Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୁଣି ଅନଲାଇନରେ ମିଳୁଛି ‘ଖଜା’ ଓ ‘ନିର୍ମାଲ୍ୟ’, ଆପ୍ ପକ୍ଷରୁ ସାଇବର ଥାନାରେ ଏତଲା…

ପୁରୀ: ପୁଣି ଅନଲାଇନରେ ଦେଖିବାକୁ ମିଳିଛି ମହାପ୍ରସାଦ ବିଜ୍ଞାପନ । ମଙ୍ଗଳବାର ପୁଣି ଏକ ସଂସ୍ଥା ସୋସିଆଲ ମିଡିଆରେ ‘ଖଜା’ ଓ ‘ନିର୍ମାଲ୍ୟ’ ପୁଡ଼ିଆର ଚିତ୍ର ପୋଷ୍ଟ କରି ଅର୍ଡର ଦେବାକୁ ନିବେଦନ କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜେଲ୍‌ ଦଣ୍ଡର ଭୟ ଦେଖାଯାଥିବା ସତ୍ତ୍ବେ କିଛି…

ହୁମ୍ମା ଦୁର୍ଘଟଣାରେ ପ୍ରାଣ ହରାଇଥିବା ମହିଳାଙ୍କ ପରିବାରକୁ ୪ ଲକ୍ଷର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ହୁମ୍ମାଠାରେ ଏକ ଦୁଃଖଦ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣେ ମହିଳାଙ୍କ ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ଘୋଷଣା କରିଛନ୍ତି । https://twitter.com/CMO_Odisha/status/1957988673145958875…

ଆଜି ପ୍ରବଳ ବର୍ଷା ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ଥିବା ଏହି ଅବପାତ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି କ୍ରମଶଃ ଦୁର୍ବଳ ହେଉଛି । ଆସନ୍ତା ୧୨ ଘଣ୍ଟାରେ ଏହା ଦୁର୍ବଳ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବ । ଆଜି ପ୍ରବଳ ବର୍ଷା ପାଇଁ ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ୱାର୍ଣ୍ଣିଂ ଜାରି…

ନାବାଳିକାଙ୍କୁ ବିବାହ ପରେ ନିର୍ଯାତନା ଘଟଣା;ଫେରାର ପୋଲିସ ଏସଆଇ ଗିରଫ

ଜଗତସିଂହପୁର:ଫେରାର ପୋଲିସ ଏସଆଇ ଅମିତ ପାଢ଼ୀ ରାଜ୍ୟ ବାହାରୁ ଗିରଫ । ଜଗତସିଂହପୁର ପୋଲିସର ସ୍ବତନ୍ତ୍ର ୪ ଜଣିଆ ଟିମ୍‌ ଗିରଫ କରିଥିବା ସୂଚନା ରହିଛି । ନାବାଳିକାଙ୍କୁ ବିବାହ ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଘଟଣାରେ ଗିରଫ ହୋଇଛନ୍ତି ଏସଆଇ ଅମିତ ପାଢ଼ୀ । ସେ ୪ ମାସ ହେଲା ଫେରାର…

‘ରାଇଜିଂ ଓଡ଼ିଶା’ କନ୍‌କ୍ଲେଭରେ ମମତାଙ୍କ ଉପରେ ବର୍ଷିଲେ ମୋହନ

ଭୁବନେଶ୍ବର: ଏକ ଗଣମାଧ୍ୟମର ‘ରାଇଜିଂ ଓଡ଼ିଶା' କନ୍‌କ୍ଲେଭରେ ଯୋଗଦେଇ ମମତାଙ୍କ ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ବାଂଲାଦେଶୀଙ୍କୁ ପଶ୍ଚିମବଙ୍ଗର ବୋଲି ଦାବି କରୁଥିବା କହିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଡ଼ିଶାର ରସଗୋଲାକୁ ବି…

ସାମ୍ବାଦିକଙ୍କୁ ଧମକ ଦେବା ଅଭିଯୋଗରେ ପିଇଓ ଗିରଫ

ଯାଜପୁର: ସାମ୍ବାଦିକଙ୍କୁ ଧମକ ଦେବା ଅଭିଯୋଗରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ)ଙ୍କୁ ଗିରଫ କରାଯାଇଛି।ଆବାସ ଯୋଜନା ତଦନ୍ତ ସମୟରେ ଅଧିକାରୀ ମଦ ପିଉଥିବାର ଏକ ଭିଡିଓ ସାମ୍ନାକୁ ଆସିଥିଲା। ଗିରଫ ଅଧିକାରୀ ଜଣକ ବିତନା ପିଇଓ ଶୁଶାନ୍ତ ସାହୁ ବୋଲି ଜଣାପଡି ଲଛି। ସୋସିଆଲ…

ଭାଙ୍ଗିଲା ମଞ୍ଚ, ଅଳ୍ପକେ ବର୍ତ୍ତିଲେ ରାଜ୍ୟପାଳ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଏକ କାର୍ଯ୍ୟକ୍ରମ ସମୟରେ ସମ୍ଭାବ୍ୟ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ରାଜ୍ୟପାଳ ହରି ବାବୁ କମଭମପତି। ସେ କାର୍ଯ୍ୟକ୍ରମସ୍ଥଳ ଛାଡିବାର କିଛି ମିନିଟ୍ ପରେ ମଞ୍ଚର ଏକ ଅଂଶ ଭୁଶୁଡ଼ି ପଡ଼ିଥିଲା। ପ୍ରବଳ ବର୍ଷା ମଧ୍ୟରେ ଏହି ଘଟଣା ଘଟିଥିଲା। ଯାହା ଅସ୍ଥାୟୀ…

ଶ୍ରୀମନ୍ଦିର ଉପରକୁ ଆଉ ଚଢି ପାରିବେନି କୌଣସି ବ୍ୟକ୍ତି, ବ୍ୟାରିକେଡ଼ ସହ ହେଲା ପୋଲିସ ମୁତୟନ

ପୁରୀ: ଶ୍ରୀମନ୍ଦିର ଉପରେ ବାରମ୍ବାର ଭକ୍ତ ଚଢ଼ିଯିବା ଘଟଣା ଗୁରୁତର ଭାବେ ନେଇଛି ପୋଲିସ। ଶ୍ରୀମନ୍ଦିର ଉପରକୁ କିଭଳି ଆଉ ଭକ୍ତ ଚଢ଼ି ପାରିବେ ନାହିଁ ସେହି ସ୍ଥାନ ଗୁଡିକୁ ପୋଲିସ ପକ୍ଷରୁ ଚିହ୍ନଟ କରାଯାଇଛି। ଉକ୍ତ ସ୍ଥାନକୁ ପୋଲିସ ପକ୍ଷରୁ ବ୍ୟାରିକେଡ଼ କରାଯାଇଛି। ଅନେକ ସମୟରେ ଭାବାବେଗର…

ବେଆଇନ ଟୁର ଆଣ୍ଡ୍ ଟ୍ରାଭେଲ୍ସ ସଂସ୍ଥା ଉପରେ ପୋଲିସର ଚଢାଉ

ପୁରୀ: ପୁରୀ ସହରରେ ଛତୁ ଫୁଟିଲା ଭଳି ଖୋଲିଛି ଟୁର ଆଣ୍ଡ ଟ୍ରାଭେଲ ସଂସ୍ଥା। ସହରର ବିଭିନ୍ନ ସ୍ଥାନରେ ବେଆଇନ ଭାବରେ ବିନା ପଞ୍ଜିକରଣରେ ଟୁର ଆଣ୍ଡ ଟ୍ରାଭେଲ ସଂସ୍ଥା ବ୍ୟବସାୟ କରୁଥିବା ନେଇ ଅଭିଯୋଗ ଆସିବା ପରେ ପୋଲିସ ଚଢାଉ ଅଭିଯାନ ଆରମ୍ଭ କରିଛି। ବେଆଇନ୍ ଭାବରେ ଟୁର ଆଣ୍ଡ ଟ୍ରାଭେଲ…

ଯୁକ୍ତ ୨ ନାମଲେଖା; ପ୍ରଥମ ପର୍ଯ୍ୟାୟରେ ୩.୮୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମନୋନୀତ

ଭୁବନେଶ୍ୱର: ଓଡ଼ିଶାରେ ଯୁକ୍ତ ୨ ଷ୍ଟ୍ରିମ୍‌ରେ ପ୍ରଥମ ପର୍ଯ୍ୟାୟ ପ୍ରବେଶ ପାଇଁ ୩.୮୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଇଛି। ସୋମବାର ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଦ୍ୱାରା ଘୋଷଣା କରାଯାଇଥିବା ପ୍ରଥମ ଚୟନ କଟ-ଅଫ୍ ତାଲିକା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ୪,୩୫,୦୯୨…