଛାତ୍ର ଶାଖାକୁ ସୁଦୃଢ଼ କରିବା ପାଇଁ ନୂତନ ନିଯୁକ୍ତି ଘୋଷଣା କରିଛି। ଇପ୍ସିତା ସାହୁଙ୍କୁ ତୁରନ୍ତ ପ୍ରଭାବରୁ ବିଜୁ ଛାତ୍ର ଜନତା ଦଳ (ବିସିଜେଡି)ର ସଭାପତି ଭାବରେ ନିଯୁକ୍ତ କରାଯାଇଛି। ସେହିପରି ନୂତନ ବିସିଜେଡି ଦଳରେ…

ନୂଆଖାଇ ପର୍ବ ପାଇଁ ଅଗଷ୍ଟ ୨୯ରେ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ 

ଭୁବନେଶ୍ୱର: ନୂଆଖାଇ ପର୍ବ ଯୋଗୁଁ ଅଗଷ୍ଟ ୨୯ ତାରିଖରେ ସାରା ଓଡ଼ିଶାରେ ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲ ଏବଂ କଲେଜ ଏବଂ ବିଶ୍ୱବିଦ୍ୟାଳୟ ବନ୍ଦ ରହିବ। ସରକାରୀ ସୂତ୍ର ଅନୁଯାୟୀ, ରାଜ୍ୟ ସରକାର ଅଗଷ୍ଟ ୨୯ ତାରିଖରେ ରାଜ୍ୟର ସମସ୍ତ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଏବଂ ସ୍କୁଲକୁ ଛୁଟି…

୯ ବରିଷ୍ଠ ଓଏଏସ ଅଧିକାରୀଙ୍କୁ ବଦଳି

ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବା (ଓଏଏସ)ର ନଅ ଜଣ ବରିଷ୍ଠ ଅଧିକାରୀଙ୍କୁ ମଙ୍ଗଳବାର ଦିନ ବଦଳି କରାଯାଇଛି। ସେମାନଙ୍କୁ ନୂତନ ନିଯୁକ୍ତି ଦିଆଯିବା ନେଇ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଗଙ୍ଗାଧର ନାୟକଙ୍କୁ ଗୃହ ନିର୍ଦ୍ଦେଶକ ଏବଂ ଗୃହ ଏବଂ…

High Court: ପାର୍ବଣରେ ତୋରଣ ପାଇଁ ରାସ୍ତା ନଷ୍ଟ କରିବାକୁ ଦିଆଯିବ ନାହିଁ: ହାଇକୋର୍ଟ

ଭୁବନେଶ୍ବର: ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ । ଆସନ୍ତାକାଲି ଗଣେଶ ପୂଜା ଥିବାବେଳେ, ଆଗକୁ ଆସୁଛି ଦୁର୍ଗାପୂଜା ସହ ବିଭିନ୍ନ ପୂଜା ପାର୍ବଣ । ଏହି ସମୟ ମଧ୍ୟରେ ପାର୍ବଣ କଟକଣା ଉପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ସାମ୍ନାକୁ ଆସିଛି । ତୋରଣ ନିର୍ମାଣ ପାଇଁ ପ୍ରଶାସନର ଅନୁମତି ଆବଶ୍ୟକ ବୋଲି…

Unique Alphabet Garden: ଓଡ଼ିଶାର ପ୍ରଥମ ଅନନ୍ୟ ବର୍ଣ୍ଣମାଳା ଉଦ୍ୟାନ; “ଅ” ଅକ୍ଷର ଠାରୁ…

ନବରଙ୍ଗପୁର: ବୃକ୍ଷ ହିଁ ଜୀବନ, ପରିବେଷକୁ ସନ୍ତୁଳିତ ରଖିବାପାଇଁ ଗଛ ଲଗାଇବା ନିହାତି ଜରୁରୀ l ଏବେ ଗ୍ଲୋବାଲୱାର୍ମିଙ୍ଗ ନେଇ ସମଗ୍ର ବିଶ୍ୱ ଏବେ ଚିନ୍ତାରେ । ଏହିଭଳି ପରିସ୍ଥିତିରେ ଗଛ ଲଗାଇବା ସହ ଜଙ୍ଗଲ ସୁରକ୍ଷା କରିବା ଏକମାତ୍ର ବିକଳ୍ପ l ପ୍ରଧାନମନ୍ତ୍ରୀ ନରେନ୍ଦ୍ରମଦି ମଧ୍ୟ ମାଆ ପାଇଁ…

Flood-Affected Area: ଦଶରଥପୁରରେ ବନ୍ୟାଞ୍ଚଳ ବୁଲି ଦେଖିଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ

ଯାଜପୁର: ଦଶରଥପୁରରେ ବନ୍ୟାଞ୍ଚଳ ବୁଲି ଦେଖିଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ । ବୈତରଣୀ ନଦୀର ଉପର ମୁଣ୍ଡରେ ବର୍ଷା ହେବା ଫଳରେ ବୈତରଣୀର ଶାଖା କାଣୀ ନଦୀର ମଲ୍ଲିକାପୁର ପଞ୍ଚାୟତ ବଙ୍ଗାଳି ସାହି ନିକଟରେ ୧୫୦ଫୁଟର ଘାଇ ସୃଷ୍ଟି ହୋଇଛି । ଘାଇ ହେବା ଫଳରେ…

Cuttack MLA criticises Mayor: କମିଶନର ଓ ଅଧିକାରୀଙ୍କ ସହ ସୋଫିଆ କଲେ ବୈଠକ: ଖପ୍ପା ହେଲେ ସିଏମସି ମେୟର

କଟକ: ମେୟରଙ୍କୁ ନଡାକି ସମୀକ୍ଷା ବୈଠକ କଲେ ବିଧାୟିକା ସୋଫିଆ। କମିଶନର ଓ ଅଧିକାରୀଙ୍କ ସହ ସୋଫିଆ ଫିର୍ଦ୍ଦୋଶ କଲେ ବୈଠକ। ମେୟରଙ୍କ ବାବଦରେ ପଚାରିବାରୁ ସେ କାମ କରି ପାରୁନାହାଁନ୍ତି କହିଲେ ସୋଫିଆ। ସୋଫିଆ କହିଛନ୍ତି, ମେୟର କଟକ ସହରକୁ ବୁଡ଼ାଇ ଦେଇଛନ୍ତି, ସମୀକ୍ଷା କରି ପାରୁନାହାଁନ୍ତି।…

Heritage Policy: ସରକାର ଆଣିବେ ହେରିଟେଜ୍‌ ପଲିସି; ୩ ହଜାରରୁ ଅଧିକ ଐତିହାସିକ କୀର୍ତ୍ତିରାଜିର ହେବ ପୁନରୁଦ୍ଧାର

ଭୁବନେଶ୍ବର: ଓଡିଶାର ୩ ହଜାରରୁ ଊର୍ଦ୍ଧ୍ୱ ପୁରୁଣା କୀର୍ତ୍ତିରାଜିକୁ ସୁରକ୍ଷା ଓ ସଂରକ୍ଷଣ ପାଇଁ ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ସରକାର ଖୁବଶୀଘ୍ର ହେରିଟେଜ୍‌ ପଲିସି ଆଣିବାକୁ ଯାଉଛନ୍ତି । ଏନେଇ ଆଜି ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ ବୈଠକ…